ଜୟନାରାୟଣଙ୍କୁ ଗୋଡ଼ାଉଛି ୫-ଟି ଭୟ: ବିଜେଡି
ଭୁବନେଶ୍ୱର,୯ା୯(ଅନିଲ ଦାସ): ଓଡ଼ିଶା ଭାଜପା ନେତା ଜୟନାରାୟଣ ମିଶ୍ରଙ୍କୁ ୫-ଟି ଭୂତ ଗୋଡ଼ାଉଛି। ଯେଉଁଠାରେ ସେ ଏହାକୁ ଦେଖୁଛନ୍ତି ସେଠାରେ ଖାଲି ୫-ଟି ଜପ କରୁଛନ୍ତି। ସେ କିଡ୍ନୀ ଏବଂ ମାନସିକ ସମସ୍ୟାର ଚିକିତ୍ସା ପାଇଁ ଯାଇଥିଲେ। ତାଙ୍କର କିଡ୍ନୀ ଚିକିତ୍ସା…
ପରିବା ବିକି ଅଭିନବ ପ୍ରତିବାଦ
ଭୁବନେଶ୍ୱର,୯।୯ (ଅନୁରାଧା ମହାରଣା): ଫାର୍ମାସିଷ୍ଟ ପଦବୀ ଏବଂ ବହୁମୁଖୀ ପୁରୁଷ ସ୍ବାସ୍ଥ୍ୟକର୍ମୀ ପଦବୀ ପୂରଣ ଦାବିରେ ଓଡିଶା ପଞ୍ଜୀକୃତ ଫାର୍ମାସିଷ୍ଟ ମହାସଂଘ ପକ୍ଷରୁ ଶୁକ୍ରବାର ବିକ୍ଷୋଭ କରାଯାଇଛି। ଓଡ଼ିଶାର ସମସ୍ତ ୪୫ହଜାର ପଞ୍ଜୀକୃତ ଫାର୍ମାସିଷ୍ଟ ଏବଂ ୨୧ହଜାର ଫାର୍ମାସି ଛାତ୍ରୀଛାତ୍ରଙ୍କୁ ନେଇ…
୧୪ରେ ଆଉ ଏକ ଲଘୁଚାପ
ଭୁବନେଶ୍ୱର,୯ା୯(ଅନିଲ ଦାସ): ଆସନ୍ତା ୧୩ ତାରିଖରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ୧୪ ତାରିଖରେ ଲଘୁଚାପରେ ପରିଣତ ହେବ। ଲଘୁଚାପ ପ୍ରଭାବରେ ଉପକୂଳ ସମେତ ରାଜ୍ୟର ବିିଭିନ୍ନ ଭାଗରେ ପ୍ରବଳ ବର୍ଷା ହେବାର ସମ୍ଭାବନା…
୧୧ରୁ ମିଶନ ଇନ୍ଦ୍ରଧନୁଷ ୫.୦
ଭୁବନେଶ୍ୱର, ୯।୯(ଅସମାପିକା ସାହୁ): ରାଜ୍ୟରେ ଆସନ୍ତା ୧୧ ତାରିଖରୁ ‘ଇଣ୍ଟେନ୍ସିଫାଏଡ୍ ମିଶନ ଇନ୍ଦ୍ରଧନୁଷ (ଆଇଏମ୍ଆଇ) ୫.୦’ ଅଭିଯାନ ଆରମ୍ଭ ହେବ। ୫ବର୍ଷ ବୟସ ପର୍ଯ୍ୟନ୍ତ ସମସ୍ତ ଶିଶୁ ଓ ଗର୍ଭବତୀ ମହିଳାଙ୍କୁ ଚିହ୍ନଟ ଏବଂ ପଞ୍ଜୀକରଣ କରି ଟିକାକରଣ କରିବା ହେଉଛି…
୨ ବିଦ୍ୟାଳୟରେ ପାଳିକରି ହିନ୍ଦୀ ପଢ଼ାଉଛନ୍ତି ଜଣେ ଶିକ୍ଷକ
ଭୁବନେଶ୍ୱର,୯।୯(ଅନୁରାଧା ମହାରଣା): ରାଜ୍ୟର ସରକାରୀ ବିଦ୍ୟାଳୟଗୁଡ଼ିକରେ ଗୁଣାତ୍ମକ ଶିକ୍ଷାଦାନ ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା କରାଯାଉଛି। ବିଦ୍ୟାଳୟ ରୂପାନ୍ତରୀକରଣରେ ଆଖିବୁଜା ଅର୍ଥ ଖର୍ଚ୍ଚ ହେଉଛି। ହେଲେ ଖୋଦ୍ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ଅଧିକାଂଶ ବିଦ୍ୟାଳୟରେ ଶିକ୍ଷକ ଓ ଅଣଶିକ୍ଷକ…
ଖୋର୍ଦ୍ଧାରେ ହେବ ଓଡ଼ିଶା ପାଇକ ଏକାଡେମୀ
ଭୁବନେଶ୍ୱର,୯ା୯(ଅନିଲ ଦାସ): ଖୋର୍ଦ୍ଧା ଜିଲାରେ ଓଡ଼ିଶା ପାଇକ ଏକାଡେମୀ ଓ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ହେବ। ଶୁକ୍ରବାର ଏହି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ରାଜ୍ୟର ଗୌରବମୟ ପାଇକ ପରମ୍ପରାର ସାମୂହିକ ବିକାଶ ନିମନ୍ତେ ଏହି କେନ୍ଦ୍ର ରାଜ୍ୟ…
୧୨ରେ ପୁଣି ଏକ ଘୂର୍ଣ୍ଣିବଳୟ
ଭୁବନେଶ୍ୱର,୮।୯: ରାଜ୍ୟରେ ଧୀରେ ଧୀରେ ଲଘୁଚାପ ଦୁର୍ବଳ ହୋଇଛି । ତେବେ ଶୁକ୍ରବାର ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି । ରାଜଧାନୀ ଭୁବନେଶ୍ୱର ସମେତ ଢେଙ୍କାନାଳ, ବାରିପଦା, କଟକ ଭଳି ସ୍ଥାନରେ ତୁହାକୁ ତୁହା ପ୍ରବଳ ବର୍ଷା ହୋଇଛି ।…
କଂଗ୍ରେସରୁ ସୁର ରାଉତରାୟଙ୍କ ପୁଅଙ୍କୁ ନିଲମ୍ବିତ
ଭୁବନେଶ୍ୱର,୮।୯: ଜଟଣୀ ବିଧାୟକ ସୁର ରାଉତରାୟଙ୍କ ପୁଅ ତଥା ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ ମନ୍ମଥ ରାଉତରାୟଙ୍କୁ କଂଗ୍ରେସରୁ ନିଲମ୍ବିତ କରାଯାଇଛି। ଦଳୀୟ ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ନିଲମ୍ବିତ କରାଯାଇଛି। ଏ ନେଇ ଓ ପ୍ରଦେଶ କଂଗ୍ରେସ ଡିସିପ୍ଲିନାରୀ ଆକ୍ସନ କମିଟି…
ଅଣନିଃଶ୍ୱାସୀ କରୁଛି ଆବର୍ଜନା: ସ୍ବଚ୍ଛ ବାୟୁ ଚିନ୍ତା
ଭୁବନେଶ୍ୱର,୮।୯ (ବନ୍ଦନା ସେଠୀ): ସୁସ୍ଥ ଭାବେ ବଞ୍ଚିବା ପାଇଁ ସୁସ୍ଥ ବାତାବରଣ ଏବଂ ସ୍ବଚ୍ଛ ବାୟୁ ନିହାତି ଆବଶ୍ୟକ। ବର୍ତ୍ତମାନ ବାୟୁ ପ୍ରଦୂଷଣ ମାନବ ସମାଜ ପାଇଁ ଏକ ପ୍ରମୁଖ ପରିବେଶ ବିପଦ ଭାବେ ଉଭା ହୋଇଛି। ଏନେଇ ଲୋକଙ୍କୁ ସଚେତନ…
ଓଡ଼ିଶାର କଳା, ସଂସ୍କୃତି ସହ କାରିଗରଙ୍କ ପରିଚୟ ବୃଦ୍ଧି ପାଇଛି
ଭୁବନେଶ୍ୱର,୭।୯(ଶର୍ମିଷ୍ଠା ପାଣିଗ୍ରାହୀ)ସ୍ବାଧୀନତା ଦିବସ ଅବସରରେ ଟାଇମ୍ସ ସ୍କୋୟାର୍ରେ ପ୍ରଦର୍ଶିତ ହୋଇଥିଲା ଓଡ଼ିଶାର କଳା, ସଂସ୍କୃତି ଓ ଭାସ୍କର୍ଯ୍ୟର ପ୍ରତୀକ ‘କୋଣାର୍କ ଚକ୍ର’ର ପଥର ନିର୍ମିତ ପ୍ରତିକୃତି। ସେଫ୍ ବିକାଶ ଖାନ୍ନାଙ୍କ ଚେଷ୍ଟାରେ ଓଡ଼ିଶାର ଟିମ୍ ଏହାକୁ ସେଠାରେ ପ୍ରଦର୍ଶନ କରିଥିଲେ। ତେବେ…
କୃଷ୍ଣ ଆରାଧନାରେ ବିଭୋର ରାଜଧାନୀବାସୀ
ଭୁବନେଶ୍ୱର,୭।୯(ଅନୁରାଧା ମହାରଣା)ଚଳିତବର୍ଷ କେତେକ ସ୍ଥାନରେ ଗୁରୁବାର ଜନ୍ମାଷ୍ଟମୀ ପର୍ବ ପାଳନ କରାଯାଉଥିବାବେଳେ ଅଧିକାଂଶ ରାଜଧାନୀବାସୀ ବୁଧବାର ଏହି ପର୍ବ ପାଳନ କରିଛନ୍ତି। ତେଣୁ ରାଜଧାନୀର ବିଭିନ୍ନ ମନ୍ଦିରରେ ଶ୍ରୀକୃଷ୍ଣଙ୍କ ଜନ୍ମନୀତି ଆୟୋଜନ କରାଯିବା ସହ ଶ୍ରଦ୍ଧାଳୁ କୃଷ୍ଣ ଆରାଧନାରେ ବିଭୋର ହୋଇପଡ଼ିଛନ୍ତି।…
ଜଳିଗଲା ବିଏମ୍ସି ସଫେଇ ଗାଡ଼ି
ଭୁବନେଶ୍ୱର,୭।୯ (ସତ୍ୟଜିତ୍ ରାଉତ)ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି)ର ରାସ୍ତା ସଫେଇ ଗାଡ଼ି ରବିବାର ରାତି ପ୍ରାୟ ୧୧ଟା ୧୫ ବେଳେ ନିଆଁ ଲାଗି ଜଳିଯାଇଛି। ନୟାପଲ୍ଲୀସ୍ଥିତ କସ୍ତୁରବା ଶିକ୍ଷା ଆଶ୍ରମ ସାମ୍ନା ରାସ୍ତାରେ ଏହି ଅଘଟଣ ଘଟିଛି। ଏହି ଅଗ୍ନିକାଣ୍ଡରେ ଡ୍ରାଇଭର…
Archives


