ମେଟ୍ରୋ

ଏବେଠୁ ରାଜ୍ୟରେ ପାରଦ ଉପରମୁହାଁ: ୪୦ ଡିଗ୍ରୀ ଉପରେ ୩ ସହର

ଭୁବନେଶ୍ୱର,୧୬ା୩(ବ୍ୟୁରୋ)-ରାଜ୍ୟରେ ଆରମ୍ଭ ହୋଇଛି ପ୍ରବଳ ଗ୍ରୀଷ୍ମ ପ୍ରବାହ। ଦିନକୁ ଦିନ ତାପମାତ୍ରା ବୃଦ୍ଧି ସହିତ ପ୍ରବଳ ଉତ୍ତାପ ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି। ବୁଧବାର ରାଜ୍ୟର ୩ଟି ସହରରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍‌ ରେକର୍ଡ କରାଯାଇଥିବା ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ…

ଇସ୍ତଫା ଦେବେ କି ନିରଞ୍ଜନ!

ଭୁବନେଶ୍ୱର,୧୬ା୩(ବ୍ୟୁରୋ): କଂଗ୍ରେସ ୫ ରାଜ୍ୟର ବିଧାନସଭା ନିର୍ବାଚନରେ ଅମାନତ ହାରିବା ପରେ ଆକ୍ସନ ମୋଡ୍‌କୁ ଆସିଛି ଏଆଇସିସି। ଏହି ରାଜ୍ୟଗୁଡ଼ିକର ସଭାପତିମାନେ ଇସ୍ତଫା ଦେବାକୁ ଏଆଇସିସି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ପଞ୍ଜାବ ପିସିସି ସଭାପତି ନବଜ୍ୟୋତି ସିଂ ସିଦ୍ଧୁ ଇସ୍ତଫା ଦେଇ…

ଆଉ ୬ ଅଧିକାରୀଙ୍କୁ ବିଦା କଲେ ରାଜ୍ୟ ସରକାର

ଭୁବନେଶ୍ୱର,୧୬।୩(ବ୍ୟୁରୋ): ରାଜ୍ୟ ସରକାର ଆଉ ୬ ଜଣ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି। କଠୋର କାର୍ଯ୍ୟାନୁଷ୍ଠାନସ୍ବରୂପ ବିଦା ହୋଇଥିବା ଅଧିକାରୀଙ୍କ ମଧ୍ୟରେ ୩ ନିର୍ବାହୀ ଯନ୍ତ୍ରୀ, ଜଣେ ପୋଲିସ ଇନ୍ସପେକ୍ଟର ଅଛନ୍ତି। ସୂଚନାନୁଯାୟୀ, ନିର୍ବାହୀ ଯନ୍ତ୍ରୀ ସରୋଜ ଦାସ, ଦୟାନିଧି…

ଆକ୍ସନ ମୋଡରେ ବିଜେଡି: ୨ ନେତାଙ୍କୁ ଦଳରୁ ବିଦାକଲେ ସୁପ୍ରିମୋ

ଭୁବନେଶ୍ୱର,୧୬।୩(ବ୍ୟୁରୋ): ବିଜୁ ଜନତା ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଠମଲ୍ଲିକ ଏନଏସ୍‌ସିର ନିହାର ହୋତା ଓ ସନ୍ତୋଷ ହୋତାଙ୍କୁ ଦଳରୁ ନିଲମ୍ବନ କରିଛନ୍ତି । ଦଳ ବିରୋଧୀ କାର୍ଯ୍ୟ ପାଇଁ ଉଭୟଙ୍କୁ ନିଲମ୍ବନ କରାଯାଇଥିବା ଜଣାପଡ଼ିଛି। ଏ ନେଇ…

ଆଜି ନକଲି ଡାକ୍ତରଙ୍କ ପଲିଗ୍ରାଫ ଟେଷ୍ଟ

ଭୁବନେଶ୍ୱର,୧୬।୩(ବ୍ୟୁରୋ): ନକଲି ଡାକ୍ତର ରମେଶ ସ୍ବାଇଁଙ୍କ ବୁଧବାର ପଲିଗ୍ରାଫ ଟେଷ୍ଟ ହେବ । ପୋଲିସ ବିଭିନ୍ନ ଦିଗକୁ ନେଇ ସ୍ବତନ୍ତ୍ର ପ୍ରଶ୍ନ ତିଆରି କରିଛି । ସେ କିଭଳି ଠକେଇ କରୁଥିଲେ? ଏ ନେଇ ପରିବାର ଛଡ଼ା ଆଉ କେଉଁମାନେ ତାଙ୍କର…

ରାଜ୍ୟରେ ଆଜି ବି ୧୦୦ ତଳେ ପଜିଟିଭ ସଂଖ୍ୟା

ଭୁବନେଶ୍ୱର,୧୬।୩ : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୮୦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୨ ଜଣ ପିଲା ଅଛନ୍ତି। ସେହିପରି ୪୫ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୩୫ ଜଣ ସ୍ଥାନୀୟ ସଂକ୍ରମିତ…

ବୃତ୍ତିକୁ ବ୍ରତ ଭାବେ ଗ୍ରହଣ କରିଛି

ଟିମ୍‌ ଆଡ୍‌ମାର୍କର ପରିକଳ୍ପନା ଓ ଏହାର ଯାତ୍ରା କିଭଳି ଜାରି ରହିଛି? ରେଭେନ୍‌ଶା ମହାବିଦ୍ୟାଳୟରୁ ବାଣିଜ୍ୟରେ ଉଚ୍ଚଶିକ୍ଷା ଶେଷକଲା ପରେ ବାପାଙ୍କ ବ୍ୟବସାୟରେ ଯୋଗଦେଇ ଦେଖାଶୁଣା କରିବା ସହ ଅନେକ କାର୍ଯ୍ୟରେ ମଧ୍ୟ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବେ ଜଡ଼ିତ ରହିଲି।…

ଆଜିଠୁ ୧୨ରୁ ୧୪ବର୍ଷର ପିଲାଙ୍କୁ ଟିକା

ଭୁବନେଶ୍ୱର,୧୬।୩(ବ୍ୟୁରୋ): ସାରା ଦେଶରେ ବୁଧବାରଠାରୁ ୧୨ରୁ ୧୪ବର୍ଷ ବୟସର ପିଲାଙ୍କ କୋଭିଡ ଟିକାକରଣ ପ୍ରକ୍ରିୟା ଆରମ୍ଭ ହେବ। କେନ୍ଦ୍ର ସରକାରଙ୍କ ପରାମର୍ଶରେ ଓଡ଼ିଶାରେ ମଧ୍ୟ ଏହି ଟିକାକରଣ ପ୍ରକ୍ରିୟା ଆରମ୍ଭ ହେବ। ଏହି ବର୍ଗର ରାଜ୍ୟର ପ୍ରାୟ ୧୫.୨୧ଲକ୍ଷ ପିଲା କୋଭିଡ୍‌…

ଅସନ୍ତୁଷ୍ଟ ପ୍ରାର୍ଥୀଙ୍କ ପ୍ରତି ସମର୍ଥନ ବଢୁଛି

ଭୁବନେଶ୍ୱର,୧୬।୩(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ନିର୍ବାଚନରେ ବିଜେଡି ଅସନ୍ତୁଷ୍ଟ ପ୍ରାର୍ଥୀଙ୍କ ଉପରେ ସମସ୍ତଙ୍କ ନଜର ରହିଛି। ୩୫ ନମ୍ବର ଓ୍ବାର୍ଡରୁ ବିଜେଡି ଟିକେଟରୁ ବଞ୍ଚତ୍ତ ହୋଇ ସ୍ବାଧୀନ ପ୍ରାର୍ଥୀ ହୋଇଥିବା ସୁମିତା ସିଟ୍‌ଙ୍କୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି। ସୁମିତା…

ନେତାଙ୍କୁ ଦେଖିବାକୁ ମିଳୁନି

ଭୁବନେଶ୍ୱର, ୧୬।୩(ବ୍ୟୁରୋ): କଂଗ୍ରେସ ପରି ଭାଜପାର କେନ୍ଦ୍ରୀୟ ନେତାମାନେ ଏବେ ଓଡ଼ିଶା ଆସିବା ବନ୍ଦ କରିଦେଲେଣି। ଯିଏ ବି ଆସୁଛନ୍ତି କୌଣସି ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ଫେରିଯାଉଛନ୍ତି। ୨୦୧୪ ପରଠାରୁ ଭାଜପାର କେନ୍ଦ୍ରୀୟ…

ବିନା ଷ୍ଟାର୍‌ କ୍ୟାମ୍ପେନରରେ ପ୍ରଚାର

ଭୁବନେଶ୍ୱର, ୧୬।୩(ବ୍ୟୁରୋ): ରାଜ୍ୟରେ ପୌର ଭୋଟ୍‌ ଆସନ୍ତା ୨୪ ତାରିଖରେ ଅନୁଷ୍ଠିତ ହେବ। ୧୪ ତାରିଖରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇସାରିଛି। ପ୍ରଚାର ପାଇଁ ହାତରେ ମାତ୍ର ୭ଦିନ ରହିଲା। ତେଣୁ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)ର ମୋଟ ୬୭ଟି ଓ୍ବାର୍ଡରେ…

ଓଏଫ୍‌ଏସ୍‌, ଓଏଏସ୍‌ ଦମ୍ପତିଙ୍କ ୩.୯୪ କୋଟି ସମ୍ପତ୍ତି ଜବତ କଲା ଇଡି

ଭୁବନେଶ୍ୱର,୧୬।୩(ବ୍ୟୁରୋ)-ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଏବଂ ମନି ଲଣ୍ଡରିଂ ମାମଲାରେ ଓଡ଼ିଶା ଅର୍ଥନୈତିକ ସେବା (ଓଏଫ୍‌ଏସ୍‌) ଅଧିକାରୀ ନଳିନୀ ପୃଷ୍ଟି ଓ ତାଙ୍କ ସ୍ବାମୀ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍‌) ଅଧିକାରୀ ବିଜୟ କେତନ ସାହୁଙ୍କର ୩.୯୪ କୋଟି ଟଙ୍କାର ସମ୍ପତ୍ତିକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri