ହୋମଗାର୍ଡ ନିଯୁକ୍ତିରେ ଘୋଟାଲା ଅଭିଯୋଗ: ହାଇକୋର୍ଟଙ୍କ ନୋଟିସ୍
କଟକ,୧୫ା୧: ରାଜ୍ୟର ବିଭିନ୍ନ ଜିଲାରେ ହୋମଗାର୍ଡ ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି। ଅନେକ ଜିଲାରୁ ନିଯୁକ୍ତିରେ ଅନିୟମିତତା ଖବର ଆସିବାରେ ଲାଗିଛି। ଏହାରି ମଧ୍ୟରେ ନବରଙ୍ଗପୁର ଜିଲାରେ ହୋମଗାର୍ଡ ନିଯୁକ୍ତିରେ ଅନିୟମିତତା ଅଭିଯୋଗ ଓଡିଶା ହାଇକୋର୍ଟରେ ପହଞ୍ଚିଛି। ହୋମଗାର୍ଡ ନିଯୁକ୍ତିରେ ହୋଇଥିବା…
ଆକ୍ସନ ମୁଡ୍ରେ ନବୀନ: ସସ୍ପେଣ୍ଡକୁ ନେଇ ଏମିତି ପ୍ରତିକ୍ରିୟା ରଖିଲେ ଅରବିନ୍ଦ-ସନାତନ; ଏତିକିରେ…
ଭୁବନେଶ୍ୱର,୧୫।୧: ଆକ୍ସନ ମୋଡ଼ରେ ନବୀନ। ଦଳ ବିରୋଧି କାର୍ଯ୍ୟ ଲାଗି ବିଜେଡିରୁ ୨ ବିଧାୟକ ଅରବିନ୍ଦ ମହାପାତ୍ର ଏବଂ ସନାତନ ମହାକୁଡ଼ଙ୍କୁ ସସପେଣ୍ଡ କରାଯାଇଛି। ଭଲ ଭାବେ ଅନୁଧ୍ୟାନ ସହ ନୀତି ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ଦଳ ପକ୍ଷରୁ…
ମାର୍ଚ୍ଚ ସୁଦ୍ଧା କାର୍ଯ୍ୟକ୍ଷମ ହେବ ସମ୍ବଲପୁର ରାଡାର, ଭୁବନେଶ୍ୱରରେ ଲାଗିବ…
ଭୁବନେଶ୍ୱର,୧୫ା୧: ମାର୍ଚ୍ଚ ସୁଦ୍ଧା ସମ୍ବଲପୁରରେ କାର୍ଯ୍ୟକ୍ଷମ ହେବ ଡପଲର ରାଡାର। ଏନେଇ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ସେ କହିଛନ୍ତି, ସମ୍ବଲପୁର ପରେ ବାଲେଶ୍ୱର ଓ ଭୁବନେଶ୍ୱରରେ ନୂଆ ରାଡାର ଲାଗିବ। ବାଲେଶ୍ୱର ଏବଂ ଭୁବନେଶ୍ୱରରେ ୨୦୨୬…
ନିପା ଭାଇରସ ନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ବଡ଼ ବୟାନ, ଓଡ଼ିଶାକୁ…
ଭୁବନେଶ୍ବର,୧୫ା୧: ପଶ୍ଚିମବଙ୍ଗରେ ନିପା ଭାଇରସର ଆତଙ୍କ ପରେ ଓଡ଼ିଶାରେ ଭୟ ବଢ଼ିବାରେ ଲାଗିଛି । ୨ ସ୍ୱାସ୍ଥ୍ୟକର୍ମୀ ଆକ୍ରାନ୍ତ ଘଟଣାରେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଏକ ଗୁରୁତ୍ବପୂର୍ଣ୍ଣ ବୟାନ ଦେଇଛନ୍ତି । ଓଡ଼ିଶାକୁ ଏଯାଏଁ ବ୍ୟାପିନି ତେଣୁ ଭୟ କର ନାହିଁ ।…
ନିଶା ମହାରଣାଙ୍କୁ ଖୋଜୁଛି ପୋଲିସ, ଏହି କାରଣ ପାଇଁ ହେବେ ଗିରଫ!
ଭୁବନେଶ୍ୱର,୧୫।୧: ଅଶ୍ଳୀଳ ନାଚ ପାଇଁ ଗିରଫ ହୋଇପାରନ୍ତି ନିଶା ମହାରଣା। ବଲାଙ୍ଗୀର ସଦର ଥାନାରେ ମାମଲା ରୁଜୁ ପରେ ଗିରଫ ସମ୍ଭାବନା ବଢିଛି। ୧୨ ତାରିଖରେ ଚନ୍ଦନଭାଟିରେ ଅଶ୍ଳୀଳ ନୃତ୍ୟ ଅଭିଯୋଗରେ ମାମଲା ରୁଜୁ କରାଯାଇଛି। ୨ ଆୟୋଜକଙ୍କୁ ପୋଲିସ ଅଟକ…
ସଚିବସ୍ତରୀୟ ବୈଠକ ପରେ ମୁଖ୍ୟ ସଚିବଙ୍କ ବଡ଼ ସୂଚନା, ନିଯୁକ୍ତି ସୁଯୋଗ….
ଭୁବନେଶ୍ବର,୧୫ା୧: ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଗୁରୁବାର ସଚିବସ୍ତରୀୟ ବୈଠକ ବୈଠକ ବସିଥିଲା । ତେବେ ବୈଠକ ଶେଷ ହେବା ପରେ ବଡ଼ ଘୋଷଣା କରିଛନ୍ତି ଅନୁ ଗର୍ଗ । କୋଲକାତାରେ ଇନଭେଷ୍ଟର ମିଟ୍ ଅନୁଷ୍ଠିତ ହେବ । ଇନଭେଷ୍ଟର ମିଟ୍ ପାଇଁ…
ମୋକିମଙ୍କ କାର୍ଯ୍ୟକ୍ରମରେ ଯୋଗଦେଲେ ଅନୁଭବ ମହାନ୍ତି, ପ୍ରଶଂସା କରି କହିଲେ…
କଟକ,୧୫।୧: ମୋକିମ ଫାଉଣ୍ଡେସନ୍ ପକ୍ଷରୁ ଚାଲିଥିବା ସ୍ପୋର୍ଟ୍ସ କାର୍ଣ୍ଣିନିଭାଲର ଉଦଯାପନୀ ଉତ୍ସବରେ ଅତିଥି ଭାବେ ଯୋଗ ଦେଇଥିଲେ ସୁପରଷ୍ଟାର ତଥା ବିଜେପି ନେତା ଅନୁଭବ ମହାନ୍ତି । ସର୍ବଦା ସେ ବ୍ୟକ୍ତିଗତ ସମ୍ପର୍କକୁ ନେଇ ଚର୍ଚ୍ଚାରେ ରହୁଥିବା ବେଳେ ବର୍ତ୍ତମାନ ସେ…
ମାଟ୍ରିମୋନିରେ ଫେକ୍ ଡାକ୍ତର ପ୍ରୋଫାଇଲ କରି ଯୁବତୀଙ୍କୁ ଠକୁଥିଲେ, ବିବାହର ପ୍ରଲୋଭନ ଦେଖାଇ…
ଭୁବନେଶ୍ୱର,୧୫ା୧: ମାଟ୍ରିମୋନିରେ ଫେକ୍ ଡାକ୍ତର ପ୍ରୋଫାଇଲ କରି ଯୁବତୀଙ୍କୁ ଠକି ଜଣେ ନକଲି ଡାକ୍ତର ଗିରଫ ହୋଇଛନ୍ତି। ସାନ ଭାଇ ସହ ବିବାହର ପ୍ରଲୋଭନ ଦେଖାଇ ମିଥ୍ୟା ପ୍ରତିଶ୍ରୁତି ଦେଇ ୨୨ ଲକ୍ଷ ଟଙ୍କା ଠକି ନେଇଥିବା ତାଙ୍କ ନାଁରେ ଅଭିଯୋଗ…
୨ ଦିନ ଉପାସରେ ରଖିବା ପରେ ସ୍ବାଭାବିକ ହେଲା ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି
ଭୁବନେଶ୍ୱର,୧୫।୧: ୨ ଦିନ ଉପାସରେ ରଖିବା ପରେ ସ୍ବାଭାବିକ ହୋଇଛି ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି । ମଙ୍ଗଳ ଆଳତି ପରେ ବର୍ତ୍ତମାନ ଧାଡ଼ି ଦର୍ଶନ ଚାଲିଥିବା ଜଣାପଡ଼ିଛି। ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି ସୂଚନା ଦେଇଛନ୍ତି। ଗତକାଲି ମକର ସଂକ୍ରାନ୍ତିରେ…
କିଏ ହେବେ ଡିଜିପି: ରେସ୍ରେ ଏହି ୩ ନାଁ
ଭୁବନେଶ୍ୱର, ୧୫।୧(ସୁନିତ୍ ମିଶ୍ର):ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ତଥା ୧୯୯୦ ବ୍ୟାଚ୍ ଆଇପିଏସ୍ ଅଫିସର ଓ୍ବାଇ. ବି. ଖୁରାନିଆଙ୍କ କାର୍ଯ୍ୟକାଳ ଆସନ୍ତା ମାର୍ଚ୍ଚ ୯ ତାରିଖରେ ଶେଷ ହେବାକୁ ଯାଉଛି। ହେଲେ ସେ ଅଗଷ୍ଟ ଶେଷ ପର୍ଯ୍ୟନ୍ତ ପୋଲିସ ଡିଜି ଦାୟିତ୍ୱରେ ରହିବେ।…
ଖାଲି ପଡ଼ିଥିବା ପଦବୀର ତଥ୍ୟ ମାଗିଲା ଗୃହ ବିଭାଗ
ଭୁବନେଶ୍ୱର,୧୪ା୧: ଗୃହ ବିଭାଗରେ କେତେ ପଦବୀ ଖାଲି ପଡ଼ିଛି ଅଧିକାରୀ ତାହାର ତଥ୍ୟ ଦେଉ ନାହାନ୍ତି । ବାରମ୍ବାର ନିର୍ଦ୍ଦେଶ ପରେ ବି ଖାଲି ପଦବୀର ତଥ୍ୟ ଦେଉ ନାହାନ୍ତି। ଏହାକୁ ନେଇ ଚିଠି ଲେଖିଛନ୍ତି ଗୃହ ବିଭାଗ ସ୍ବତନ୍ତ୍ର ସଚିବ।…
ନୂଆ ରେକର୍ଡ ସୃଷ୍ଟି କଲା ଭୁବନେଶ୍ୱର ବିମାନବନ୍ଦର, ୨୦୨୫ରେ ଏତିକି ସଂଖ୍ୟକ ଯାତ୍ରୀ କରିଛନ୍ତି ଯାତ୍ରା
ଭୁବନେଶ୍ୱର,୧୪ା୧: ନୂଆ ରେକର୍ଡ ସୃଷ୍ଟି କରିଛି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର। ୨୦୨୫ରେ ସର୍ବକାଳୀନ ରେକର୍ଡ କରିଛି। ଏହି ବିମାନବନ୍ଦରରୁ ୫.୧୫ ମିଲିୟନ ଯାତ୍ରୀ ଯାତାୟାତ କରିଛନ୍ତି। କୌଣସି ବର୍ଷ ଏତେ ଯାତ୍ରୀ ଯାତ୍ରା କରି ନ ଥିବା ବିମାନବନ୍ଦର ନିର୍ଦ୍ଦେଶକ…
Archives


