ମେଟ୍ରୋ

‘ହାତ’ ଧରିଲେ ରେମୁଣାର ପୂର୍ବତନ ବିଧାୟକ

ଭୁବନେଶ୍ୱର,୧୧।୩: ବାଲେଶ୍ୱର ଜିଲା ରେମୁଣାର ପୂର୍ବତନ ବିଧାୟକ ସୁଦର୍ଶନ ଜେନା ସେମାବାର କଂଗ୍ରେସରେ ଯୋଗ ଦେଇଛନ୍ତି। ସେ କଂଗ୍ରେସ ପ୍ରଭାରୀ ଅଜୟ କୁମାର, ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ କଂଗ୍ରେସରେ ଯୋଗ ଦେଇଥିବା ସୂଚନା ମିଳିଛି। ସୁଦର୍ଶନ ଗତ…

ଏପଟେ ମେଣ୍ଟ ଚର୍ଚ୍ଚା: ସେପଟେ ଅମିତ ଶାହାଙ୍କୁ ଭେଟିଲେ ରାଜ୍ୟପାଳ

ଭୁବନେଶ୍ୱର,୧୧।୩: ରାଜ୍ୟରେ ଏବେ ଭାଜପା ଏବଂ ବିଜେଡି ମଧ୍ୟରେ ମେଣ୍ଟ ହେବା ନେଇ ଜୋରଦାର ଚର୍ଚ୍ଚା ଚାଲିଛି। ଏହି ଚର୍ଚ୍ଚା ମଧ୍ୟରେ ରାଜ୍ୟପାଳ ରଘୁବର ଦାସ ସୋମବାର କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଛନ୍ତି। ଏନେଇ ରାଜ୍ୟପାଳ ଟୁଇଟ୍‌ ଯୋଗେ…

ମେଣ୍ଟ ଚର୍ଚ୍ଚା ଭିତରେ ଏମିତି କହିଲେ ଭାଜପା ନେତା କନକ ବର୍ଦ୍ଧନ ସିଂହଦେଓ

ଭୁବନେଶ୍ୱର,୧୧।୩: ଭାଜପା ଏବଂ ବିଜେଡି ମେଣ୍ଟକୁ ନେଇ ଚର୍ଚ୍ଚା ଥମିବାର ନାଁ ଧରୁନି। ଉଭୟ ଦଳ ନିଜ ଆଭିମୁଖ୍ୟ ସ୍ପଷ୍ଟ କରୁନାହାନ୍ତି। ଏସବୁ ଭିତରେ ବରିଷ୍ଠ ଭାଜପା ନେତା କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି, ଭାଜପା ଏକ ଜାତୀୟ ଦଳ, ତେଣୁ…

ହଠାତ୍‌ ଶୁଭିଲା ପ୍ରଚଣ୍ଡ ଶବ୍ଦ, ଆକାଶ ହେଲା ଧୂଆଁମୟ

ପାଟଣା,୧୧।୩(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଅଞ୍ଚଳରେ ସୋମବାର ମଧ୍ୟାହ୍ନରେ ପ୍ରଚଣ୍ଡ ଶବ୍ଦ ହୋଇଛି। ଦୁଇଦୁଇ ଥର ପ୍ରଚଣ୍ଡ ଶବ୍ଦ ହେବା ସହ ଘରଦ୍ୱାର ଥରି ଉଠିଥିଲା। ତେବେ ଏହି ଶବ୍ଦର ପ୍ରକୃତ କାରଣ ଅସ୍ପଷ୍ଟ ଥିବା ବେଳେ କେତେକ…

ଆଜି ଚାଷୀଙ୍କ ଖାତାକୁ ଯିବ କାଳିଆ ଟଙ୍କା: ବିଳମ୍ବ ନ କରି…

ଭୁବନେଶ୍ୱର,୧୧।୩: ସୋମବାରରୁ ଶୁଭାରମ୍ଭ। ଆଜି ଚାଷୀଙ୍କ ଆକାଉଣ୍ଟକୁ ଯିବ କାଳିଆ ଟଙ୍କା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାଳିଆ ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରିବେ । ଖରିଫ ଋତୁ ପାଇଁ କାଳିଆ ସହାୟତା ପ୍ରଦାନ କରାଯିବ। ୪୬ ଲକ୍ଷରୁ ଊଦ୍ଧର୍‌ବ କ୍ଷୁଦ୍ର,…

ଲାଗିରହିଛି ସସପେନ୍ସ: ଭୁବନେଶ୍ୱରରେ ମେଣ୍ଟ ଘୋଷଣା କରିପାରନ୍ତି ନବୀନ-ଅମିତ ଶାହା!

ଭୁବନେଶ୍ୱର,୧୦।୩: ରାଜ୍ୟରେ ଭାଜପା ଏବଂ ବିଜେଡି ମେଣ୍ଟକୁ ନେଇ ସସପେନ୍ସ ଲାଗି ରହିଛି। ଭାଜପା ରାଜ୍ୟରେ ମେଣ୍ଟ ସମ୍ଭାବନାକୁ ବାରମ୍ବାର ଖାରଜ କରୁଥିବାବେଳେ ବିଜେଡି ନୀରବ ରହିଛି। ସେପଟେ ଭାଜପା ନେତୃତ୍ୱ ବାରମ୍ବାର ଦିଲ୍ଲୀ ଯାଉଥିଲେ ମଧ୍ୟ ମେଣ୍ଟକୁ ନେଇ ଅଙ୍କ…

ମିଶନ ଶକ୍ତି କର୍ମକର୍ତ୍ତାଙ୍କ ଦେୟ ପରିମାଣ ବଢ଼ାଇଲେ ସରକାର, ଉପକୃତ ହେବେ ୧ ଲକ୍ଷ ୨୬ ହଜାର ୧୦ କର୍ମକର୍ତ୍ତା

ଭୁବନେଶ୍ୱର,୧୧ା୩(ଅସମାପିକା ସାହୁ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ରାଜ୍ୟର ମିଶନ ଶକ୍ତି କାର୍ଯ୍ୟକ୍ରମରେ ଗ୍ରାମପଞ୍ଚାୟତ ଓ ବ୍ଲକସ୍ତରୀୟ ଫେଡେରେଶନର କର୍ମକର୍ତ୍ତାମାନଙ୍କର ବୈଠକ ଦେୟ ବୃଦ୍ଧି ଘୋଷଣା କରିଛନ୍ତି। ରାଜ୍ୟରେ ମିଶନ ଶକ୍ତି ଏକ ବିଶାଳ ଆନ୍ଦୋଳନରେ ପରିଣତ ହୋଇ ମହିଳାମାନଙ୍କ ଆର୍ଥିକ…

କଳା ବାଘ ସଫାରିକୁ ନେଇ ଆଶଙ୍କା

ଭୁବନେଶ୍ୱର,୧୧।୩(ଅସମାପିକା ସାହୁ): ଚିଡ଼ିଆଖାନାରେ ଜନ୍ମିତ ବାଘଙ୍କୁ ନେଇ କୌଣସି ସଫାରି କରାଯାଇପାରିବ ନାହିଁ। ଯେଉଁ ଲ୍ୟାଣ୍ଡସ୍କେପ୍‌ରେ ସଫାରି ତିଆରି ହେବ ସେହି ଲ୍ୟାଣ୍ଡସ୍କେପ୍‌ ବା ସ୍ଥାନୀୟ ଜଙ୍ଗଲରେ ରହୁଥିବା ବାଘଙ୍କୁ ଆଣି ସଫାରୀରେ ରଖାଯାଇପାରିବ। ଗତ ୬ତାରିଖରେ ସୁପ୍ରିମକୋର୍ଟ ଏକ ମାମଲାର…

ମେଣ୍ଟ: ଦ୍ୱନ୍ଦ୍ୱରେ ଭୋଟର

ଭୁବନେଶ୍ୱର,୧୧ା୩(ଜିତେନ୍ଦ୍ର କୁମାର ନାୟକ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ସ୍ବଳ୍ପ ସମୟର ଭିଡିଓ ଯେଉଁଭଳି ଭାବେ ହୋଇଥିଲା, ତାହା ରାଜ୍ୟର ରାଜନୈତିକ ଉଷ୍ମତା ସମ୍ପର୍କରେ ଅନେକ ସୂଚନା ଦେଉଛି। ଭିଡିଓରେ ଯେପରି ଭାବେ ପାଣ୍ଡିଆନ ପ୍ରଶ୍ନ…

ପେଟରେ ଅଧା, ପାଟିରେ ଅଧା

ଭୁବନେଶ୍ୱର, ୧୧।୩:(ସୁନିତ୍‌ ମିଶ୍ର) ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଦିଲ୍ଲୀ ଯାଉଛନ୍ତି। ସେଠାରୁ ଫେରିବା ପରେ ରାଜ୍ୟର ସବୁ ଲୋକ ସଭା ଓ ବିଧାନସଭା ଆସନରେ ଭାଜପା ଏକାକୀ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ଥିବା କହୁଛନ୍ତି। କିନ୍ତୁ କେଉଁଠାରେ ମଧ୍ୟ…

ଧାରଣାରେ ବସି ଆଳୁ ବିକିଲେ ପୂର୍ବତନ ଟାଏକୋଣ୍ଡୋ ଖେଳାଳି

ଭୁବନେଶ୍ୱର,୧୦ା୩(ସରୋଜ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ନିଯୁକ୍ତି ନ ମିଳିବା କାରଣରୁ ଧାରଣାରେ ବସି ପ୍ରତିବାଦ କରିଛନ୍ତି ପୂର୍ବତନ ଟାଏକୋଣ୍ଡୋ ଖେଳାଳି ଡ. ଅର୍ଚ୍ଚନା କାନୁନ୍‌ଗୋ। ୨୦୦୦ରେ ରାଜ୍ୟ ଟାଏକୋଣ୍ଡୋ ଚାମ୍ପିୟନଶିପ୍‌ ବିଜୟୀ ହୋଇଥିବା ଅର୍ଚ୍ଚନା ସମାନ ବର୍ଷରେ ଜାତୀୟସ୍ତରରେ ଚତୁର୍ଥ…

ଗୋଟିଏ ରାତିରେ ୫୭ ଚାରିଚାକିଆ ,୭ ଦୁଇ ଚକିଆ ଯାନ ଜବତ

ଭୁବନେଶ୍ୱର,୧୦।୩ (ସୂର୍ଯ୍ୟକାନ୍ତ ବେହେରା) : ସେଫ ସିଟି ଡ୍ରାଇଭ ଅଭିଯାନ କ୍ରମରେ ଭୁବନେଶର ସହରାଞ୍ଚଳ ପୋଲିସ ଜିଲା ତରଫରୁ ବିଭିନ୍ନ ଥାନା ଅଞ୍ଚଳରେ ମଦ୍ୟପାନ କରି ଗାଡି ଚାଳନା ବିରୋଧରେ ଧରପଗଡ ଅଭିଯାନ କଡାକଡି କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?