ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାକୁ ଝଟକା: ସେବା ଯୋଗାଇବାକୁ ମନା କଲେ ନର୍ସିଂହୋମ
ଭୁବନେଶ୍ୱର,୧୬।୧୦(ବ୍ୟୁରୋ): ରାଜ୍ୟ ସରକାରଙ୍କ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାକୁ ଜୋରଦାର ଝଟକା ଲାଗିଛି। ସ୍ବାସ୍ଥ୍ୟସେବା ଯୋଗାଉଥିବା ପାଖାପାଖି ୩୦୦ ନର୍ସିଂହୋମ ସେମାନଙ୍କ ସେବା ବନ୍ଦ କରିଦେଇଛନ୍ତି। ବକେୟା ଅର୍ଥ ପାଇଁ ସେବା ବନ୍ଦ କରାଯାଇଥିବା ବୁଧବାର ଅଲ୍ ଓଡ଼ିଶା ପ୍ରାଇଭେଟ ମେଡିକାଲ…
ଆର୍ମି ପରୀକ୍ଷାର୍ଥୀଙ୍କ ଉତ୍ପାତ ଘଟଣା: ଆଜିଠୁ ଷ୍ଟେଶନରେ ମୁତୟନ ହେବେ ଫୋର୍ସ, ବିନା ଟିକେଟରେ ଚଢ଼ିପାରିବେନି ଯାତ୍ରୀ
ଭୁବନେଶ୍ୱର,୧୬।୧୦(ବ୍ୟୁରୋ): ଭୁବନେଶ୍ୱର ଷ୍ଟେଶନରେ ବୁଧବାରଠାରୁ ମୁତୟନ ହେବେ ୨ ପ୍ଲାଟୁନ ଫୋର୍ସ। ଦିଲ୍ଲୀ ତଥା ଦୂରଗାମୀ ଟ୍ରେନ୍ ପାଇଁ ଆର୍ପିଏଫ୍ ଏବଂ ଜିଆର୍ପି ପକ୍ଷରୁ ଫୋର୍ସ ମୁତୟନ ହେବେ। ସେମାନେ ଟିକେଟ ଥିବା ଯାତ୍ରୀଙ୍କୁ ବଗି ଭିତରକୁ ଛାଡ଼ିବେ। ପୁରୁଷୋତ୍ତମ ଏକ୍ସପ୍ରେସ୍ରେ…
ଆର୍ମି ପରୀକ୍ଷାର୍ଥୀଙ୍କ ଆତଙ୍କ ନେଇ ରାଜ୍ୟ ସରକାରଙ୍କୁ ଚିଠି ଲେଖିଲେ କମିଶନର: ରାଜଧାନୀ ଏଭଳି ସାକ୍ଷାତକାର ନ କରିବାକୁ ଉଲ୍ଲେଖ
ଭୁବନେଶ୍ୱର,୧୬।୧୦(ବ୍ୟୁରୋ): ଆର୍ମିରେ ଭର୍ତ୍ତି ହେବା ପାଇଁ ଭୁବନେଶ୍ୱରସ୍ଥ ୧୨୦ ବାଟାଲିୟନ ରାଲିରେ ଯୋଗଦେବାକୁ ଆସିଥିବା କେତେଜଣ ପରୀକ୍ଷାର୍ଥୀ ମଙ୍ଗଳବାର ଆତଙ୍କ ଖେଳାଇଥିଲେ। ଜୋର ଜବରଦସ୍ତ ଟ୍ରେନ୍ ବଗିରେ ପଶି ଉତ୍ପାତ କରିବା ସହ ଭଙ୍ଗାରୁଜା କରିଥିଲେ। ଏହି ଘଟଣା ପରେ ପୋଲିସ…
ଦାମଙ୍କ ଇସ୍ତଫା ଦଳ ଉପରେ ପ୍ରଭାବ ପକାଇବ ନାହିଁ: ଅରୁଣ ସିଂ
ଭୁବନେଶ୍ୱର,୧୬।୧୦(ବ୍ୟୁରୋ): ଭାଜପାରେ ଦାମୋଦର ରାଉତଙ୍କୁ ଅଣଦେଖା କରାଯାଇନାହିଁ। ବରଂ ଦଳ ପକ୍ଷରୁ ତାଙ୍କୁ ସୁଯୋଗ ଦିଆଯାଇଥିଲା। ନିର୍ବାଚନ ଲଢ଼ିବାକୁ ଦଳ ତାଙ୍କୁ ଟିକେଟ ଦେଇଥିଲା। ମାତ୍ର ସବୁବେଳେ ଦଳ ଗୋଟିଏ ବ୍ୟକ୍ତିଙ୍କୁ ନିର୍ବାଚନ ଲଢ଼ିବାକୁ ସୁଯୋଗ ଦେଇପାରିବ ନାହିଁ। ତେଣୁ ଦଳ…
ସମ୍ବିତଙ୍କ ପରେ ପ୍ରୀତିନନ୍ଦାଙ୍କ ପ୍ରତିକ୍ରିୟା: କହିଲେ ‘ଭାଜପାରେ ଯୋଗ ଦେବା ଭଳି ଛାଡ଼ିବା ମଧ୍ୟ ବାପାଙ୍କ ନିଷ୍ପତ୍ତି’
ଭୁବନେଶ୍ୱର,୧୬।୧୦(ବ୍ୟୁରୋ): ବୁଧବାର ବରିଷ୍ଠ ଭାଜପା ନେତା ଦାମୋଦର ରାଉତ ଦଳରୁ ଇସ୍ତଫା ଦେବା ପରେ ରାଜ୍ୟ ରାଜନୀତି ସରଗରମ। ଏହାକୁ ନେଇ ପୁଅ ତଥା ପାରାଦୀପ ବିଧାୟକ ସମ୍ବିତ ରାଉତରାୟ ପ୍ରତିକ୍ରିୟା ରଖି ଦାମ ଭାଜପାକୁ ଯିବା ନିଷ୍ପତ୍ତି ଭୁଲ ଥିଲା…
ବାପାଙ୍କ ମନପ୍ରାଣ ବିଜୁବାବୁ; ଭାଜପାରେ ମିଶିବା ଭୁଲ ନିଷ୍ପତ୍ତି ଥିଲା: ସମ୍ବିତ
ଭୁବନେଶ୍ୱର,୧୬।୧୦(ବ୍ୟୁରୋ): ୨୦୧୯ ନିର୍ବାଚନ ପୂର୍ବରୁ ବିଜେଡି ଛାଡ଼ି ଭାଜପାରେ ଯୋଗଦାନ ଆଉ ଏବେ ଏବେ ଭାଜପାରୁ ବୁଧବାର ଇସ୍ତଫା ଦେଇଛନ୍ତି ବରିଷ୍ଠ ନେତା ଡା. ଦାମୋଦର ରାଉତ। ଗୋଟିଏ ପଟେ ବିଜେପୁର ନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ସରଗରମ ଥିବା ବେଳେ…
ନବୀନ@୭୪: ଟୁଇଟ୍ କରି ପ୍ରଧାନମନ୍ତ୍ରୀ ଜଣାଇଲେ ଶୁଭେଚ୍ଛା
ଭୁବନେଶ୍ୱର,୧୬।୧୦(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବୁଧବାର ଜନ୍ମଦିନ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନବୀନଙ୍କୁ ଟୁଇଟ୍ କରି ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଉଭୟ ଓଡ଼ିଆ ଏବଂ ଇଂରାଜୀରେ ଟୁଇଟ୍ କରି ସେ କହିଛନ୍ତି, ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜନ୍ମଦିନର…
ଅନ୍ତର୍ଜାତୀୟ ଧଳାବାଡ଼ି ଦିବସ:ଭିନ୍ନକ୍ଷମ ପ୍ରମାଣପତ୍ର ପ୍ରଦାନ ପ୍ରକ୍ରିୟା ସରଳୀକରଣ ହେବ
ଭୁବନେଶ୍ୱର, ୧୬।୧୦(ବ୍ୟୁରୋ):ରାଜ୍ୟର ୩୦ଟି ଯାକ ଜିଲାରେ ସମନ୍ବିତ ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ର ପ୍ରତିଷ୍ଠା କରାଯିବା ସହ ଭିନ୍ନକ୍ଷମଙ୍କୁ ପ୍ରମାଣପତ୍ର ପ୍ରଦାନ ପ୍ରକ୍ରିୟାକୁ ସରଳୀକରଣ କରାଯିବ। ଅନ୍ତର୍ଜାତୀୟ ଧଳାବାଡ଼ି ଦିବସ ଅବସରରେ ଏନେଇ ସୂଚନା ଦେଇଛନ୍ତି ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର…
ଉତ୍ଖନନ ପରେ ଭୁଲିଗଲେ
ଭୁବନେଶ୍ୱର, ୧୬।୧୦(ବ୍ୟୁରୋ):କେବଳ ଉପକୂଳ ନୁହେଁ, ଆଭ୍ୟନ୍ତରୀଣ ଓଡ଼ିଶାରେ ବି ବୌଦ୍ଧ ଧର୍ମର ପ୍ରଚାର ପ୍ରସାର ଘଟିଥିଲା। ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର ଆଦିି ଜିଲାରେ ବୌଦ୍ଧ ଧର୍ମାବଲମ୍ବୀ ବସବାସ କରିବା ସହ ବୁଦ୍ଧଙ୍କ ମୂର୍ତ୍ତି ପୂଜାର୍ଚ୍ଚନା କରୁଥିଲେ। ଭୁବନେଶ୍ୱରସ୍ଥିତ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ…
ଧରିତ୍ରୀ ପ୍ରଭାବ:ଆର୍ମି ପରୀକ୍ଷାର୍ଥୀଙ୍କ ରହଣି ପାଇଁ ୭ ସ୍ଥାନରେ ସ୍ବତନ୍ତ୍ର ବ୍ୟବସ୍ଥା
ଭୁବନେଶ୍ୱର, ୧୬।୧୦(ବ୍ୟୁରୋ):ଦୁଇଦିନ ରାସ୍ତା କଡ଼ ଫୁଟ୍ପାଥ, ରେଳ ଷ୍ଟେଶନରେ ରାତି ବିତାଇବା ପରେ ଶେଷରେ ଆର୍ମି ରାଲି ପାଇଁ ଆସିଥିବା ହଜାର ହଜାର ପରୀକ୍ଷାର୍ଥୀଙ୍କ ମୁଣ୍ଡଗୁଞ୍ଜିବାକୁ ହୋଇଛି ସ୍ବତନ୍ତ୍ର ବ୍ୟବସ୍ଥା। ବିଏମ୍ସି ପକ୍ଷରୁ ସହରର ୭ଟି ସ୍ଥାନରେ ଅସ୍ଥାୟୀ ରହଣିସ୍ଥଳ ତିଆରି…
ରାଜଧାନୀରେ ଆର୍ମି ପରୀକ୍ଷାର୍ଥୀଙ୍କ ଆତଙ୍କ
ଭୁବନେଶ୍ୱର,୧୬।୧୦(ବ୍ୟୁରୋ):ଆର୍ମିରେ ଭର୍ତ୍ତି ହେବା ପାଇଁ ଭୁବନେଶ୍ୱରସ୍ଥ ୧୨୦ ବାଟାଲିୟନର ରାଲିରେ ଯୋଗଦେବାକୁ ଆସିଥିବା କେତେଜଣ ପରୀକ୍ଷାର୍ଥୀଙ୍କ ଆତଙ୍କରାଜ ସୋମବାର ଦେଖିବାକୁ ମିଳିଛି। ଅପରାହ୍ନ ପ୍ରାୟ ୪ଟାରେ ଆଇ.ଜି.ପାର୍କରେ ଜନ୍ମଦିନ ପାଳୁଥିବା କେତେଜଣ ଯୁବତୀଙ୍କୁ ସେମାନେ ଅଶ୍ଳୀଳ କମେଣ୍ଟ କରିଥିଲେ। ଏହାକୁ ଜଣେ…
‘ମୋ ବସ୍’ ଯାତ୍ରୀ ସଂଖ୍ୟା ଲକ୍ଷେ ଛୁଇଁଲା
ଭୁବନେଶ୍ୱର,୧୬।୧୦(ବ୍ୟୁରେ): ଗୋଟିଏ ଦିନରେ ‘ମୋ ବସ୍’ ଯାତ୍ରୀ ସଂଖ୍ୟା ଏକ ଲକ୍ଷ ଛୁଇଁଲା। ସୋମବାର ‘ମୋ ବସ୍’ରେ ୧୦୧୮୮୧ ଜଣ ଯାତ୍ରୀ ଯାତ୍ରା କରିଥିଲେ। ଯାହା ‘ମୋ ବସ୍’ ଆରମ୍ଭ ହେବା ଦିନଠାରୁ ସର୍ବକାଳୀନ ରେକର୍ଡ। ଏହା ଦ୍ୱାରା ‘ମୋ ବସ୍’…

