ଜୟଦେବ ବିହାର-ନନ୍ଦନକାନନ ବିକଳ୍ପ ରାସ୍ତା ନିର୍ମାଣ: ୩ ମାସରେ ସାରିବାକୁ ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ
ଭୁବନେଶ୍ୱର,୧୧ା୭(ବ୍ୟୁରୋ): ଭୁବନେଶ୍ୱର ସହରରେ ଜନସଂଖ୍ୟା ବଢୁଥିବାରୁ ଟ୍ରାଫିକ୍ ସମସ୍ୟା ଦିନକୁ ଦିନ ଅସମ୍ଭାଳ ହେଉଛି। ଏହାକୁ ଦୃଷ୍ଟିରେ ରଖି ସହରର ବିଭିନ୍ନ ସ୍ଥାନରେ ସମାନ୍ତରାଳ ରାସ୍ତା ନିର୍ମାଣ କରାଯାଉଛି। ଜୟଦେବବିହାରରୁ ନନ୍ଦନକାନନ ମଧ୍ୟରେ ଟ୍ରାଫିକ୍ ସମସ୍ୟା ବଢୁଥିବାରୁ ଆଉ ଏକ ରାସ୍ତା…
୫ ଦିନ ପ୍ରବଳ ବର୍ଷା
ଭୁବନେଶ୍ୱର, ୧୧।୭(ବ୍ୟୁରୋ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଟ୍ରପ୍ ଲାଇନ୍ ସକ୍ରିୟ ରହିଛି। ବର୍ତ୍ତମାନ ସମୁଦ୍ର ପତ୍ତନରେ ଥିବା ପୂର୍ବ-ପଶ୍ଚିମ ଲଘୁଚାପ ରେଖା ଉତ୍ତରପଶ୍ଚିମ ରାଜସ୍ଥାନରୁ ଓଡ଼ିଶା ଦେଇ ଉତ୍ତର-ପୂର୍ବ ବଙ୍ଗୋପସାଗର ଯାଏ ଲମ୍ବିଛି। ଏହାଛଡ଼ା ଉପକୂଳ ଓଡ଼ିଶାର ସମୁଦ୍ର ପତ୍ତନଠାରୁ ୨.୧…
ଆଜି କରୋନା ନେଲା ସର୍ବାଧିକ ମୁଣ୍ଡ: ଆଖି ବୁଜିଲେ ୬୫ ଆକ୍ରାନ୍ତ
ଭୁବନେଶ୍ୱର,୧୧।୭(ବ୍ୟୁରୋ): ରାଜ୍ୟରେ ଆଜି ସର୍ବାଧିକ ୬୫ଜଣ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି। ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲାରୁ ୧୪ ଆକ୍ରାନ୍ତ ଥିବା ବେଳେ ପୁରୀ-କେନ୍ଦୁଝର-ବରଗଡ଼ରୁ ୬ ଲେଖାଏ ରହିଛନ୍ତି। ସେହିଭଳି ଅନୁଗୋଳ-ମୟୂରଭଞ୍ଜରୁ ୫ ଲେଖାଏ, ନୟାଗଡ଼ରୁ ୪, ସୁନ୍ଦରଗଡ଼-କେନ୍ଦ୍ରାପଡ଼ା-ଗଞ୍ଜାମରୁ ୩ ଲେଖାଏ,…
ରାଜ୍ୟରେ ଆଜି ୨୨୮୨ କରୋନା ପଜିଟିଭ୍ ଚିହ୍ନଟ: ଖୋର୍ଦ୍ଧା-କଟକରୁ ସର୍ବାଧିକ
ଭୁବନେଶ୍ୱର,୧୧।୭(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୨୮୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୩୧୫ଜଣ କ୍ୱାରାଣ୍ଟାଇନ୍ରୁ ଥିବା ବେଳେ ୯୬୭ ଲୋକାଲ କେସ୍ ରହିଛି। ଜିଲାରେ ସଂକ୍ରମଣକୁ ଦେଖିଲେ ଅନୁଗୋଳରୁ ୬୧, ବାଲେଶ୍ୱରରୁ ୧୪୬, ବରଗଡ଼ରୁ…
ଆଜି ୧୦ ଜିଲାରେ ଟିକାକରଣ ବନ୍ଦ
ଭୁବନେଶ୍ୱର,୧୦ା୭(ବ୍ୟୁରୋ): ଟିକା ଅଭାବ ଯୋଗୁ ରାଜ୍ୟରେ ଟିକାକରଣରେ ବାଧା ସୃଷ୍ଟି ହେଉଛି। ଦୈନିକ ୩ଲକ୍ଷ ଟିକାକରଣ ପାଇଁ ଲକ୍ଷ୍ୟ ରଖାଯାଇଥିଲେ ମଧ୍ୟ ଏବେ ଲକ୍ଷେ ଟପୁନି ଟିକାଦାନ। ସେପଟେ ରାଜ୍ୟରେ ଏବେମାତ୍ର ୫୯,୯୨୦ ଡୋଜ୍ କୋଭିଶିଲ୍ଡ ଟିକା ଗଚ୍ଛିତ ରହିଥିବାବେଳେ ଏହା…
କୃଷି ଯୋଜନା ଜଗିବେ ଯୁଗ୍ମ ସ୍କ୍ବାଡ୍
ଭୁବନେଶ୍ୱର,୧୦ା୭(ବ୍ୟୁରୋ): ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କୃଷିଭିତ୍ତିକ ଯୋଜନାର ସଫଳ ରୂପାୟନ, ଯାଞ୍ଚ ଏବଂ ତଦାରଖ ବ୍ୟବସ୍ଥା କଡ଼ାକଡ଼ି କରିବା ଲାଗି କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପକ୍ଷରୁ ଯୁଗ୍ମ ସ୍କ୍ବାଡ୍ ଗଠନ କରାଯାଇଛି। ଏଥିରେ କୃଷି, ଉଦ୍ୟାନ କୃଷି…
କୁଆଖାଇ, କୁଶଭଦ୍ରାରେ ନିର୍ମାଣ ହେବ ୨ ବ୍ୟାରେଜ
ବାଲିଅନ୍ତା,୧୦ା୭(ଡି.ଏନ୍.ଏ.): ରାଜଧାନୀ ଉପକଣ୍ଠ ବାଲିଅନ୍ତାସ୍ଥିତ କୁଶଭଦ୍ରା ଓ ପାଣ୍ଡରାସ୍ଥିତ କୁଆଖାଇ ନଦୀରେ ଖୁବଶୀଘ୍ର ୨ଟି ବ୍ୟାରେଜ ନିର୍ମାଣ ହେବ। ବହୁ ପ୍ରତୀକ୍ଷିତ ଏହି ବ୍ୟାରେଜ ନିର୍ମାଣରେ ପାଖାପାଖି ୭୦୦କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ବିଭାଗୀୟ ପକ୍ଷରୁ ସୂଚନା ମିଳିଛି। ଏହି…
ଦିଆସିଲି କାଠିରେ ୪.୫ ଇଞ୍ଚର ରଥ ନିର୍ମାଣ
ଭୁବନେଶ୍ୱର,୧୦ା୭(ବ୍ୟୁରୋ): ଆଉ ୨ଦିନ ପରେ ରଥଯାତ୍ରା। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନିଜ ଭକ୍ତିଭାବ ସମର୍ପଣ କରି ଶିଳ୍ପୀ ଏଲ୍. ଈଶ୍ୱର ରାଓ ଦିଆସିଲି କାଠିରେ ରଥ ଓ ନିମ୍ବ କାଠରେ ଚତୁର୍ଦ୍ଧାମୂର୍ତ୍ତି ପ୍ରସ୍ତୁତ କରିଛନ୍ତି। ଏହି ତିନି ରଥ ନିର୍ମାଣରେ ସେ ମୋଟ୍…
ଗହଳି ହେଲା, ସଂକ୍ରମଣ ବଢ଼ିଲା
ଭୁବନେଶ୍ୱର, ୧୦ା୭(ବ୍ୟୁରୋ): ରାଜଧାନୀରେ ପୁଣି ସକ୍ରିୟ ହୋଇଉଠିଲାଣି କରୋନା। କିଛିଦିନ ହେବ ସଂକ୍ରମଣ ଖସୁଥିବାବେଳେ ଏବେ ଉପରମୁହାଁ ହେଲାଣି ଗ୍ରାଫ୍। ଜୀବନଜୀବିକାକୁ ଗୁରୁତ୍ୱ ଦେଇ ରାଜ୍ୟ ସରକାର କରୋନା କଟକଣାକୁ କୋହଳ କରିଥିଲେ। ହେଲେ ଲୋକମାନେ ଏହାର ଦୁରୁପଯୋଗ କରୁଥିବା ଦେଖାଯାଉଛି।…
ୟୁନିଫର୍ମ ବାବଦରେ ଜେଲ କର୍ମଚାରୀଙ୍କୁ ମିଳିବ ଟଙ୍କା
ଭୁବନେଶ୍ୱର,୧୦ା୭(ବ୍ୟୁରୋ): ଜେଲ କର୍ମଚାରୀଙ୍କୁ ୟୁନିଫର୍ମ ପ୍ରଦାନ କରାଯିବ। ବର୍ଷକୁ ଏବାବଦରେ ଅଫିସରଙ୍କୁ ୩ହଜାର ଟଙ୍କା ଓ କର୍ମଚାରୀଙ୍କୁ ୪ହଜାର ଟଙ୍କା ଦିଆଯିବ। ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସୂଚନାଯୋଗ୍ୟ, ପୂର୍ବରୁ ଜେଲ ବିଭାଗରେ ୟୁନିଫର୍ମ ପାଇଁ ବର୍ଷକୁ…
ଡ. ଇତି ସାମନ୍ତ ହେଲେ ‘ୱାଜା ଓଡ଼ିଶା’ ଅଧ୍ୟକ୍ଷା
ଭୁବନେଶ୍ୱର,୧୦ା୭(ବ୍ୟୁରୋ): ଲେଖକ-ସାମ୍ବାଦିକଙ୍କ ପ୍ରଥମ ଜାତୀୟ ସ୍ତରୀୟ ମିଳିତ ମଞ୍ଚ ‘ରାଇଟର୍ସ ଆଣ୍ଡ୍ ଜର୍ନାଲିଷ୍ଟ ଆସୋସିଏଶନ୍ ଅଫ୍ ଇଣ୍ଡିଆ (ଓ୍ବାଜା ଇଣ୍ଡିଆ)’ର ଓଡ଼ିଶା ପ୍ରଦେଶ ଅଧ୍ୟକ୍ଷା ଭାବେ ବିଶିଷ୍ଟ ଲେଖିକା, ସାମାଜିକ କର୍ମୀ, ଉଦ୍ୟୋଗୀ ତଥା ‘କାଦମ୍ବିନୀ’ର ସମ୍ପାଦିକା ଡ. ଇତି ସାମନ୍ତ…
ଭୁବନେଶ୍ୱରରୁ ୫ଜଣଙ୍କୁ ଗିରଫ କଲା ହାଇଦ୍ରାବାଦ ପୋଲିସ
ଭୁବନେଶ୍ୱର,୧୦ା୭(ବ୍ୟୁରୋ): ଓଡ଼ିଶାରୁ ଅପରେଟ ହେଉଛି ସାଇବର ଠକେଇ ର଼୍ୟାକେଟ। ହାଇଦ୍ରାବାଦ ପୋଲିସ ଭୁବନେଶ୍ୱରରୁ ୫ଜଣଙ୍କୁ ଗିରଫ କରିବା ପରେ ଘଟଣା ପଦାକୁ ଆସିଛି। ମାନାପୁରମ୍ ଫାଇନାନ୍ସ ସଂସ୍ଥାରୁ ୩୦ଲକ୍ଷ ଟଙ୍କା ଠକେଇ ଘଟଣାରେ ଓଡ଼ିଶା ଲିଙ୍କ୍ ଥିବା ଜାଣିବା ପରେ ହାଇଦ୍ରାବାଦ…

