ମେଟ୍ରୋ

କି ସଙ୍କେତ ଦେଉଛନ୍ତି ମହାପଭୁ, କାହିଁକି ହୁହୁ ହୋଇ ଜଳି ଉଠିଲା…

ପୁରୀ,୨୪।୧୧: କି ସଙ୍କେତ ଦେଉଛନ୍ତି ମହାପଭୁ। ଆଗକୁ କ’ଣ ଘଟିବ। ଏନେଇ ଓଡ଼ିଶାବାସୀ ଭୟଭୀତ ଥିବା ଚର୍ଚ୍ଚା ହେଉଛି। ରବିବାର ଶ୍ରୀମନ୍ଦିର ସମ୍ମୁଖରେ ଅରୁଣ ସ୍ତମ୍ଭ ନିକଟରେ ଦେଖିବାକୁ ମିଳିଛି କିଛି ଏଭଳି ଦୃଶ୍ୟ। ଯେଉଁଠି ହଠାତ୍‌ ହୁତୁହୁତୁ ହୋଇ ଜଳିଉଠିଲା…

ଅମଲାତନ୍ତ୍ରକୁ ରାଜସ୍ବ ମନ୍ତ୍ରୀଙ୍କ କଡ଼ା ତାଗିଦ, ନିର୍ଦ୍ଦିଷ୍ଟ ସମୟରେ…

ଭୁବନେଶ୍ୱର,୨୪ା୧୧: ଲୋକଙ୍କ ସେବକ ହେଇ କାମ କରିବାକୁ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ମନ୍ତ୍ରୀ କଡ଼ା ତାଗିଦ କରିଛନ୍ତି। ଜିଲାସ୍ତରରେ ସମାଧାନ ହେବା ଭଳି ଅଭିଯୋଗକୁ ନେଇ ମନ୍ତ୍ରୀ ଉଦ୍‌ବେଗ ପ୍ରକାଶ କରିଛନ୍ତି।…

କାଲିଠୁ ରାଜ୍ୟରେ ଧାନକିଣା ଆରମ୍ଭ: ଏଥର ମଣ୍ଡିରେ ସ୍ବତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ୱର,୨୪।୧୧: ମଙ୍ଗଳବାରଠୁ ରାଜ୍ୟରେ ଧାନକିଣା ଆରମ୍ଭ ହେବ। ଏନେଇ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ସୂଚନା ଦେଇଛନ୍ତି। ଚାଷୀଙ୍କ ପାଇଁ ମଣ୍ଡି ଗୁଡ଼ିକରେ ଏଥର ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ମଣ୍ଡିରେ ଖାଦ୍ୟ, ପାନୀୟ, ଶୌଚାଳୟ ଭଳି ସବୁ ବ୍ୟବସ୍ଥା କରାଯାଇଛି।…

‘ଧରିତ୍ରୀ କ୍ଲାଇମେଣ୍ଟ ଗ୍ରାଣ୍ଟ ପ୍ରୟାସରୁ ଯୁବ ପରିବେଶବିତ୍‌ମାନେ ଅଧିକ ସାଧନ ପାଉଛନ୍ତି’

ଭୁବନେଶ୍ୱର,୨୪ା୧୧: ଜଳବାୟୁ ପରିବର୍ତ୍ତନର ମୁକାବିଲା କ୍ଷେତ୍ରରେ ଯୁବପିଢ଼ିଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେଣୁ ସେମାନେ କିଭଳି ସଚେତନ ହେବା ସହ ଅନ୍ୟମାନଙ୍କୁ ସଚେତନ କରି ଏହି ଅଭିଯାନରେ ସାମିଲ କରିପାରିବେ ସେ ସଂକ୍ରାନ୍ତରେ ‘ଧରିତ୍ରୀ’ ପକ୍ଷରୁ ପ୍ରତିବର୍ଷ ‘ୟୁଥ କନ୍‌କ୍ଲେଭ୍‌ ବା…

‘ଯୁବପିଢ଼ି ମୋବାଇଲ ଛାଡ଼ି ଖବରକାଗଜ ପଢ଼ିବା ଉଚିତ’

ଭୁବନେଶ୍ୱର,୨୪ା୧୧: ଜଳବାୟୁ ପରିବର୍ତ୍ତନର ମୁକାବିଲା କ୍ଷେତ୍ରରେ ଯୁବପିଢ଼ିଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେଣୁ ସେମାନେ କିଭଳି ସଚେତନ ହେବା ସହ ଅନ୍ୟମାନଙ୍କୁ ସଚେତନ କରି ଏହି ଅଭିଯାନରେ ସାମିଲ କରିପାରିବେ ସେ ସଂକ୍ରାନ୍ତରେ ‘ଧରିତ୍ରୀ’ ପକ୍ଷରୁ ପ୍ରତିବର୍ଷ ‘ୟୁଥ କନ୍‌କ୍ଲେଭ୍‌ ବା…

‘ଜଳବାୟୁ ପରିବର୍ତ୍ତନ ମୁକାବିଲା କ୍ଷେତ୍ରରେ ଯୁବପିଢ଼ିଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ଭୁବନେଶ୍ୱର,୨୪ା୧୧: ଜଳବାୟୁ ପରିବର୍ତ୍ତନର ମୁକାବିଲା କ୍ଷେତ୍ରରେ ଯୁବପିଢ଼ିଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେଣୁ ସେମାନେ କିଭଳି ସଚେତନ ହେବା ସହ ଅନ୍ୟମାନଙ୍କୁ ସଚେତନ କରି ଏହି ଅଭିଯାନରେ ସାମିଲ କରିପାରିବେ ସେ ସଂକ୍ରାନ୍ତରେ ‘ଧରିତ୍ରୀ’ ପକ୍ଷରୁ ପ୍ରତିବର୍ଷ ‘ୟୁଥ କନ୍‌କ୍ଲେଭ୍‌ ବା…

ଧରିତ୍ରୀ ୟୁଥ୍‌ କନ୍‌କ୍ଲେଭ୍‌-୨୦୨୫: ରେଜିଷ୍ଟ୍ରେଶନ୍‌ ଆରମ୍ଭ

ଭୁବନେଶ୍ୱର,୨୪।୧୧: ଭୁବନେଶ୍ୱରର ସ୍ବସ୍ତି ପ୍ରିମିୟମରେ ଧରିତ୍ରୀ କ୍ଲାଇମେଟ୍‌ ଗ୍ରାଣ୍ଟ ଆରମ୍ଭ ହୋଇଯାଇଛି। ଏହିପାଇଁ ସୋମବାର ସକାଳୁ ରେଜିଷ୍ଟ୍ରେଶନ୍‌ କରାଯାଉଛି। ବିଭିନ୍ନ ଅଞ୍ଚଳରୁ ଆସିଥିବା ଯୁବପିଢି ଯୋଗଦେଇ ରେଜିଷ୍ଟ୍ରେଶନ କରୁଛନ୍ତି। ଜଳବାୟୁ ପରିବର୍ତ୍ତନର ମୁକାବିଲା କ୍ଷେତ୍ରରେ ଯୁବପିଢ଼ିଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେଣୁ…

ଅବପାତର ରୂପ ନେଲା ଲଘୁଚାପ: ପ୍ରବଳ ବର୍ଷା ସାଙ୍ଗକୁ ୬୦ରୁ ୭୦ କି.ମି.ବେଗରେ ବହିବ ପବନ

ଭୁବନେଶ୍ୱର,୨୪।୧୧: ବଙ୍ଗୋପସାଗରରେ ବାତ୍ୟା ହେବା ନେଇ ଧୀରେ ଧୀରେ ଚିତ୍ର ସ୍ପଷ୍ଟ ହେବାରେ ଲାଗିଛି। ପୂର୍ବରୁ ବିଶ୍ୱସ୍ତରୀୟ ବିଭିନ୍ନ ମଡେଲ ବାତ୍ୟା ହେବା ନେଇ ପୂର୍ବାନୁମାନ କରିଥିବାବେଳେ ଏବେ ଭାରତୀୟ ପାଣିପାଗ ବିଭାଗ ମଧ୍ୟ ଏ ସଂକ୍ରାନ୍ତରେ ସୂଚନା ଦେଇଛି। ତେବେ…

ଆଜି ଧରିତ୍ରୀ କ୍ଲାଇମେଟ୍‌ ଗ୍ରାଣ୍ଟ: ଯୁବ ପରିବେଶବିତ୍‌ମାନେ ଯୋଗଦେବେ

ଭୁବନେଶ୍ୱର,୨୪/୧୧(ବନ୍ଦନା ସେଠୀ):ଜଳବାୟୁ ପରିବର୍ତ୍ତନର ମୁକାବିଲା କ୍ଷେତ୍ରରେ ଯୁବପିଢ଼ିଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେଣୁ ସେମାନେ କିଭଳି ସଚେତନ ହେବା ସହ ଅନ୍ୟମାନଙ୍କୁ ସଚେତନ କରି ଏହି ଅଭିଯାନରେ ସାମିଲ କରିପାରିବେ ସେ ସଂକ୍ରାନ୍ତରେ ‘ଧରିତ୍ରୀ’ ପକ୍ଷରୁ ପ୍ରତିବର୍ଷ ‘ୟୁଥ୍‌ କନ୍‌କ୍ଲେଭ୍‌ ବା…

‘ପ୍ରକୃତି ହିଁ ଭଗବାନ’: ପରିବେଶ ସୁରକ୍ଷା ବାର୍ତ୍ତା ଦେଲେ ଗ୍ରୀନ୍‌ ହିରୋ

ଭୁବନେଶ୍ୱର,୨୪୧୧(ବନ୍ଦନା ସେଠୀ):ପ୍ରକୃତି ହିଁ ଭଗବାନ। ଆଜିର ଯୁବପିଢ଼ି ନୂଆ ନୂଆ ଗାଡି ମଡେଲର ନାଁ ଜାଣୁଛନ୍ତି, ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍ସରଙ୍କ ନଁା କହିପାରୁଛନ୍ତି। କିନ୍ତୁ ଆମ ଚାରିପାଖରେ କେତେ ପ୍ରକାର ଗଛ ଅଛି ତାହା ଜାଣିନାହାନ୍ତି, ଚଢ଼େଇ ଚିହ୍ନିପାରିବେ ନାହିଁ। ପୃଥିବୀରେ…

ନୀରବରେ ଯନ୍ତ୍ରଣା ସହ ଲଢ଼ୁଥିଲେ ହ୍ୟୁମାନ ସାଗର: ବଡ଼ ଖୁଲାସା କଲେ ଚିକିତ୍ସା କରୁଥିବା ଡାକ୍ତର

ଭୁବନେଶ୍ୱର,୨୩ା୧୧: ଦିବଂଗତ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କୁ ଚିକିତ୍ସା କରୁଥିବା ଡାକ୍ତର ରବିବାର ଦିନ ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ଡାକ୍ତର ସଞ୍ଜୀବ କୁମାର କର ଏକ ସ୍ୱତନ୍ତ୍ର ସାକ୍ଷାତକାରରେ କହିଛନ୍ତି ଯେ ହ୍ୟୁମାନ ସାଗର ପ୍ରଥମେ ସେପ୍ଟେମ୍ବର ୨୦୨୪ରେ…

ୟୁଥ୍ କନକ୍ଲେଭ: ବଡ଼ ସମସ୍ୟାର ସମାଧାନ

ଆଜି ପ୍ରେସ କ୍ଲବରେ ଅନୁଷ୍ଠିତ ହୋଇଯାଇଛି ଧରିତ୍ରୀ ୟୁଥ୍ କନକ୍ଲେଭର ପଞ୍ଚମ ସଂସ୍କରଣ । ଜଳବାୟୁ ପରିବର୍ତ୍ତନ ସମସ୍ୟାର ସମାଧାନ କରିବା ପାଇଁ ଦୈନିକ ଓଡ଼ିଆ ଖବରକାଗଜର ଏ ନିଆରା ପ୍ରୟାସ ।

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?