ମେଟ୍ରୋ

ଆଜି ଚିହ୍ନଟ ୭ କରୋନା ପଜିଟିଭ୍‌ଙ୍କ ମଧ୍ୟରୁ ଭଦ୍ରକର ୫, ବାଲେଶ୍ୱରର ୨

ଭୁବନେଶ୍ୱର,୨୦ା୪(ବ୍ୟୁରୋ) : ସୋମବାର ରାଜ୍ୟରେ ଆଉ ୭ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ଜଣାଯାଇଛି। ଚିହ୍ନଟ ହୋଇଥିବା ୭ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୫ ଜଣ ଭଦ୍ରକ ଜିଲାର ହୋଇଥିବା ବେଳେ ୨ ଜଣ ବାଲେଶ୍ୱର ଜିଲାର ବୋଲି ରାଜ୍ୟ ସ୍ବାସ୍ଥ୍ୟ…

ଡ୍ରୋନ୍‌ରେ ବିଶୋଧନ ଆରମ୍ଭ କଲା ବିଏମ୍‌ସି

ଭୁବନେଶ୍ୱର,୨୦ା୪(ବ୍ୟୁରୋ): କରୋନା ମୁକାବିଲା ପାଇଁ ବିଏମ୍‌ସି ସହରର ଗଳିକନ୍ଦିରେ ବିଶୋଧନ ପ୍ରକ୍ରିୟା ଜାରି ରିଖିଛି। ଦିନରେ ହ୍ୟାଣ୍ଡ୍‌ ସ୍ପ୍ରେ ଏବଂ ଦମକଳ ବାହିନୀ ଗାଡ଼ି ମାଧ୍ୟମରେ ଜଳରେ ସୋଡିୟମ୍‌ ହାଇପୋକ୍ଲୋରାଇଡ୍‌ ମିଶ୍ରଣ ସିଞ୍ଚନ ହେଉଥିବାବେଳେ ରାତିରେ ଡ୍ରୋନ୍‌ ସହାୟତାରେ ବିଶୋଧନ କରାଯାଉଛିି।…

ରାଜ୍ୟରେ ଆଉ ୭ କରୋନା ପଜିଟିଭ୍‌ ଚିହ୍ନଟ: ୬୮ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର,୨୦ା୪(ବ୍ୟୁରୋ) : ସୋମବାର ରାଜ୍ୟରେ ଆଉ ୭ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ଜଣାଯାଇଛି। ରାଜ୍ୟରେ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୧ରୁ ବୃଦ୍ଧି ପାଇ ୬୮ରେ ପହଞ୍ଚିଛି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ପରୀକ୍ଷା କରାଯାଇଥିବା ୧୦ ହଜାର…

ଭୁବନେଶ୍ୱର କଟକଣା ନେଇ ସିପିଙ୍କ ଟୁଇଟ୍‌

ଭୁବନେଶ୍ୱର,୨୦।୪(ବ୍ୟୁରୋ): ସୋମବାରଠାରୁ ରାଜଧାନୀର ସରକାରୀ ଅଫିସକୁ ୩୩ ପ୍ରତିଶତ କର୍ମଚାରୀ ଆସିବେ। ଗଞ୍ଜାମ ପରି ଅନେକ ସ୍ଥାନରେ ସୋମବାର ପରେ କଟକଣା କୋହଳ କରିବ ପ୍ରଶାସନ। ହେଲେ ଭୁବନେଶ୍ୱରରେ କିଛି କୋହଳ ହେବ ନାହିଁ। ନିୟମ ବଳବତ୍ତର ରହିବ। ପରବର୍ତ୍ତୀ ନିର୍ଦ୍ଦେଶ…

ଆଜି ସଂଗ୍ରହ ହେବ କ୍ଷେତ୍ରରେ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିଙ୍କ ନମୁନା

ଭୁବନେଶ୍ୱର,୨୦।୪(ବ୍ୟୁରୋ): କରୋନା ମୁକାବିଲା ଓ ରାଜଧାନୀକୁ ସଂକ୍ରମଣମୁକ୍ତ ଲକ୍ଷ୍ୟ ନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଚାଲିଥିବା ରାପିଡ୍‌ ଟେଷ୍ଟ ରବିବାର ଦ୍ୱିତୀୟ ଦିନରେ ପହଞ୍ଚତ୍ଛି। ସହରରୁ ମୋଟ ୧୨ଶହରୁ ଊର୍ଦ୍ଧ୍ୱ ନମୁନା ସଂଗ୍ରହ କରାଯାଇଥିବାବେଳେ ଦୁଇଦିନରେ ଏହି ସଂଖ୍ୟା…

ଦେଶାନ୍ତର ହୋଇଛନ୍ତି ୧୨ଲକ୍ଷ ୭୧ହଜାର ଓଡ଼ିଆ

ଭୁବନେଶ୍ୱର,୨୦।୪(ବ୍ୟୁରୋ): କୌଣସି ରାଜ୍ୟର ଜନସଂଖ୍ୟା ସେହି ରାଜ୍ୟର ଲୋକଙ୍କ ଜନ୍ମ ଏବଂ ମୃତ୍ୟୁ ପଞ୍ଜୀକରଣ ସହ ସେଠାରେ ବାସ କରୁଥିବା ଅନ୍ୟ ସ୍ଥାନର ଲୋକଙ୍କ ଉପରେ ନିର୍ଭର କରିଥାଏ। ଯେତେବେଳେ ଜଣେ ନିଜର ଜନ୍ମସ୍ଥାନ ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ହେଉଥିବା…

ରାଜ୍ୟରେ କରୋନା ଟେଷ୍ଟିଂ ପାଇଁ କେତେ କିଟ୍‌ ରହିଛି ତାହା ସରକାର ସ୍ପଷ୍ଟ କରନ୍ତୁ

ଭୁବନେଶ୍ୱର,୧୯।୪(ବ୍ୟୁରୋ)- ବିନା ଟେଷ୍ଟିଂରେ ”ଲକ୍‌ଡ଼ାଉନ“ ନିରର୍ଥକ ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ(ଡବ୍ଲ୍ୟୁଏଚ୍‌ଓ) କହିଛି। ଯେଉଁ ପର୍ଯ୍ୟନ୍ତ ବ୍ୟାପକ ଟେଷ୍ଟ କରାଯାଇନାହିଁ , ସେ ଯାଏ ”ଲକ୍‌ଡ଼ାଉନ“ ଉଠାଇଲେ ବିପଦଜନକ ବୋଲି ସ୍ପଷ୍ଟ ମତ ରହିଛି । ତେଣୁ ସାଢେ ଚାରି କୋଟି…

ରାଜ୍ୟ ସରକାରଙ୍କ ଐତିହାସିକ ପଦକ୍ଷେପ: ସରପଞ୍ଚଙ୍କୁ ଜିଲାପାଳଙ୍କ କ୍ଷମତା

ଭୁବନେଶ୍ୱର,୧୯ା୪(ବ୍ୟୁରୋ) : ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୧ରେ ପହଞ୍ଚିଛି। ବିଶ୍ୱ ତଥା ଜାତୀୟସ୍ତରରେ କରୋନା ସଂକ୍ରମିତଙ୍କ ଦେଖିଲେ ରାଜ୍ୟରେ ଏହା ନିିୟନ୍ତ୍ରଣରେ ଅଛି। ହେଲେ କରୋନା ସହ ଲଢ଼େଇ ଲମ୍ବା ଲଢ଼େଇ। ଏଥିପାଇଁ ଆମକୁ ଆହୁରି ସାବଧାନ…

ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତା: କରୋନା ସହ ଲଢ଼େଇ ଲମ୍ବା ଲଢ଼େଇ, ଆହୁରି ସାବଧାନ ହେବାକୁ ପଡ଼ିବ

ଭୁବନେଶ୍ୱର,୧୯ା୪(ବ୍ୟୁରୋ) : ରାଜ୍ୟବାସୀଙ୍କୁ ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ ବାର୍ତ୍ତା ଜରିଆରେ ସମ୍ବୋଧନ କରିଛନ୍ତି। ସେ କହିଛନ୍ତି, ଗତ ୯ ତାରିଖରୁ ୧୯ ତାରିଖ ଅର୍ଥାତ୍‌ ୧୦ ଦିନ ଭିତରେ ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୫ ଲକ୍ଷରୁ ବଢ଼ି…

ଜାରି ହେଲା ଗାଇଡ୍‌ଲାଇନ୍‌: ସୋମବାରଠାରୁ ଅଫିସ ଆସିବେ ସମସ୍ତ ଗ୍ରୁପ୍‌ ‘ଏ’ ଅଧିକାରୀ, ୯ ଜିଲାରେ ରୋଷ୍ଟର ଭିତ୍ତିରେ କାମ କରିବେ ୩୩% କର୍ମଚାରୀ

ଭୁବନେଶ୍ୱର,୧୯।୪(ବ୍ୟୁରୋ): ସୋମବାରଠାରୁ ଅଫିସ ଆସିବେ ସମସ୍ତ ଗ୍ରୁପ୍‌ ‘ଏ’ ଅଧିଚାରୀ। ଜିଲାପାଳ, ଉପଜିଲାପାଳ, ଆରଡିସି, ତହସିଲ, ଆର୍‌ଆଇ ଅଫିସ ସମସ୍ତ କର୍ମଚାରୀ ଆସିବେ। କେବଳ ୯ଟି ଜିଲାରେ ଗ୍ରୁପ୍‌ ‘ବି’, ‘ସି’, ‘ଡି’ରେ ୩୩% କର୍ମଚାରୀ ରୋଷ୍ଟର ଭିତ୍ତିରେ କାର୍ଯ୍ୟ କରିବେ।…

କରୋନା: ଜନ ସହାୟତା କେନ୍ଦ୍ର ଆରମ୍ଭ, ଜାରି ହେଲା ଟୋଲ୍‌ ଫ୍ରି ନମ୍ବର ୮୮୮୦୫୯୨୫୯୨

ଭୁବନେଶ୍ୱର, ୧୯।୪(ବ୍ୟୁରୋ): କରୋନା ମୁକାବିଲାରେ ବିଭିନ୍ନ ସ୍ବେଚ୍ଛାସେବୀ ସଙ୍ଗଠନ ରାଜ୍ୟ ସରକାରଙ୍କ ସହ କାନ୍ଧ ମିଳାଇଛନ୍ତି। ସାମାଜିକ ଅନୁଷ୍ଠାନ ସିୱାଇଏସ୍‌ଡି ଓ ଏହାର ସହଯୋଗୀ ସଙ୍ଗଠନଗୁଡିକ ମିଳିତ ଭାବେ ଏକ ଜନସହାୟତା କେନ୍ଦ୍ର ଆରମ୍ଭ କରି ଏକ ନିଃଶୁଳ୍କ ନଂ. ୮୮୮୦୫୯୨୫୯୨…

ମୁଖ୍ୟମନ୍ତ୍ରୀଙ୍କୁ ପ୍ରତାପ ଷଡ଼ଙ୍ଗୀଙ୍କ ଚିଠି: ରଥଯାତ୍ରା ନେଇ ସରକାର ତୁରନ୍ତ ନିଷ୍ପତ୍ତି ସ୍ପଷ୍ଟ କରନ୍ତୁ

ଭୁବନେଶ୍ୱର,୧୯।୪(ବ୍ୟୁରୋ): ରଥଯାତ୍ରା ସହ ଓଡ଼ିଆଙ୍କ ଭାବଗତ ସମ୍ପର୍କ ରହିଛି। ବହୁ ପ୍ରାଚୀନ କାଳରୁ ଏହି ପରମ୍ପରା ଚଳି ଆସୁଛି। ହେଲେ ବର୍ତ୍ତମାନ କରୋନା ମୁକାବିଲା ଜାରି ରହିଛି। କେତେକ ଗଣମାଧ୍ୟମ ରିପୋର୍ଟରେ ରଥଯାତ୍ରା ସମ୍ପର୍କିତ ଅନିଶ୍ଚିତତା ନେଇ ଖବର ପ୍ରକାଶ ପାଉଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?