ଲଘୁଚାପ: ୩ ଦିନ ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ୱର,୨୦।୯(ଅନିଲ ଦାସ): ଉତ୍ତର-ପଶ୍ଚିମ ଓ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଘନୀଭୂତ ହେବାରୁ ଏହାର ପ୍ରଭାବରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ଓଡ଼ିଶା ଉପକୂଳରେ ମଙ୍ଗଳବାର ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏଥିଯୋଗୁ ଆସନ୍ତା ୩…
ହୋଟେଲ, ଜାତୀୟ ରାଜପଥରେ ବନ୍ଧୁକଧାରୀଙ୍କ ଆତଙ୍କ
ବଲାଙ୍ଗୀର, ୨୦।୯ (ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର-ସୋନପୁର ଜାତୀୟ ରାଜପଥର ଗିରିଗୋବର୍ଦ୍ଧନ ନିକଟରେ ଥିବା ଏକ ହୋଟେଲ ଏବଂ ଜାତୀୟ ରାଜପଥରେ ଜଣେ ଯୁବକ ମଙ୍ଗଳବାର ଅପରାହ୍ନ ପ୍ରାୟ ୫ଟାରେ ବନ୍ଧୁକ ଧରି ଆତଙ୍କ ସୃଷ୍ଟି କରିଥିଲେ। ହୋଟେଲର କାଚ, ଆସବାବପତ୍ର…
ଲୋକ ସଭାରେ ଆଗତ ହେଲା ନୂଆ ବିଲ୍: ସମସ୍ତ ଶ୍ରେୟ ନବୀନଙ୍କର:ବିଜେଡି
ଭୁବନେଶ୍ୱର,୨୦।୯(ଅନିଲ ଦାସ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମ ଯୋଗୁ ଲୋକ ସଭାରେ ମହିଳା ସଂରକ୍ଷଣ ବିଲ୍ ଆଗତ ହୋଇଛି ବୋଲି ବିଜେଡି ପକ୍ଷରୁ କୁହାଯାଇଛି। ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର କହିଛନ୍ତି ଯେ, ୨୦୧୯ ନିର୍ବାଚନରେ ବିଜେଡି ଲୋକ ସଭା…
ଗ୍ରାମ୍ୟ ବ୍ୟାଙ୍କରେ ୩୫୦ରୁ ଊର୍ଦ୍ଧ୍ୱ କର୍ମଚାରୀଙ୍କ ନାଁରେ ଋଣ
ଭୁବନେଶ୍ୱର,୨୦ା୯ (ସତ୍ୟଜିତ୍ ରାଉତ): ଇଷ୍ଟର୍ନ ମିଡିଆ ଲିମିଟେଡ୍ ସଂସ୍ଥା ଦ୍ୱାରା ପରିଚାଳିତ ଦୈନିକ ଖବରକାଗଜ ‘ସମ୍ବାଦ’ରେ କର୍ମଚାରୀଙ୍କ ନାମରେ ଜାଲିଆତି କରି ବ୍ୟାଙ୍କରୁ ଋଣ ଉଠାଣ ମାମଲାରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଅଧିକ ତଦନ୍ତ ଜାରି ରଖିଛି। ଇଷ୍ଟର୍ନ…
ଦୁଇ ଦିନିଆ ରିମାଣ୍ଡରେ ଇରାନୀଙ୍କ ସ୍ବାମୀ ନିଶିକାନ୍ତ ପାତ୍ର
ଭୁବନେଶ୍ୱର,୧୯।୯: ହନିଟ୍ରାପ କୁଇନ ଇରାନୀ ଗ୍ୟାଙ୍ଗ ଗିରଫ ମାମଲାରେ ଦୁଇ ଦିନିଆ ରିମାଣ୍ଡରେ ଗଲେ ଇରାନୀ ସ୍ବାମୀ ନିଶିକାନ୍ତ ପାତ୍ର । ଦୁଇ ଦିନିଆ ରିମାଣ୍ଡ ଅବଧି ସମୟରେ ତମାଣ୍ଡୋ ଥାନା ପୋଲିସ ନିଶିକାନ୍ତକୁ ମାରାଥନ ଜେରା କରିବ । ଏହି…
ବର୍ଷା ଲାଗି ୧୯ ଜିଲାକୁ ସତର୍କତା
ଭୁବନେଶ୍ୱର,୧୯।୯: ତୁହାକୁ ତୁହା ବର୍ଷାରେ ଭିଜୁଛି ଓଡ଼ିଶା । ଘୂର୍ଣ୍ଣିବଳୟ ପ୍ରଭାବରେ ବର୍ଷା ଜାରି ରହିଛି । ଓଡ଼ିଶାର ଅଧିକାଂଶ ଜିଲାରେ ହାଲୁକାରୁ ମଧ୍ୟମଧରଣର ବର୍ଷା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ମଙ୍ଗଳବାର ୧୯ ଜିଲାକୁ ସତର୍କତା ଜାରି…
ଗଣେଶ ପୂଜା ପାଇଁ ସବୁଠି ଚଳଚଞ୍ଚଳ
ଭୁବନେଶ୍ୱର, ୧୯।୯: ଆଜି ଗଣେଶ ପୂଜା । ଏ ନେଇ ଗାଁଠୁ ସହରର ସବୁଠି ଚଳଚଞ୍ଚଳ । ସୁଉଚ୍ଚ ତୋରଣ ସାଙ୍ଗକୁ ଆଖି ଝଲସା ମେଢ଼ ସାଜସଜ୍ଜା ଦେଖିବାକୁ ମିଳିଛି। ମେଢବୁଲିବାକୁ ଲୋକଙ୍କ ଭିଡ଼ ଖେିବାକୁ ମିଳୁଛି। ତାସହ ସ୍ଥାନେସ୍ଥାନେ ମୀନାବଜାର…
ମନ୍ଦିର ପରିସର ସାପମୟ
ଭୁବନେଶ୍ୱର, ୧୯।୯(ଅସମାପିକା ସାହୁ):ନୀଳାଦ୍ରିବିହାରସ୍ଥିତ ଇସାନେଶ୍ୱର ମନ୍ଦିର ପରିସର ସୋମବାର ସାପମୟ ହୋଇଯାଇଥିଲା। ମନ୍ଦିରର ଜଣେ ପୂଜକ ସଞ୍ଜୟ କୁମାର ଦାସ ଦୈନନ୍ଦିନ କାର୍ଯ୍ୟ ସମ୍ପାଦନ କରିବା ପାଇଁ ଯାଉଥିବାବେଳେ ତାଙ୍କ ସାମ୍ନାରେ ବଉଳ ଗଛରୁ କିଛି ଗୋଟେ ପଦାର୍ଥ ପଡ଼ିବା ଦେଖିବାକୁ…
ଆଜି ବିରାଜିବେ ବିଘ୍ନରାଜ: ଅଗ୍ରପୂଜ୍ୟଙ୍କ ଆବାହନ ପାଇଁ ସହର ଚଳଚଞ୍ଚଳ
ଭୁବନେଶ୍ୱର,୧୯।୯(ଅନୁରାଧା ମହାରଣା):ରାଜଧାନୀ ସମେତ ସାରା ରାଜ୍ୟରେ ଆଜି ପବିତ୍ର ଗଣେଶ ପୂଜା ମହା ଆଡ଼ମ୍ବରରେ ପାଳିତ ହେବ। ଭୁବନେଶ୍ୱରର ବିଭିନ୍ନ ମଣ୍ଡପ, ଶିକ୍ଷାନୁଷ୍ଠାନ ସମେତ ଶତାଧିକ ସ୍ଥାନରେ ବିରାଜିବେ ବିଘ୍ନରାଜ। ଏଥିପାଇଁ ପ୍ରସ୍ତୁତି ସରିଥିବାବେଳେ ପୂଜା କମିଟି ସଦସ୍ୟ, ଛାତ୍ରୀଛାତ୍ରଙ୍କ ମଧ୍ୟରେ…
ବିପଦରେ ପଡ଼ିପାରନ୍ତି ସଚେତନକାରୀ
ଟ୍ରାଫିକ ନିୟମ ଉଲ୍ଲଂଘନ କରୁଥିବା ଗାଡି ଚାଳକଙ୍କ ଉପରେ ନଜର ରଖିବାକୁ ସାଧାରଣ ଲୋକ କିମ୍ବା ସତର୍କ ନାଗରିକଙ୍କ ସହଯୋଗ ଲୋଡାଯାଇଛି। ଏଥିପାଇଁ ରାଜ୍ୟ ପରିବହନ ପ୍ରାଧିକରଣ (ଏସ୍ଟିଏ) ପକ୍ଷରୁ ନେକ୍ସଟ ଜେନ୍ ଏମ୍ ପରିବହନ ଆପ୍ଲିକେଶନରେ ‘ସିଟିଜେନ ସେଣ୍ଟିନେଲ’ ନାମକ…
ସମ୍ବାଦ କାର୍ଯ୍ୟାଳୟରେ ଇଓଡବ୍ଲ୍ୟୁ ଚଢ଼ାଉ
ଭୁବନେଶ୍ୱର,୧୯।୯(ସତ୍ୟଜିତ୍ ରାଉତ):ଦୈନିକ ଖବରକାଗଜ ‘ସମ୍ବାଦ’ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ନିଜ ସଂସ୍ଥାର ମାନବ ସମ୍ବଳ ଓ ବିତ୍ତ ବିଭାଗ ଅଧିକାରୀଙ୍କ ଜରିଆରେ ଚାପ ପକାଇ, ଚାକିରି ନେଇଯିବାର ଭୟ ଦେଖାଇ ଏବଂ କାଗଜପତ୍ର ଜାଲିଆତି କରି ପ୍ରାୟ ୩୦୦ କର୍ମଚାରୀଙ୍କ ନଁାରେ…
୪୮ ଘଣ୍ଟାରେ ଲଘୁଚାପ
ଭୁବନେଶ୍ୱର,୧୯ା୯(ଅନିଲ ଦାସ):ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ସୃଷ୍ଟି ହୋଇଛି। ଆସନ୍ତା ୪୮ ଘଣ୍ଟାରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏହା ଲଘୁଚାପରେ ପରିଣତ ହେବ। ଏହାର ପ୍ରଭାବରେ ୧୯ ତାରିଖରୁ ରାଜ୍ୟର ବିଭିନ୍ନ ଭାଗରେ…
Archives


