ମେଟ୍ରୋ

ଆମ୍ବୁଲାନ୍ସକୁ ବାଟ ଛାଡୁ ନ ଥିବା ଗାଡ଼ିଚାଳକ ଗଣିବେ ଜରିମାନା

ଭୁବନେଶ୍ୱର, ୧୫।୨ (ବ୍ୟୁରେ): ରାଜଧାନୀରେ ଟ୍ରାଫିକ୍‌ ଜାମ୍‌ରେ ଆମ୍ବୁଲାନ୍ସ(ଓଡି-୩୩ଓ୍ବାଇ-୬୦୧୯) ଫସିଯିବା ଯୋଗୁ ଶିଶୁପୁତ୍ର ନୀଲ୍‌ ନୀତୀଶ୍‌ଙ୍କ ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଥିଲେ। ଏହି ଘଟଣାକୁ ନେଇ ବିଭିନ୍ନ ମହଲରୁ କମିଶନରେଟ ପୋଲିସ ଉପରେ ଦୋଷ ଲଗାଯାଇଥିଲା। ଓଡ଼ିଶା ରାଜ୍ୟ…

‘ଦୃଢ଼ ଇଚ୍ଛାଶକ୍ତିରେ ଚାଲିଛି ୫-ଟି, ମୋ ସରକାର’

ଭୁବନେଶ୍ୱର,୧୫।୨(ବ୍ୟୁରୋ): ସ୍ବଚ୍ଛ ଉପାୟରେ ଜନସାଧାରଣଙ୍କୁ ସେବା ଯୋଗାଇ ରାଜ୍ୟ ସରକାର ପ୍ରଶାସନିକ ବ୍ୟବସ୍ଥାରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିଛନ୍ତି। ପରାମର୍ଶଭିତ୍ତିକ ପ୍ରଶାସନ ହେଉଛି ବିକାଶ ଯାତ୍ରାର ମୂଳମନ୍ତ୍ର। ଜନସାଧାରଣଙ୍କ ମତାମତ ଆଧାରରେ କାମ କରିବା ହେଉଛି ‘ମୋ ସରକାର’ କାର୍ଯ୍ୟକ୍ରମର ମୂଳ…

ଦୋଷ ମାନିଲେ ଅନୁପ

ଝାରସୁଗୁଡ଼ା ଅଫିସ,୧୫ା୨: ଝାରସୁଗୁଡ଼ା ଜିଲା ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏ ଜଣେ ହତ୍ୟାକାରୀ। ଛତିଶଗଡ଼ ରାଜ୍ୟ ରାୟଗଡ ଜିଲା ଚକ୍ରଧରନଗର ଥାନା ଅଧୀନ ହମିରପୁର ଜଙ୍ଗଲ ରାସ୍ତାରେ ଘଟିଥିବା ଏକ ସୁପରିକଳ୍ପିତ ଡବଲ ମର୍ଡର ଘଟଣାରେ ସେ ହିଁ ମୁଖ୍ୟ…

ଦିବ୍ୟାଙ୍ଗଙ୍କୁ ସହାୟତା ପାଇଁ ଅଟୋରେ ହୁଣ୍ଡି: ଶହୀଦ ଦିବସରେ ଅଟୋ ଡ୍ରାଇଭର ଟ୍ରଷ୍ଟର ଭିନ୍ନ ପ୍ରୟାସ

ଭୁବନେଶ୍ୱର,୧୫।୨ (ବ୍ୟୁରୋ): ପୁଲଓ୍ବାମା ଶହୀଦଙ୍କ ସ୍ମୃତିରେ ଫେବୃୟାରୀ ୧୪ତାରିଖକୁ ଶହୀଦ ଦିବସ ଭାବେ ପାଳନ କରାଯାଉଛି। ଶୁକ୍ରବାର ଏହି ଦିବସ ପାଳନ ଅବସରରେ ଭାରତ ମହାସଂଘ ଅଟୋ ଡ୍ରାଇଭର ଟ୍ରଷ୍ଟ ପକ୍ଷରୁ ଏକ ଅଭିନବ ପ୍ରୟାସ କରାଯାଇଛି। ଅସହାୟ ଦିବ୍ୟାଙ୍ଗମାନଙ୍କୁ ସହାୟତା…

ଦ୍ୱିତୀୟ ସୋପାନ ମାନ୍ୟତା ପାଇଁ ସ୍ଥିତି ଜଣାଇଲା ବିଏମ୍‌ସି

ଭୁବନେଶ୍ୱର,୧୫।୨ (ବ୍ୟୁରୋ): ସ୍ବଚ୍ଛ ଭାରତ ମିଶନ ଭଳି ପ୍ରମୁଖ ତଥା ଦୀର୍ଘମିଆଦୀ କାର୍ଯ୍ୟକ୍ରମରେ ସହରାଞ୍ଚଳଗୁଡ଼ିକ ମଧ୍ୟରେ ପ୍ରତିଯୋଗିିତା ଲାଗିରହିଛି। ଭୁବନେଶ୍ୱର ଖୋଲା ମଳତ୍ୟାଗମୁକ୍ତ ସହରର ପ୍ରଥମ ସୋପାନ ଅତିକ୍ରମ କରି ଦ୍ୱିତୀୟ ସୋପାନ ବା ଓଡିଏଫ୍‌ ++ ରେ ନିଜର ସ୍ଥାନ…

ରାସ୍ତା ମଝିରେ ଜଳିଗଲା ବୋଲେରୋ

ଭୁବନେଶ୍ୱର, ୧୫।୨ (ବ୍ୟୁରୋ): ଇନ୍‌ଫୋସିଟି ଛକ ନିକଟରେ ଶୁକ୍ରବାର ମଧ୍ୟାହ୍ନରେ ଏକ ବୋଲୋରୋ (ଓଡି-୦୨ଏନ୍‌-୦୧୪୩)ରେ ନିଅଁ। ଲାଗିଯାଇଥିଲା। ଫଳରେ ବୋଲେରୋରେ ଥିବା ଡ୍ରାଇଭର ଏବଂ ଜଣେ ଯାତ୍ରୀ ଜୀବନ ବଞ୍ଚାଇବାକୁ ଦୌଡ଼ିି ପଳାଇଥିଲେ। ଏହାପରେ ବୋଲେରୋଟି ହୁତୁହୁତୁ ହୋଇ ଜଳିିଥିଲା। ଖବର…

ଆଞ୍ଚଳିକ ଖାଦ୍ୟ ସହ ଅବଗତ କରାଇବାକୁ ପ୍ରୟାସ

ଭୁବନେଶ୍ୱର, ୧୫।୨ ୧୪ା୨(ବ୍ୟୁରୋ): ବୀର ସୁରେନ୍ଦ୍ର ସାଏ ନଗରସ୍ଥିତ ହୋଟେଲ ମ୍ୟାନେଜମେଣ୍ଟ ସଂସ୍ଥାନ, ଭାରତ ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରଣାଳୟ ଅଧୀନ ୨୧ କେନ୍ଦ୍ରୀୟ ହୋଟେଲ ମ୍ୟାନେଜମେଣ୍ଟ ସଂସ୍ଥା ମଧ୍ୟରୁ ଅନ୍ୟତମ। ବିଭିନ୍ନ ରାଜ୍ୟର ଆଞ୍ଚଳିକ ଖାଦ୍ୟ ସମ୍ପର୍କରେ ଅବଗତ କରାଇବାକୁ ସଂସ୍ଥାନ…

ଜଲିଉଡ ଚନ୍ଦନ ଆୱାର୍ଡ ଉତ୍ସବ: ୧୦୦ କଳାକାର ସମ୍ମାନିତ

ଭୁବନେଶ୍ୱର, ୧୫।୨ (ବ୍ୟୁରୋ): ଆଠଦିନ ବ୍ୟାପୀ ଗୀତଗୋବିନ୍ଦ ସଦନରେ ଯାତ୍ରା ଜଗତର କଳାକାରମାନଙ୍କୁ ନେଇ ଆୟୋଜିତ ଜଲିଉଡ୍‌ ଚନ୍ଦନ ଆୱାର୍ଡ ଉତ୍ସବ ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି। ଏହି ଅବସରରେ ୧୦୦ରୁ ଉର୍ଦ୍ଧ୍ୱ କଳାକାରମାନଙ୍କୁ ଚନ୍ଦନ ଆୱାର୍ଡ ପ୍ରଦାନ କରାଯାଇଥିବାବେଳେ ୫୦୦ରୁ ଊର୍ଦ୍ଧ୍ୱ…

ବୀର ଯବାନଙ୍କୁ ମନେପକାଇଲେ ବିରୋଧୀ ଗୋଷ୍ଠୀ

ଭୁବନେଶ୍ୱର,୧୫।୨ (ବ୍ୟୁରୋ): କେତେବେଳେ ବିଛୁଆତି, ବାଇଡଙ୍କ ଲଗାଇ ତ କେତେବେଳେ ରାଖୀ ବାନ୍ଧି ଭାଲେଣ୍ଟାଇନ୍ସ ଡେ’ରେ ପାର୍କ, ସିନେମା ହଲ୍‌ ଏବଂ ଶପିଂ ମଲ୍‌ରେ ପହଞ୍ଚି ପ୍ରେମୀଯୁଗଳଙ୍କୁ ବିଭିନ୍ନ ଉପାୟରେ ହଇରାଣ ହରକତ କରୁଥିବା ଗୋଷ୍ଠୀଗୁଡ଼ିକ ଏଥର କିନ୍ତୁ ନିଆରାଭାବେ ଦିନଟିକୁ…

ଖୁସିରେ ବୁଲି ପାଳିଲେ

ଭୁବନେଶ୍ୱର,୧୫।୨ (ବ୍ୟୁରୋ): ଭାଲେଣ୍ଟାଇନ୍ସ ଡେ’କୁ ଧୁମ୍‌ଧାମରେ ପାଳନ କରିବା ଲାଗି ବହୁ ପୂର୍ବରୁ ପ୍ରସ୍ତୁତ ହୋଇଥିଲେ ପ୍ରେମୀଯୁଗଳ। ପ୍ରେମ ଓ ଭଲପାଇବାକୁ ଆହୁରି ଗଭୀର କରିବାକୁ ବିଭିନ୍ନ ସ୍ଥାନରେ ଏକାଠି ହୋଇଥିଲେ। ମନର ମଣିଷ ସହ ନିରୋଳାରେ କିଛି ସମୟ ବିତାଇବା…

ଟ୍ରାଫିକ୍‌ ଜାମ ଯୋଗୁ ଶିଶୁପୁତ୍ରଙ୍କ ମୃତ୍ୟୁ ଘଟଣା: ଏକ ଘଣ୍ଟା ନୁହେଁ ୨୨ ମିନିଟ ୩୮ ସେକେଣ୍ଡ ଲାଗିଥିବା କହିଲା କମିଶନରେଟ ପୋଲିସ

ଭୁବନେଶ୍ୱର,୧୪।୨(ବ୍ୟୁରୋ): ରାଜଧାନୀ ରାଜରାସ୍ତାରେ ମଙ୍ଗଳବାର ପୂର୍ବାହ୍ନରେ ଟ୍ରାଫିକ ଜାମ୍‌ ପାଇଁ ଆମ୍ବୁଲାନ୍ସରେ ଥିବା ଶିଶୁପୁତ୍ର ନୀଲ ନୀତୀଶ ନାୟକଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗକୁ ପରୋକ୍ଷରେ ମିଛ ବୋଲି କହିଛି କମିଶନରେଟ୍‌ ପୋଲିସ। ଘଟଣାଦିନ ଆମ୍ବୁଲାନ୍ସ ଟାଇମିଂ ଦେଇ ଏହାକୁ ମିଥ୍ୟା ଦର୍ଶାଯାଇଛି।…

ଦିଲ୍ଲୀରୁ ଫେରିଲେ ମୋକିମ: କହିଲେ ସଂଗଠନ ସୁଦୃଢ଼ ହେବା ନେଇ ଆଲୋଚନା ହୋଇଛି

ଭୁବନେଶ୍ୱର,୧୪।୨(ବ୍ୟୁରୋ): ବଦଳିବେ ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି। କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ ଅଖିଳ ଭାରତ କଂଗ୍ରେସ କମିଟି(ଏଆଇସିସି) ନେତାଙ୍କ ଡକରା ପାଇ ଦିଲ୍ଲୀ ଯାଇ ଫେରିବା ପରେ ଏଭଳି କିଛି ଆଭାସ ମିଳିଛି। ଗସ୍ତ ନେଇ ପ୍ରତିକ୍ରିୟା ରଖି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?