ଗାଡ଼ି ଚାଲାଣ ଫାଇନ୍ ଅଧା: ୫୦% କୋହଳ ଘୋଷଣା କଲେ ରାଜ୍ୟ ସରକାର
ଭୁବନେଶ୍ୱର,୧୦।୧୦: ରାଜ୍ୟ ସରକାର ଚାଲାଣ ଜରିମାନାରେ ୫୦ ପ୍ରତିଶତ କୋହଳ ଘୋଷଣା କରି ଗାଡ଼ି ଚାଳକମାନଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ଚଳିତ ବର୍ଷ ଜୁଲାଇ ୩୧ ତାରିଖ ପୂର୍ବରୁ ଚାଲାଣ କଟିଥିବା ବ୍ୟକ୍ତିମାନେ ଜରିମାନାର ଅଧା ଅର୍ଥାତ୍ ୫୦% ପରିମାଣ ଦେଇ…
ଫେରିଲେ ନବୀନ: କାହାକୁ କରିବେ ପ୍ରାର୍ଥୀ, ଚାଲିଛି କସରତ
ଭୁବନେଶ୍ୱର,୧୦।୧୦: ନୂଆପଡ଼ା ଉପନିର୍ବାଚନ ପୂର୍ବରୁ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶୁକ୍ରବାର ଦିଲ୍ଲୀରୁ ଭୁବନେଶ୍ୱର ଫେରି ଆସିଛନ୍ତି। ନବୀନ ଭୁବନେଶ୍ୱର ଫେରିବା ପରେ ପ୍ରାର୍ଥୀ ଘୋଷଣା ନେଇ ଚର୍ଚ୍ଚା ଜୋର ଧରିଛି। ୨ ଲକ୍ଷ ୫୩…
ଦିଲ୍ଲୀରୁ ଫେରିଲେ ନବୀନ, କରିବେ ବଡ଼ ଘୋଷଣା!
ଭୁବନେଶ୍ୱର,୧୦।୧୦:ଦିଲ୍ଲୀରୁ ଫେରିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ନୂଆପଡା ଉପନିର୍ବାଚନ ପୂର୍ବରୁ ଦିଲ୍ଲୀରୁ ପେରିଲେ ନବୀନ। ଶୁକ୍ରବାର ଅପରାହ୍ନ ପ୍ରାୟ ୩ଟାରେ ଏକ ସ୍ବତନ୍ତ୍ର ଚାର୍ଟର୍ଡ ବିମାନରେ ଆସି ଭୁବନେଶର ଅନ୍ତର୍ଜାତୀୟ ବିମାନବନ୍ଦରରେ ଓହ୍ଲାଇଛନ୍ତି। ସେଠାରୁ ସେ ଗଣମାଧ୍ୟମକୁ କୌଣସି…
ପାଣ୍ଡିଆନଙ୍କ ବିରୋଧରେ ବିଦ୍ରୋହ ଆହ୍ୱାନ ଦେଲେ ଶ୍ରିମୟୀ, ଡେଇଁ ପଡ଼ିବେ କି ବିଜେଡି ନେତା ?
ଭୁବନେଶ୍ୱର,୧୦।୧୦: ନିଲମ୍ବିତ ବିଜୁ ଜନତା ଦଳ (ବିଜେଡି) ନେତ୍ରୀ ଶ୍ରିମୟୀ ମିଶ୍ର ଦଳରେ ବିଦ୍ରୋହର ଆହ୍ୱାନ ଦେଇଛନ୍ତି। ଏକ ସାକ୍ଷାତକାରରେ ସେ ଭି.କେ. ପାଣ୍ଡିଆନଙ୍କୁ ଟାର୍ଗେଟ କରି ଦଳୀୟ ନେତୃତ୍ୱଙ୍କୁ ସମାଲୋଚନା କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ଜଣେ ସ୍ୱଘୋଷିତ…
SI ନିଯୁକ୍ତି ଘୋଟାଲା: କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ହାଜର ହେଲେ‘ବଣିକ’ର ୩ ଅଧିକାରୀ
ଭୁବନେଶ୍ୱର,୧୦।୧୦: ଓଡ଼ିଶା ପୋଲିସ ସବ-ଇନ୍ସପେକ୍ଟର (ଏସଆଇ) ନିଯୁକ୍ତି ପ୍ରକ୍ରିୟାରେ ଘୋଟାଲା ଅଭିଯୋଗକୁ ନେଇ କ୍ରାଇମବ୍ରାଞ୍ଚ ଭୁବନେଶ୍ୱର ସିଆରପି ଛକସ୍ଥିତ ‘ବଣିକ’ କୋଚିଂ ସେଣ୍ଟର ଉପରେ ଚଢ଼ାଉ କରିଥିଲା। ତେବେ ଶୁକ୍ରବାର କଟକ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ‘ବଣିକ’ର ୩ ଅଧିକାରୀ ହାଜର ହୋଇଥିବା ସୂଚନା…
ବର୍ଷାରୁ ମିଳିବନି ଆଶ୍ୱସ୍ତି: ଆହୁରି ବର୍ଷିବ, ଏସବୁ ଜିଲାକୁ ସତର୍କ ସୂଚନା ଜାରି
ଭୁବନେଶ୍ୱର, ୧୦।୧୦- ଦକ୍ଷିଣ ବାଲାଂଦେଶ ଉପରେ ଏକ ଘୂର୍ଣ୍ଣିବଳୟ ରହିଛି। ଏହା ସମୁଦ୍ର ପତ୍ତନଠାରୁ ୫.୮ କି.ମି. ଉଚ୍ଚତା ପର୍ଯ୍ୟନ୍ତ ବିସ୍ତାରିତ ହୋଇଛି। ଏହା ପ୍ରଭାବରେ ଆଗାମୀ ୪ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ଏବଂ କିଛି…
ଭୁବନେଶ୍ୱରରେ ନାବାଳିକାଙ୍କୁ ବଳାତ୍କାର ମାମଲାରେ ଅଭିଯୁକ୍ତଙ୍କୁ ୨୦ ବର୍ଷ ଜେଲ୍, ରେକର୍ଡ ୩୭ ଦିନରେ ଶୁଣାଣି ଶେଷ
ଭୁବନେଶ୍ୱର,୯ା୧୦: ରାଜଧାନୀ ଭୁବନେଶ୍ୱରରେ ଏକ ପୋକ୍ସୋ ଅଦାଲତ ଗୁରୁବାର ନାବାଳିକାଙ୍କୁ ବଳାତ୍କାର ମାମଲାରେ ଅଭିଯୁକ୍ତ ମୁନା ବେହେରାଙ୍କୁ ୨୦ ବର୍ଷ କାରାଦଣ୍ଡ ଏବଂ ୫୦,୦୦୦ ଟଙ୍କା ଜରିମାନା ଆଦାୟ କରିଛି। ସେପ୍ଟେମ୍ବର ୨ରେ ଘଟିଥିବା ଏହି ଅପରାଧର ମାତ୍ର ୩୭ ଦିନ…
SI ନିଯୁକ୍ତି ଘୋଟାଲା: କ୍ରାଇମବ୍ରାଞ୍ଚ DSPଙ୍କ ବଡ ଖୁଲାସା, ବଣିକ ପଠାଇଥିଲା ପରୀକ୍ଷାର୍ଥୀ
ଭୁବନେଶ୍ୱର,୯।୧୦: ଓଡ଼ିଶା ପୋଲିସ ସବ୍-ଇନ୍ସପେକ୍ଟର (ଏସଆଇ) ନିଯୁକ୍ତି ପ୍ରକ୍ରିୟାରେ ଘୋଟାଲା ଅଭିଯୋଗକୁ ନେଇ କ୍ରାଇମବ୍ରାଞ୍ଚ ଭୁବନେଶ୍ୱର ସିଆର୍ପି ଛକସ୍ଥିତ ‘ବଣିକ’ କୋଚିଂ ସେଣ୍ଟର ଉପରେ ଚଢ଼ାଉ କରିଛି। ଏହି ଘୋଟାଲାରେ ପରୀକ୍ଷାର୍ଥୀଙ୍କ ପାଇଁ ଫିକ୍ସିଂ ଅଭିଯୋଗ ସାମ୍ନାକୁ ଆସିଥିବା ବେଳେ, କ୍ରାଇମବ୍ରାଞ୍ଚ…
SI ନିଯୁକ୍ତି ଘୋଟାଲା ଲିଙ୍କ୍: ‘ବଣିକ’ କୋଚିଂ ସେଣ୍ଟର ଉପରେ କ୍ରାଇମବ୍ରାଞ୍ଚ ରେଡ୍
ଭୁବନେଶ୍ୱର,୯।୧୦: ପୋଲିସ ଏସଆଇ ନିଯୁକ୍ତି ଘୋଟାଲା ଅଭିଯୋଗକୁ ନେଇ କ୍ରାଇମବ୍ରାଞ୍ଚ ଭୁବନେଶ୍ୱର ସିଆର୍ପି ଛକସ୍ଥିତ ‘ବଣିକ’ କୋଚିଂ ସେଣ୍ଟର ଉପରେ ଚଢ଼ାଉ କରିଛି। ପରୀକ୍ଷାର୍ଥୀଙ୍କ ପାଇଁ ଫିକ୍ସିଂ ଅଭିଯୋଗରେ ଏହି ରେଡ୍ କରାଯାଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ପଞ୍ଚସଫ୍ଟ ମୁଖ୍ୟ ଶଙ୍କର…
କଟକ ହିଁଂସା ପାଇଁ ଭାଜପାକୁ ଦୋଷୀ କରିଲେ ମମତା, କଡ଼ା ପ୍ରତିକ୍ରିୟା ଦେଲେ ମନମୋହନ
ଭୁବନେଶ୍ୱର,୯।୧୦: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନର୍ଜୀ କଟକରେ ସାମ୍ପ୍ରଦାୟିକ ହିଂସା ଘଟଣାକୁ ଭାରତୀୟ ଜନତା ପାର୍ଟି (ଭାଜପା) ଓ ବଜରଙ୍ଗ ଦଳର ଷଡ଼ୟନ୍ତ୍ର ବୋଲି ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ, କଟକ “ଜଳୁଛି” ଏବଂ ଭାଜପା ସାମ୍ପ୍ରଦାୟିକ ସଂଘର୍ଷ ବଢ଼ାଇବାରେ…
OPS ସ୍ତରରେ ବଡ଼ ଅଦଳବଦଳ: ୧୯ ଅତିରିକ୍ତ ଏସ୍ପିଙ୍କ ବଦଳି, ଜାଣନ୍ତୁ କିଏ କେଉଁଠିକୁ ଗଲେ…
ଭୁବନେଶ୍ୱର, ୯।୧୦: OPS ସ୍ତରରେ ଅଦଳବଦଳ। ବଦଳିଲେ ବ୍ରହ୍ମପୁର ଅତିରିକ୍ତ ଏସ୍ପି। ବ୍ରହ୍ମପୁର ଅତିରିକ୍ତ ଏସ୍ପି ସୀମା ସ୍ବାଇଁଙ୍କ ବଦଳି ହୋଇଛି। ସେ ତାଳଚେର ଅତିରିକ୍ତ ଏସ୍ପି କାର୍ଯ୍ୟ କରିବେ। ତାଙ୍କ ସ୍ଥାନରେ ଆଲୋକ ଜେନାଙ୍କୁ ବ୍ରହ୍ମପୁର ଅତିରିକ୍ତ ଏସ୍ପି ଦାୟିତ୍ୱ…
ଲିଙ୍ଗରାଜ ମନ୍ଦିରରେ ଅଘଟଣ: ବଜ୍ରପାତରେ ଜଳିଗଲା ପତାକା, ଯାଞ୍ଚ ପାଇଁ ପହଞ୍ଚିଲା ASI ଟିମ୍
ଭୁବନେଶ୍ୱର,୯ା୧୦: ବୁଧବାର ବଜ୍ରପାତରେ ଲିଙ୍ଗରାଜ ମନ୍ଦିର ପତାକା ପୋଡ଼ିଯିବା ପରେ ଗୁରୁବାର ASI ଟିମ୍ ପହଞ୍ଚି ଯାଞ୍ଚ କରୁଛି। ତେବେ ପୋଡ଼ି ଯାଇଥିବା ପତାକାକୁ କାଢ଼ି ନୂଆ ପତାକା ଲଗାଯାଇଛି। ବୁଧବାର ଭୁବନେଶ୍ୱରରେ ପ୍ରବଳ ବର୍ଷା ଓ ଘଡ଼ଘଡ଼ି ହୋଇଥିଲା ।…

