ବିଫଳତା ହିଁ ସଫଳତା ବାଟ ଦେଖାଇବ: କପିଳ ଦେବ
ଭୁବନେଶ୍ୱର, ୧୯।୧୨(ଅସମାପିକା ସାହୁ): ସବୁ କ୍ଷେତ୍ରରେ ସଫଳ ଓ ବିଫଳ ଅଛି। ବିଫଳ ହେଲେ କେବେ ପଛଘୁଞ୍ଚା ହେବ ନାହିଁ। ତାହା ତୁମକୁ ସଫଳତା ପାଇଁ ବାଟ ଦେଖାଇବ ବୋଲି ପୂର୍ବତନ ଭାରତୀୟ କ୍ରିକେଟର ପଦ୍ମଭୂଷଣ କପିଳ ଦେବ କହିଛନ୍ତି। ସୋମବାର…
ଚେଇଁ ଶୋଇଥିବ ଯିଏ ତାକୁ ଉଠାଇବ କିଏ: ପାଣ୍ଡିଆନ
ଭୁବନେଶ୍ୱର (ଅନିଲ ଦାସ)/ କେନ୍ଦ୍ରପଡ଼ା (ଜଗନ୍ନାଥ ଧଳ),୧୯ା୧୨: ଯେଉଁମାନେ ପ୍ରକୃତରେ ଶୋଇଛନ୍ତି, ତାଙ୍କୁ ନିଦରୁ ଉଠାଇ ହେବ। କିନ୍ତୁ ଯେଉଁମାନେ ଚେଇଁ ଶୋଇଛନ୍ତି ସେମାନଙ୍କ ପାଇଁ କିଛି କରିହେବ ନାହିଁ। ରାଜ୍ୟର ବିକାଶ ବିରୋଧୀଙ୍କ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରି ଏମିତି…
ମାଛ ଗାଡ଼ିରେ ବ୍ରାଉନସୁଗାର ଚାଲାଣ
ଭୁବନେଶ୍ୱର,୧୮।୧୨(ସୂର୍ଯ୍ୟକାନ୍ତ ବେହେରା): ମାଛ ବୁହା ପିକ୍ଅପ୍ରେ ବାଲେଶ୍ୱରରୁ ବେଆଇନ ଭାବେ ବ୍ରାଉନସୁଗାର ଚାଲାଣ ହେଉଛି । ଖୋର୍ଦ୍ଧାକୁ ଚୋରା ଚାଲାଣ ବେଳେ କମିଶନରେଟ ପୋଲିସର ସ୍ପେଶାଲ କ୍ରାଇମ୍ ଭୁବନେଶ୍ୱର ସିଆର୍ପି ଛକ ଫ୍ଲାଏ ଓଭର ଉପରୁ ୬୬ଲକ୍ଷ ଟଙ୍କାର ବ୍ରାଉନ୍ସୁଗାର ସହ…
ଖାଲି ସ୍ଥାନରେ ଅଳିଆ ଢାଳୁଛି ବିଏମ୍ସି
ଭୁବନେଶ୍ୱର,୧୮।୧୨(ବନ୍ଦନା ସେଠୀ): ଘର ଆଗରେ ଅଳିଆ ପଡ଼ିବନି, ବିଏମ୍ସି ଗାଡ଼ି ଆସି ଘରୁ ଅଳିଆ ସଂଗ୍ରହ କରିବ। ସେହିପରି ବ୍ୟବସାୟିକ ପ୍ରତିଷ୍ଠାନ ନିଜ ଆଖପାଖ ୫ମିଟର ପରିମିତ ଅଞ୍ଚଳକୁ ସଫା ରଖିବା ସହ ୨ଟି ଲେଖାଏ ଡଷ୍ଟବିନ୍ ରଖିବେ। କେହି ଯଦି…
‘ସାହିତ୍ୟର ମୌଳିକତା ଫେସ୍ବୁକ୍ ନଷ୍ଟ ନ କରୁ’
କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ପାଇଁ କବି ଡିଲେଶ୍ୱର ରଣା ମନୋନୀତ ହୋଇଛନ୍ତି। କଳାହାଣ୍ଡି ଜିଲା ଧଅଁରାମାଲ ଗ୍ରାମରେ ଜନ୍ମିତ ଡିଲେଶ୍ୱର ସ୍ବରଚିତ ପୁସ୍ତକ ‘ସେଁର୍ରା’ ନିମନ୍ତେ ଏହି ପୁରସ୍କାର ପାଇବେ। ସମ୍ପ୍ରତି ସେ ଭବାନୀପାଟଣାସ୍ଥିତ କୁଟେନପଦର ପ୍ରାଥମିକ ବିଦ୍ୟାଳୟରେ…
୧୦ ଡିଗ୍ରୀ ତଳେ ୧୧ ସହର
ଭୁବନେଶ୍ୱର, ୧୮।୧୨(ଅନୁରାଧା ମହାରଣା): ରାଜ୍ୟରେ ଶୀତ ଲହରି ଜାରି ରହିଛି। ଧୀରେ ଧୀରେ ଥଣ୍ଡା ବଢୁଛି। ଗତ ୨୪ ଘଣ୍ଟାରେ ରାଜ୍ୟର ୧୧ ସହରରେ ରାତି ତାପମାତ୍ରା ୧୦ ଡିଗ୍ରୀ ତଳେ ରେକର୍ଡ କରାଯାଇଛି। କନ୍ଧମାଳ ଜିଲାରେ ଥଣ୍ଡାର ସର୍ବାଧିକ ପ୍ରଭାବ…
ମାଗଣା ସିଭିଲ ସର୍ଭିସ କୋଚିଂ ଭେଳିକି
ଭୁବନେଶ୍ୱର,୧୮।୧୨(ଅସମାପିକା ସାହୁ): ସର୍ବଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍)ପରୀକ୍ଷାରେ ଓଡ଼ିଆ ଛାତ୍ରୀଛାତ୍ରଙ୍କ ହାର କମ୍ ରହୁଛି। ଏଥିରେ କିପରି ଅଧିକରୁ ଅଧିକ କୃତକାର୍ଯ୍ୟ ହାସଲ କରିବେ ସେଥିପାଇଁ ରାଜ୍ୟ ସରକାର କଲେଜରୁ ଆଇଏଏସ୍ କୋଚିଂ ଦେବା ପାଇଁ ଯୋଜନା କରିଛନ୍ତି। ଆସନ୍ତା ଶିକ୍ଷାବର୍ଷରୁ…
ଏମ୍ଆର୍ଆଇ ପାଇଁ ଯାଞ୍ଚ ହେବ ପ୍ରେସ୍କ୍ରିପ୍ଶନ
ଭୁବନେଶ୍ୱର,୧୭ା୧୨: ଏଣିକି ବିନା ପ୍ରେସ୍କ୍ରିପ୍ଶନରେ ଏମ୍ଆର୍ଆଇ କିମ୍ବା ସିଟି ସ୍କାନ୍ ହୋଇପାରିବ ନାହିଁ। ଏନେଇ କ୍ୟାପିଟାଲ ହସ୍ପିଟାଲ ପକ୍ଷରୁ ଏସ୍ଓପି ଜାରି ହୋଇଛି। ଡାକ୍ତରମାନେ ଯାଞ୍ଚ ନ କରି ଏମ୍ଆର୍ଇ କିମ୍ବା ସିଟି ସ୍କାନ୍ ପାଇଁ ଲେଖିପାରିବେ ନାହିଁ। ଏଥିପାଇଁ ରୋଗୀଙ୍କ…
କାନାରା ବ୍ୟାଙ୍କ ପକ୍ଷରୁ ଋଣ ବଣ୍ଟନ
ଭୁବନେଶ୍ୱର,୧୬।୧୨: କାନାରା ବ୍ୟାଙ୍କ ପକ୍ଷରୁ ଏକ ମୋଗ ଋଣ ବଣ୍ଟନ କାର୍ଯ୍ୟକ୍ରମ ନିକଟରେ ଅନୁଷ୍ଠିତ ହୋଇଯାଇଛି। ବିଶେଷକରି ଗୋଟିଏ ଦିନରେ ୫୨୦ଟି ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍ଏଚ୍ଜି)କୁ ପ୍ରାୟ ୨୧ କୋଟି ଟଙ୍କାର ଋଣ ପ୍ରଦାନ କରାଯାଇଛି। ଅପରପକ୍ଷରେ ବ୍ୟାଙ୍କ ପକ୍ଷରୁ…
ସମ୍ବଲପୁରୀ ଲୁକ୍ରେ ଓଡ଼ିଶା ଫୁଟବଲ କ୍ଲବ୍ ମହିଳା ଦଳ
ଭୁବନେଶ୍ୱର,୧୭।୧୨(ଶର୍ମିଷ୍ଠା ପାଣିଗ୍ରାହୀ)ଫୁଟ୍ବଲ ଜର୍ସି ସହ ହସ୍ତତନ୍ତର ନିଆରା ସଂଯୋଗ। ଶୁଣିବାକୁ ଟ୍ରେଣ୍ଡି, ଆଉ ଟିକେ ନୂଆ ବି ଲାଗୁଥିବ। ଫୁଟବଲ ଓ ହସ୍ତତନ୍ତ କିଭଳି ସଂଯୋଗ ହୋଇପାରିଛନ୍ତି ତାହାକୁ ନେଇ ମନରେ ପ୍ରଶ୍ନ ବି ଆସୁଥିବ। ଏପରି ଏକ ପରିକଳ୍ପନା କରାଯାଇ…
ମାଲାବାରରେ ‘ମାଇନ ଡାଇମଣ୍ଡ ଫେଷ୍ଟିଭାଲ’
ଭୁବନେଶ୍ୱର,୧୭।୧୨ (ଅଭୟ ଦାଶ): ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡ୍ସର ସ୍ବତନ୍ତ୍ର ପ୍ରଦଶନୀ ‘ମାଇନ ଡାଇମଣ୍ଡ ଫେଷ୍ଟିଭାଲ’ର ସର୍ବଭାରତୀୟ ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ମାଲାବାରର ସବ୍ବ୍ରାଣ୍ଡ୍ ‘ମାଇନ ଡାଇମଣ୍ଡ୍ସ’ର ସବୁଠାରୁ ଅଧିକ ସୂକ୍ଷ୍ମ ହୀରା କାରୁକାର୍ଯ୍ୟର ଏକ ଅତି ସୁନ୍ଦର…
କଶ୍ମୀରୀ ଓ୍ବାଣ୍ଟେଡ୍ ଯାଜପୁରରୁ ଗିରଫ
ନିଜକୁ ଡାକ୍ତର ଦର୍ଶାଇ ଯାଜପୁର ଜିଲାରେ ପ୍ରାୟ ୭ବର୍ଷ ଧରି ରହିଥିଲେ କଶ୍ମୀର ପୋଲିସର ଜଣେ ଓ୍ବାଣ୍ଟେଡ୍ ଅଭିଯୁକ୍ତ ତଥା ସନ୍ଦିଗ୍ଧ ଆତଙ୍କବାଦୀ ସୟଦ ଇଶାନ ବୁଖାରୀ(୩୭)। ଅନେକ ଠକେଇ, ପ୍ରତାରଣା ଅଭିଯୋଗ ତାଙ୍କ ବିରୋଧରେ ରହିଥିବାବେଳେ ସେ ଏକାଧିକ ଯୁବତୀଙ୍କୁ…
Archives


