‘ମିଶନ ଶକ୍ତି ବନ୍ଦହେବା ନେଇ ମିଛ ପ୍ରଚାର କରୁଛି ବିଜେଡି’
ଭୁବନେଶ୍ୱର, ୮ା୩(ସୁନିତ୍ ମିଶ୍ର): ଓଡ଼ିଶାର ବିକାଶ କରିବା ପାଇଁ ରାଜ୍ୟର ମହିଳମାନେ ଏଥର ଭାଜପାକୁ ବାଛିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚନ ସମୟରେ ପ୍ରତିଶ୍ରୁତି ଦେଇଥିଲେ, ଭାଜପା ଓଡ଼ିଶାରେ ସରକାର ଗଢ଼ିଲେ ରାଜ୍ୟରେ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ କରିବ। ଦଳ ସରକାର…
ଦିନକୁ ୨୭ ଟଙ୍କା ଦେଇ ବାହାଦୂରୀ ନେବାକୁ ଚାହୁଁଛି ଭାଜପା: ନବୀନ
ଭୁବନେଶ୍ୱର,୮ା୩: ଭାଜପା ଦିନକୁ ୨୭ ଟଙ୍କା ଦେଇ ବାହାଦୂରୀ ନେବାକୁ ଚେଷ୍ଟା କରୁଛି ବୋଲି ମହିଳା ଦିବସ ଅବସରରେ ଭାଜପାକୁ ଟାର୍ଗେଟ କରି କହିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ବିଜୁବାବୁ ମହିଳାଙ୍କୁ ସଶକ୍ତ କରିଛନ୍ତି ବୋଲି ନବୀନ କହିଛନ୍ତି। ନବୀନ…
ନବୀନଙ୍କୁ କଡ଼ା କଥା କହିଲେ ଟଙ୍କଧର…
ଭୁବନେଶ୍ୱର,୮।୩: ବିଜୁ ବାବୁଙ୍କ ଶେଷ ସମୟରେ କେଉଁଠି ଥିଲେ ବିଜେଡି ମୁଖିଆ ? ରୋଗଗ୍ରସ୍ତ ସମୟରେ ବିଜେଡି ମୁଖିଆ ତାଙ୍କର କେତେ ଦିନ ସେବା କରିଥିଲେ ? ବିଜେଡି ମୁଖିଆ ବିଜୁଙ୍କ ନାଁରେ ସଂକୀର୍ଣ୍ଣ ରାଜନୀତି କରି ତାଙ୍କୁ ଅପମାନ କରିଛନ୍ତି…
ଉତ୍ତମ ମହାନ୍ତିଙ୍କ ଆଜି ଦଶାହ: ନିର୍ମଳଧୀର ତୁଠରେ ଚାଲିଛି
ଭୁବନେଶ୍ୱର,୮।୩: ଦିବଙ୍ଗତ ଅଭିନେତା ଉତ୍ତମ ମହାନ୍ତିଙ୍କର ଶନିବାର ଦଶାହ। ନୟାପଲ୍ଲୀ ବାଲୁଙ୍କେଶ୍ୱର ମହାଦେବ ମନ୍ଦିର ପ୍ରାଙ୍ଗଣରେ ଥିବା ନିର୍ମମଳଧୀର ତୁଠରେ ଦଶାହ କାର୍ଯ୍ୟକ୍ରମ ଚାଲିଛି। ଏହି କାର୍ଯ୍ୟକ୍ରମରେ ପୁଅ ବାବୁସାନଙ୍କ ସମେତ ପରିବାର ସଦସ୍ୟ, ସମ୍ପର୍କୀୟମାନେ ସାମିଲ ହୋଇଛନ୍ତି । ଅନ୍ୟପକ୍ଷେ…
ଶଙ୍ଖ ଭବନରେ ନିର୍ମାଣ ହେବ ବିଜୁଙ୍କ ପ୍ରତିମୂର୍ତ୍ତି
ଭୁବନେଶ୍ୱର,୮।୩: ଭାଜପାର ଅଭିଯୋଗ ପରେ ଚେତିଲା ବିଜେଡି। ଶଙ୍ଖ ଭବନରେ ନିର୍ମାଣ ହେବ ବିଜୁଙ୍କ ପ୍ରତିମୂର୍ତ୍ତି। ସୂଚନା ଦେଲେ ବିଜେଡି ନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ। ସେ କହିଛନ୍ତି ବିଜୁ ବାବୁଙ୍କର ଏକ ବିଶାଳ ପ୍ରତିମୂର୍ତ୍ତି ନିର୍ମାଣ ଯୋଜନା ରହିଛି । ବିଜୁ…
ବବି, ପାଣ୍ଡିଆନଙ୍କୁ ନେଇ ବିସ୍ଫୋରକ ବୟାନ ଦେଲେ ମମତା ମହନ୍ତ : ଧନୀ ଜିଲାରେ …
ଭୁବନେଶ୍ୱର,୮।୩: କାହା ପାଇଁ ରାଜା ଚକ୍ର ପାୱାରଫୁଲ। ବିସ୍ଫୋରକ ମନ୍ତବ୍ୟ ଦେଲେ ଭାଜପା ଏମ୍ପି ମମତା ମାହନ୍ତ। ସେ କହିଛନ୍ତି, ପାଣ୍ଡିଆନ ଓ ବବି ଯୋଗୁ ପାୱାରଫୁଲ ଥିଲେ ରାଜା ଚକ୍ର। ୨୪ ବର୍ଷର ଶାସନରେ ସବୁଠି ମାଫିଆଙ୍କ ଦବଦବା ଥିଲା।…
Subhadra Yojana: ଯଦି ଆଜି ଖାତାକୁ ଆସିବନି ଟଙ୍କା ତେବେ କେବେ ମିଳିବ ଦ୍ବିତୀୟ କିସ୍ତି? ଆସିଲା ବଡ଼ ସୂଚନା…
ଭୁବନେଶ୍ୱର,୮।୩: ଆଜି ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ବଣ୍ଟା ହୋଇଛି ସୁଭଦ୍ରାର ଦ୍ବିତୀୟ କିସ୍ତି । ଏକକାଳୀନ ୧ କୋଟି ୬୪ ହଜାର ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଯାଇଛି ଟଙ୍କା । ବ୍ରହ୍ମପୁର ଆମ୍ବପୁଆରେ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଯାହାକୁ…
Subhadra Yojana: ଖାତାକୁ ଆସିଲା ସୁଭଦ୍ରା ଟଙ୍କା, ଏମିତି କରନ୍ତୁ ଚେକ୍…
ଛତ୍ରପୁର,୮ା୩: ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଆଜି ଅର୍ଥାତ୍ ଶନିବାର ହିତାଧିକାରୀଙ୍କ ଆକାଉଣ୍ଟକୁ ଆସିଛି ସୁଭଦ୍ରା ଟଙ୍କା। ଏହା ଦ୍ୱିତୀୟ କିସ୍ତିର ପ୍ରଥମ ପର୍ଯ୍ୟାୟ ଅଟେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଞ୍ଜାମ ଜିଲାର ବ୍ରହ୍ମପୁର ବିବେକ ବିହାରଠାରେ ଶୁଭାରମ୍ଭ କରି…
ଅନୁଭବଙ୍କ ସହ ନିର୍ବନ୍ଧ ପରେ ଫଟୋ ଶେୟାର ଜାଗୃତି, ସୋସିଆଲ ମିଡିଆରେ ଲେଖିଲେ…
ଭୁବନେଶ୍ୱର,୮।୩: ଓଲିଉଡ଼ର ବହୁ ଚର୍ଚ୍ଚିତ ଚେହେରା ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ନିର୍ବନ୍ଧ ଶେଷ ହୋଇଛି। ମଧ୍ୟପ୍ରଦେଶ ଝିଅ ଜାଗୃତି ଶୁକ୍ଳାଙ୍କ ସହ ଅନୁଭବଙ୍କର ନିର୍ବନ୍ଧ ହୋଇଛି। ବର୍ଷାଙ୍କ ସହ ବିବାହ ବିଚ୍ଛେଦ ସମୟରେ ଜାଗୃତିଙ୍କୁ ନେଇ ଅନେକ ଆଲୋଚନା ହୋଇଥିଲା। ଅନେକ…
ହୁତୁହୁତୁ ହୋଇ ଜଳୁଛି ମିକ୍ସଚର ଫ୍ୟାକ୍ଟ୍ରି: ନିଆଁ ଲିଭାଇବା ପାଇଁ ଉଦ୍ୟମ ଜାରି
ଭୁବନେଶ୍ୱର,୮।୩: ସହିଦ ନଗରରେ ଥିବା ମିକ୍ସଚର ଫ୍ୟାକ୍ଟ୍ରିରେ ବଡ଼ଧରଣର ଅଗ୍ନିକାଣ୍ଡ ଘଟିଛି। ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବାହିନୀ ଉଦ୍ୟମ କରାଯାଉଛି। କିନ୍ତୁ ପ୍ରବଳ ଧୂଆଁ ବହାରୁ ଥିବାରୁ ନିଆଁ ଲିଭାଇବା କଷ୍ଟକର ହୋଇପଡ଼ିଛି। ମିକ୍ସଚର ଫ୍ୟାକ୍ଟ୍ରିରେ କିଭଳି ନିଆଁ…
ଖରାଦିନେ କଳାକୋଟ୍ ଇଚ୍ଛାଧୀନ: ଆଇନଜୀବୀଙ୍କ ପାଇଁ ଆସିଲା ଗାଇଡ୍ଲାଇନ୍
କଟକ,୮ା୩(କାର୍ତ୍ତିକ ସାହୁ):ସୁପ୍ରିମକୋର୍ଟ ଏବଂ ହାଇକୋର୍ଟ ବ୍ୟତୀତ ଅନ୍ୟ ସମସ୍ତ କୋର୍ଟରେ ରାଜ୍ୟ ଆଇନଜୀବୀ ପରିଷଦର ଆଇନଜୀବୀମାନଙ୍କ ନିମନ୍ତେ ଗ୍ରୀଷ୍ମକାଳୀନ ପୋଷାକ ସଂକ୍ରାନ୍ତୀୟ ନିର୍ଦ୍ଦେଶନାମା ଶୁକ୍ରବାର ଜାରି କରାଯାଇଛି। ଅତ୍ୟନ୍ତ ଗରମ ତଥା ଅସମ୍ଭାଳ ତାତିକୁ ଦୃଷ୍ଟିରେ ରଖି ରାଜ୍ୟ ଆଇନଜୀବୀ ପରିଷଦ…
ସୁଭଦ୍ରା: ନାରୀ ଶକ୍ତିର ଅପୂର୍ବ ଅଭ୍ୟୁଦୟ
ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଓ ଅଖ୍ୟାତ ପୁରପଲ୍ଲୀରେ ବାସ କରୁଥିବା ସମସ୍ତ ମହିଳାଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଛି। ସତରେ ଚଳିତ ବର୍ଷର ବିଷୟବସ୍ତୁ ସହିତ ପୂରା ଖାପଖାଉଛି ଆମ ସୁଭଦ୍ରା। Accelerated Action ବା ତ୍ୱରିତ କାର୍ଯ୍ୟାନୁଷ୍ଠାନ ବିଷୟବସ୍ତୁକୁ…
Archives


