କୃଷକ ସଶକ୍ତୀକରଣକୁ ଗୁରୁତ୍ୱ
ଓଡ଼ିଶା ଏକ କୃଷିପ୍ରଧାନ ରାଜ୍ୟ, ଯାହାର ଅର୍ଥନୀତି ବିଶେଷକରି ଗ୍ରାମ୍ୟ ଓ କୃଷିଭିତ୍ତିକ। କୃଷି ରାଜ୍ୟର ବଡ଼ ନିଯୁକ୍ତି କ୍ଷେତ୍ର ଭାବେ ମୋଟ ଶ୍ରମବଳର ପ୍ରାୟ ୫୦% ଲୋକଙ୍କୁ ଜୀବିକା ଯୋଗାଇଥାଏ। ଏଥିସକାଶେ ୨୦୨୧-୨୨ ଆର୍ଥିକ ବର୍ଷ ନିମନ୍ତେ ସରକାର କୃଷି…
ଓଡ଼ିଶା ବଜେଟ ୨୦୨୧-୨୨
କଲ୍ୟାଣକାରୀ ବଜେଟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାରେ ସୋମବାର ୨୦୨୧-୨୨ ଆର୍ଥିକ ବର୍ଷର ବଜେଟ୍କୁ ପ୍ରଶଂସା କରିଛନ୍ତି। ନବୀନ କହିଛନ୍ତି, ଏହା ଏକ ଜନକଲ୍ୟାଣକାରୀ, ବିକାଶଶୀଳ ଓ ରୂପାନ୍ତରିତ ବଜେଟ୍, ଯାହାକି ନୂଆ ଏବଂ ସଶକ୍ତ ଓଡିଶା ଗଠନ ଦିଗରେ ସହାୟକ…
ପାରାଦୀପ ବନ୍ଦରର ପଣ୍ୟ କାରବାରରେ ଚତୁର୍ଥ ରେକର୍ଡ
ପାରାଦୀପ,୨୩।୨(ସ୍ବ.ପ୍ର.): ପାରାଦୀପ ବନ୍ଦର ପଣ୍ୟ କାରବାରରେ ଲଗାତର ଚତୁର୍ଥ ଥର ପାଇଁ ରେକର୍ଡ ହାସଲ କରିଛି। ୨୦୨୦-୨୧ ଆର୍ଥିକ ବର୍ଷ ମାର୍ଚ୍ଚ ୩୧ରେ ଶେଷ ହେଉଥିବା ବେଳେ ରବିବାର ରାତି ୧୨ଟା ସୁଦ୍ଧା ୧୦୦ ମିଲିୟନ ମେଟ୍ରିକ୍ ଟନ୍ ପଣ୍ୟ କାରବାର…
ପୂର୍ବ ଭାରତକୁ ଅଭିବୃଦ୍ଧିର ସ୍ଥାୟୀ ଇଞ୍ଜିନ କରିବାକୁ ଉଦ୍ୟମ: ଧର୍ମେନ୍ଦ୍ର
ଭୁବନେଶ୍ୱର, ୨୩।୨(ବ୍ୟୁରୋ): ଆତ୍ମନିର୍ଭର ଭାରତ ପାଇଁ ଲଗାତର ନିଜର ସାମର୍ଥ୍ୟ ଏବଂ କ୍ଷମତାକୁ ବୃଦ୍ଧି କରିବା ଅତ୍ୟନ୍ତ ଜରୁରୀ। ବିଗତ ବର୍ଷଗୁଡିକରେ ଆମେ ରିଫାଇନିଂ ଏବଂ ଜରୁରୀକାଳୀନ ସ୍ଥିତି ପାଇଁ ତୈଳ ଷ୍ଟୋରେଜ କ୍ଷମତାରେ ଯଥେଷ୍ଟ ବୃଦ୍ଧି କରିଛୁ ବୋଲି ସୋମବାର…
ଜଳସେଚନର ସୁପରିଚାଳନା ପାଇଁ ପ୍ରଭାରୀ ନିୟୋଜିତ
ଭୁବନେଶ୍ୱର, ୨୩।୨(ବ୍ୟୁରୋ): ରାଜ୍ୟରେ ଜଳସେଚନର ସୁପରିଚାଳନା ପାଇଁ ରାଜ୍ୟ ଜଳ ସମ୍ପଦ ବିଭାଗ ତରଫରୁ ‘ଜଳ ପ୍ରଭାରୀ’ଙ୍କୁ ନିୟୋଜିତ କରାଯାଇଛି। ସୋମବାର ବିଭାଗୀୟ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ ୩୦ ଜିଲା ପାଇଁ ଜଳ ପ୍ରଭାରୀ ଭାବେ ବିଭାଗୀୟ ସର୍ବୋଚ୍ଚ…
ବୈଧ ଟୋକନ ଥିବା ଚାଷୀଙ୍କର ଧାନ କିଣାହେବ: ମନ୍ତ୍ରୀ
ଭୁବନେଶ୍ୱର,୨୩।୨(ବ୍ୟୁରୋ): ଧାନ ବିକ୍ରି ଓ ମଣ୍ଡିରେ ହେଉଥିବା ଅବ୍ୟବସ୍ଥାକୁ ନେଇ ଗତ ୩ ଦିନ ଅଚଳାବସ୍ଥା ପରେ ସୋମବାର ବିଧାନସଭାରେ ଏ ପ୍ରସଙ୍ଗରେ ୨ ଘଣ୍ଟା ଧରି ଆଲୋଚନା ହୋଇଥିଲା। ଟୋକନ ବ୍ୟବସ୍ଥାକୁ ଉଚ୍ଛେଦ କରିବା ସହ ମଣ୍ଡିରେ ସିସିଟିଭି ଲଗାଇବା…
ସର୍ଭିସ୍ ଓ ଫିଡ୍ବ୍ୟାକ୍ ପରିପୂରକ: ‘ସ୍କୁଲ ବ୍ୟାଗ୍ ନେଇଥିବା ପିଲା ବାହାଘର ବେଳେ ପୁଣି କିଣାକିଣି କରିବାକୁ ଆସନ୍ତି।’
ସମୟ ଗଡ଼ିଯାଏ ଜୁଆର ଫେରିଯାଏ, ରହିଯାଏ ଅଲିଭା ସନ୍ତକ। ୧୯୭୬ରେ ଭୁବନେଶ୍ୱର ପୁରୁଣା ବସ୍ଷ୍ଟାଣ୍ଡରେ ଗଢ଼ିଉଠିଥିବା ‘ପଣ୍ଡା ଏଣ୍ଟରପ୍ରାଇଜେସ୍’ର ପରିବର୍ତ୍ତିତ ସଂସ୍କରଣ ‘ପଣ୍ଡା ଟ୍ରାଭେଲ ମାର୍ଟ’ ଏହାର ବଳିଷ୍ଠ ଦୃଷ୍ଟାନ୍ତ। ସ୍ବର୍ଗତ ଗତିକୃଷ୍ଣ ପଣ୍ଡା ଆରମ୍ଭ କରିଥିବା ଏହି ପ୍ରତିଷ୍ଠାନ ୪୪…
ଅପରେଶନ ‘ସାଇଲେଣ୍ଟ ଭାଇପର’
ଦୀର୍ଘଦିନ ଧରି କ୍ରାଇମବ୍ରାଞ୍ଚ, ସିବିଆଇ, ପୋଲିସ ନଜରରୁ ଖସି ପାତାଳ ପୁରରେ ରହିବା ଲୋକ କେବେବି ସାଧାରଣ ହୋଇପାରେନା। ଗଣବଳାତ୍କାର ଘଟଣାର ମୁଖ୍ୟ ଅଭିଯୁକ୍ତ ବିବନ ଅତି ଚତୁରତାର ସହିତ ପରିଚୟ ବଦଳାଇ ରାଜ୍ୟ ବାହାରେ ଲୁଚି ରହିଥିଲେ। ତାଙ୍କୁ ଧରିବା…
ସିବିଆଇ ଷଡ଼ଯନ୍ତ୍ରକାରୀଙ୍କୁ ଖୋଜୁ
ଭୁବନେଶ୍ୱର, ୨୩।୨ (ବ୍ୟୁରୋ): ଅଞ୍ଜନା ମିଶ୍ର ଗଣବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳ ଗିରଫ ହେବା ପରେ ନିଜ ଅନ୍ତରର କଷ୍ଟକୁ ବଖାଣିଛନ୍ତି ନିଜେ ପୀଡିତା। ଖବରଦାତା ସମ୍ମିଳନୀରେ ଅଞ୍ଜନା କହିଛନ୍ତି, ଦୀର୍ଘ ୨୨ବର୍ଷ ହେବ ମୁଁ ମରି ମରି…
୨୨ବର୍ଷର ଲୁଚକାଳି ଶେଷ
ଭୁବନେଶ୍ୱର(ବ୍ୟୁରୋ)/ କଟକ ଅଫିସ୍,୨୩।୨(ବ୍ୟୁରୋ): ଶେଷ ହୋଇଛି ୨୨ବର୍ଷର ଲୁଚକାଳି ଖେଳ। ୧୯୯୯ ଜାନୁୟାରୀ ୯ତାରିଖ ରାତିରେ ଅଞ୍ଜନା ମିଶ୍ରଙ୍କୁ ଗଣବଳାତ୍କାର କରି ଫେରାର ଥିବା ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳଙ୍କୁ କମିଶନରେଟ ପୋଲିସ ଗିରଫ କରିଛି। ନିଜ ନାମ ଓ ପରିଚୟ…
ସ୍ବାସ୍ଥ୍ୟ, ଭିତ୍ତିଭୂମି, କୃଷିକୁ ଫୋକସ୍
ଭୁବନେଶ୍ୱର,୨୩।୨(ବ୍ୟୁରୋ): ରାଜ୍ୟ ପାଇଁ କରୋନା ମହାମାରୀ ପରବର୍ତ୍ତୀ ସମୟ ଅତ୍ୟନ୍ତ କଠିନ ହୋଇଛି। କେନ୍ଦ୍ରୀୟ ଟିକସ ହ୍ରାସ ସାଙ୍ଗକୁ ଜିଏସ୍ଟି କ୍ଷତିପୂରଣ, ପଞ୍ଚଦଶ ଅର୍ଥ କମିଶନ ସୁପାରିସ ଅନୁଦାନ ଧିମେଇ ଯାଇଛି। ରାଜକୋଷ ଉପରେ ପ୍ରବଳ ଚାପ ପଡିଛି। ଜନସାଧାରଣଙ୍କ ଜୀବନଜୀବିକା…
ଓଡ଼ିଶା ଛାଡି ବାହାରକୁ କିପରି ଖସିଯାଇଥିଲେ ବିବନ
ଭୁବନେଶ୍ୱର,୨୨।୨(ବ୍ୟୁରୋ): ଅଞ୍ଜନା ମିଶ୍ର ଗଣବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳ ଗିରଫ ନେଇ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ମୁହଁ ଖୋଲିଛନ୍ତି। ଓଡ଼ିଶାରୁ ଖସି ଯିବାରେ ବିବନକୁ କିଛି ଲୋକ ସାହାର୍ଯ୍ୟ କରିଥିଲେ। ନ ହେଲେ ସେ ଓଡ଼ିଶା ଛାଡି…
Archives


