ମେଟ୍ରୋ

ତଦନ୍ତ ଅବହେଳା ଅଭିଯୋଗ ଆଣିଲେ ପିହୁଙ୍କ ମା’

ଭୁବନେଶ୍ୱର,୩୦।୧(ବ୍ୟୁରୋ): ‘ମୋ ଝିଅ ନିଖୋଜ ହୋଇଥିବା ନେଇ ଥାନାରେ ଅଭିଯୋଗ କରିବାକୁ ଯାଇଥିଲି। ହେଲେ ଥାନାରେ ମାମଲା ରୁଜୁ ନ କରି ଓଲଟା ତମେ ଯାଅ ଖୋଜାଖୋଜି କରିବ ବୋଲି କହିଲେ। ୫ଦିନ ପରେ ମାମଲା ରୁଜୁ କରି ତଦନ୍ତ ନାଁରେ…

‘ମୋ ଜଙ୍ଗଲ’ ଆପ୍‌ ଲୋକାର୍ପିତ

ଭୁବନେଶ୍ୱର, ୩୦।୧(ବ୍ୟୁରୋ): ରାଜ୍ୟରେ ସମସ୍ତ ବନୀକରଣ କାର୍ଯ୍ୟକ୍ରମର ନିରୀକ୍ଷଣ ଓ ପରିଚାଳନା ସହଜ କରିବାକୁ କାର୍ଯ୍ୟକାରୀ ହୋଇଛି ‘ମୋ ଜଙ୍ଗଲ’ (Mo Jungle: My Odisha Forest) ଏବଂ ‘ନୋ ଇୟୋର ଫରେଷ୍ଟ ଲ୍ୟାଣ୍ଡ୍‌’(KYFL@Odisha) ମୋବାଇଲ୍‌ ଆପ୍‌। ଶୁକ୍ରବାର ଲୋକସେବା ଭବନରେ…

ଟିକା ନେଉନାହାନ୍ତି ସ୍ବାସ୍ଥ୍ୟକର୍ମୀ

ଭୁବନେଶ୍ୱର, ୩୦।୧(ବ୍ୟୁରୋ): ରାଜ୍ୟରେ ଗତ ୧୬ ତାରିଖରୁ କରୋନା ଟିକାକରଣ ଜାରି ରହିଛି। ବର୍ତ୍ତମାନ କେବଳ ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯାଉଛି। କେତେକ ଜିଲାରେ ଟିକାକରଣର ହାର ଖୁବ୍‌ କମ୍‌ ରହିଥିବାରୁ ରାଜ୍ୟ ସରକାର ଅସନ୍ତୋଷ ପ୍ରକାଶ କରିଛନ୍ତି। ସ୍ବାସ୍ଥ୍ୟକର୍ମୀମାନେ କାହିଁକି ଟିକା…

୨ରୁ ଖୋଲିବ ପ୍ଲାନେଟାରିୟମ୍‌

ଭୁବନେଶ୍ୱର, ୩୦।୧(ବ୍ୟୁରୋ): ଆସନ୍ତା ଫେବୃୟାରୀ ୨ରୁ ଭୁବନେଶ୍ୱରର ପଠାଣି ସାମନ୍ତ ପ୍ଲାନେଟାରିୟମ୍‌ ସର୍ବସାଧାରଣଙ୍କ ନିମନ୍ତେ ଖୋଲାଯିବ। କୋଭିଡ୍‌-୧୯ ନିୟମକୁ ପାଳନ କରି ଖୋଲିବା ପାଇଁ ନିଷ୍ପତ୍ତି ହୋଇଛି। ଏ ନେଇ ପ୍ଲାନେଟାରିୟମ୍‌ ନିର୍ଦ୍ଦେଶକ ଲକ୍ଷ୍ମୀଧର ଦାସ ଶୁକ୍ରବାର ସୂଚନା ଦେଇଛନ୍ତି। ଏଥିସହିତ…

ନ୍ୟାୟ ପ୍ରଦାନରେ ଓଡ଼ିଶା ର଼୍ୟାଙ୍କ ଖସିଲା

ଭୁବନେଶ୍ୱର,୩୦।୧(ବ୍ୟୁରୋ): ନ୍ୟାୟ ପ୍ରଦାନ କରିବା କ୍ଷେତ୍ରରେ ପୂର୍ବ ବର୍ଷ ଅପେକ୍ଷା ଓଡିଶା ର଼୍ୟାଙ୍କ ତଳକୁ ଖସିଛି। ୨୦୧୯ରେ ଓଡିଶାର ସ୍ଥାନ ୭ ନମ୍ବର ଥିବା ବେଳେ ଏବେ ୧୧ ନମ୍ବରକୁ ଖସିଛି। ନ୍ୟାୟ ପ୍ରଦାନ କରିବା କ୍ଷେତ୍ରରେ ମହାରାଷ୍ଟ୍ର ପୂର୍ବଭଳି ୧…

ଓଡ଼ିଶାକୁ ବନ୍ୟା ସହାୟତା ୩୨୦.୯୪ କୋଟି

ଭୁବନେଶ୍ୱର,୩୦।୧(ବ୍ୟୁରୋ): ବନ୍ୟା କ୍ଷତି ଭରଣା ପାଇଁ ଓଡ଼ିଶାକୁ କେନ୍ଦ୍ର ସରକାର ୩୨୦.୯୪ କୋଟି ମଞ୍ଜୁର କରିଛନ୍ତି। ଶୁକ୍ରବାର କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ କମିଟି ବୈଠକରେ ଜାତୀୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି(ଏନ୍‌ଡିଆରଏଫ୍‌)ରୁ ଅତିରିକ୍ତ କେନ୍ଦ୍ରୀୟ…

ଭୁବନେଶ୍ୱର, କଟକରେ ପୂର୍ଣ୍ଣ କ୍ଷମତାରେ ଚାଲିବ ସରକାରୀ ଅଫିସ

ଭୁବନେଶ୍ୱର,୩୦।୧(ବ୍ୟୁରୋ): ଫେବ୍ରୁଆରୀ ୧ରୁ କଟକ ଓ ଭୁବନେଶ୍ୱର (ଟ୍ବିନ୍‌ସିଟି)ରେ ଥିବା ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ଏବଂ ଅଧସ୍ତନ କାର୍ଯ୍ୟାଳୟ ପୂର୍ଣ୍ଣ କ୍ଷମତାରେ କାର୍ଯ୍ୟ କରିବ। ସମସ୍ତ ଅଧିକାରୀ ଓ କର୍ମଚାରୀ ଅଫିସ୍‌ ଆସିବେ। ତେବେ ଶନିବାର ରାଜ୍ୟର ସମସ୍ତ ସରକାରୀ…

ବିଦା ହେଲେ ଆଉ ୯ ଅଧିକାରୀ

ଭୁବନେଶ୍ୱର,୩୦।୧(ବ୍ୟୁରୋ): ଦୁର୍ନୀତି ଏବଂ ଅପାରଗ ଅଧିକାରୀଙ୍କ ବିରୋଧରେ ରାଜ୍ୟ ସରକାରଙ୍କ କଡ଼ା ଆଭିମୁଖ୍ୟ ଜାରି ରହିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅପାରଗ ତଥା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ସବୁବେଳେ ଶୂନ୍ୟ ସହିଷ୍ଣୁତା ଉପରେ ଜୋରଦେଇ ଆସିଛନ୍ତି। ସାଧାରଣ ଜୀବନରେ ସାଧୁତା ଓ…

୯ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟ ସରକାର: ୧୧୩ରେ ପହଞ୍ଚିଲା ସଂଖ୍ୟା

ଭୁବନେଶ୍ୱର, ୨୯।୧(ବ୍ୟୁରୋ): ରାଜ୍ୟରେ ଆଉ ୯ଜଣ ଅଧିକାରୀଙ୍କୁ ଶୁକ୍ରବାର ବାଧ୍ୟତାମୂଳକ ଅବସର ପ୍ରଦାନ କରାଯାଇଛି। ସେମାନଙ୍କ ମଧ୍ୟରୁ ୭ଜଣଙ୍କ ବିରୋଧରେ ଦୁର୍ନୀତି ମାମଲା ରହିଥିବା ବେଳେ ୨ ଅଧିକାରୀଙ୍କୁ ଅପାରଗତା ଯୋଗୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ଏପର୍ଯ୍ୟନ୍ତ ୧୧୩ ଜଣ ଅଧିକାରୀଙ୍କୁ…

୩ ଦିନ ବନ୍ଦ ରହିବ ଟିକାକରଣ

ଭୁବନେଶ୍ୱର, ୨୯।୧(ବ୍ୟୁରୋ): ପୋଲିଓ ପାଇଁ ବନ୍ଦ ରହିବ କୋଭିଡ୍‌ ଟିକାକରଣ । ଦିନେ କି ଦୁଇ ଦିନ ନୁହେଁ ୩ ଦିନ ଟିକାକରଣ ବନ୍ଦ ରହିବ। ଏ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଶୁକ୍ରବାର ସୂଚନା ଦେଇଛନ୍ତି ।…

ପୁରୀ ସମୁଦ୍ରରେ ଭାସିଗଲେ ୭ ଜଣ

ପୁରୀ ଅଫିସ, ୨୯।୧: ଜଗା ଦର୍ଶନ କରିବାକୁ ପୁରୀ ଆସି ସମୁଦ୍ରରେ ଗାଧୋଇବା ବେଳେ ୭ ପର୍ଯ୍ୟଟକ ଭାସିଯାଇଛନ୍ତି। ତେବେ ସ୍ଥାନୀୟ ନୋଳିଆ ୬ଜଣଙ୍କୁ ଉଦ୍ଧାର କରିଥିବା ବେଳେ ଜଣଙ୍କର ପତ୍ତା ମିଳିପାରି ନାହିଁ। ନିଖୋଜ ଯୁବକ ଜଣଙ୍କ ଝାରଖଣ୍ଡର ଦୀପକ…

ଆଜି ରାଜ୍ୟରେ ୧୦୦ ତଳେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର,୨୯।୧(ବ୍ୟୁରୋ): ଶୁକ୍ରବାର ରାଜ୍ୟରେ ୭୦ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୪,୮୫୦ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୪୨ ଜଣ ଚିହ୍ନଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?