ଜାତୀୟ

ସିଜେଆଇଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେଲେ ରାମଗୋପାଳ ଯାଦବ

ନୂଆଦିଲ୍ଲୀ,୨୨ା୧୦: ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଉପରେ ସମାଜବାଦୀ ପାର୍ଟି ଏମ୍‌ପି ରାମଗୋପାଳ ଯାଦବ କ୍ୟାମେରା ଆଗରେ ଆପତ୍ତିଜନକ ମନ୍ତବ୍ୟ ଦେବା ପରେ ଏହାକୁ ନେଇ ବିବାଦ ଦେଖାଦେଇଥିଲା। ପରେ ରାମଗୋପାଳ ସିଜେଆଇଙ୍କ ପ୍ରତି କୌଣସି ଆପତ୍ତିଜନକ ମନ୍ତବ୍ୟ…

କଶ୍ମୀରରେ ପାକିସ୍ତାନ ବିରୋଧୀ ବିକ୍ଷୋଭ

ଜମ୍ମୁ/ଶ୍ରୀନଗର,୨୨ା୧୦: ଜମ୍ମୁ-କଶ୍ମୀରର ଗନ୍ଦେରବଲ ଜିଲାର ଏକ ନିର୍ମାଣାଧୀନ ଟନେଲରେ ରବିବାର ରାତିରେ ଆତଙ୍କବାଦୀ ଆକ୍ରମଣରେ ଜଣେ ଡାକ୍ତର ଓ ୬ ଶ୍ରମିକ ନିହତ ହୋଇଛନ୍ତି। ଏହି ଆକ୍ରମଣ ପଛରେ ପାକିସ୍ତାନୀ ଆତଙ୍କବାଦୀ ସଙ୍ଗଠନ ଲଶ୍କର-ଇ-ତୋଇବା (ଏଲ୍‌ଇଟି) ନିଜକୁ ଦାୟୀ କରିଛି। ଏଲ୍‌ଇଟିର…

ଗନ୍ଦେରବଲ ଆକ୍ରମଣ ପଛରେ ଲଶ୍କର

ଜମ୍ମୁ,୨୨ା୧୦: ଅନ୍ୟ ହିନ୍ଦୁ ମହିଳାଙ୍କ ଭଳି ପାରମ୍ପରିକ ବେଶଭୂଷାରେ ସଜେଇ ହୋଇ ସ୍ବାମୀଙ୍କ ଦୀର୍ଘ ଜୀବନ କାମନା କରିଥିବା ରୁଚି ଅବରୋଲ ରବିବାର ସ୍ବାମୀଙ୍କ ଭିଡିଓ କଲ୍‌କୁ ଅପେକ୍ଷା କରିଥିଲେ। ଫୋନ୍‌ ଆସିଥିଲେ ସେ କରଓ୍ବା ଚଉଥ୍‌ ବ୍ରତ ଭାଙ୍ଗି ଖାଦ୍ୟ…

ଏହି ଦିନ ନାମାଙ୍କନ ଭରିବେ ପ୍ରିୟଙ୍କା:ମା’-ଭାଇ ରହିବେ ଉପସ୍ଥିତ

ନୂଆଦିଲ୍ଲୀ,୨୧ା୧୦: ଓ୍ବାୟନାଡ୍‌ ଲୋକ ସଭା ଆସନ ନିମନ୍ତେ ଉପନିର୍ବାଚନ ପାଇଁ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବୁଧବାର ନାମାଙ୍କନ ପତ୍ର ଦାଖଲ କରିବେ। ଏହି ସମୟରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ସମେତ ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ…

ଦୀପାବଳିରେ ଚାଇନାକୁ ୧୦ ହଜାର କୋଟିର ଲାଗିବ ଝଟକା, ଜାଣନ୍ତୁ କିପରି…

ନୂଆଦିଲ୍ଲୀ,୨୧।୧୦: ଦୀପାବଳି ପାଇଁ ବଜାରରେ ବେଶ୍‌ ଭିଡ଼ ଜମୁଛି। ଲୋକମାନେ ବହୁତ ଶପିଂ କରୁଛନ୍ତି । ଏହି ସମୟରେ ଚାମ୍ବର ଅଫ ଟ୍ରେଡ ଆଣ୍ଡ ଇଣ୍ଡଷ୍ଟ୍ରି (ସିଟିଆଇ) ଦେଶର ବିଭିନ୍ନ ବଜାରରେ ଚାଇନାର ପ୍ରଡକ୍ଟସ୍‌କୁ ବର୍ଜନ କରିବା ପାଇଁ ଏକ ଅଭିଯାନ…

ଶେଷରେ କ୍ଷମା ମାଗିଲେ ସଲ୍‌ମାନଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତି

ନୂଆଦିଲ୍ଲୀ,୨୧ା୧୦:ବଲିଉଡ୍‌ ଅଭିନେତାଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତି ଏଥିପାଇଁ ସୋମବାର କ୍ଷମା ମାଗିଛନ୍ତି। ଭୁଲ୍‌ବଶତଃ ଉକ୍ତ ହ୍ବାଟ୍ସଆପ୍‌ ବାର୍ତ୍ତା ପଠାଯାଇଥିଲା ବୋଲି ସେ କହିଛନ୍ତି। ଏନ୍‌ସିପି ନେତା ବାବା ସିଦ୍ଦିକିଙ୍କୁ ହତ୍ୟା ପରେ ଗ୍ୟାଙ୍ଗ୍‌ଷ୍ଟର ଲରେନ୍ସ ବିଷ୍ଣୋଇଙ୍କ ହିଟ୍‌ଲିଷ୍ଟରେ ସଲ୍‌ମାନ ଥିବା…

୧୬ ପିଲା ଜନ୍ମ ପାଇଁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ: ଜାଣନ୍ତୁ କାହିଁକି

ଚେନ୍ନାଇ,୨୧ା୧୦: ଦକ୍ଷିଣ ଭାରତରେ ବରିଷ୍ଠ ନାଗରିକଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଅଧିକ ସନ୍ତାନ ଜନ୍ମ କରିବା ପାଇଁ ନିକଟରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ କହିଥିଲେ। ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍‌ ଏଥିରେ ଆଉ ପାଦେ ଆଗେଇଯାଇ ଦକ୍ଷିଣ ଭାରତୀୟମାନେ…

ହରିୟାଣା ନିର୍ବାଚନ ପରେ ଇଣ୍ଡିଆ ମେଣ୍ଟରେ ବିଚ୍ଛିନ୍ନତା! ଏଏପି, ଶିବସେନା ୟୁବିଟି ପରେ ଆରଜେଡି ଦେଖାଇଲା ଆଖି

ନୂଆଦିଲ୍ଲୀ,୨୧।୧୦: ହରିୟାଣା ବିଧାନସଭା ନିର୍ବାଚନର ଫଳାଫଳ କଂଗ୍ରେସ ପାଇଁ ସମସ୍ୟା ଆଣିଦେଇଛି। ଗୋଟିଏ ପଟେ ରାଜ୍ୟରେ ସରକାର ଗଠନ କରିବାର ଇଚ୍ଛା ଭାଙ୍ଗିଯାଇଥିବା ବେଳେ ଗୋଟି ପରେ ଗୋଟିଏ ନେତା ଦଳ ଛାଡିବାରେ ଲାଗିଛନ୍ତି। ଏଥି ସହିତ ହରିୟାଣାର ଫଳାଫଳ ପରେ…

ଇସ୍ତଫା ଦେଲେ ଓମାର ଅବଦୁଲ୍ଲା: ଜାଣନ୍ତୁ କାହିଁକି

ଶ୍ରୀନଗର,୨୧।୧୦: ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ବଡ଼ଗାମ ବିଧାନସଭା ନିର୍ବାଚନମଣ୍ଡଳୀରୁ ଇସ୍ତଫା ଦେଇଛନ୍ତି। ପ୍ରୋଟେମ ସ୍ପିକର୍‌ ମୁବାରକ ଗୁଲ ଏହି ଘୋଷଣା କରିଛନ୍ତି। ଓମାର ପାରିବାରିକ ଗଡ଼ ଗାନ୍ଦରବଲ ଆସନରୁ ନିଜ ପାଖରେ ରଖିଛନ୍ତି। ଏହି ଅବସରରେ ମୁବାରକ ଗୁଲ ବିଧାନସଭାର ସଦସ୍ୟମାନଙ୍କୁ…

ନିର୍ବାଚନ ପୂର୍ବରୁ ଉଦ୍ଧବ ଠାକ୍‌ରେଙ୍କୁ ବଡ଼ ଝଟ୍‌କା: ହାତ ଛାଡିଦେଲେ ବଡ଼ ନେତା

ପୁଣେ,୨୧।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ପୁଣେର ଶିରୁରରେ ଶିବସେନା (ୟୁବିଟି)କୁ ଏକ ବଡ଼ ଝଟ୍‌କା ଲାଗିଛି। ପାର୍ଟିର ପୁଣେ ଜିଲା ସଭାପତି ଦୀନେଶ୍ୱର (ମୌଲି) ଆବା କାଟକେ ଆଜି ଅଜିତ ପାୱାରଙ୍କ ନେତୃତ୍ୱାଧୀନ ଏନସିପିରେ ଯୋଗ ଦେଇଛନ୍ତି। ସେ ମୁମ୍ବାଇରେ…

କିଏ କରିଛି ବାତ୍ୟା ‘ଦାନା’ର ନାମକରଣ, କ’ଣ ଏହାର ଅର୍ଥ

ନୂଆଦିଲ୍ଲୀ,୨୧।୧୦: ‘ଦାନା’ ନାମକ ଏକ ଭୟଙ୍କର ଘୂର୍ଣ୍ଣିବଳୟ ପଶ୍ଚିମବଙ୍ଗର ପୂର୍ବ-ମଧ୍ୟଭାଗରେ ଘନିଭୂତ ହେଉଛି ଏବଂ ପୂର୍ବାନୁମାନ ଅନୁଯାୟୀ ଏହା ଅକ୍ଟୋବର ୨୩ ସୁଦ୍ଧା ଓଡିଶା-ପଶ୍ଚିମବଙ୍ଗ ଉପକୂଳ, ବିଶେଷ କରି ପୁରୀ ନିକଟରେ ସ୍ଥଳଭାଗ ଛୁଇଁପାରେ। ଅକ୍ଟୋବର ୨୪ ସକା ସୁଦ୍ଧା ଏହାର…

‘ମୋତେ ଭାରତରେ ରହିବାକୁ ଦିଅ’- ସ୍ବରାଷ୍ଟ୍ର ମନ୍ତ୍ରୀଙ୍କୁ ଗୁହାରି କଲେ ତସଲିମା

ନୂଆଦିଲ୍ଲୀ,୨୧।୧୦: ବାଂଲାଦେଶୀ ଲେଖକ ତସଲିମା ନସିରିନ ତାଙ୍କ ବାସସ୍ଥାନ ଅନୁମତି ବା ସେିଡେନ୍ସ ପରମିଟକୁ ନେଇ ଚିନ୍ତିତ ଅଛନ୍ତି। ସୋମବାର ଏ ବାବଦରେ ସେ ଏକ ଟୁଇଟରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ନିବେଦନ କରିଛନ୍ତି। ତସଲିମା ନସିରିନ ଏକ୍ସରେ ଲେଖିଛନ୍ତି, ନମସ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?