ମେଟ୍ରୋ

ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଭଲ ସମ୍ପର୍କ ଗଢିବା କହି ମହିଳାଙ୍କୁ ଲବଙ୍ଗ ଦେଇ ଲୁଟୁଥିଲେ ଜ୍ୟୋତିଷ

ଭୁବନେଶ୍ୱର, ୧୨।୧: ମହିଳାଙ୍କୁ ବଳାତ୍କାର ଉଦ୍ୟମ ଅଭିଯୋଗରେ ଗୁରୁବାର ଦିନ ଜଣେ ଜ୍ୟୋତିଷଙ୍କୁ ଗିରଫ କରିଛି କମିସନରେଟ ପୋଲିସ। ଅଭିଯୁକ୍ତଙ୍କ ନାମ ନୀଳାମ୍ବର ପାଣି ବୋଲି ଜଣାପଡିଛି। ରିପୋର୍ଟ ଅନୁଯାୟୀ, ନୀଳାମ୍ବର ଲୋକଙ୍କର ବୈବାହିକ ଏବଂ ଆର୍ଥିକ ପର୍ଯ୍ୟନ୍ତ ସମସ୍ୟାର ସମାଧାନ…

Video: କହିଲେ କରାଇଦେବେ ଚାକିରୀ, ଠକିନେଲେ ୯ ଲକ୍ଷ ଟଙ୍କା

ଭୁବନେଶ୍ୱର, ୧୨।୧: ପୁଣି ରାଜଧାନୀରେ ଚାକିରୀ ନାଁରେ ଠକେଇ ଅଭିଯୋଗ। ଚାକିରୀ କରେଇ ଦେବାକୁ କହି ଯୁବକଙ୍କଠାରୁ ଠକିନେଲେ 9 ଲକ୍ଷ ଟଙ୍କା। ସାଇବର ଥାନାରେ ଅଭିଯୋଗ ଦେଲେ ଯୁବକ। ବର୍ତ୍ତମାନ ସମୟରେ ଚାକିରୀ ଖଣ୍ଡିଏ ପାଇବା ପାଇଁ କାଇଁ କେତେ…

Video: ସାବଧାନ ମାତିଛନ୍ତି ସାଇବର ଠକ, ଜାଣନ୍ତୁ କ’ଣ କହୁଛନ୍ତି ବିଶେଷଜ୍ଞ ?

ଭୁବନେଶ୍ୱର, ୧୨।୧: ବର୍ତ୍ତମାନ ସମୟରେ ସାଇବର ଠକ୍ ଏତେ ଚତୁର ହୋଇଯାଇଛନ୍ତି ଯେ ସେମାନେ କିଛି ସେକେଣ୍ଡରେ ବ୍ୟାଙ୍କ ଆକାଉଣ୍ଟରୁ ପୁରା ଟଙ୍କା ଲୁଟି ନେଉଛନ୍ତି। ତେବେ ଆସନ୍ତୁ ଜାଣିବା କେଉଁ କେଉଁ ଉପାୟରେ ଲୋକଙ୍କୁ ଠକେଇ କରିଥାନ୍ତି ସାଇବର ଠକ।…

ଓଡ଼ିଶା ୪ର୍ଥ ସ୍ବଚ୍ଛ ରାଜ୍ୟ

ଭୁବନେଶ୍ୱର, ୧୨।୧(ବନ୍ଦନା ସେଠୀ): ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ହୋଇଥିବା ସ୍ବଚ୍ଛ ସର୍ବେକ୍ଷଣ-୨୦୨୩ର ଫଳାଫଳ ଗୁରୁବାର ଘୋଷଣା କରାଯାଇଛି। ଚଳିତବର୍ଷ ପ୍ରଥମ ଥର ଲାଗି ୨ଟି ରାଜ୍ୟକୁ ପ୍ରଥମ ପୁରସ୍କାର ମିଳିଥିବାବେଳେ ଉଭୟ ୯୩୪୮.୩୯ ସ୍କୋର ପାଇଛନ୍ତି। ମଧ୍ୟପ୍ରଦେଶର…

ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ଲୋଗୋ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୧ା୧(ଅସମାପିକା ସାହୁ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ଲୋଗୋ ଉନ୍ମୋଚନ କରିଛନ୍ତି। ଏହାର ଟ୍ୟାଗ୍‌ଲାଇନ ରହିଛି ‘ଭାଷା ହିଁ ଭବିଷ୍ୟତ’। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଭାଷା ସମ୍ମିଳନୀର ବିପୁଳ ସଫଳତା କାମନା କରିଛନ୍ତି। ଏହି…

ଗୁଗଲ୍‌ ମ୍ୟାପିଂରୁ ଚିହ୍ନଟ ହେବେ ଅପରାଧୀ

ଭୁବନେଶ୍ୱର,୧୧।୧(ସୂର୍ଯ୍ୟକାନ୍ତ ବେହେରା)ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ ଛିନ୍‌ତାଇ, ଲୁଟ୍‌ ଓ ଚୋରି ଘଟଣା ନିତିଦିନିଆ ହୋଇଯାଇଛି। କମିଶନରେଟ ପୋଲିସ ଏହାକୁ ରୋକିବା ପାଇଁ ଯେତେ ଚେଷ୍ଟା କଲେ ମଧ୍ୟ ଅପରାଧୀମାନେ ବେଫିକର ହୋଇ ଅପରାଧ ଘଟାଉଛନ୍ତି। ଅଧିକାଂଶ କ୍ଷେତ୍ରରେ ଅପରାଧୀ ବିଶେଷକରି…

ଲାଉରୁ ତୁମ୍ବା କ୍ରାଫ୍ଟ

ଭୁବନେଶ୍ୱର,୧୧।୧(ଶର୍ମିଷ୍ଠା ପାଣିଗ୍ରାହୀ)ତୁମ୍ବା କ୍ରାଫ୍ଟ। ଶୁଣିବାକୁ ନୂଆ ଲାଗୁଥିଲେ ବି ଏହା ହେଉଛି ଆଦିବାସୀଙ୍କ କଳା ଦକ୍ଷତାର ନିଆରା ଝଲକ। ଆମେ ଖାଉଥିବା ପରିବା ‘ଲାଉ’କୁ ଆଦିବାସୀମାନେ ତୁମ୍ବା କହିଥାଆନ୍ତି। ଆଉ ସେହି ଲାଉ ଅର୍ଥାତ୍‌ ତୁମ୍ବାରୁ ତିଆରି ହୋଇଛି ଆକର୍ଷଣୀୟ ମନଲୋଭା…

ତଥ୍ୟ ନ ଥାଇ ସଫଳତା ଆକଳନ

ଭୁବନେଶ୍ୱର, ୧୧।୧ (ବନ୍ଦନା ସେଠୀ)ରାଜଧାନୀ ଭୁବନେଶ୍ୱରରେ ବୁଲା କୁକୁରଙ୍କ ଉପଦ୍ରବ କମିବ, ତା’ ସାଙ୍ଗକୁ ସହରକୁ ‘ରାବିଜ୍‌ ଫ୍ରି’ ସିଟି କରାଯିବ। ସହରବାସୀଙ୍କୁ ଏଭଳି କିଛି ସ୍ବପ୍ନ ଦେଖାଉଛି ବିଏମ୍‌ସି। ସୋମବାର ହାଇକୋର୍ଟ କୁକୁରଙ୍କ ବନ୍ଧ୍ୟାକରଣ ଉପରେ ଲାଗିଥିବା ରହିତାଦେଶ ହଟାଇବା…

ନିର୍ବାଚନ ଇସ୍ତାହାରରେ ବିଏସ୍‌କଓ୍ବୋଇ ବନ୍ଦ କରିବେ ବୋଲି ଲେଖନ୍ତୁ

ଭୁବନେଶ୍ୱର,୧୧।୧(ଅନିଲ ଦାସ)ରାଜ୍ୟର ସବୁଠୁ ବଡ଼ ଯୋଜନା ବିଏସ୍‌କେୱାଇକୁ ନେଇ ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀ ଉଠାଇଥିବା ପ୍ରଶ୍ନର ଜବାବ ଦେଇଛନ୍ତି ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ନୟାଗଡ଼ ଜିଲାର ରଣପୁରଠାରେ ବୁଧବାର ଆୟୋଜିତ ସଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ୫-ଟି…

ଜଗତ୍‌ସିଂହପୁର ଜିଲା ବିଧାନସଭା ପର୍ଯ୍ୟବେକ୍ଷକ ନିଯୁକ୍ତ

ଭୁବନେଶ୍ୱର,୧୦ା୧(ଅନିଲ ଦାସ): ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଗତ୍‌ସିଂହପୁର ଜିଲାର ବିଭିନ୍ନ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛନ୍ତି। ବୁଧବାର ଏ ନେଇ ବିଜେଡି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଗିରିଶ ଚନ୍ଦ୍ର…

ଜାନୁଆରୀ ୧୫ ପରେ ରାସ୍ତାରେ ଗୋରୁ ବୁଲିଲେ ଉଠାଇନେବ ବିଏମ୍‌ସି, ଦୁହାଁଳିଆ ଗାଈ ଫେରାଇବାକୁ ଦୁଇଗୁଣା ଜରିମାନା

ଭୁବନେଶ୍ୱର, ୧୦।୧ (ବନ୍ଦନା ସେଠୀ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)କୁ ଘାରିଛି ବୁଲା ଗୋରୁ ଓ କୁକୁର ଚିନ୍ତା। ସୋମବାର ବିଏମସି ସମେତ ସମଗ୍ର ରାଜ୍ୟରେ କୁକୁର ବନ୍ଧ୍ୟାକରଣକୁ ହାଇକୋର୍ଟରୁ ସବୁଜ ସଙ୍କେତ ମିଳିବା ପରେ ଏବେ ଏହାକୁ କାର୍ଯ୍ୟକାରୀ କରିବାକୁ…

ରାଜ୍ୟରେ ବଢ଼ିବ ଶୀତ 

ଭୁବନେଶ୍ୱର,୧୦।୧: ରାଜ୍ୟରେ ଶୀତର ପ୍ରକୋପ ବଢ଼ିବ। ରାତିର ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ଖସିବ। ତେବେ ରାଜ୍ୟରେ ଶୀତର ପ୍ରକୋପ ଆହୁରି ବଢ଼ିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି। ସୂଚନା ଅନୁସାରେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?