ମେଟ୍ରୋ

୩୨ ପ୍ରସ୍ତାବକୁ ଅନୁମୋଦନ

ଭୁବନେଶ୍ୱର,୧୮ା୫(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୁଧବାର ସନ୍ଧ୍ୟାରେ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଭର୍ଚୁଆଲ ମୋଡ୍‌ରେ ଅନୁଷ୍ଠିତ ହୋଇଛି। ଏହି ବୈଠକ ୩୨ ମିନିଟ୍‌ରେ ଶେଷ ହୋଇଥିବା ବେଳେ ଏଥିରେ ମୋଟ୍‌ ୩୨ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ରାଜ୍ୟ…

ରାଜ୍ୟରୁ ସୁସ୍ଥ ହେଲେ ଆଉ ୧୫ ଆକ୍ରାନ୍ତ

ଭୁବନେଶ୍ୱର,୧୮ା୫(ବ୍ୟୁରୋ): ରାଜ୍ୟରୁ ବୁଧବାର ଆଉ ୧୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍‌ ୧୨,୭୯,୦୪୦ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି। ଏନେଇ ଟୁଇଟ୍‌ ଯୋଗେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା…

ରାଜ୍ୟରେ ଚିହ୍ନଟ ହେଲେ ୧୩ ପଜିଟିଭ୍‌

ଭୁବନେଶ୍ୱର,୧୮।୫(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୩ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୮୩୨୭ ଜଣକୁ ବୃଦ୍ଧି ପାଇଛି । ଏ ନେଇ ରାଜ୍ୟ ସୂଚନା ଓ ଲୋକ…

ମୁହଁ ଖୋଲିଲେ ନବବିବାହିତା

ଭୁବନେଶ୍ୱର, ୧୮।୫(ବ୍ୟୁରୋ): ସର୍ବସମ୍ମୁଖରେ ସ୍ବାମୀଙ୍କୁ ଚାପୁଡା ମାରି ଭିଣୋଇଙ୍କ ସହ ଜଣେ ନବବିବାହିତା ଫେରାର ହେବା ଘଟଣା ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଛି। ଶ୍ରୀଲିଙ୍ଗରାଜ ମନ୍ଦିର ନିକଟରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଥିବାବେଳେ ସ୍ବାମୀ ବଳରାମ ସାହୁ ସ୍ତ୍ରୀ ଓ…

କୁଆଖାଇରେ ବୃହତ୍‌ ଆନିକଟ ନିର୍ମାଣ ହେଉ

ଭୁବନେଶ୍ୱର, ୧୮।୫ (ବ୍ୟୁରୋ): ମିଳିତ ଜାତିସଂଘ ପକ୍ଷରୁ ୨୦୧୪-୧୫ରେ ହୋଇଥିବା ଏକ ଅଧ୍ୟୟନରୁ ଭୁବନେଶ୍ବର ଚତୁଃପାର୍ଶ୍ୱରେ ମରୁଭୂମିର ଆଭାସ ସ୍ପଷ୍ଟ ହେଉଛି। ଏଠାରେ ବର୍ଷା ଋତୁ ବ୍ୟତୀତ ଅନ୍ୟ ସମୟରେ ମାଟି ଉପରୁ ୫ରୁ ୬ଫୁଟ ତଳ ପର୍ଯ୍ୟନ୍ତ ଜଳୀୟ ଅଂଶ…

ପିସିସିଏମଫ୍‌ ବନ୍ୟପ୍ରାଣୀଙ୍କ ଇସ୍ତଫା ଦାବି ତେଜିଲା

ଭୁବନେଶ୍ୱର, ୧୮।୫(ବ୍ୟୁରୋ): ଚନ୍ଦକାରେ ନନ୍ଦନକାନନର ପୋଷା ହାତୀ ‘ନନ୍ଦ’ର ମୃତ୍ୟୁକୁ ନେଇ ଥମୁନି ବିବାଦ। ପରିଚାଳନାଗତ ତ୍ରୁଟି ଯୋଗୁ ହାତୀଟିର ମୃତ୍ୟୁ ହୋଇଥିବା କୁହାଯାଉଥିବାବେଳେ ପିସିସିଏଫ୍‌ ବନ୍ୟପ୍ରାଣୀଙ୍କ ଇସ୍ତଫା ଦାବି କରିଛନ୍ତି ବନ୍ୟପ୍ରାଣୀ ବିଶେଷଜ୍ଞ। ନନ୍ଦକୁ ମସ୍ତ ଆସିଲେ ଟ୍ରାଙ୍କୁଲାଇଜ କରି…

ବଢ଼ୁଛି ପାରିବାରିକ ହତ୍ୟା

ସତ୍ୟଜିତ୍‌ ରାଉତ ଭୁବନେଶ୍ୱର, ୧୮।୫(ବ୍ୟୁରୋ): ପରିବାରରେ ପରସ୍ପର ମଧ୍ୟରେ ଭଲପାଇବା ଓ ସ୍ନେହଶ୍ରଦ୍ଧା ରହିଲେ ସମ୍ପର୍କ ଦୃଢ଼ ହୋଇଥାଏ। କେହି କୌଣସି ସମସ୍ୟାରେ ପଡ଼ିଲେ ପରିବାରର ଅନ୍ୟ ସଦସ୍ୟମାନେ ତାଙ୍କ ପାଖରେ ଛିଡ଼ା ହୋଇ ସହଯୋଗର ହାତ ବଢ଼ାନ୍ତି। ହେଲେ ଏବେ…

ଆଜି କ୍ୟାବିନେଟ୍‌

ଭୁବନେଶ୍ୱର,୧୮ା୫(ବ୍ୟୁରୋ): ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ ବୁଧବାର ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ। ଏଥିରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ କ୍ୟାବିନେଟ୍‌ ଅନୁମୋଦନ ମିଳିବ। ନିର୍ଦ୍ଦିଷ୍ଟ ଭାବେ କେଉଁ କେଉଁ ଏଜେଣ୍ଡା କ୍ୟାବିନେଟ୍‌ ବୈଠକରେ ରହିଛି, ସେ…

ମେ ଶେଷ ସୁଦ୍ଧା ଅଧିକ ସ୍କୁଲ ରୂପାନ୍ତରଣ କାର୍ଯ୍ୟ ସମ୍ପୂର୍ଣ୍ଣ କର: ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର,୧୮ା୫(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ତ୍ୱରାନ୍ବିତ ହୋଇଛି। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରୁ ଏହା ଜଣାପଡ଼ିଛି। ଲୋକସେବା ଭବନରୁ ଡିଜିଟାଲ ମୋଡ୍‌ରେ…

ପର୍ଯ୍ୟଟକଙ୍କ ଆକର୍ଷଣ ତାରାତାରିଣୀଙ୍କ ଭବ୍ୟ ଆଦିପୀଠ

ଜିତେନ୍ଦ୍ର କୁମାର ନାୟକ ତାରାତାରିଣୀ ପୀଠ, ୧୮।୫: ଶିବ ପୁରାଣରେ ବର୍ଣ୍ଣନା କରାଯାଇଛି ଯେ, ସତୀଙ୍କ ମୃତଦେହକୁ ଶିବ କାନ୍ଧରେ ପକାଇ ସମଗ୍ର ଭାରତ ବୁଲୁଥିବା ବେଳେ ବିଭିନ୍ନ ସ୍ଥାନରେ ମା’ଙ୍କ ଶରୀରର କିଛି ଅଂଶ ପଡ଼ିଥିଲା। ସେଥିମଧ୍ୟରୁ ୪ ସ୍ଥାନକୁ…

୮୨ ଜଣଙ୍କ ନାଁ ସଙ୍ଗିନ ଅପରାଧ

ଭୁବନେଶ୍ୱର,୧୮ା୫(ବ୍ୟୁରୋ): ବିଭିନ୍ନ ଅପରାଧରେ ସମ୍ପୃକ୍ତ ଥିବା ବ୍ୟକ୍ତି ଜନପ୍ରତିନିଧି ଭାବେ ନିର୍ବାଚନ ମଇଦାନକୁ ଓହ୍ଲାଉଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ବିଜୟୀ ହୋଇ ଜନପ୍ରତିନିଧି ଭାବେ ପ୍ରଶାସନ କ୍ଷେତ୍ରରେ ସିଧାସଳଖ ସାମିଲ ହେଉଛନ୍ତି। ଗତ ଫେବୃୟାରୀରେ ହୋଇଥିବା ପଞ୍ଚାୟତ ନିର୍ବାଚନରେ ସତ୍ୟପାଠ ତର୍ଜମା…

ତଦନ୍ତ ପାଇଁ ଭିଜିଲାନ୍ସକୁ ଲୋକାୟୁକ୍ତଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର, ୧୮।୫(ବ୍ୟୁରୋ): କୃଷି ଯନ୍ତ୍ରାଂଶ ସବ୍‌ସିଡି ହଡ଼ପ ଘଟଣାର ତଦନ୍ତ ପାଇଁ ଭିଜିଲାନ୍ସକୁ ନିର୍ଦ୍ଦେଶ ଦେଇଛନ୍ତି ଲୋକାୟୁକ୍ତ। ଜୁଲାଇ ୧୫ ମଧ୍ୟରେ ଆବଶ୍ୟକ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ ଭିଜିଲାନ୍ସ ନିର୍ଦ୍ଦେଶକଙ୍କୁ ଲୋକାୟୁକ୍ତ ଗତ ୧୩ ତାରିଖରେ ନିର୍ଦ୍ଦେଶ ଦେଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?