ଜାତୀୟ

ବିଶ୍ୱର ସବୁଠାରୁ ଧନୀ ହିନ୍ଦୁ ମନ୍ଦିରର ନିର୍ଦ୍ଦେଶ ଶୁଣି ଚିନ୍ତାରେ ୩୦୦ କର୍ମଚାରୀ

ତିରୁପତି,୧୯।୧୧: ବିଶ୍ୱର ସବୁଠାରୁ ଧନୀ ହିନ୍ଦୁ ମନ୍ଦିର ଏହାର ବୋର୍ଡରେ କାମ କରୁଥିବା ଅଣ ହିନ୍ଦୁ କର୍ମଚାରୀଙ୍କ ପାଇଁ ଏକ ନୂତନ ଆଦେଶ ଜାରି କରିଛି । ହଁ, ଟିଟିପି ଯଥା ତିରୁମାଲା ତିରୁପତି ଦେବସ୍ଥାନମ ସୋମବାର ଏକ ନିଦ୍ଦେଶ ଜାରି…

‘ଲୋକଙ୍କୁ ବ୍ୟବହାର କରି ତଡ଼ିଦେବା ଭାଜପାର ଚରିତ୍ର’

ନୂଆଦିଲ୍ଲୀ,୧୯।୧୨:ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଅଭିଯାନର ଶେଷ ପର୍ଯ୍ୟାୟରେ ଦଳର ନେତା ଓ ବିରୋଧୀଙ୍କ ମଧ୍ୟରେ ଆରୋପ-ପ୍ରତ୍ୟାରୋପ ଲାଗିରହିଛି। ଏହି ସମୟରେ କଂଗ୍ରେସ ନେତା କହ୍ନେୟା କୁମାର ଅନେକ ପ୍ରଶ୍ନର ଉତ୍ତର ଦେଇ ତାଙ୍କ ବିରୋଧୀଙ୍କୁ କଡ଼ା ଆକ୍ରମଣ କରିଥିଲେ।…

ଏହି ଯୋଜନାରେ ମହିଳାଙ୍କୁ ମିଳିବ ୨୪ହଜାର, ଜାଣନ୍ତୁ କିପରି କରିବେ ଆବେଦନ

ନୂଆଦିଲ୍ଲୀ,୧୯।୧୧: ଭାରତ ସରକାର ଦେଶରେ ମହିଳା ସଶକ୍ତିକରଣକୁ ପ୍ରୋତ୍ସାହିତ କରୁଛନ୍ତି। ସମାଜରେ ମହିଳାଙ୍କ ଅଂଶଗ୍ରହଣ ବୃଦ୍ଧି ପାଇଁ ସରକାର ନୂତନ ଉଦ୍ୟମ କରୁଛନ୍ତି। ବିଶେଷକରି ସରକାର ମଧ୍ୟ ମହିଳାମାନଙ୍କ ପାଇଁ ବିଭିନ୍ନ ପ୍ରକାରର ଯୋଜନା ପ୍ରସ୍ତୁତ କରୁଛନ୍ତି। ଯାହାଦ୍ୱାରା ମହିଳାମାନେ ଯଥାସମ୍ଭବ…

ଦିଲ୍ଲୀ କ’ଣ ଦେଶର ରାଜଧାନୀ ହେବା ଉଚିତ, କାହିଁକି ଏମିତି କହିଲେ ଥରୁର

ନୂଆଦିଲ୍ଲୀ,୧୯।୧୧: ଦିଲ୍ଲୀରେ ବାୟୁ ପ୍ରଦୂଷଣ ଅତ୍ୟନ୍ତ ବିପଜ୍ଜନକ ସ୍ତରରେ ପହଞ୍ଚିଛି। ଜାତୀୟ ରାଜଧାନୀର ହାରାହାରି ୨୪ ଘଣ୍ଟା ଏୟାର କ୍ୱାଲିଟି ଇଣ୍ଡେକ୍ସ ହେଉଛି ୪୯୩। ଦିଲ୍ଲୀର ସମସ୍ତ ବିଦ୍ୟାଳୟରେ ଅନଲାଇନ କ୍ଲାସ ଆରମ୍ଭ ହୋଇଯାଇଛି। ସୋମବାର ସୁପ୍ରିମକୋର୍ଟ ମଧ୍ୟ ବାୟୁ ପ୍ରଦୂଷଣକୁ…

ସ୍କୁଲ-କଲେଜ ବନ୍ଦ, ବାୟୁ ପ୍ରଦୂଷଣକୁ ନେଇ ଆଡଭାଇଜରୀ ଜାରି କଲା କେନ୍ଦ୍ର

ନୂଆଦିଲ୍ଲୀ,୧୯।୧୧: ବାୟୁ ପ୍ରଦୂଷଣ ଦିଲ୍ଲୀ-ଏନସିଆରରେ ଲୋକଙ୍କ ସମସ୍ୟା ବଢାଇ ଦେଇଛି। ଏଠାରେ ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ଅତ୍ୟନ୍ତ ବିପଜ୍ଜନକ ସ୍ତରରେ ପହଞ୍ଚିଛି । ସବୁଠାରୁ ବଡ ସମସ୍ୟା ହେଉଛି ନୋଏଡା, ଗାଜିଆବାଦ ଏବଂ ଗୁରୁଗ୍ରାମରେ। ଏଠାରେ ମଧ୍ୟ ମଙ୍ଗଳବାର (୧୯…

ଯାଉନାହାନ୍ତି, ପଠାଉଛନ୍ତି

ନୂଆଦିଲ୍ଲୀ/ଇମ୍ଫାଲ,୧୯ା୧୧: ପୁଣି ଜାତିଆଣ ହିଂସାର ନିଅଁାରେ ଜଳୁଛି ମଣିପୁର। ଜିରିବାମ୍‌ର ଏକ ଶିବିରରୁ ନିଖୋଜ ହୋଇଯାଇଥିବା ୬ ଅପହୃତଙ୍କ ମୃତଦେହ ମିଳିବା ପରେ ୩ ଦିନ ଧରି ଉପତ୍ୟକାରେ ଭଙ୍ଗାରୁଜା ଓ ଜଳାପୋଡ଼ା ଲାଗିରହିଛି। ଇତିମଧ୍ୟରେ ଅନେକ ବିଧାୟକ ଓ ମନ୍ତ୍ରୀଙ୍କ…

ପ୍ରଦୂଷଣମୁକ୍ତ ପରିବେଶ ଦେବା ସରକାରଙ୍କ ଦାୟିତ୍ୱ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ ,୧୯ା୧୧(ପି.ଟି.): ନାଗରିକଙ୍କୁ ପ୍ରଦୂଷଣମୁକ୍ତ ପରିବେଶ ଯୋଗାଇଦେବା ସରକାରଙ୍କ ସାମ୍ବିଧାନିକ ଦାୟିତ୍ୱ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏଥିସହ ସମଗ୍ର ଜାତୀୟ ରାଜଧାନୀ ଅଞ୍ଚଳ (ଏନ୍‌ସିଆର୍‌) ଅନ୍ତର୍ଗତ ସମସ୍ତ ରାଜ୍ୟରେ ଗ୍ରେଡେଡ୍‌ ରେସ୍ପନ୍ସ ଆକ୍ସନ ପ୍ଲାନ୍‌ (ଜିଆର୍‌ଏପି) ଚତୁର୍ଥ ପର୍ଯ୍ୟାୟ ତୁରନ୍ତ ଲାଗୁ…

କୃଷକ ନେତାଙ୍କ ବଡ଼ ନିଷ୍ପତ୍ତି: ୬ରେ ଦିଲ୍ଲୀ ଅଭିଯାନ

ଚଣ୍ଡିଗଡ଼,୧୮ା୧୧: ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି)ର ଆଇନଗତ ଗ୍ୟାରେଣ୍ଟି ଏବଂ ଅନ୍ୟାନ୍ୟ ଦାବିକୁ ଗ୍ରହଣ କରିବା ପାଇଁ କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଇବା ନିମନ୍ତେ ଶମ୍ଭୁ ସୀମାରେ ଦୀର୍ଘଦିନ ହେଲା ଆନ୍ଦୋଳନରେ ବସିଥିବା କୃଷକମାନେ ଡିସେମ୍ବର ୬ରେ ଦିଲ୍ଲୀ…

ଟେକା ମାଡ଼ରେ ଅନୀଲ ଦେଶମୁଖଙ୍କ ମୁଣ୍ଡ ଫାଟିଲା

ମୁମ୍ବାଇ, ୧୮।୧୧: ମହାରାଷ୍ଟ୍ରର ପୂର୍ବତନ ଗୃହ ମନ୍ତ୍ରୀ ତଥା ଏନ୍‌ସିପି(ଏସ୍‌ପି) ନେତା ଅନୀଲ ଦେଶମୁଖଙ୍କ କାର୍‌କୁ ସୋମବାର କାଟୋଲରେ ଟେକା ମାଡ଼ ହୋଇଛି। ଏଥିରେ ଅନୀଲ ଆହତ ହୋଇଛନ୍ତି। ଆଘାତ ଯୋଗୁ ତାଙ୍କ ମୁଣ୍ଡରୁ ରକ୍ତସ୍ରାବ ହୋଇଥିଲା। ତାଙ୍କୁ କାଟୋଲସ୍ଥିତ ଏକ…

ନୂଆ ସିଏଜି ହେଲେ କେ. ସଞ୍ଜୟ ମୂର୍ତ୍ତି: ସରିଲା ଗିରୀଶ ଚନ୍ଦ୍ର ମୁର୍ମୁଙ୍କ କାର୍ଯ୍ୟକାଳ

ନୂଆଦିଲ୍ଲୀ,୧୮।୧୧: ୧୯୮୯ ବ୍ୟାଚର ଆନ୍ଧ୍ର ପ୍ରଦେଶ କ୍ୟାଡର ଆଇଏଏସ୍‌ ସଞ୍ଜୟ ମୂର୍ତ୍ତିଙ୍କୁ ପରବର୍ତ୍ତୀ ଭାରତର କମ୍ପଟ୍ରୋଲର ଏଣ୍ଡ ଅଡିଟର ଜେନେରାଲ (ସିଏଜି) ନିଯୁକ୍ତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପତି ମୁର୍ମୁ। ଗିରୀଶ ଚନ୍ଦ୍ର ମୁର୍ମୁଙ୍କ ସ୍ଥାନ ନେବେ କେ. ସଞ୍ଜୟ ମୂର୍ତ୍ତି। ଗିରିଶ…

୨ ଘଣ୍ଟା ପିଛା କରି ପାକିସ୍ତାନ ଜାହାଜରୁ ମତ୍ସ୍ୟଜୀବୀଙ୍କୁ ଝାମ୍ପି ଆଣିଲେ ଭାରତୀୟ କୋଷ୍ଟ ଗାର୍ଡ

ନୂଆଦିଲ୍ଲୀ ,୧୮ା୧୧:ଭାରତ-ପାକିସ୍ତାନ ସାମୁଦ୍ରିକ ସୀମାରୁ ୭ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ପାକିସ୍ତାନୀ ପାଟ୍ରୋଲ ଜାହାଜ ରବିବାର ଧରିନେଉଥିଲା। ଖବର ପାଇ ଭାରତୀୟ ତଟ ସୁରକ୍ଷା ବାହିନୀ (ଆଇସିଜି) ୨ ଘଣ୍ଟା ଧରି ଉକ୍ତ ଜାହାଜକୁ ପିଛା କରିବା ପରେ ମତ୍ସ୍ୟଜୀବୀମାନଙ୍କୁ ମୁକୁଳାଇଛି।…

ବେଆଇନ ଗଛକଟା: ଶୁଣାଣିରୁ ଓହରିଲେ ପ୍ରଧାନ ବିଚାରପତି

ନୂଆଦିଲ୍ଲୀ ,୧୮ା୧୧(ପି.ଟି.):ଦିଲ୍ଲୀ ରିଜ୍‌ ଅଞ୍ଚଳରୁ ବେଆଇନ ଭାବେ ଅନେକ ଶହ ଗଛ କଟାଯାଇଥିବା ଅଭିଯୋଗ ଉପରେ ଏକାଧିକ ପିଟିଶନ୍‌ର ଶୁଣାଣିରୁ ଭାରତର ପ୍ରଧାନ ବିଚାରପତି (ସିଜେଆଇ) ସଞ୍ଜୀବ ଖାନ୍ନା ସୋମବାର ଓହରିଯାଇଛନ୍ତି। ପୂର୍ବତନ ସିଜେଆଇ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?