ମେଟ୍ରୋ

ଆଜି ଭାଜପାର ବଡ଼ ବୈଠକ, ନୂଆପଡ଼ା ଉପନିର୍ବାଚନ ନେଇ ହେବ ବଡ଼ ଘୋଷଣା

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର): ନୂଆପଡ଼ା ଉପନିର୍ବାଚନ ପାଇଁ ଆସନ୍ତା ୨୦ ତାରିଖ ହେଉଛି ପ୍ରାର୍ଥତ୍ପତ୍ର ଦାଖଲର ଶେଷ ଦିନ। ନଭେମ୍ବର ୧୧ରେ ଉପନିର୍ବାଚନ ଅନୁଷ୍ଠିତ ହେବ। ଏଥିଲାଗି ସବୁ ଦଳ ପକ୍ଷରୁ ଉପନିର୍ବାଚନକୁ ନେଇ କସରତ ଆରମ୍ଭ ହୋଇଯାଇଛି। କଂଗ୍ରେସ ଘାସିରାମ…

୧୦ବେଳକୁ ଘୂର୍ଣ୍ଣିବଳୟ ସୃଷ୍ଟି : ୩ଦିନ ଏହିସବୁ ଜିଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର,୯ା୧୦(ଅନୁରାଧା ମହାରଣା): ଅକ୍ଟୋବର ଦ୍ୱିତୀୟ ସପ୍ତାହରେ ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଜାରି ରହିଛି। ମାସର ପ୍ରଥମ ୮ଦିନରେ ରାଜ୍ୟରେ ହାରାହାରି ୮୬.୩ ମିମି ବର୍ଷା ରେକର୍ଡ ହୋଇଛି, ଯାହାକି ସମ୍ପୂର୍ଣ୍ଣ ମାସର ସ୍ବାଭାବିକ ବର୍ଷା ୧୧୨ ମିମିର…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ସ୍କଲାରସିପ୍‌ରେ ଛାତ୍ରୀଛାତ୍ରୀଙ୍କୁ ମିଳିବ ଏତେ ଟଙ୍କା

ଭୁବନେଶ୍ୱର,୯।୧୦: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ବଡ଼ ଘୋଷଣା କରିଛନ୍ତି। ପ୍ରିମାଟ୍ରିକ ସ୍କଲାରସିପ୍‌ରେ ଏଣିକି ପିଲାଙ୍କୁ ୧୬ ହଜାର ଟଙ୍କା ମିଳିବ। ୧୦ ହଜାର ୫୦୦ରୁ ୧୬ ହଜାର ଟଙ୍କାକୁ ବୃଦ୍ଧି କରିଛନ୍ତି ସରକାର। ଅନ୍ବେଷା ଯୋଜନାରେ ଛାତ୍ରୀଛାତ୍ରମାନଙ୍କୁ ମିଳିବ…

SI ନିଯୁକ୍ତି ଦୁର୍ନୀତି ମାମଲା: ୧୧୯ ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ, ମିଳିବ କଠୋର ଦଣ୍ଡ

ବ୍ରହ୍ମପୁର,୮।୧୦: ଓଡ଼ିଶାରେ ପୋଲିସ ସବ-ଇନ୍ସପେକ୍ଟର (ଏସଆଇ) ନିଯୁକ୍ତି ପ୍ରକ୍ରିୟାରେ ଦୁର୍ନୀତି ଓ ପ୍ରଶ୍ନପତ୍ର ଲିକ ମାମଲାରେ ଗିରଫ ହୋଇଥିବା ୧୧୯ ଜଣ ଅଭିଯୁକ୍ତଙ୍କ ଜାମିନ ଆବେଦନକୁ ବ୍ରହ୍ମପୁର ଜିଲା ଓ ସେସନ୍ସ ଜଜ କୋର୍ଟ ଖାରଜ କରିଛନ୍ତି। କୋର୍ଟ ଏହି ସମସ୍ତ…

ଓଡ଼ିଶା ଆସୁଛନ୍ତି ଭାଜପା ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ବିଏଲ୍‌ ସନ୍ତୋଷ

ଭୁବନେଶ୍ୱର,୮ା୧୦: ଆସନ୍ତାକାଲି ଅର୍ଥାତ୍‌ ଗୁରୁବାର ଓଡ଼ିଶା ଆସୁଛନ୍ତି ଭାଜପା ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ବିଏଲ୍‌ ସନ୍ତୋଷ। ଏନେଇ ସୂଚନା ଦେଇଛନ୍ତି ଭାଜପା ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର। ଜନଜାତି ବିଧାୟକ ଓ ସାଂସଦଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗଦେବେ ବିଏଲ୍‌…

ସୃଷ୍ଟି ହେଲା ଘୂର୍ଣ୍ଣିବଳୟ: ୧୧ ଯାଏ ଲାଗିରହିବ ବର୍ଷା

ଭୁବନେଶ୍ୱର,୮।୧୦(ବନ୍ଦନା ସେଠୀ):ଉତ୍ତର-ପୂର୍ବ ଝାଡ଼ଖଣ୍ଡ ଏବଂ ଏହାର ପାଖାପାଖି ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ସେହିପରି ଉତ୍ତର ଉପକୂଳ ଓଡ଼ିଶାରୁ ପୂର୍ବ ତେଲଙ୍ଗାନା ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓଡ଼ିଶା, ଦକ୍ଷିଣ ଛତିଶଗଡ଼ ଦେଇ ସମୁଦ୍ର ପତ୍ତନଠାରୁ ୧.୫କି.ମି. ଉଚ୍ଚରେ ଏକ ଟ୍ରପ୍‌ ଲାଇନ୍‌…

ନୂଆପଡା ପାଇଁ ପ୍ରାର୍ଥୀ ଘୋଷଣା, ରାଜନୀତରେ ହଲଚଲ

ନୂଆପଡା,୭।୧୦: ନୂଆପଡା ଉପନିର୍ବାଚନ ପାଇଁ ବିଗୁଲ ବାଜିବା ପରେ କମ୍ପିଲାଣି ପ୍ରଚାର ମୈଦାନ । ନୂଆପଡା ଦଖଲ ପାଇଁ ୩ ଦଳ ନିଜ ଢଙ୍ଗରେ ପ୍ରସ୍ତୁତ କଲେଣି ରଣନୀତି । ଏହାରି ଭିତରେ କଂଗ୍ରେସ କରିଛି ବଡ଼ ଘୋଷଣା। ନୂଆପଡା ପାଇଁ…

ଓଡ଼ିଶାରେ ଜଣେ ବ୍ୟାଚଲର କେତେ ଜମି କିିଣିପାରିବେ? ଆସିଲା ବଡ଼ ଅପଡେଟ୍‌!

ଭୁବନେଶ୍ୱର,୭।୧୦: ଭାରତୀୟ ଲୋକଙ୍କର ସର୍ବଦା ସଞ୍ଚୟ କରିବାର ଅଭ୍ୟାସ ରହିଆସିଛି। ପ୍ରତ୍ୟେକ ବ୍ୟକ୍ତି, ତାଙ୍କ ଜୀବନରେ ଭବିଷ୍ୟତ ପିଢ଼ି ବିଷୟରେ ଚିନ୍ତା କରନ୍ତି । ପୁଞ୍ଜି ବିନିଯୋଗ ବିଷୟରେ କହିବାକୁ ଗଲେ, ସବୁବେଳେ ସୁନାରେ ନିବେଶ କରିବା ନେଇ ଲୋକମାନେ ଚିନ୍ତା…

SI ନିଯୁକ୍ତି ପରୀକ୍ଷା: ସନ୍ଦେହରେ ପୋଲିସର ଭୂମିକା, ବରିଷ୍ଠ ପୋଲିସ ଅଧିକାରୀ କରୁଥିଲେ ଜାଲିଆତି

ଭୁବନେଶ୍ୱର,୭।୧୦: ଓଡ଼ିଶା ପୋଲିସ ସବ-ଇନ୍ସପେକ୍ଟର (ଏସ୍‌ଆଇ) ନିଯୁକ୍ତି ପରୀକ୍ଷା ଘୋଟାଲାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। କ୍ରାଇମ୍‌ ବ୍ରାଞ୍ଚ୍‌ ତଦନ୍ତରେ ପୂର୍ବତନ ଡିଆଇଜି କୁଳମଣି ବେହେରାଙ୍କ ପୁଅ ଅମୀୟ ବେହେରାଙ୍କୁ ଗିରଫ କରାଯାଇଛି। ଏହାସହ ପରୀକ୍ଷା ଆୟୋଜନରେ ସମ୍ପୃକ୍ତ ଘରୋଇ…

OPRB କୁ ଜବାବ ମାଗିଲେ ସରକାର, ଆଉଟସୋର୍ସିଂକୁ କାହିଁକି ଦେଇଥିଲ ଦାୟିତ୍ୱ ?

ଭୁବନେଶ୍ୱର,୭।୧୦: ପୋଲିସ ସବ-ଇନ୍ସ୍‌ପେକ୍ଟର (ଏସ୍‌ଆଇ) ଭର୍ତ୍ତି ପରୀକ୍ଷାରେ ଅନିୟମିତତା ଓ ପ୍ରଶ୍ନପତ୍ର ଲିକ୍‌ ବିବାଦରେ ଓଡ଼ିଶା ସରକାର ଓଡ଼ିଶା ପୋଲିସ ନିଯୁକ୍ତି ବୋର୍ଡ (OPRB)କୁ ଘରୋଇ କମ୍ପାନୀଗୁଡ଼ିକୁ ପରୀକ୍ଷା ଆୟୋଜନରେ ସମ୍ପୃକ୍ତ କରିବା ପାଇଁ ଜବାବ ମାଗିଛନ୍ତି। ସରକାରୀ ନିଷେଧାଜ୍ଞା ସତ୍ତ୍ୱେ…

ବର୍ଷାରୁ ମିଳିବ ନାହିଁ ତ୍ରାହି: ୩୦ରୁ ୪୦ କିମି ବେଗରେ ବୋହିବ ପବନ

ଭୁବନେଶ୍ୱର,୭।୧୦: ଟ୍ରପ୍‌ ଲାଇନ୍‌ ପ୍ରଭାବରେ ଗତ ୨୪ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଲାଗି ରହିଛି। ଆଗାମୀ ୧୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର କିଛି କିଛି ସ୍ଥାନରେ ଏଭଳି ବର୍ଷା ଲାଗି ରହିବା ନେଇ ପାଣିପାଗ କେନ୍ଦ୍ର…

ଭାଜପା ନେତା ପୀତବାସ ପଣ୍ଡାଙ୍କ ମୃତ୍ୟୁ ଘଟଣା: ଆସିଲା ମୁଖ୍ୟମନ୍ତ୍ରୀଙ୍କ ବଡ଼ ପ୍ରତିକ୍ରିୟା

ଭୁବନେଶ୍ୱର,୭।୧୦: ବ୍ରହ୍ମପୁର ସହରର ବ୍ରହ୍ମାନଗର ଅଞ୍ଚଳରେ ଭାଜପା ନେତା ତଥା ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡାଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି। ଏହା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି। ଜଘନ୍ୟ ଓ ଅମାନୁଷିକ ହତ୍ୟାକାଣ୍ଡକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?