ଚଳିତ ବର୍ଷ ସ୍ପୋଟର୍ସ କମ୍ପ୍ଲେକ୍ସ ନିର୍ମାଣ ଯୋଜନା ନାହିଁ:ମନ୍ତ୍ରୀ
ଭୁବନେଶ୍ୱର,୨୬।୭(ବ୍ୟୁରୋ): ୨୦୧୯-୨୦ ଆର୍ଥିକ ବର୍ଷରେ କୌଣସି ଜିଲାରେ ସ୍ପୋଟର୍ସ କମ୍ପ୍ଲେକ୍ସ ହେବ ନାହିଁ। ବର୍ତ୍ତମାନ ରାଜ୍ୟରେ ୪ଟି ସାଟେଲାଇଟ୍ ଷ୍ଟାଡିୟମ(ଇଣ୍ଟିଗ୍ରେଟେଡ୍ ସ୍ପୋଟର୍ସ କମ୍ପ୍ଲେକ୍ସ) ନିର୍ମାଣ କାର୍ଯ୍ୟ ଚାଲୁ ରହିଛି। ନୂଆପଡ଼ା ଜିଲାରେ ଜିଲାସ୍ତରୀୟ ସ୍ପୋଟର୍ସ କମ୍ପ୍ଲେକ୍ସ କରିବା ପାଇଁ ଜିଲାପାଳଙ୍କଠାରୁ ବିଧିବଦ୍ଧ…
ରାଜନଗର ବ୍ଲକର ସବୁ ଗ୍ରାମକୁ ବିଦ୍ୟୁତ୍ ମିଳୁଛି, ୨୦୨୦ରେ ଶେଷ ହେବ କୁନ୍ଦୁପୁର ଗ୍ରୀଡ୍ କାର୍ଯ୍ୟ: ମନ୍ତ୍ରୀ
ଭୁବନେଶ୍ୱର,୨୬।୭(ବ୍ୟୁରୋ): ରାଜ୍ୟରେ ଚଳିତ ବର୍ଷ ୫ଲକ୍ଷ ଉପଭୋକ୍ତାଙ୍କୁ ବିଦ୍ୟୁତ୍ ଯୋଗାଇ ଦିଆଯାଇଛି। ବିଦ୍ୟୁତ୍ ଯୋଗାଣ ପାଇଁ ଅର୍ଥର କୌଣସି ଅଭାବ ନାହିଁ। କେବଳ ଫନୀ ଯୋଗୁ ଟିକିଏ ଅସୁବିଧା ହୋଇଥିଲା। ବିଦ୍ୟୁତ୍ ଭିତ୍ତିଭୂମି କାର୍ଯ୍ୟ ମଧ୍ୟ ଦ୍ରୁତ ଗତିରେ ଚାଲିଛି ବୋଲି…
୩ ବର୍ଷରେ ଓଏସ୍ଏଫ୍ଡିସି ଏସ୍ସି,ଏସ୍ଟି ଯୁବତୀଯୁବକଙ୍କୁ ୨୧୪୧.୪୬ ଲକ୍ଷ ଟଙ୍କା ସବ୍ସିଡି ଦେଇଛି
ଭୁବନେଶ୍ୱର,୨୬।୭(ବ୍ୟୁରୋ): ରାଜ୍ୟର ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ ତଥା ଅନ୍ୟ ଜିଲାରେ ବାସ କରୁଥିବା ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଯୁବତୀଯୁବକ ଏବଂ ସ୍ବୟଂସହାୟକ ଗୋଷ୍ଠୀମାନଙ୍କୁ ଆତ୍ମନିଯୁକ୍ତି ପାଇଁ ବିଭିନ୍ନ ଯୋଜନାରେ ବ୍ୟାଙ୍କରୁ ସବ୍ସିଡିରେ ଋଣ ଯୋଗାଇ ଦିଆଯାଉଛି। ଏହି ଋଣ ଓଡ଼ିଶା ଏସ୍ସି/ଏସ୍ଟି,…
ମାଉଜର ଦେଖାଇ ଡାକ୍ତରଙ୍କ ଘରୁ ସୁନାଗହଣା, ୩ ଲକ୍ଷ ଟଙ୍କା, କାର ଲୁଟ୍
ଖୋର୍ଦ୍ଧା ଅଫିସ,୨୬।୭: ଖୋର୍ଦ୍ଧା ଜିଲା ଟାଙ୍ଗୀ ଥାନା ଅନ୍ତର୍ଗତ ଲକ୍ଷ୍ମୀଧରପୁର ଗ୍ରାମରେ ଏକ ବଡ଼ ଧରଣର ଲୁଟ୍ ହୋଇଛି । ଦୁର୍ବୃତ୍ତମାନେ ମାଉଜର ଦେଖାଇ ସୁନାଗହଣା, ନଗଦ ୩ ଲକ୍ଷ ଟଙ୍କା ସହ ଗୋଟିଏ ମାରୁତି କାରକୁ ମଧ୍ୟ ଲୁଟି ନେଇଛନ୍ତି…
ଏମାର ମଠ ପାଚେରି ଭୁଶୁଡ଼ିଲା
ପୁରୀ ଅଫିସ,୨୬।୭: ପୁଣି ଭୁଶୁଡ଼ିଲା ଏମାର ମଠ ପାଚେରି। ପୁରୀର ଅନ୍ୟତମ ଏହି ପୁରୁଣା ମଠର ପାଚେରି ଗୁରୁବାର ହୋଇଥିବା ବର୍ଷାରେ ପ୍ରାୟ ୪ଫୁଟ ଭୁଶୁଡ଼ିି ପଡ଼ିିଛି। ସିଂହଦ୍ୱାର ସମ୍ମୁଖ ଦୋଳମଣ୍ଡପ ସାହି ପ୍ରବେଶ ପଥରୁ ଅଳ୍ପ କିଛି ବାଟ ଆଗକୁ…
ପ୍ରାଣୀ ମିତ୍ର, କୃଷି ମିତ୍ର ପଦବୀ ପରୀକ୍ଷାର ବାହାରୁନି ଫଳାଫଳ
ଗୋପ, ୨୬।୭(ଡି.ଏନ୍.ଏ.) : ଓଡ଼ିଶା ଜୀବିକା ମିଶନ ଜରିଆରେ ଗୋପ ବ୍ଲକର ୩୧ଟି ପଞ୍ଚାୟତ ପାଇଁ ପ୍ରାଣୀ ମିତ୍ର ଓ କୃଷି ମିତ୍ର ପଦବୀ ଲାଗି ବିଜ୍ଞପ୍ତି ପ୍ରକାଶ ପାଇଥିଲା। ମାତ୍ର ଏଥିପାଇଁ ଆରମ୍ଭରୁ ଅନିୟମିତତା ହୋଇଥିବା ଦେଖାଦେଇଛି। ଗୋପ ଜୀବିକା…
କଟକରେ ୩ ଦିନମଜୁରିଆଙ୍କୁ ହତ୍ୟା ପରେ ରାଜଧାନୀରେ ଆତଙ୍କ
ଭୁବନେଶ୍ୱର,୨୬।୭(ବ୍ୟୁରୋ) : କଟକରେ ଫୁଟ୍ପାଥ୍ରେ ଶୋଇଥିବା ୩ଜଣ ଦିନମଜୁରିଆଙ୍କୁ ଅତି ନୃଶଂସ ଭାବେ ହତ୍ୟା କରାଯିବା ପରେ ସାରା ସହରରେ ଚାଞ୍ଚଲ୍ୟ ଖେଳିଯାଇଛି। କିଏ ଓ କାହିଁିକି ଏହି ଦିନମଜୁରିଆଙ୍କୁ ହତ୍ୟା କରିଛି ତାହା ଏବେ ପ୍ରଶ୍ନ ପାଲଟିଛି। ଏହି ଘଟଣାକୁ…
ବୀରକିଶୋରୀ ବଲ୍ଲଭରେ ଲାଗି ହେଉନି କାକରା ପିଠା
ପୁରୁଣା ଭୁବନେଶ୍ୱର,୨୬।୭(ଡି.ଏନ.ଏ.) : ଶ୍ରୀଲିଙ୍ଗରାଜଙ୍କର ବାରମାସରେ ତେର ପର୍ବ ପାଳନ ହେଉଥିବା ବେଳେ ଦୈନନ୍ଦିନ ନୀତିକାନ୍ତିରେ ଠାକୁରଙ୍କୁ ବିଭିନ୍ନ ପ୍ରକାର ଭୋଗ ଲାଗି ହୁଏ। ହେଲେ କେତେଜଣ ସେବାୟତଙ୍କର ଖାମଖିଆଲ ମନୋଭାବ ଯୋଗୁ ଠାକୁରଙ୍କୁ ଭୋଗ ଲାଗିରେ ବ୍ୟତିକ୍ରମ ଦେଖାଦେଇଛି। ବୀରକିଶୋରୀ…
ଆଇଆଇସିଙ୍କୁ ମାଡ଼ ଘଟଣା: ଅଭିଯୁକ୍ତ ଗିରଫ
ଖୁଣ୍ଟୁଣୀ,୨୬।୭(ଡି.ଏନ୍.ଏ.): କପୁରସିଂ ଗ୍ରାମରେ ଜଗତପୁର ଥାନା ଆଇଆଇସି ପ୍ରଦୀପ କୁମାର ନାୟକଙ୍କୁ ମାଡ଼ ମାରିବା ଘଟଣାରେ ଗୁରୁବାର ଗୁରୁଡିଝାଟିଆ ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ କପୁରସିଂ ଗ୍ରାମର ପପିନା ରାଉତ। ଏହି ଘଟଣାରେ…
ଅଗଷ୍ଟ ୧୫ରେ କାର୍ଯ୍ୟକାରୀ ହେବ ବର୍ଜ୍ୟବସ୍ତୁ ପରିଚାଳନା ପ୍ଲାଣ୍ଟ
କଟକ ଅଫିସ, ୨୬।୭ : କଟକ ମହାନଗର ନିଗମ (ସିଏମ୍ସି) ଅଞ୍ଚଳରେ ଦିନକୁ ଦିନ ବଢୁଛି ଆବର୍ଜନା। ଏହାକୁ ଦୃଷ୍ଟିରେ ରଖି ପ୍ରତିଘରୁ ଯେପରି ଭାବେ ଆବର୍ଜନା ସଂଗ୍ରହ କରାଯିବ ସେ ନେଇ ସିଏମ୍ସି ଚେଷ୍ଟା ଜାରି ରଖିଛି। ସହରରେ ବଢୁଥିବା…
କଟକ: ଲିଭିଗଲାଣି ଜେବ୍ରା କ୍ରସିଂ ଚିହ୍ନ
କଟକ ଅଫିସ,୨୬।୭ : ଜନଗହଳିପୂର୍ଣ୍ଣ ଟ୍ରାଫିକରେ ନିରାପଦରେ ଚାଲିଚାଲି ରାସ୍ତା ପାର ହେବା ପାଇଁ ଲୋକମାନଙ୍କ ଲାଗି ଜେବ୍ରା କ୍ରସିଂ ସଙ୍କେତ ରହିଛି। ମାତ୍ର କଟକର କେତେକ ପ୍ରମୁଖ ଟ୍ରାଫିକ ନିକଟ ଜେବ୍ରା କ୍ରସିଂରେ ଟଣାଯାଇଥିବା ଚିହ୍ନ ଲିଭିଗଲାଣି। ଆଉ କିଛି…
ନନ୍ଦନକାନନରେ ହେବ ମଇଳାପାଣି ବିଶୋଧନ ପ୍ରକଳ୍ପ
ବାରଙ୍ଗ, ୨୬।୭(ଡି.ଏନ୍.ଏ.) : ରାଜ୍ୟର ଏକମାତ୍ର ପ୍ରାଣୀ ଉଦ୍ୟାନ ନନ୍ଦନକାନନ ପରିସରକୁ କର୍ତ୍ତୃପକ୍ଷ ପ୍ରଦୂଷଣମୁକ୍ତ ରଖିବାପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି। ନନ୍ଦନକାନନରୁ ପ୍ରତିଦିନ ବାହାରୁଥିବା ମଇଳାପାଣିକୁ ବିଶୋଧନ କରିବା ପାଇଁ ୫ଟି ପ୍ରକଳ୍ପ ଆରମ୍ଭ ହେବ। ଫଳରେ ବିଭିନ୍ନ ଏନ୍କ୍ଲୋଜରରୁ ବାହାରୁଥିବା…

