ମେଟ୍ରୋ

ଶଟଡାଉନରେ ଭୋକିଲା ଷଣ୍ଢ ଓ କୁକୁରଙ୍କ ବିକଳ ଦୃଶ୍ୟ: ଖାଇବାକୁ ଦେଇ ହୃଦୟ ଜିଣିଲେ ପୋଲିସ ଆଉ ସ୍ଥାନୀୟ ବାସିନ୍ଦା

ଭୁବନେଶ୍ୱର, ୫ା୪ (ବ୍ୟୁରୋ): ରାଜଧାନୀରେ ଲାଗୁ ହୋଇଥିବା ୪୮ ଘଣ୍ଟିଆ ଶଟଡାଉନରେ ପ୍ରଭାବିତ ସାଧାରଣ ମଣିଷଠାରୁ ଆରମ୍ଭ କରି ପଶୁ ଓ ପକ୍ଷୀକୂଳ। ରାସ୍ତା ଘାଟରେ ପୋଲିସର କଡା ତାଗିଦି ଯୋଗୁ ସବୁଠାରେ ଅଭୂତ ନିରାବତା । ପୋଲିସର ମାଡ ଭୟରେ…

ଲିଙ୍ଗରାଜ ମନ୍ଦିରରେ ବସିଲା ଚିଲ: ସେବାୟତ ଆତଙ୍କିତ

ଭୁବନେଶ୍ୱର, ୫ା୪ (ବ୍ୟୁରୋ): ମହାପ୍ରଭୁ ଲିଙ୍ଗରାଜ ମନ୍ଦିର ଉପରେ ହଠାତ ଏକ ମାଟିଆ ଚିଲ ବସି ରହିବା ଘଟଣାକୁ ନେଇ ସେବାୟତମାନେ ଆତଙ୍କିତ ହୋଇଛନ୍ତି । ଶନିବାର ଅପରାହ୍ନରେ ଏକ ମାଟିଆ ଚିଲ ଦୀର୍ଘ ସମୟ ଧରି ମନ୍ଦିର ଚୂଡ଼ା ଉପରେ…

ଜନସାଧାରଣଙ୍କୁ ରାଜ୍ୟ ସରକାରଙ୍କ ଚେତାବନୀ: ବଜାରରେ ଭିଡ଼ କଲେ ସଟ୍ ଡାଉନ୍‌ଠାରୁ ନିଆଯିବ ବଡ଼ ପଦକ୍ଷେପ

ଭୁବନେଶ୍ୱର, ୫ା୪ (ବ୍ୟୁରୋ): ଜନସାଧାରଣଙ୍କୁ ରାଜ୍ୟ ସରକାର ଚେତାବନୀ ଦେଇଛନ୍ତି। ଭୁବନେଶ୍ୱର, କଟକ ଓ ଭଦ୍ରକ ୩ଟି ସହରରେ ରବିବାର ରାତି ୮ଟା ରେ ସଟ୍ ଡାଉନ୍ ହଟିବ। ସଟ୍ ଡାଉନ୍ ହଟିବା ପରେ ଅଯଥାରେ ହାଟ ବଜାରରେ ଲୋକମାନେ ଭିଡ଼…

ଶଟ୍‌ଡାଉନ୍‌ରେ ଲୋକଙ୍କୁ ମିଳିପାରି ଲାନି ଅତ୍ୟାବଶ୍ୟକ ସାମଗ୍ରୀ : ୨ ନିଷିଦ୍ଧା ଅଂଚଳରୁ ଆସିଛି ୬ ଫୋନ୍ କଲ୍‌

ଭୁବନେଶ୍ୱର, ୫ା୪ (ବ୍ୟୁରୋ): ଭୁବନେଶ୍ୱରର ବମିଖାଲ ଓ ସୂର୍ଯ୍ୟନଗରରୁ ୧୧ ଜଣ କରୋନାରେ ଆକ୍ରାନ୍ତ ଚିହ୍ନଟ ହେବା ପରେ ଉଭୟ ଅଞ୍ଚଳକୁ ସିଲ୍ କରିବା ସହ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି । ସିଲ୍ ସମୟରେ ଲୋକଙ୍କୁ ଅତ୍ୟାବଶ୍ୟକ…

ଭୁବନେଶ୍ୱରରେ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ : ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର, ୫ା୪ (ବ୍ୟୁରୋ): ଭୁବନେଶ୍ୱର, କଟକ ଓ ଭଦ୍ରକ ୩ଟି ସହରରେ ରବିବାର ରାତି ରାତି ୮ଟା ରେ ସଟ୍ ଡାଉନ୍ ହଟିବ। ସଟ୍ ଡାଉନ୍ ସମୟରେ ଯେଉଁ ସର୍ଭେ ହୋଇଥିଲା ଓ ଟ୍ରାକିଂ କରାଗଲା ସେଥିରୁ ସୂର୍ଯ୍ୟନଗର ଓ ବମିଖାଲ…

ଜନସାଧାରଣଙ୍କୁ ଶକ୍ତି ବିଭାଗର ନିବେଦନ:ମେନ୍ ସୁଇଜ୍ ନୁହେଁ, କେବଳ ଲାଇଟ୍ ସୁଇଜ୍ ବନ୍ଦ କରନ୍ତୁ

ଭୁବନେଶ୍ୱର, ୫ା୪ (ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ରାତି ୯ଟାରେ ସ୍ୱେଚ୍ଛାକୃତ ଭାବେ ଘର ଲାଇଟ ବନ୍ଦ କରିବା ପାଇଁ ଅନୁରୋଧ କରିଛନ୍ତି। ଏହି ସମୟରେ କେବଳ ଲାଇଟ ସୁଇଜ ବନ୍ଦ କରିବା ପାଇଁ ରାଜ୍ୟ ଶକ୍ତି ବିଭାଗ ପକ୍ଷରୁ…

ସିଲ୍ ଅଞ୍ଚଳରେ ବିଏମ୍‌ସିର ବିଶୋଧକ ସିଞ୍ଚନ, କେମିକାଲଯୁକ୍ତ ଧୂଆଁ ସ୍ପ୍ରେ

ଭୁବନେଶ୍ୱର, ୫।୪ (ବ୍ୟୁରୋ): ସୂର୍ଯ୍ୟନଗରରୁ ୮ ଜଣ ଓ ବମିଖାଲରୁ ୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ବିଏମ୍‌ସି ପକ୍ଷରୁ ଉଭୟ ଅଞ୍ଚଳକୁ ସିଲ୍‌ କରାଯିବା ସହ ବ୍ୟାପକ ସଫେଇ କରାଯାଉଛି। ଗଳିକନ୍ଦିରେ ବିଶୋଧକ ସ୍ପ୍ରେ କରାଯାଇଥିବା ବିଏମ୍ସି କମିଶନର…

କଟକରେ ପ୍ରଥମ କରୋନା ଆକ୍ରାନ୍ତ : ପଟାପୋଲ ଅଞ୍ଚଳ ସିଲ କଲା ସିଏମସି

କଟକ ଅଫିସ,୪। ୪- କଟକ ସହରର ପଟାପୋଲ ଅଞ୍ଚଳକୁ ସିଲ କରିଛି କଟକ ମହାନଗର ନିଗମ(ସିଏମସି )। ଶନିବାର ସନ୍ଧ୍ୟାରେ ସିଏମ୍ସି ପକ୍ଷରୁ ଏହା ଘୋଷଣା କରାଯାଇଛି। ପ୍ରଥମ କରୋନା ଆକ୍ରାନ୍ତ ଚିନ୍ହଟ ହେବା ପରେ ଏହି ପଦକ୍ଷେପ ନିଆଯାଇଛି। ଶନିବାର…

ସୂର୍ଯ୍ୟନଗର ଓ ବମିଖାଲ କରୋନା ରୋଗୀଙ୍କର ରହିଛି ରାଜ୍ୟ ବାହାର ଲିଙ୍କ

ଭୁବନେଶ୍ୱର, ୪।୪(ବ୍ୟୁରୋ): ସୂର୍ଯନଗର ଓ ବମିଖାଲ କରୋନା ରୋଗୀଙ୍କ ଟ୍ରାଭେଲ ହିଷ୍ଟ୍ରି ଲିଙ୍କ ବାହାରିଛି। ଉଭୟ ମାମଲାରେ ଆକ୍ରାନ୍ତଙ୍କ ରାଜ୍ୟ ବାହାର ଲିଙ୍କ ବାହାରିଛି। ସୂର୍ଯ୍ୟନଗରରେ ରହୁଥିବା ପ୍ରଦୀପ୍ତ ଦଳ ବେହେରାଙ୍କ ସମ୍ପର୍କୀୟ କଲିକତା ଯାଇଥିଲେ ସେଠାରୁ ସେ ସଂକ୍ରମିତ ହୋଇଛନ୍ତି…

କରୋନା ମୁକାବିଲା ପାଇଁ ସହାୟତାର ହାତ ବଢାଇଲା ରେଭେନଶା

କଟକ ଅଫିସ,୪/୪- ରେଭେନଶା ବିଶ୍ୱବିଦ୍ୟାଳୟ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୪,୫୨,୬୯୧ ଟଙ୍କା ଶନିବାର ସହାୟତା ପ୍ରଦାନ କରାଯାଇଛି । ବିଶ୍ୱବିଦ୍ୟାଳୟର କୁଳପତିଙ୍କ ସମେତ ସମସ୍ତ ଅଧ୍ୟାପକ ଏବଂ କର୍ମଚାରୀ ସେମାନଙ୍କର ଗୋଟିଏ ଦିନର ଦରମା କରୋନା ମୁକାବିଲା ପାଇଁ ରାଜ୍ୟ…

ରାଜଧାନୀରେ ବୁଭୁକ୍ଷୁ ମଣିଷ,ପଶୁ,ପକ୍ଷୀଙ୍କ ବିକଳଚିତ୍ର: ଗାଡି ଲାଗିଲେ ଖାଇବା ପାଇଁ ଦୌଡ଼ି ଆସୁଛନ୍ତି

ଭୁବନେଶ୍ୱର, ୪।୪(ବ୍ୟୁରୋ):-ରାଜଧାନୀରେ ସଟ ଡାଉନ ଲାଗୁ ହେବାପରେ ସାଧାରଣ ଜନଜୀବନ ସମ୍ପୂର୍ଣ୍ଣ ଠପ ହୋଇଯାଇଛି। ପୋଲିସର କଡା ପାଇଁତରା ମଧ୍ୟରେ ରାଜପଥ ଠାରୁ ଆରମ୍ଭ କରୀ ଗଳି କନ୍ଦିରେ ଶୂନ୍ୟତା ଦେଖିବାକୁ ମିଳିଛି। ଏହି ସ୍ଥିତିରେ ରାସ୍ତା କଡର ମଣିଷ ବୁଲା…

ନିଜାମୁଦ୍ଦିନରୁ ଫେରନ୍ତାଙ୍କୁ ସରକାରଙ୍କ ନିବେଦନ: ନିର୍ଭୟରେ ୧୦୪କୁ କଲ କରି ଜଣାନ୍ତୁ

ଭୁବନେଶ୍ୱର, ୪।୩(ବ୍ୟୁରୋ): ଦିଲ୍ଲୀ ନିଜାମୁଦ୍ଦିନ ଫେରନ୍ତାଙ୍କୁ ରାଜ୍ୟ ସରକାର ନିବେଦନ କରିଛନ୍ତି। ୨୪ ଘଣ୍ଟାରେ ନିର୍ଭୟରେ ଆଗେଇ ଆସି ନିଜର ସବୁ ତଥ୍ୟ ସରକାରଙ୍କୁ ଦେବା ପାଇଁ ସୁବ୍ରତୋ ବାଗଚୀ ଆହ୍ୱାନ ଦେଇଛନ୍ତି। ବର୍ତ୍ତମାନ ଲୁଚା ଛପାର ସମୟ ନୁହେଁ। ପୂରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?