ରାଜ୍ୟ ବାହାର ଅପରାଧୀଙ୍କୁ ଧରିବାକୁ ବଳପାଉନି
ଭୁବନେଶ୍ୱର,୨୫।୨(ସୂର୍ଯ୍ୟକାନ୍ତ ବେହେରା)ଭୁବନେଶ୍ୱରରେ ଗତ କିଛିମାସ ହେବ ବାହାର ରାଜ୍ୟର ଅପରାଧୀ ସକ୍ରିୟ ହୋଇଉଠିଛନ୍ତି। ସେମାନଙ୍କ ସହ ହାତ ମିଳାଇଛନ୍ତି ସ୍ଥାନୀୟ ଅପରାଧୀ। ଫଳରେ ସହରରେ ଲୁଟ୍, ଚୋରି ଓ ଡକାୟତି ବଢ଼ୁଛି। ଅପରାଧୀମାନେ ପୋଲିସକୁ ଚ୍ୟାଲେଞ୍ଜ କରି ଗୋଟିକ ପରେ ଗୋଟିଏ…
ଖଣ୍ଡଗିରି କୁମ୍ଭମେଳା: ସରିଲା ଯଜ୍ଞ, ଚାଲିବ ଯାତ୍ରା
ଭୁବନେଶ୍ୱର,୨୫।୨(ଶର୍ମିଷ୍ଠା ପାଣିଗ୍ରାହୀ)ବିଶ୍ୱଶାନ୍ତି ମହାଯଜ୍ଞର ପୂର୍ଣ୍ଣାହୂତି ସହ ୯ଦିନ ଧରି ଚାଲିଥିବା ଖଣ୍ଡଗିରି କୁମ୍ଭମେଳା ଶନିବାର ଶେଷ ହୋଇଛି। ବିଦାୟ ନେଇଛନ୍ତି ସାଧୁସନ୍ଥ। କାହିଁ କେଉଁ କାଳରୁ ମାଘ ସପ୍ତମୀଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ଏପରି ମହାଯଜ୍ଞ ଅନନ୍ତ ଗୁମ୍ଫା ସମ୍ମୁଖରେ ଆୟୋଜିତ ହୋଇଆସୁଛି।…
ଛାତ୍ରୀଛାତ୍ରଙ୍କୁ ଚାପମୁକ୍ତ କରିବା ପାଇଁ ‘ଟେଲି ମାନସ’ ସେବା, ୧୪୪୧୬ ନମ୍ବରରେ କଲ୍ କରି ସହାୟତା ନେଇ ପାରିବେ ପିଲା
ଭୁବନେଶ୍ୱର,୨୪ା୨(ଅସମାପିକା ସାହୁ): ରାଜ୍ୟରେ ଏବେ ମାଟ୍ରିକ ପରୀକ୍ଷା ଚାଲୁଥିବା ବେଳେ ଆଗାମୀ ଦିନରେ ଅନ୍ୟ ଛାତ୍ରୀଛାତ୍ରଙ୍କ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି। ପରୀକ୍ଷା ସମୟରେ ଛାତ୍ରୀଛାତ୍ରଙ୍କୁ ଚାପମୁକ୍ତ କରିବା ପାଇଁ ସ୍ବାସ୍ଥ୍ୟ ବିଭାଗ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ…
ଲିକ୍ ହୋଇନାହିଁ ମାଟ୍ରିକ ପ୍ରଶ୍ନପତ୍ର,ଏମିତି କହିଲେ…
ଭୁବନେଶ୍ୱର,୨୪।୨: ମାଟ୍ରିକ ପ୍ରଶ୍ନପତ୍ର ଲିକ୍ ହୋଇଥିବା ଅଭିଯୋଗକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି ବୋର୍ଡ ଉପସଭାପତି ନିହାର ରଞ୍ଜନ ମହାନ୍ତି । ସେ କହିଛନ୍ତି ‘ମାଟ୍ରିକ ପରୀକ୍ଷା ସୁରୁଖୁରୁରେ ଚାଲିଛି। କୌଣସି ପ୍ରଶ୍ନପତ୍ର ଲିକ ହୋଇ ନାହିଁ। ବିଭ୍ରାନ୍ତ କରିବାକୁ କେହି ଏଭଳି…
ପରିବା ବିକାଳିରୁ IAS, ଏବେ ଭୁବନେଶ୍ୱରର ନୂଆ କମିଶନର
ଭୁବନେଶ୍ୱର,୨୪।୨: ଭୁବନେଶ୍ୱର ମହାନଗର ନିଗମ(ବିଏମସି)ର ନୂତନ କମିଶନର ଭାବେ ଯୋଗ ଦେଇଛନ୍ତି ରାଜେଶ ପାଟିଲ। ବିଏମସି କମିଶନର ଭାବେ ଯୋଗ ଦେବା ପୂର୍ବରୁ ସେ ବହୁ ଜିଲାର ଜିଲ୍ଲାପାଳ ଭାବେ କାମ କରି ଆସିଛନ୍ତି। ଏଥିସହ ସେ ଓଡିଶା ସ୍କିଲ ଡେଭଲପମେଣ୍ଟ…
ରାଜ୍ୟରେ ଗଠନ ହେବ ୩୪ଟି ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ, ୫ ପୌର ପରିଷଦ
ଭୁବନେଶ୍ବର,୨୪।୨: ରାଜ୍ୟରେ ୩୪ ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନଏସି) ଗଠନ ନେଇ ସରକାର ନିଷ୍ପତ୍ତି ନେଇଛନ୍ତି । ଅନ୍ୟବକ୍ଷେ ୫ ବିଜ୍ଞାପିତ ଅଞ୍ଚଳ ପରିଷଦକୁ ପୌର ପରିଷଦ (ମ୍ୟୁନିସିପାଲିଟି) ଭାବେ ମଧ୍ୟ ଉନ୍ନୀତ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ନୂତନ ପୌର…
ବିଏମ୍ସି କମିଶନର ବିଜୟ ଅମୃତ କୁଲାଙ୍ଗେଙ୍କ ସ୍ଥାନରେ ଦାୟିତ୍ୱ ନେଲେ ରାଜେଶ ପାଟିଲ
ଭୁବନେଶ୍ୱର, ୨୪।୨ (ବନ୍ଦନା ସେଠୀ ): ବିଏମ୍ସି କମିଶନର ବିଜୟ ଅମୃତ କୁଲାଙ୍ଗେ ଅଚାନକ ଛୁଟିରେ ଯାଇଛନ୍ତି। ତାଙ୍କ ବଦଳରେ ରାଜେଶ ପାଟିଲଙ୍କୁ ବିଏମ୍ସି କମିଶନର ଦାୟିତ୍ୱ ଦିଆଯାଇଛି । ଏକ ମାସ ପାଇଁ ଛୁଟିରେ ଯାଇଛନ୍ତି ବରିଷ୍ଠ ପ୍ରଶାସନିକ ଅଧିକାରୀ…
ଓଡ଼ିଶାରେ ହେବ ପ୍ରତିରକ୍ଷା ଯନ୍ତ୍ରାଂଶ ପ୍ରକଳ୍ପ
ଭୁବନେଶ୍ୱର,୨୪୨(ଅନିଲ ଦାସ): ଓଡ଼ିଶାରେ ପ୍ରତିରକ୍ଷା ଓ ବିମାନ ଯନ୍ତ୍ରାଂଶ ନିର୍ମାଣ ହେବ ଏଥିପାଇଁ ରାଜ୍ୟ ସରକାରଙ୍କ ସହ କଲ୍ୟାଣୀ ଷ୍ଟିଲ୍ ବୁଝାମଣାପତ୍ର (ଏମ୍ଓୟୁ) ସ୍ବାକ୍ଷର କରିଛି। ଶୁକ୍ରବାର ଲୋକସେବା ଭବନ କନ୍ଭେନଶନ ହଲ୍ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏହି ଏମ୍ଓୟୁ…
ଫ୍ଲାଟରୁ ଯୁବକଙ୍କୁ ଉଠାଇନେଲା ଦିଲ୍ଲୀ ପୋଲିସ
ଭୁବନେଶ୍ୱର,୨୪।୨: ଦିଲ୍ଲୀ ପୋଲିସ ଶୁକ୍ରବାର ବିଳମ୍ବିତ ରାତିରେ ରାଜଧାନୀ ଭୁବନେଶ୍ୱରରୁ ଜଣେ ଯୁବକଙ୍କୁ ଉଠାଇ ନେଇଛି। ଯୁବକ ଜଣକ ଲକ୍ଷ୍ମୀସାଗର ଅଞ୍ଚଳରେ ଥିବା ଏକ ଆପାର୍ଟମେଣ୍ଟରେ ଫ୍ଲାଟ ନେଇ ରହୁଥିଲେ। ଏକ ସାଇବର କ୍ରାଇମ ମାମଲାରେ ଯୁବକଙ୍କୁ ଉଠାଇ ନିଆଯାଇଥିବା ସୂଚନା…
ଆଜିଠୁ ବର୍ଷିବ ବର୍ଷା
ଭୁବନେଶ୍ୱର,୨୪।୨: ରାଜ୍ୟର ଅଧିକାଂଶ ସ୍ଥାନରେ ପାରଦ ତଳମୁହାଁ ହୋଇଛି। ପାରଳାଖେମୁଣ୍ଡିରେ ସର୍ବାଧିକ ୩୫.୬ ଡ଼ିଗ୍ରୀ ରେକର୍ଡ କରାଯାଇଥିବାବେଳେ ଭୁବନେଶ୍ୱରରେ ୩୨.୮ ଡ଼ିଗ୍ରୀ ରେକର୍ଡ କରାଯାଇଛି। ଏପରିକି ଶନିବାର ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ହୋଇଛି। ଏପରିକି ମୟୁରଭଞ୍ଜ, କେନ୍ଦୁଝର,…
ଆଗ୍ନିକ କର୍ମଚାରୀଙ୍କ ଆନ୍ଦୋଳନ ପ୍ରତ୍ୟାହୃତ
ଭୁବନେଶ୍ୱର,୨୩।୨(ସତ୍ୟଜିତ୍ ରାଉତ): ରାଜ୍ୟ ଅଗ୍ନିଶମ ସେବା ସଂସ୍ଥାର ଆଗ୍ନିକ କର୍ମଚାରୀମାନେ ଦୁଇଦଫା ଦାବି ନେଇ ଚଳାଇଥିବା କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଶୁକ୍ରବାର ପ୍ରତ୍ୟାହୃତ କରିନେଇଛନ୍ତି। ଏନେଇ ସଂଘ ସଭାପତି ତଥା ନୟାଗଡ଼ ଜିଲା ନୂଆଗାଁରେ କାର୍ଯ୍ୟରତ ମୁଖ୍ୟ ଆଗ୍ନିକ ଅକ୍ଷୟ ପ୍ରଧାନ ସୂଚନା…
ଓଡ଼ିଶାବାସୀଙ୍କ ପାଇଁ ଖୁସିଖବର: ୨୧ଟି ଅମୃତ ଷ୍ଟେଶନ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ
ଭୁବନେଶ୍ୱର,୨୩।୨(ଅନୁରାଧା ମହାରଣା) :ଦେଶର ରେଳ ଭିତ୍ତିଭୂମିରେ ପରିବର୍ତ୍ତନ ବ୍ୟାପକ ପରିବର୍ତ୍ତନ ହେଉଛି। ଆସନ୍ତା ୨୬ ତାରିଖରେ ୫୫୪ଟି ରେଳ ଷ୍ଟେଶନ, ୧୫୦୦ ରୋଡ୍ ଓଭର ବ୍ରିଜ (ଆର୍ଓବି) ଓ ରୋଡ୍ ଅଣ୍ଡର ବ୍ରିଜ୍ (ଆର୍ୟୁବି) ପ୍ରକଳ୍ପର ପୁନଃବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

