ମେଟ୍ରୋ

ସରକାର ଆଇନଜୀବୀଙ୍କୁ ଦିଅନ୍ତୁ ଆର୍ଥିକ ସହାୟତା

ଭୁବନେଶ୍ୱର,୧୯।୪(ଡି.ଏନ.ଏ.): ରାଜ୍ୟରେ ବଳବତ୍ତର ଥିବା ଲକ୍‌ଡାଉନ୍‌ କଟକଣା ଯୋଗୁ ଦୀର୍ଘଦିନ ହେଲା କୋର୍ଟ କାର୍ଯ୍ୟ ହୋଇପାରୁ ନାହିଁ। ଫଳରେ ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ଅଧୀନରେ କାର୍ଯ୍ୟ କରୁଥିବା ୧୮୧ ଓକିଲ ସଂଘର ମୋଟ୍‌ ୫୩ ହଜାର ଆଇନଜୀବୀଙ୍କ ଆର୍ଥିକ ସ୍ଥିତି…

କରୋନା କଟକଣା: ଫୁଲ ବ୍ୟବସାୟୀଙ୍କ ଦୁଃଖ ବଢ଼ିଲା

ଭୁବନେଶ୍ୱର, ୧୯।୪(ବ୍ୟୁରୋ): ଭୁବନେଶ୍ୱରରେ ପ୍ରତିଦିନ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ଫୁଲ କାରବାର ହୋଇଥାଏ। ସହରରେ ପାଖାପାଖି ୫ଶହ ବ୍ୟବସାୟୀ ଫୁଲ ବେପାର କରି ପରିବାର ଚଳାନ୍ତି। ଏଥିସହ ଏମାନଙ୍କ ଉପରେ ଆହୁରି ବହୁ ପରିବାର ପରୋକ୍ଷରେ ନିର୍ଭର କରନ୍ତି। ଏବେ କରୋନା…

କୋଭିଡ୍‌ ହସ୍ପିଟାଲ ପାଇଁ ଆସିଲା ୩ ଭେଣ୍ଟିଲେଟର, ୪ ମେଡିକାଲ ଆମ୍ବୁଲାନ୍ସ

ଭୁବନେଶ୍ୱର,୧୯।୪(ବ୍ୟୁରୋ): କରୋନା ସଂକ୍ରମଣଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାର ବିଭିନ୍ନ ସ୍ଥାନରେ ସ୍ବତନ୍ତ୍ର କୋଭିଡ୍‌-୧୯ ହସ୍ପିଟାଲ ନିର୍ମାଣ କରିଛନ୍ତି। ଏହି ହସ୍ପିଟାଲଗୁଡିକରେ ଶୁକ୍ରବାର ମଧ୍ୟରାତ୍ର ସୁଦ୍ଧା ୧୪୪ଟି ଭେଣ୍ଟିଲେଟର ଏବଂ ୩୭ ମେଡିକାଲ ଆମ୍ବୁଲାନ୍ସର ବ୍ୟବସ୍ଥା କରିଛନ୍ତି। ଦିନକ ମଧ୍ୟରେ ୩…

‘ୱାନ୍‌ ୱାର୍ଲଡ୍‌: ଟୁଗେଦର୍‌ ଆଟ୍‌ ହୋମ୍‌’

ଭୁବନେଶ୍ୱର, ୧୯।୪(ବ୍ୟୁରୋ): କରୋନା ସଂକ୍ରମଣ ଲଢ଼େଇରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ସ୍ବାସ୍ଥ୍ୟକର୍ମୀଙ୍କୁ ଉତ୍ସାହିତ କରିବା ଏବଂ ବିଶ୍ୱବାସୀଙ୍କୁ ଘରେ ରହିବା ଲାଗି ସଚେତନ କରିବା ପାଇଁ ଆୟୋଜିତ ହୋଇଛି ବିଶ୍ୱର ସର୍ବବୃହତ୍‌ ଭର୍ଚୁଆଲ୍‌ କନ୍‌ସର୍ଟ ‘ୱାନ୍‌ ୱାର୍ଲଡ: ଟୁଗେଦର୍‌ ଆଟ୍‌…

୬୦ବର୍ଷ ବ୍ୟକ୍ତିଙ୍କୁ କାମ କରିବାକୁ ମନା: କାର୍ଯ୍ୟସ୍ଥଳରେ ଗୁଟଖା, ଛେପ ପକାଇବା ଉପରେ କଟକଣା

ଭୁବନେଶ୍ୱର,୧୯।୪(ବ୍ୟୁରୋ): ରାଜ୍ୟରେ ସରକାରୀ ଓ ବେସରକାରୀ ନିର୍ମାଣ କ୍ଷେତ୍ରରେ କୋଭିଡ଼-୧୯ ସଂକ୍ରମଣକୁ ରୋକିବା ପାଇଁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଅର(ଏସ୍‌ଓପି) ପ୍ରସ୍ତୁତ କରାଯାଇଛି। ଏହାକୁ ପାଳନ କରିବା ପାଇଁ ସ୍ବତନ୍ତ୍ର ରିଲିଫ୍‌ କମିଶନର(ଏସ୍‌ଆର୍‌ସି) ପ୍ରଦୀପ କୁମାର ଜେନା ସମସ୍ତ ବିଭାଗ, ରାଜସ୍ବ କମିଶନର…

ଓଡ଼ିଶାର ଆଉ ଏକ ଜିଲାକୁ ଡେଇଁଲା କରୋନା: ୬୧ ନଂ ଆକ୍ରାନ୍ତ ବାଲେଶ୍ୱରର

ଭୁବନେଶ୍ୱର,୧୮ା୪(ବ୍ୟୁରୋ) : ଶନିବାର ରାଜ୍ୟରେ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେ ବାଲେଶ୍ୱର ଜିଲାର। ତାଙ୍କର ବୟସ ୫୮ ବର୍ଷ ବୋଲି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରକାଶଯୋଗ୍ୟ, ଶନିବାର ରାଜ୍ୟରେ ୩ କରୋନା ଆକ୍ରାନ୍ତ…

ରାଜ୍ୟରେ ପୁଣି ଜଣେ କରୋନା ପଜିଟିଭ୍‌ ଚିହ୍ନଟ: ସୁସ୍ଥ ହେଲେ ଭୁବନେଶ୍ୱରର ୩ ଆକ୍ରାନ୍ତ

ଭୁବନେଶ୍ୱର,୧୮।୪(ବ୍ୟୁରୋ): ରାଜ୍ୟରେ ପୁଣି ୩ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସୁସ୍ଥ ହୋଇଥିବା ସମସ୍ତ ଆକ୍ରାନ୍ତ ରାଜଧାନୀର। ସେହିଭଳି ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ପଜିଟିଭ୍‌ ସଂଖ୍ୟା ୬୧କୁ ବୃଦ୍ଧି ପାଇଥିବା ଶନିବାର ରାଜ୍ୟ ସ୍ବାସ୍ଥ୍ୟ…

ହାଇ ରିସ୍କ ଥିବା ରାଜ୍ୟର ୯ ଜିଲାରେ ଗଡ଼ିବନି ଘରୋଇ ବସ୍‌

ଭୁବନେଶ୍ୱର,୧୮।୪(ବ୍ୟୁରୋ): ଏପ୍ରିଲ ୧୪ ପରେ ଦେଶରେ ଲକ୍‌ଡାଉନ୍‌ ଅବଧିକୁ ମେ’ ୩ ତାରିଖ ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ପକ୍ଷରୁ ବୃଦ୍ଧି କରାଯାଇଛି। ଏହି ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ବୃଦ୍ଧି ପରେ ରାଜ୍ୟ ସରକାର ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି। ହାଇ ରିସ୍କ…

ଜୁନ ୧୭ ପରେ ହେବ ବାକି ରହିଯାଇଥିବା ପରୀକ୍ଷା, ଛାତ୍ରୀଛାତ୍ର ପଢ଼ାପଢ଼ି କରନ୍ତୁ: ମନ୍ତ୍ରୀ

ଭୁବନେଶ୍ୱର,୧୮।୪(ବ୍ୟୁରୋ): ଜୁନ ୧୭ ପୂର୍ବରୁ ବାକି ରହିଯାଇଥିବା ବିଭିନ୍ନ ପରୀକ୍ଷା ହେବ ନାହିଁ। ଜୁନ ୧୭ରେ ସ୍କୁଲ ଓ କଲେଜ ଖୋଲିବା ପରେ ଯେକୌଣସି ସମୟରେ ପରୀକ୍ଷା କରାଯିବ। ଉଚ୍ଚଶିକ୍ଷା ବିଭାଗର ସମୀକ୍ଷା ପରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଏ…

କୋଭିଡ-୧୯ ମୁକାବିଲା: ସହରାଞ୍ଚଳ ଗରିବଙ୍କ ପାଇଁ ୧୦୦ କୋଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଉପକୃତ ହେବେ ୪.୫ ଲକ୍ଷ ପରିବାର

ଭୁବନେଶ୍ୱର, ୧୮।୪(ବ୍ୟୁରୋ): କରୋନା (କୋଭିଡ-୧୯) ସାରା ବିଶ୍ୱରେ କେବଳ ଏକ ସ୍ବାସ୍ଥ୍ୟ ସମସ୍ୟା ନୁହେଁ ଏହା ଅନେକ ଅର୍ଥନୈତିକ ସମସ୍ୟା ମଧ୍ୟ ସୃଷ୍ଟି କରିଛି। ଏହାର ମୁକାବିଲା ଲାଗି ରାଜ୍ୟର ସହରାଞ୍ଚଳ ଗରିବଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଏକ…

ଏସଆଇଙ୍କ ମଣିଷପଣିଆ: ବୃଦ୍ଧାଙ୍କୁ ବୁଝାଇସୁଝାଇ ଖୁଆଇଲେ

ମଣିଷପଣିଆ ଦେଖାଇବାକୁ ଟଙ୍କା, ପଇସା ଦରକାର ନାହିଁ । ଏହାକୁ ବିନା ମୂଲ୍ୟରେ ବି ଖର୍ଚ୍ଚ କରାଯାଇ ପାରେ । ଆଉ ଯିଏ ନିଜର ମଣିଷପଣିଆକୁ ଖୁସିରେ ଖର୍ଚ୍ଚ କରି ଶିଖିଛି, ସେ ହେଉଛି ପ୍ରକୃତ ମଣିଷ । ଅନ୍ୟକୁ ଟିକେ…

ଓଡ଼ିଶା ପାଇଁ ଆଶ୍ୱସ୍ତି: ୩ଦିନ ଧରି ପରୀକ୍ଷା ହୋଇଥିବା ସବୁ ନମୁନା ନେଗେଟିଭ୍‌

ଭୁବନେଶ୍ୱର, ୧୮।୪(ବ୍ୟୁରୋ): କରୋନା ନେଇ ରାଜ୍ୟବାସୀଙ୍କ ପାଇଁ ଏକ ଖୁସି ଖବର। ସାରା ବିଶ୍ୱରେ ତଥା ଦେଶରେ ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଓଡ଼ିଶାରେ ଏଥିରୁ ଆଶ୍ୱସ୍ତି ମିଳିଛି। ଗତ ୩ଦିନରେ ରାଜ୍ୟରେ ଜଣେ ବି କରୋନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?