ବିଳମ୍ବରେ ଆସୁଥିବା ଡାକ୍ତରଙ୍କୁ ତାଗିଦ
ପୁରୁଣା ଭୁବନେଶ୍ୱର,୪।୧୦(ବ୍ୟୁରୋ) : ଗାନ୍ଧୀଜୟନ୍ତୀ ବୁଧବାରଠାରୁ ‘ମୋ ସରକାର’ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଗୁରୁବାର ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ହଠାତ୍ ପୁରୁଣା ଭୁବନେଶ୍ୱରସ୍ଥିତ ବିଏମ୍ସି ହସ୍ପିଟାଲ ଗସ୍ତ କରି ବାସ୍ତବ ସ୍ଥିତି ଦେଖିଛନ୍ତି। ଡାକ୍ତରମାନେ ବିଳମ୍ବରେ ଆସୁଥିବା ଓ…
ନନ୍ଦନକାନନକୁ ଆସିଲେ ୨ ନୂଆ ପ୍ରଜାତିର ୪ମାଙ୍କଡ଼
ବାରଙ୍ଗ,୪।୧୦(ଡି.ଏନ୍.ଏ.) : ନନ୍ଦନକାନନକୁ ଗୁରୁବାର ୪ଟି କ୍ୟାପଚୁନ୍ ଓ ଛୋଟ ଗୁଣ୍ଡୁଚିମାଙ୍କଡ ଅଣାଯାଇଛି। ଏହି ମାଙ୍କଡ ଆଗରୁ ନନ୍ଦନକାନନରେ ଥିବାବେଳେ ଏମାନଙ୍କ ବଂଶ ଲୋପପାଇଯାଇଥିଲା। ପଶୁପକ୍ଷୀ ଅଦଳବଦଳ ପ୍ରକିୟାରେ ମାଲେସିଆରୁ ଆସିଥିବା ଶେଷ ମାଈ ଗୁଣ୍ଡୁଚି ମାଙ୍କଡଟି ୨୦୧୪ ନଭେମ୍ବର ୧୩ରେ…
ପ୍ରମାଣପତ୍ର ଦାଖଲ ନ ହେଲେ ମିଳିବନି ପେନ୍ସନ୍: ବିଏମ୍ସି
ଭୁବନେଶ୍ୱର,୪।୧୦(ବ୍ୟୁରୋ) : ଆଧାର ଲିଙ୍କ୍ ସହ ଆବଶ୍ୟକ ମୂଳ ପ୍ରମାଣପତ୍ର ଦାଖଲ ନ କଲେ ମିଳିବନି ପେନ୍ଶନ। ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ପକ୍ଷରୁ ସମସ୍ତ ପେନ୍ଶନଧାରୀଙ୍କୁ ଚେତାବନୀ ନିଆଯାଇଛି। ଏନେଇ ଗତ ୨୪ ତାରିଖ ଦିନ ଏକ ବିଜ୍ଞପ୍ତି ପ୍ରକାଶ…
ନର୍ସ ନୀହାରିକା ହତ୍ୟା ଘଟଣା: ଏକାଧିକ ବ୍ୟକ୍ତି ସମ୍ପୃକ୍ତ କ୍ରାଇମ୍ବ୍ରାଞ୍ଚ ତଦନ୍ତ ଦାବିରେ ଓଏଚ୍ଆର୍ସିରେ ପିଟିଶନ
ଭୁବନେଶ୍ୱର,୪।୧୦(ବ୍ୟୁରୋ): ନର୍ସ ନୀହାରିକା ହତ୍ୟା ଘଟଣାରେ ପୋଲିସର ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଛନ୍ତି ତାଙ୍କ ମା’ ଓ ବାପା। ସେମାନେ ପୋଲିସର ଦୂର୍ବଳ ତଦନ୍ତକୁ ନେଇ ଅସନ୍ତୋଷ ବ୍ୟକ୍ତ କରିବା ସହ କ୍ରାଇମ୍ବ୍ରାଞ୍ଚ ତଦନ୍ତ ଦାବି କରିଛନ୍ତି। ଗୁରୁବାର ସେମାନେ ରାଜ୍ୟ…
ପୂଜାରେ ଟ୍ରେନ୍, ଷ୍ଟେଶନ ହେବ ଫେରିବାଲା ଶୂନ୍ୟ
ଭୁବନେଶ୍ୱର,୪ା୧୦(ବ୍ୟୁରୋ): ଟ୍ରେନ ଏବଂ ଷ୍ଟେଶନ ପରିସରରେ ବୁଲା ବିକାଳି ଓ ଫେରିବାଲାଙ୍କ ପ୍ରାଦୁର୍ଭାବ ଦୂର ପାଇଁ ପୂର୍ବତଟ ରେଳପଥ ଦ୍ୱିତୀୟ ପର୍ଯ୍ୟାୟ ଚଢ଼ାଉ ଆରମ୍ଭ କରିଛି। ବିଶେଷକରି ପୂଜା ସମୟରେ ଅଣସ୍ବୀକୃତିପ୍ରାପ୍ତ ଫେରିବାଲାଙ୍କୁ ଷ୍ଟେଶନରୁ ହଟାଇବାକୁ ଯୋଜନା କରାଯାଇଛି। ଏଥିପାଇଁ ଜିରୋ…
କାର କାଚ ଭାଙ୍ଗି ଲୁଟ୍ ଘଟଣା, ୪ ଗିରଫ
କଟକ ରୋଡ,୪ା୧୦(ଡି.ଏନ୍.ଏ) : କାର କାଚ ଭାଙ୍ଗି ଲୁଟ ଅଭିଯୋଗରେ ଲକ୍ଷ୍ମୀସାଗର ପୋଲିସ ଗୁରୁବାର ୪ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଉତ୍ତରପ୍ରଦେଶ ଅଞ୍ଚଳର ବିକାଶ ନାଳି, କେନ୍ଦୁଝରର ରୁଦ୍ର ମିଶ୍ର, ପୁରୀ ମାର୍କଣ୍ଡେଶ୍ୱର ଅଞ୍ଚଳର…
ଦୁର୍ଗାପୂଜା ପାଇଁ ୫ଦିନ ଟ୍ରାଫିକ କଟକଣା : ଅପରାହ୍ନ ୪ରୁ ରାତି ୨ଟା ସହରକୁ ଭାରିଯାନ ମନା
ଭୁବନେଶ୍ୱର,୪ା୧୦(ବ୍ୟୁରୋ) : ଦୁର୍ଗାପୂଜା ପାଇଁ ସହରର ରାସ୍ତା ଓ ମଣ୍ଡପ ନିକଟରେ ପ୍ରବଳ ଗହଳି ହେବ। ଏଥିପାଇଁ କମିଶନରେଟ ପୋଲିସ ପକ୍ଷରୁ ଟ୍ରାଫିକ କଟକଣା କରାଯାଇଛି। ଅପରାହ୍ନ ୪ଟାରୁ ରାତି ୨ଟା ପର୍ଯ୍ୟନ୍ତ ସହର ଭିତରକୁ ଭାରିଯାନ ପଶିପାରିବ ନାହିଁ। ଶୁକ୍ରବାରଠାରୁ…
ଦଶହରାରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା : ଓଡ଼ିଶାରେ ହାଇ ଆଲର୍ଟ, ବଢ଼ିଲା ସୁରକ୍ଷା
ଭୁବନେଶ୍ୱର,୪ା୧୦(ବ୍ୟୁରୋ) : ଭାରତକୁ ପାକିସ୍ତାନ ପଟୁ ପଶି ଆସିଛନ୍ତି ଆତଙ୍କବାଦୀ। ଆତଙ୍କବାଦୀ ସଂଗଠନ ଜୈସ-ଇ-ମହମ୍ମଦ ଦିଲ୍ଲୀ ସମେତ ଦେଶର ବଡ଼ ବଡ଼ ସହରକୁ ଟାର୍ଗେଟ କରିଛି। ନବରାତ୍ରୀ ଓ ଦଶହରାରେ ବିସ୍ଫୋରଣ ପାଇଁ ଯୋଜନା କରୁଥିବା ଗୋଇନ୍ଦା ବିଭାଗ ସତର୍କ କରିବା…
‘ମୋ ସରକାର’: ଜାରି ହେଲା ଗାଇଡ୍ଲାଇନ : ଘରୋଇ ଢାଞ୍ଚାରେ ଚାଲିବ ସରକାରୀ କାର୍ଯ୍ୟାଳୟ
ଭୁବନେଶ୍ୱର,୪ା୧୦(ବ୍ୟୁରୋ) : ସରକାରୀ କାର୍ଯ୍ୟାଳୟକୁ ଆସୁଥିବା ଲୋକମାନଙ୍କୁ ଉତ୍ତମ ସେବା ଯୋଗାଇବା ଲକ୍ଷ୍ୟରେ ରାଜ୍ୟ ସରକାର ଅକ୍ଟୋବର ୨ ତାରିଖରୁ ‘ମୋ ସରକାର’ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ୫-ଟି ଅଧୀନରେ ଆରମ୍ଭ କରାଯାଇଥିବା ଏହି କାର୍ଯ୍ୟକ୍ରମ ଜରିଆରେ ସରକାରୀ କର୍ମଚାରୀମାନଙ୍କର ବ୍ୟବହାର…
ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଉଚ୍ଛେଦ ଅଭିଯାନ: ଶଙ୍କରାଚାର୍ଯ୍ୟ, ସେବାୟତଙ୍କ ପରାମର୍ଶ ନିଅ
ନୂଆଦିଲ୍ଲୀ,୪-୧୦:ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଚତୁଃପାର୍ଶ୍ୱ ଉଚ୍ଛେଦ କାର୍ଯ୍ୟରେ ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଉଚ୍ଛେଦ ପୂର୍ବରୁ ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟ ଓ ବରିଷ୍ଠ ସେବାୟତମାନଙ୍କ ସହ ପରାମର୍ଶ କରିବାକୁ ସର୍ବୋଚ୍ଚ ଅଦାଲତ ଓଡ଼ିଶା ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ଥିବା ପୁରାତନ…
କୋଣାର୍କ ମହୋତ୍ସବ-୨୦୧୯: ଅଂଶଗ୍ରହଣ କରିବ ଇଣ୍ଡୋନେସିଆ ଦଳ
ଭୁବନେଶ୍ୱର,୩।୧୦(ବ୍ୟୁରୋ)- ଚଳିତ ବର୍ଷ କୋଣାର୍କ ମହୋତ୍ସବ ପାଇଁ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହୋଇଥିଲା। ମହୋତ୍ସବ ସହ ଜଡିତଥିବା ସମସ୍ତ ପକ୍ଷଙ୍କୁ ବୈଠକରେ…
ନିଃଶୁଳ୍କ ଟେଲିଫୋନ ସେବା ଆରମ୍ଭ କଲା ଓଏସ୍ଆରଟିସି
ଭୁବନେଶ୍ୱର,୩।୧୦(ବ୍ୟୁରୋ)-ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ(ଓଏସ୍ଆରଟିସି) ପକ୍ଷରୁ ନିଃଶୁଳ୍କ ଟେଲିଫୋନ ସେବା ଆରମ୍ଭ କରିଛି ା ଏହି ଟେଲିଫୋନ ନମ୍ବରଟି ହେଉଛି ୧୮୦୦-୩୪୫-୧୧୨୨ । ଟେଲିଫୋନରେ ଯାତ୍ରୀମାନେ ନିଗମ ପରିଚଳିତ ବସଗୁଡ଼ିକ ସଂପର୍କରେ ତଥ୍ୟ ପାଇବା ସହିତ ମୂଲ୍ୟବାନ ମତାମତ/ସମସ୍ୟା ଉପସ୍ଥାପନ…

