Odisha Elections 2024

ମେଟ୍ରୋ

ପ୍ରତିଶ୍ରୁତି ମିଳୁଛି, ଦାବି ପୂରଣ ହେଉନି

ଭୁବନେଶ୍ୱର,୨୦।୩(ବ୍ୟୁରୋ):ଓଡିଶାରେ ଦୀର୍ଘଦିନ ଧରି ପ୍ରଚଳିତ ହୋଇଆସୁଥିବା ସମସ୍ତ ଚୁକ୍ତିଭିତ୍ତିକ ନିଯୁକ୍ତି ପ୍ରଥା ଉଚ୍ଛେଦ ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ତଥାପି ରାଜ୍ୟର ବିଭିନ୍ନ ସରକାରୀ ଦପ୍ତରରେ କାମ କରୁଥିବା ପ୍ରାୟ ୭୦ ହଜାରରୁ ଊର୍ଦ୍ଧ୍ୱ ଆଉଟ୍‌ସୋର୍ସିଂ କର୍ମଚାରୀଙ୍କ କ୍ଷେତ୍ରରେ ଅଦ୍ୟାବଧି...

ଓ୍ବାର୍କିଂ ଓମେନ୍‌ ହଷ୍ଟେଲ ହେବ କୁକୁର ଚିକିତ୍ସା କେନ୍ଦ୍ର

ଭୁବନେଶ୍ୱର, ୨୦।୩ (ବ୍ୟୁରୋ): ରାଜଧାନୀରେ ଗାଈଗୋରୁ ସାଙ୍ଗକୁ ବୁଲା କୁକୁରଙ୍କ ଦୌରାତ୍ମ୍ୟରେ ଅତିଷ୍ଠ ହୋଇ ପଡିଲେଣି ସହରବାସୀ। ବିଶେଷକରି କୁକୁରମାନେ ହଠାତ୍‌ ଚଳନ୍ତା ଗାଡ଼ି ସମ୍ମୁଖକୁ ଆସି ଯାଉଥିବାରୁ ଅନେକ ସମୟରେ ଦୁର୍ଘଟଣା ଘଟୁଛି। ଏଥିସହ ଅନେକ କୁକୁର କାମୁଡ଼ାରେ...

ଗଙ୍ଗୁଆ ପାଇଁ ପ୍ରଦୂଷିତ ହେଉଛି ଦୟା

ଭୁବନେଶ୍ୱର,୨୦।୩ (ବ୍ୟୁରୋ)କିମ୍ବଦନ୍ତୀ ଦୟାନଦୀ ଏବେ ପ୍ରଦୂଷଣରେ ଜର୍ଜରିତ। ଭୁବନେଶ୍ୱରର ସମସ୍ତ ବର୍ଜ୍ୟବସ୍ତୁ ଗଙ୍ଗୁଆ ଦ୍ୱାରା ଦୟାନଦୀରେ ମିଶି ଅତ୍ୟନ୍ତ ବିଷାକ୍ତ ହେଉଛି। ଏଥିସହ ଓଡ଼ିଶାର ଅନ୍ୟତମ ପ୍ରାକୃତିକ ଐଶ୍ୱର୍ଯ୍ୟ ଚିଲିକାକୁ ମଧ୍ୟ ପ୍ରଦୂଷିତ କରିଚାଲିଛି। ଏହି ସମ୍ବେଦନଶୀଳ ସମସ୍ୟାକୁ ନେଇ...

ଗୋପିକା ବର୍ମା ପାଇଲେ ‘ମାହାରୀ ସମ୍ମାନ’

ଭୁବନେଶ୍ୱର,୨୦।୩(ବ୍ୟୁରୋ): ଗୁରୁ ପଙ୍କଜ ଚରଣ ଓଡ଼ିଶୀ ପ୍ରତିଷ୍ଠାନ ପକ୍ଷରୁ ରବୀନ୍ଦ୍ର ମଣ୍ଡପରେ ୩ଦିନ ଧରି ଚାଲିଥିବା ‘ଗୁରୁ ପଙ୍କଜ ଉତ୍ସବ’ ରବିବାର ଶେଷ ହୋଇଛି। ଉଦ୍‌ଯାପନୀ ସାରେ ମୋହିନୀ ଆଟ୍ଟମ୍‌ ନୃତ୍ୟାଙ୍ଗନା ଗୋପିକା ବର୍ମାଙ୍କୁ ଚଳିତ ବର୍ଷର ‘ମାହାରୀ ସମ୍ମାନ’ରେ...

ପ୍ରଗତି, ସରଳତା ମୁଖ୍ୟମନ୍ତ୍ରୀଙ୍କ ପୁଞ୍ଜି

ଭୁବନେଶ୍ୱର,୨୦।୩(ବ୍ୟୁରୋ): ଦୀର୍ଘ ୨୫ ବର୍ଷ ଧରି ରାଜନୀତିରେ ଅବିଚଳିତ ଓ ଅଲଂଘ୍ୟ ହୋଇ ରହିଥିବା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଜନୈତିକ ଚିନ୍ତାଧାରା ବିରଳ। ଜନତାଙ୍କ ପ୍ରିୟଭାଜନ ହୋଇ ନିରନ୍ତର ସଫଳତା ହାସଲ କରିଥିବା ମୁଖ୍ୟମନ୍ତ୍ରୀଙ୍କ ପୁଞ୍ଜି ହେଉଛି ପ୍ରଗତି...

ଫାଷ୍ଟ ଫୁଡ୍‌ ଦୋକାନ ଆଳରେ ବନ୍ୟପ୍ରାଣୀଙ୍କ ଚମଡ଼ା ବିକ୍ରି

ଭୁବନେଶ୍ୱର,(ବ୍ୟୁରୋ)/ବୌଦ୍ଧ,୨୦ା୩(ସ୍ବ.ପ୍ର.):ଫାଷ୍ଟଫୁଡ୍‌ ଦୋକାନ ଆଳରେ ଚଳାଇଥିଲେ ବନ୍ୟପ୍ରାଣୀଙ୍କ ଚମଡ଼ା ବିକ୍ରି କାରବାର। ଖବର ପାଇ କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ (ଏସ୍‌ଟିଏଫ୍‌)ରବିବାର ରାତିରେ ବୌଦ୍ଧ ଜିଲା ହରଭଙ୍ଗା ଥାନା ଅଞ୍ଚଳରେ ଚଢାଉ କରି ଜଣଙ୍କୁ ଗିରଫ କରିଛି। ସେ ହେଲେ ଉକ୍ତ...

ବିଭିନ୍ନ କାର୍ଯ୍ୟର ସମୀକ୍ଷା ସହ ଲୋକଙ୍କ ସହିତ ମତ ବିନିମୟ କଲେ ୫-ଟି ସଚିବ

ଭୁବନେଶ୍ବର, ୨୦ା୩(ବ୍ୟୁରୋ):ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ(୫-ଟି) ଭି.କେ. ପାଣ୍ଡିଆନ ଦୁଇଦିନିଆ ନବରଙ୍ଗପୁର ଜିଲା ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନ ପ୍ରକଳ୍ପର କ୍ଷେତ୍ରସ୍ତରୀୟ ସମୀକ୍ଷା କରି ଫେରିଛନ୍ତି। ଏହାସହ ବିଭିନ୍ନ ବ୍ଲକରେ ଚାଲିଥିବା ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବା ଲାଗି ସେ ଜିଲା...

ଦୁର୍ଦ୍ଦଶା ଆଣିଲା ଝଡ଼ବର୍ଷା

ଭୁବନେଶ୍ୱର,୨୦ା୩(ବ୍ୟୁରୋ):ପଶ୍ଚିମା-ଝଡ଼ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ, କୁଆପଥର ବର୍ଷା ସହ ବଜ୍ରପାତ ହୋଇଛି। ବିଶେଷକରି ଉତ୍ତର, ଦକ୍ଷିଣ ଏବଂ ଉପକୂଳ ଓଡ଼ିଶାର ବହୁ ସ୍ଥାନରେ ଶନିବାର ସନ୍ଧ୍ୟାରେ ବର୍ଷା ପବନ ଲାଗି ରହିଥିଲା। ଦୀର୍ଘ ୪ମାସ ପରେ ବର୍ଷା...

‘ଡିଜେ ଆଜେକ୍ସ’ଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

ଭୁବନେଶ୍ୱର,୧୯।୩(ବ୍ୟୁରୋ): ଲୋକପ୍ରିୟ ଓଡ଼ିଆ ଡିଜେ ‘ଡିଜେ ଆଜେକ୍ସ’ ଓରଫ ଅକ୍ଷୟ କୁମାରଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି। ଭୁବନେଶ୍ୱରର ଖାରବେଳନଗରସ୍ଥିତ ନିଜ ଘରୁ ତାଙ୍କ ଝୁଲନ୍ତା ମୃତଦେହକୁ ଉଦ୍ଧାର କରାଯାଇଛି। ତେବେ ତାଙ୍କ ମୃତ୍ୟୁର କାରଣ ଜଣାପଡ଼ିନାହିଁ। ପରିବାରଲୋକଙ୍କଠାରୁ ମିଳିଥିବା...

କୋଇଡ଼ା ବିଡିଓଙ୍କୁ ନେଇ ବିଧାନସଭା ଅଚଳ

ଭୁବନେଶ୍ୱର,୧୯।୩(ବ୍ୟୁରୋ): କୋଇଡ଼ା ବିଡିଓ ବିଧାୟକଙ୍କୁ ଦୁର୍ବ୍ୟବହାର କରୁଥିବା ଅଭିଯୋଗରେ ବିରୋଧୀ ଦଳ ସଦସ୍ୟମାନେ ବିଧାନସଭାରେ ପ୍ରବଳ ହଟ୍ଟଗୋଳ କରିଛନ୍ତି। ଶନିବାର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଆରମ୍ଭ ହେବା ମାତ୍ରେ ସିପିଆଇ(ଏମ୍‌) ସଦସ୍ୟ ଲକ୍ଷ୍ମଣ ମୁଣ୍ଡା କୋଇଡା ବିଡିଓ ଅସମ୍ମାନ କରୁଥିବା ନେଇ...

ଫେୟାରଓ୍ବେଲ୍‌ ଭୋଜି ଖାଇ ୨୪ ଛାତ୍ରୀଛାତ୍ର ଅସୁସ୍ଥ

ବଲାଙ୍ଗୀର ଅଫିସ, ୧୯।୩: ବଲାଙ୍ଗୀର ସଦର ବ୍ଲକ ଅନ୍ତର୍ଗତ ପଥରଚେପାସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୨୪ ଜଣ ଛାତ୍ରୀଛାତ୍ର ଫେୟାରଓ୍ବେଲ୍‌(ବିଦାୟକାଳୀନ ସମ୍ବର୍ଦ୍ଧନା) ଭୋଜି ଖାଇ ଅସୁସ୍ଥ ହୋଇଛନ୍ତି। ଶନିବାର ସକାଳେ ଏହି ଖବର ଜଣାପଡ଼ିବା ପରେ ଆଦର୍ଶ ସ୍କୁଲକୁ ଚୂଡ଼ାପାଲି...

କାଠଯୋଡ଼ିରେ ତ୍ରିଶୂଳିଆଠାରେ ହେବ ଦ୍ୱିତୀୟ ସେତୁ: ମନ୍ତ୍ରୀ

ଭୁବନେଶ୍ବର,୧୯।୩(ବ୍ୟୁରୋ): ନିର୍ମାଣ ବିଭାଗ ଜରିଆରେ ରାସ୍ତାର ଉନ୍ନତି, ସେତୁ ନିର୍ମାଣ, କୋଠା ନିର୍ମାଣ, ରାଜ୍ୟରେ ଜାତୀୟ ରାଜପଥର ଉନ୍ନତି ତଥା ରକ୍ଷଣାବେକ୍ଷଣ ଇତ୍ୟାଦିର ବିକାଶ ଲାଗି ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ବୋଲ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ କହିଛନ୍ତି ା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri