ବିନା ଇନ୍ସ୍ୟୁରାନ୍ସରେ ଗଡୁଛି ୨୫ଲକ୍ଷ ଗାଡ଼ି
ଭୁବନେଶ୍ୱର,୨୩ା୭(ଅଭିଜିତ ଦାସ)ପରିବହନ ବିଭାଗ ପକ୍ଷରୁ ଚଳିତବର୍ଷ ଏପ୍ରିଲ ୧ରୁ ଗାଡ଼ିମୋଟରକୁ କଡାକଡି ଯାଞ୍ଚ ଲାଗି ସମସ୍ତ ଜିଲାର ଆଞ୍ଚଳିକ ପରିବହନ ଅଧିକାରୀ(ଆର୍ଟିଓ)ଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହାପରଠାରୁ କିଛି ଦିନଧରି ଗାଡିମୋଟର ଯାଞ୍ଚ ଚାଲିଲା। ହେଲେ ଗତାନୁଗତିକ ଭାବେ ଧୀରେ ଧୀରେ ଏହା…
୫ଜଣଙ୍କୁ ‘ଓଡ଼ିଶା ସାମ୍ବାଦିକତା’ ପୁରସ୍କାର
ଭୁବନେଶ୍ୱର,୨୩ା୭ (ବନ୍ଦନା ସେଠୀ)ଓଡ଼ିଶାର ସ୍ଥିତି ଦେଖିଲେ ତାହା ଚିନ୍ତାଜନକ ଲାଗୁଛି। ଏବେ ଓଡ଼ିଆର ଓଡ଼ିଆତ୍ୱ ଧୂମିଳ ହେଉଥିବା କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଶନିବାର ଦିଲ୍ଲୀର ଅଗ୍ରଣୀ ସଂଗଠନ ପଲ୍ଲୀବାଣୀ ମିଶନ ଦ୍ୱାରା…
ହୀରାଙ୍କ ସହ ମହୁମାଛିଙ୍କ ବନ୍ଧୁତା
ଆଳି,୨୩ା୭(ବନମାଳୀ ସେନାପତି )ମହୁମାଛିଙ୍କ ଆକ୍ରମଣ ଖୁବ୍ କଷ୍ଟଦାୟକ। କେହି କେହି ମହୁମାଛିଙ୍କ ଆକ୍ରମଣରେ ପ୍ରାଣ ହରାଇଥିବା ନଜିର ରହିଛି। ହେଲେ କେନ୍ଦ୍ରାପଡ଼ା ଜିଲା ଆଳି ବ୍ଳକ୍ର ଜଣେ ପାନଦୋକାନୀଙ୍କ ସହିତ ମହୁମାଛିମାନେ ବନ୍ଧୁତା ସ୍ଥାପନ କରିବା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି। ମହୁମାଛିମାନେ…
ସିବିଏସ୍ଇ ସ୍କୁଲରେ ଓଡ଼ିଆରେ ପଢ଼ା
ଭୁବନେଶ୍ୱର,୨୨ା୭(ଅନୁରାଧା ମହାରଣା)କେନ୍ଦ୍ର ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍ଇ) ପରିଚାଳିତ ସମସ୍ତ ସ୍କୁଲରେ ମାତୃଭାଷାରେ ପାଠପଢା ହେବ। ଏନେଇ ସିବିଏସ୍ଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଦେଶର ୨୨ଟି ଆଞ୍ଚଳିକ ଭାଷାରେ ପାଠପଢ଼ା ନେଇ ମଞ୍ଜୁରୀ ମିଳିଥିବାବେଳେ ଓଡ଼ିଶାରେ ମଧ୍ୟ ଛାତ୍ରୀଛାତ୍ର ଓଡ଼ିଆ…
ବାପଘରକୁ କ’ଣ ଝିଅ ଯାଇପାରିବନି: ସଂଯୁକ୍ତା
ଭୁବନେଶ୍ୱର,୨୨।୭(ସୂର୍ଯ୍ୟକାନ୍ତ ବେହେରା): ପୂର୍ବତନ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣି ଚର୍ଚ୍ଚାକୁ ଆସିଥିବା ବିଜେଡି ନେତ୍ରୀ ସଂଯୁକ୍ତା ମହଲାଙ୍କୁ ନବୀନ ନିବାସ ଗଲା ବେଳେ ଶନିବାର ଟ୍ରାଫିକ ଛକରେ ପୋଲିସ ଅଟକାଇଥିଲା। ଛାଡ଼ିବା ପାଇଁ ସଂଯୁକ୍ତା ପୋଲିସକୁ…
ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିବା ପାଇଁ ପ୍ରଶାସନ ପଦକ୍ଷେପ ନିଅନ୍ତୁ: ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର,୨୨ା୭(ଅନିଲଦାସ): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଶୃଙ୍ଖଳିତ ଭାବରେ ଦର୍ଶନ କରିବା ପାଇଁ ପୂର୍ବଭଳି ଶ୍ରୀମନ୍ଦିରରେ ଚାରି ଦ୍ୱାର ଦର୍ଶନର ବ୍ୟବସ୍ଥା କରିବା ପାଇଁ ଆଲୋଚନା କରିବା ସହ ପଦକ୍ଷେପ ନେବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶ୍ରୀମନ୍ଦିର ପ୍ରଶାସନକୁ ପରାମର୍ଶ ଦେଇଛନ୍ତି । ପ୍ରଧାନ…
ଭୁବନେଶ୍ୱର ବନ୍ଦ କରିବେ ବ୍ୟବସାୟୀ ସଂଘ
ଭୁବନେଶ୍ୱର, ୨୨।୭ (ବନ୍ଦନା ସେଠୀ): ମାର୍କେଟ ବିଲ୍ଡିଂରେ ସ୍ଥାୟୀ ଓ ଅସ୍ଥାୟୀ ବ୍ୟବସାୟୀଙ୍କ ମଧ୍ୟରେ ଲାଗିଥିବା ବିବାଦ ଥମିବାର ନାଁ ଧରୁନି କି ମାର୍କେଟ ଖୋଲିବାର ବାଟ ଫିଟୁନି। ଫଳରେ ଲଗାତର ୬ଦିନ ଧରି ମାର୍କେଟ ବିଲ୍ଡିଂରେ ବ୍ୟବସାୟ ବନ୍ଦ ହୋଇ…
ଭୁବନେଶ୍ୱର କୋର୍ଟରୁ ଧରାପଡ଼ିଲେ ଆଉଜଣେ ନକଲି ଜାମିନଦାର
ଭୁବନେଶ୍ୱର,୨୨।୭(ସତ୍ୟଜିତ୍ ରାଉତ): ଭୁବନେଶ୍ୱର ଏସ୍ଡିଜେଏମ୍ କୋର୍ଟରେ ବୁଲୁଛନ୍ତି ନକଲି ଜାମିନଦାର। ଅଭିଯୁକ୍ତଙ୍କ ଜାମିନଦାର ସାଜି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। କପିଳେଶ୍ୱର ଅଞ୍ଚଳର ବାଉରୀବନ୍ଧୁ ପତି ନାମକ ଜଣେ ନକଲି ଜାମିନଦାରଙ୍କୁ କମିଶନରେଟ ପୋଲିସ ଗିରଫ କରି ଗୁରୁବାର ଜେଲ…
ସ୍ମାର୍ଟସିଟି ରାଙ୍କିଙ୍ଗ୍ରେ ୨୪ ନଂ.କୁ ଖସିଲା ଭୁବନେଶ୍ୱର
ଭୁବନେଶ୍ୱର, ୨୨।୭ (ବନ୍ଦନା ସେଠୀ): ସ୍ମାର୍ଟସିଟି ରାଙ୍କିଙ୍ଗ୍ରେ ୨୪ ନମ୍ବର ସ୍ଥାନକୁ ଖସି ଆସିଛି ଭୁବନେଶ୍ବର। ସେହିଭଳି ରାଉରକେଲା ୪୭ ନମ୍ବର ସ୍ଥାନରେ ରହିଛି। ରାଙ୍କିଙ୍ଗ୍ ନେଇ ଗୃହ ଓ ନଗର ଉନ୍ନୟନ ମନ୍ତ୍ରଣାଳୟ ଅନୁମୋଦିତ ଜିଏମ୍ଆଇଏସ୍ (ଜିଓସ୍ପାଟିଆଲ୍ ମ୍ୟାନେଜ୍ମେଣ୍ଟ ଇନ୍ଫର୍ମେସନ୍…
ସୋସିଆଲ ମିଡିଆରେ ‘କଇଁଛ ତରକାରି’ ଭାଇରାଲ
ଭୁବନେଶ୍ୱର,୨୨।୭(ଅଭିଜିତ ଦାସ): ସଂରକ୍ଷିତ ବନ୍ୟପ୍ରାଣୀ ‘କଇଁଛ’ ରାଜ୍ୟରେ ଅସୁରକ୍ଷତି ହୋଇପଡୁଛି। ଚାଲାଣ ହେବା ସହ ଶିକାର ବଢ଼ିଚାଲିଛି। କଇଁଛକୁ ମାରି ତରକାରି କରି ଖିଆଯାଉଛି। ପୁଣି ଏହି ‘କଇଁଛ ତରକାରି’ର ଭିଡିଓ କରାଯାଇ ସୋସିଆଲ ମିଡିଆରେ ଛଡ଼ାଯାଉଛି। ଭାଇରାଲ ହୋଇଥିବା ଏହି…
ମାର୍ଚ୍ଚ ୫ରୁ ଯୁକ୍ତ୨ ପରୀକ୍ଷା
ଭୁବନେଶ୍ୱର,୨୨ା୭(ଅନୁରାଧା ମହାରଣା): ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ନୂଆ ଶିକ୍ଷାବର୍ଷ ୨୦୨୩-୨୪ ପାଇଁ ଏକାଡେମିକ କ୍ୟାଲେଣ୍ଡର ପ୍ରସ୍ତୁତ କରିଛି। ଏଥିସହ ଏହାର କାର୍ଯ୍ୟକାରିତା ନେଇ ଅଧ୍ୟକ୍ଷମାନଙ୍କ ମତାମତ ମଧ୍ୟ ନିଆଯାଇଛି। କ୍ୟାଲେଣ୍ଡର ଅନୁସାରେ କାମ କରିବା ସହ ପ୍ରୋକ୍ଟରିଆଲ କ୍ଲାସ୍କୁ ଗୁରୁତ୍ୱ…
କଂଗ୍ରେସ ଭବନ ବାହାରେ ମୋକିମ୍, ଚିରଞ୍ଜୀବ ସମର୍ଥକଙ୍କ ହୋହଲ୍ଲା
ଭୁବନେଶ୍ବର, ୨୨ା୭(ସୁନିତ୍ ମିଶ୍ର): ମହମ୍ମଦ ମୋକିମ୍ ଏବଂ ଚିରଞ୍ଜୀବ ବିଶ୍ୱାଳଙ୍କୁ କଂଗ୍ରେସରୁ ନିଲମ୍ବିତ କରିବା ପରେ ଦଳ ଭିତରେ ରାଜନୀତି ଜୋର୍ ଧରିବାରେ ଲାଗିଛି। ୨ ନେତାଙ୍କ ସମର୍ଥକମାନେ ରାସ୍ତାକୁ ଓହ୍ଲାଇବା ସହ ଖବରଦାତା ସମ୍ମିଳନୀ କରି ନିଲମ୍ବନ ଆଦେଶ ପ୍ରତ୍ୟାହାର…
Archives


