ଯୁକ୍ତ୩ ନାମଲେଖା ଶେଷ
ଭୁବନେଶ୍ୱର, ୨୯।୮(ଅସମାପିକା ସାହୁ):୨୦୨୩-୨୪ ଶିକ୍ଷାବର୍ଷ ନିମନ୍ତେ ସ୍ନାତକ(ୟୁଜି) ଚତୁର୍ଥ ପର୍ଯ୍ୟାୟ ନାମଲେଖା ସୋମବାର ଶେଷ ହୋଇଛି। ଏହି ପର୍ଯ୍ୟାୟରେ ମୋଟ ୩୦ହଜାରରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ନାମ ଲେଖାଇଥିବା ଜଣାପଡିଥିଲେ ମଧ୍ୟ ମୋଟ କେତେ ସଂଖ୍ୟକ ଛାତ୍ରୀଛାତ୍ର ନାମଲେଖାଇଲେ ତାହା ମଙ୍ଗଳବାର ସକାଳ…
ଜାଭେଲିନ ତାରକା କିଶୋରଙ୍କୁ ୨୫ ଲକ୍ଷ ଟଙ୍କା ପୁରସ୍କାର
ଭୁବନେଶ୍ୱର,୨୯ା୮(ଅନିଲଦାସ):ବିଶ୍ୱ ଆଥ୍ଲେଟିକ୍ସ ଚାମ୍ପିୟନଶିପ୍ରେ ପ୍ରଥମ ଓଡ଼ିଆ ଭାବେ ଦେଶ ପାଇଁ ପ୍ରତିନିଧିତ୍ୱ କରି ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଜାଭେଲିନ ତାରକା କିଶୋର ଜେନାଙ୍କୁ ୨୫ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଏହି ଘୋଷଣା…
ଲୋକସେବା ଭବନରେ ପଦୋନ୍ନତି ଦ୍ୱନ୍ଦ୍ୱ
ଭୁବନେଶ୍ୱର, ୨୯ା୮(ସୁନିତ୍ ମିଶ୍ର)ଲୋକସେବା ଭବନରେ ପଦୋନ୍ନତିକୁ ନେଇ ବିବାଦ ଦେଖିବାକୁ ମିଳିଛି। ଏସ୍ସି, ଏସ୍ଟି (ତଫସିଲଭୁକ୍ତ ଜାତି, ତଫସିଲଭୁକ୍ତ ଉପଜାତି) ଏବଂ ସାଧାରଣ ବର୍ଗର କର୍ମଚାରୀଙ୍କ ମଧ୍ୟରେ ମୁଖ୍ୟତଃ ପଦୋନ୍ନତିକୁ ନେଇ ଦ୍ୱନ୍ଦ୍ୱ ଲକ୍ଷ୍ୟ କରାଯାଇଛି। ସାଧାରଣ ବର୍ଗର ଅଧିକାରୀଙ୍କ ପଦୋନ୍ନତି…
ନାବାଳିକାଙ୍କୁ ଅସଦାଚଣ,ଜଣେ ଗିରଫ
ଭୁବନେଶ୍ୱର,୨୮।୮ (ସୂର୍ଯ୍ୟକାନ୍ତ ବେହେରା) ଘରେ ଭିତରେ ବଳପୂର୍ବକ ପଶି ନାବାଳିକାଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଖଣ୍ଡଗିରି ଥାନା ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେ ହେଲେ କଟକ ଜିଲାର ଜୟରାମ ବେହେରା (୪୩) ।…
ଯୁକ୍ତ୩ ନାମଲେଖା ଶେଷ
ଭୁବନେଶ୍ୱର, ୨୮।୮(ଅସମାପିକା ସାହୁ) : ୨୦୨୩-୨୪ ଶିକ୍ଷାବର୍ଷ ନିମନ୍ତେ ସ୍ନାତକ(ୟୁଜି) ଚତୁର୍ଥ ପର୍ଯ୍ୟାୟ ନାମଲେଖା ସୋମବାର ଶେଷ ହୋଇଛି। ଏହି ପର୍ଯ୍ୟାୟରେ ମୋଟ ୩୦ହଜାରରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ନାମ ଲେଖାଇଥିବା ଜଣାପଡିଥିଲେ ମଧ୍ୟ ମୋଟ କେତେ ସଂଖ୍ୟକ ଛାତ୍ରୀଛାତ୍ର ନାମଲେଖାଇଲେ ତାହା…
ମହାନଗରର ଗରିବ ପାଇଲେ ଭୂମି ଅଧିକାର, ୬୫ ହଜାର ପରିବାରକୁ ଜମିପଟ୍ଟା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୮ା୮(ଅସମାପିକା ସାହୁ): ଆପଣମାନେ ଖୁସି ତ? ମହାନଗର ନିଗମର ଗରିବ ଲୋକଙ୍କୁ ଭୂମି ଅଧିକାର ପ୍ରମାଣ ପତ୍ର ପ୍ରଦାନ କରବା ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଏହି ପ୍ରଶ୍ନରେ ଆନନ୍ଦ, ଉଲ୍ଲାସ, କରତାଳି ଓ ହୁଳହୁଳିରେ କମ୍ପିଥିଲା କଳିଙ୍ଗ ଷ୍ଟାଡିୟମ। ସୋମବାର କଳିଙ୍ଗ ଷ୍ଟାଡିୟମରେ ୧୦୧୦…
ତମାଖୁରେ ବର୍ଷକୁ ୧୦ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ
ଭୁବନେଶ୍ୱର, ୨୮।୮(ଅସମାପିକା ସାହୁ): ଜାତୀୟ ଓ ରାଜ୍ୟସ୍ତରୀୟ ନୀତିରେ ପରିବର୍ତ୍ତନ ଆଣି ତମାଖୁ ସେବନ ହ୍ରାସ କରିବା ଉଦ୍ଦେଶ୍ୟରେ କୋଆଲିଶନ୍ ଫର୍ ଟବାକୋ ଫ୍ରି ଓଡ଼ିଶା ଏବଂ ‘ପିକକ୍’ର ମିଳିତ ଉଦ୍ୟମରେ ଏକ ଜନ ପରାମର୍ଶ କାର୍ଯ୍ୟକ୍ରମ ରବିବାର ଭାରତୀୟ ବିଦ୍ୟାଭବନଠାରେ…
୩୧ରେ ଉତ୍କେଲା ବିମାନବନ୍ଦର ଲୋକାର୍ପଣ
ଭବାନୀପାଟଣା,(ଉତ୍ତମ କୁମାର ଦାଶ)/ ଭୁବନେଶ୍ୱର,୨୮।୮(ଅସମାପିକା ସାହୁ): ରାଜ୍ୟ ବିମାନ ସେବାରେ ଯୋଡ଼ିହେବ ନୂଆ ଅଧ୍ୟାୟ। କଳାହାଣ୍ଡି ଉତ୍କେଲାରୁ ଉଡ଼ିବ ବିମାନ। ଆଉ ୩ଦିନ ପରେ କଳାହାଣ୍ଡିବାସୀଙ୍କ ଦୀର୍ଘ ଦିନର ସ୍ବପ୍ନ ପୂରଣ ହେବ। ୩୧ ତାରିଖରେ ଲୋକାର୍ପଣ ହେବ ଜିଲାର ପ୍ରଥମ…
ନାକ୍ ଟିମ୍କୁ ସମସ୍ୟା ଜଣାଇବେ ଭିଏସ୍ଏସ୍ ନଗରବାସୀ
ଭୁବନେଶ୍ୱର,୨୮।୮(ଅନୁରାଧା ମହାରଣା): ଆସନ୍ତା ସେପ୍ଟେମ୍ବରରେ ନାକ୍ ଟିମ୍ ଉତ୍କଳ ବିଶ୍ୱବିଦ୍ୟାଳୟକୁ ପରିଦର୍ଶନରେ ଆସିବେ ବୋଲି ସୂଚନା ମିଳିଛି। ତେବେ ନାକ୍ ଟିମ୍କୁ ଭେଟି ବୀର ସୁରେନ୍ଦ୍ର ସାଏ(ଭିଏସ୍ଏସ୍) ନଗରବାସୀ ସମସ୍ୟା ଜଣାଇବେ ବୋଲି କହିଛନ୍ତି। ପ୍ରାୟ ୩୯୨ ଏକର ଜମିରେ ଥିବା…
ଆଜି ଜାଗା ମିଶନ ପଟ୍ଟା ବାଣ୍ଟିବେ ମୁଖ୍ୟମନ୍ତ୍ରୀ: ଅଯୋଗ୍ୟ ହିତାଧିକାରୀଙ୍କ ଉପରେ ନଜର
ଭୁବନେଶ୍ୱର,୨୮।୮(ବନ୍ଦନା ସେଠୀ): ‘ଜାଗା ମିଶନ’ରେ ମାଗଣାରେ ଜମି ପଟ୍ଟା ପାଇବେ ବସ୍ତି ବାସିନ୍ଦା। ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ପ୍ରସ୍ତୁତ ତାଲିକାରେ ଭୂତ ହିତାଧିକାରୀ ସ୍ଥାନ ପାଇବା ଓ ବହୁ ଯୋଗ୍ୟ ହିତାଧିକାରୀ ବଞ୍ଚତ୍ତ ହେବାକୁ ନେଇ ବିବାଦ ଲାଗି ରହିଥିବାବେଳେ…
ଜୀବନବାଦୀ କାବ୍ୟଧାରାର କାଣ୍ଡାରି
ପଦାର୍ଥ ବିଜ୍ଞାନରେ ଶିକ୍ଷା ଗ୍ରହଣ କରି ଅଧ୍ୟାପନା ଜୀବନକୁ ବାଛିଥିବା ଜୟନ୍ତ ମହାପାତ୍ର କିନ୍ତୁ ଜୀବନବ୍ୟାପୀ ବୁଡ଼ି ରହିଥିଲେ କାବି୍ୟକ ଦୁନିଆରେ। ଇଂଲିଶ୍ ଏବଂ ଓଡ଼ିଆ ଭାଷାରେ ଲିଖିତ ତାଙ୍କ ପ୍ରତିଟି କବିତା ମାନବୀୟ ସ୍ବର ବହନ କରି ଚାଲିଥିଲା। ବିଜ୍ଞାନର…
କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ଜବତ, ୫ ଗିରଫ
ଭୁବନେଶ୍ୱର,୨୮ା୮(ସତ୍ୟଜିତ୍ ରାଉତ): ସିବିଆଇ ଅଫିସର କହି ଘରେ ପଶିଥିଲେ। ବାପପୁଅଙ୍କୁ ବାନ୍ଧି ବନ୍ଧୁକ ମୁନରେ ଭୟ ଦେଖାଇ ସିନେମା ଷ୍ଟାଇଲ୍ରେ ଲୁଟିଥିଲେ ୧.୭ କୋଟି ନଗଦ ଟଙ୍କା ସମେତ ସୁନା ଅଳଙ୍କାର। ଭୁବନେଶ୍ୱର ଇନ୍ଫୋସିଟି ଥାନା ଅନ୍ତର୍ଗତ ନନ୍ଦନବିହାର ଅଞ୍ଚଳରେ ଘଟିଥିବା…
Archives


