ପାଇଖାନା ଟାଙ୍କି ସଫା ବେଳେ ୨ ଗୁରୁତର ଆଖିବୁଜିଲେ
ଭୁବନେଶ୍ୱର,୨୯ା୭(ସୂର୍ଯ୍ୟକାନ୍ତ ବେହେରା): ପାଇଖାନା ଟାଙ୍କି ସଫା ବେଳେ ଭୁବନେଶ୍ୱରର ଶିଶୁପାଳଗଡ଼, ରଘୁନାଥନଗର ଲେନ୍ ୨ରେ ଶନିବାର ଏକ ଅଘଟଣ ଘଟିଛି। ଟାଙ୍କି ଭିତରେ ପଶିଥିବା ୨ଯୁବକ ଅଣନିଃଶ୍ୱାସୀ ହୋଇ ଗୁରୁତର ହେବାରୁ ଅଗ୍ନିଶମ ଟିମ୍ ପହଞ୍ଚି ଟାଙ୍କି ଭିତରୁ ଉଦ୍ଧାର କରି…
ପାଇଖାନା ଟାଙ୍କି ସଫା ବେଳେ ୨ ଗୁରୁତର
ଭୁବନେଶ୍ୱର,୨୯ା୭(ସୂର୍ଯ୍ୟକାନ୍ତ ବେହେରା): ପାଇଖାନା ଟାଙ୍କି ସଫା ବେଳେ ଭୁବନେଶ୍ୱରର ଶିଶୁପାଳଗଡ଼, ରଘୁନାଥନଗର ଲେନ୍ ୨ରେ ଶନିବାର ଏକ ଅଘଟଣ ଘଟିଛି। ଭିତରେ ପଶିଥିବା ୨ଯୁବକ ଅଣନିଃଶ୍ୱାସୀ ହୋଇ ଗୁରୁତର ହୋଇଛନ୍ତି। ଦୀର୍ଘ ସମୟ ପର୍ଯ୍ୟନ୍ତ ବାହାରି ନ ପାରିବାରୁ ଅଗ୍ନିଶମ ଟିମ୍…
୨ ପ୍ରଯୋଜକ ଗୋଷ୍ଠୀ ମୁହଁାମୁହିଁ, ଯୁକ୍ତିତର୍କରୁ ହାତାହାତି
ଭୁବନେଶ୍ୱର,୨୯।୭(ଶର୍ମିଷ୍ଠା ପାଣିଗ୍ରାହୀ): ଓଡ଼ିଆ ସିନେ ପ୍ରଯୋଜକଙ୍କୁ ନେଇ ଗଠିତ ଉତ୍କଳ ସିନେ ଚାମ୍ବର୍ସ ଅଫ୍ କମର୍ସ(ୟୁସିସି)ରେ ଏବେ ଗୋଷ୍ଠୀକନ୍ଦଳ ଚରମ ସୀମାରେ ପହଞ୍ଚତ୍ଛି। ୟୁସିସି ଅଧୀନରେ କାର୍ଯ୍ୟ କରୁଥିବା ଓଡ଼ିଶା ଫିଲ୍ମ ପ୍ରଡ୍ୟୁସର ଆସୋସିଏଶନ (ଓଏଫ୍ପିଏ)ରେ ଆର୍ଥିକ ଅନିୟମିତତାକୁ ନେଇ କୋର୍ଟ…
ରାଜଧାନୀରେ ଡେଙ୍ଗୁ ରୋଗୀ ସଂଖ୍ୟା ୪୫୦ ଛୁଇଁଲା
ଭୁବନେଶ୍ୱର, ୨୯।୭ (ବନ୍ଦନା ସେଠୀ): ଦିନକୁ ଦିନ ରାଜଧାନୀ ଭୁବନେଶ୍ବର ଡେଙ୍ଗୁ ହଟ୍ସ୍ପଟ୍ ପାଲଟୁଛି। ୨୬ ତାରିଖ ସୁଦ୍ଧା ସହରରୁ ୩୫୧ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବାବେଳେ ୪୮ ଘଣ୍ଟାରେ ଏହା ୪୫୦ ଛୁଇଁଛି। ଦୈନିକ ହାରାହାରି ୫୦ ରୋଗୀ ଚିହ୍ନଟ…
୪ ଲଘୁଚାପ ପରେ ନିଅଣ୍ଟିଆ ବର୍ଷା
ଭୁବନେଶ୍ୱର,୨୯ା୭(ଅନିଲ ଦାସ): ଚାଷୀମାନେ ତଳି ପକାଇ ବର୍ଷାକୁ ଚାହିଁ ରହିଛନ୍ତି। ରାଜ୍ୟର ଅଧିକାଂଶ ଜିଲାରେ ରୁଆ, ବେଉଷଣ ପାଇଁ ଆବଶ୍ୟକ ଅନୁଯାୟୀ ବର୍ଷା ନାହିଁ। ଗୋଟିଏ ପରେ ଗୋଟିଏ ଲଘୁଚାପ ଦାନାବାନ୍ଧୁଛି, ହେଲେ ଓଡ଼ିଶାରେ ବର୍ଷା ଦେଉନାହିଁ। ହାଲୁକାରୁ ମଧ୍ୟମ ଧରଣର…
୩୦ରେ ଆଉ ଏକ ଲଘୁଚାପ
ଭୁବନେଶ୍ୱର,୨୮ା୭(ଅନିଲ ଦାସ): ଆସନ୍ତା ୩୦ ତାରିଖରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଖୋର୍ଦ୍ଧା, ପୁରୀ, ନୟାଗଡ଼, କଟକ, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, ଯାଜପୁର, ଭଦ୍ରକ, ଅନୁଗୋଳ, ଢେଙ୍କାନାଳ, ସମ୍ବଲପୁର, ସୁନ୍ଦରଗଡ଼,ଝାରସୁଗୁଡ଼ା, ସୋନପୁର, ଗଞ୍ଜାମ,…
ଡକ୍ଟର ଆଶିଷ ଘୋଷ ଭୁବନେଶ୍ୱର ଇଣ୍ଟରନ୍ୟାଶନାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇନ୍ଫର୍ମେଶନ ଟେକ୍ନୋଲୋଜିର ନୂଆ ନିର୍ଦ୍ଦେଶକ
ଭୁବନେଶ୍ୱର,୨୮ା୭(ଅସମାପିକା ସାହୁ): ମାନ୍ୟବର ରାଜ୍ୟପାଳ ତଥା କୁଳପତି ପ୍ରଫେସର ଗଣେଶୀ ଲାଲ୍ ଡକ୍ଟର ଆଶିଷ ଘୋଷଙ୍କୁ ଭୁବନେଶ୍ୱରର ଇଣ୍ଟରନ୍ୟାଶନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଇନ୍ଫର୍ମେଶନ ଟେକ୍ନୋଲୋଜି ନିର୍ଦ୍ଦେଶକ ଭାବରେ ନିଯୁକ୍ତ ଦେଇଛନ୍ତି। ଏହା ପୂର୍ବରୁ ସେ କୋଲକାତାର ଭାରତୀୟ ପରିସଂଖ୍ୟାନ ପ୍ରତିଷ୍ଠାନ, ଟେକ୍ନୋଲୋଜି…
ଏନ୍ଜିଟିରେ ଦାଖଲ ରିପୋର୍ଟରେ ନାହିଁ ସମ୍ପୂର୍ଣ୍ଣ ତଥ୍ୟ
ଭୁବନେଶ୍ୱର,୨୮।୭(ଶର୍ମିଷ୍ଠା ପାଣିଗ୍ରାହୀ): ଶିଖରଚଣ୍ଡୀ ପ୍ରକଳ୍ପର ଶୁଣାଣି ପୁଣି ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ଘୁଞ୍ଚିଲା। ଜୁଲାଇ ୫ରେ ଏହାର ପ୍ରଥମ ଶୁଣାଣି ହୋଇଥିବାବେଳେ ଗୁରୁବାର ଦ୍ୱିତୀୟ ଶୁଣାଣି ଥିଲା। ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ପାହାଡ଼ ଉପରେ ୱାଟ୍କୋର କୌଣସି କାର୍ଯ୍ୟ ହୋଇପାରିବ…
ସିତାଂଶୁ ମୋହନ ଦ୍ୱିବେଦୀ ଚତୁର୍ଥଥର ପାଇଁ ନିର୍ବାଚିତ
ଭୁବନେଶ୍ୱର, ୨୮।୭:ରାଜ୍ୟ ବାର୍ କାଉନ୍ସିଲ ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ବାର୍ ଆସୋସିଏଶନର ଆଇନଜୀବୀ ସିତାଂଶୁ ମୋହନ ଦ୍ୱିବେଦୀ କ୍ରମାଗତ ଭାବେ ଚତୁର୍ଥ ଥର ପାଇଁ ନିର୍ବାଚିତ ହୋଇଛନ୍ତି। ଏନେଇ ଗୁରୁବାର ଘୋଷଣା କରାଯାଇଛି। ୨୦୦୨ ଏବଂ ୨୦୦୮ ମସିହାରେ ହୋଇଥିବା…
ସ୍ତ୍ରୀଙ୍କୁ ଭିଡିଓ କଲ୍ କରି ଡ୍ରାଇଭରଙ୍କ ଆତ୍ମହତ୍ୟା
ଭୁବନେଶ୍ୱର,୨୮।୭(ସତ୍ୟଜିତ୍ ରାଉତ):ପାରିବାରିକ କଳହ ପାଇଁ ରାଜଧାନୀରେ ଆଉ ଜଣଙ୍କ ଜୀବନ ଯାଇଛି। ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ ଭିଡିଓ କଲ୍ କରି ଗାମୁଛାରେ ଫ୍ୟାନ୍ ଦ୍ୱାରା ଝୁଲି ଆତ୍ମହତ୍ୟା କରିଛନ୍ତି। ମୃତକ ହେଲେ ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଅନ୍ତର୍ଗତ ଘୁଣ୍ଠୁଣୀ…
ଓଡ଼ିଶାରେ ପ୍ରତିଷ୍ଠା ହେବ ସିଲିକନ୍ କାର୍ବାଇଡ୍ ପ୍ଲାଣ୍ଟ
ଭୁବନେଶ୍ୱର,୨୮ା୭(ଅନିଲ ଦାସ): ଓଡ଼ିଶାରେ ପ୍ରତିଷ୍ଠା ହେବ ସିଲିକନ୍ କାର୍ବାଇଡ୍ ପ୍ଲାଣ୍ଟ। ଆମେରିକାସ୍ଥିତ ସିଲିକନ୍ ଗ୍ରୁପ୍ ଓଡ଼ିଶାରେ ଏହି ପ୍ଲାଣ୍ଟ ପ୍ରତିଷ୍ଠା କରିବ। ଏଥିପାଇଁ ସିଲିକନ୍ ପାୱାର ଗ୍ରୁପ୍ ୧ ହଜାର କୋଟିର ପୁଞ୍ଜି ନିବେଶ କରିବ। ପ୍ରଥମଥର ପାଇଁ ଓଡ଼ିଶାରେ ଏଭଳି…
କିମ୍ସରେ ଜଟିଳ ମେରୁଦଣ୍ଡ ଅସ୍ତ୍ରୋପଚାର
ଭୁବନେଶ୍ୱର,୨୭ା୭(ଅସମାପିକା ସାହୁ): ମେରୁଦଣ୍ଡ ବଙ୍କା ହୋଇଯାଇଥିବା ଜନୈକା ବାଳିକାଙ୍କଠାରେ ସଫଳ ଅସ୍ତ୍ରୋପଚାର କରି ଏହାକୁ ସଳଖ କରି ପାରିଛନ୍ତି କିମ୍ସର ଡାକ୍ତର। ସ୍କୋଲିଓସିସ୍ ନାମକ ଗୁରୁତର ମେରୁଦଣ୍ଡ ସମସ୍ୟା ସହ ଦୀର୍ଘ ଦିନ ଧରି ସଂଘର୍ଷ କରୁଥିବା ଏହି ବାଳିକାଙ୍କ ଅଭିଭାବକ…
Archives


