ନୋଟିସ ପରେ ବି ଗଡ଼ୁଛି ବକେୟା
ଭୁବନେଶ୍ୱର,୫।୮: ମନ୍ତ୍ରୀ, ନେତା ଓ ବରିଷ୍ଠ ପ୍ରଶାସକଙ୍କୁ ସୁବିଧାରେ ବିମାନ ସେବା ଯୋଗାଇଦେବାକୁ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି)ର ବ୍ୟବସ୍ଥା ରହିଛି। ଏହିକ୍ରମରେ ଯଦି କୌଣସି ମନ୍ତ୍ରୀ, ନେତା ଓ ପ୍ରଶାସକ ସରକାରୀ କାର୍ଯ୍ୟରେ ବିମାନ ଯାତ୍ରା କରନ୍ତି, ତେବେ ବିଭାଗୀୟ…
ସିବିଆଇ ଅଫିସରେ ମହିମାନନ୍ଦ ମିଶ୍ର
ଭୁବନେଶ୍ୱର,୫ା୮(ବ୍ୟୁରୋ): ବିଶିଷ୍ଟ ଶିଳ୍ପପତି ମହିମାନନ୍ଦ ମିଶ୍ର ଶୁକ୍ରବାର ଭୁବନେଶ୍ୱରସ୍ଥିତ ସିବିଆଇ ଅଫିସରେ ହାଜର ହୋଇଛନ୍ତି। ସିବିଆଇ କାହିଁକି ନୋଟିସ କରିଥିଲା, କ’ଣ ପାଇଁ ଡାକିଛି ମୁଁ ଜାଣି ନ ଥିବା କହିଛନ୍ତି ମହିମାନନ୍ଦ। ଆଇନ ଉପରେ ତାଙ୍କର ଯଥେଷ୍ଟ ଭରସା ଅଛି…
ଭାରତ-ବାଂଲାଦେଶ ଫାଇନାଲ ଆଜି
ଭୁବନେଶ୍ୱର,୫।୮ (କ୍ରୀଡ଼ା ପ୍ରତିନିଧି):କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ୨୦ ବର୍ଷରୁ କମ୍ ସାଫ୍ (ସାଉଥ ଏସିଆନ ଫୁଟବଲ ଫେଡେରେଶନ) ଫୁଟବଲ ଟୁର୍ନାମେଣ୍ଟର ଫାଇନାଲ ଶୁକ୍ରବାର ଭାରତ ଓ ବାଂଲାଦେଶ ମଧ୍ୟରେ ଅନୁଷ୍ଠିତ ହେବ। ରାତି ୭ଟାରେ ମ୍ୟାଚ ଆରମ୍ଭ ହେବ। ଗତ ସଂସ୍କରଣର…
କମୁଛି ସଂକ୍ରମଣ: ଆଜି ରାଜ୍ୟରୁ ୮୩୬ ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର,୫ା୮(ବ୍ୟୁରୋ): ରାଜ୍ୟରୁ ଶୁକ୍ରବାର ୮୩୬ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩,୧୭,୩୦୯ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୪୮୮ ଜଣ ଚିହ୍ନଟ ହୋଇଥିବା…
ଭୁବନେଶ୍ୱର, କଟକ ସ୍ବେରେଜ, ଡ୍ରେନ୍ ଅବସ୍ଥା ସଙ୍ଗିନ
ଭୁବନେଶ୍ୱର,୫ା୮(ବ୍ୟୁରୋ): ଭୁବନେଶ୍ୱର, କଟକ ମହାନଗର ନିଗମରେ ଡ୍ରେନ୍ ଓ ସ୍ବେରେଜ ଅବସ୍ଥା ସଙ୍ଗିନ୍। ଦୀର୍ଘ ବର୍ଷ ଧରି ସ୍ବେରେଜ କାର୍ଯ୍ୟ ଚାଲୁଥିବା ବେଳେ ମୁକୁଳା ଡ୍ରେନ୍ ଜୀବନ ନେଉଛି। ଏପରିକି କେତେକ ସ୍ଥାନରେ ଡ୍ରେନ୍ ଉପରେ ବେଆଇନ ନିର୍ମାଣ ଯୋଗୁ ଜଳ…
ନିୟମିତ ପାଇବେ କଳାକାର: ଭୁବନେଶ୍ୱରରୁ ଯିବ ଭତ୍ତା ଟଙ୍କା
ଭୁବନେଶ୍ୱର,୫ା୮(ବ୍ୟୁରୋ): ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ରାଜ୍ୟର କଳାକାରମାନଙ୍କୁ ଦିଆଯାଉଥିବା ଭତ୍ତା ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତର (ଡିବିଟି) ମାଧ୍ୟମରେ ପ୍ରଦାନ କରାଯିବ। ରାଜ୍ୟସ୍ତରରୁ ସିଧାସଳଖ କଳାକାରଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯିବ। ସମସ୍ତ କଳାକାରଙ୍କୁ ପ୍ରତ୍ୟେକ ମାସରେ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ…
୬ରୁ ମୁଖ୍ୟମନ୍ତ୍ରୀଙ୍କ ୩ ଦିନିଆ ଦିଲ୍ଲୀ ଗସ୍ତ
ଭୁବନେଶ୍ବର,୫ା୮(ବ୍ୟୁରୋ): ଆସନ୍ତା ୬ତାରିଖରେ ୩ ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ଆସନ୍ତା ୭ରେ ବିଜ୍ଞାନ ଭବନ ପରିସରରେ ହେବାକୁ ଥିବା ନୀତି ଆୟୋଗ ୭ମ ପରିଚାଳନା ପରିଷଦ ବୈଠକରେ ମୁଖ୍ୟମନ୍ତ୍ରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସେହିପରି ୬ ତାରିଖ…
୨୨୫୩.୧୫ କୋଟିରେ ହେବ ୧୧ ପ୍ରକଳ୍ପ
ଭୁବନେଶ୍ବର,୫ା୮(ବ୍ୟୁରୋ): ରାଜ୍ୟରେ ଖୁବ୍ଶୀଘ୍ର ୧୧ ନୂଆ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବ। ଏଥିରେ ମୋଟ ୨୨୫୩.୧୫ କୋଟି ଟଙ୍କାର ପୁଞ୍ଜିନିବେଶ କରାଯିବ। ପ୍ରକଳ୍ପଗୁଡ଼ିକରେ ମୋଟ୍ ୩,୮୧୭ ଜଣଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ମିଳିବ। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ…
ଓଡ଼ିଶା ବଜାରରେ ‘ନ୍ୟୁ ଟିଭିଏସ୍ ରୋନିନ୍’
ଭୁବନେଶ୍ୱର,୫।୮:ଦେଶର ପ୍ରମୁଖ ଦୁଇ ଓ ତିନି ଚକିଆ ଯାନ ନିର୍ମାତା ‘ଟିଭିଏସ୍ ମୋଟର’ ପକ୍ଷରୁ ଓଡ଼ିଶା ବଜାରରେ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ରେଟ୍ରୋ ମୋଟର ସାଇକେଲ ‘ନ୍ୟୁ ଟିଭିଏସ୍ ରୋନିନ୍’କୁ ଗୁରୁବାର ସ୍ଥାନୀୟ ଖଣ୍ଡଗିରିର ଏକ ହୋଟେଲ ପରିସରରେ ଉନ୍ମୋଚନ କରାଯାଇଛି।…
କେୟାର ହସ୍ପିଟାଲରେ ଅସ୍ଥି, ଖଞ୍ଜା ଦିବସ
ଭୁବନେଶ୍ୱର,୫।୮:ରାଜ୍ୟର ପ୍ରମୁଖ ଘରୋଇ ଚିକିତ୍ସାଳୟ ‘କେୟାର ହସ୍ପିଟାଲ’ ପକ୍ଷରୁ ନ୍ୟାସନାଲ ବୋନ ଆଣ୍ଡ ଜଏଣ୍ଟ ବା ଜାତୀୟ ଅସ୍ଥି ଓ ଖଞ୍ଜା ଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆଣ୍ଠୁ ପ୍ରତିରୋପଣ କରିଥିବା ୨୦ରୁ ଉର୍ଦ୍ଧ୍ୱ ରୋଗୀ…
ଘରେ ବସି ହ୍ବାଟ୍ସଆପ୍ ଜରିଆରେ ଡାକଘରୁ ଅର୍ଡର କରିପାରିବେ ତ୍ରିରଙ୍ଗା
ଭୁବନେଶ୍ୱର,୪ା୮(ବ୍ୟୁରୋ): ଦେଶରେ ଆଜାଦୀ କା ଅମୃତ ମହୋତ୍ସବ ପାଳନ ହେଉଥିବା ବେଳେ ଏହାକୁ ସ୍ମରଣୀୟ କରିବା ପାଇଁ ୧୩ରୁ ୧୫ ଅଗଷ୍ଟ ୩ଦିନ ପର୍ଯ୍ୟନ୍ତ ଘରେ ଜାତୀୟ ପତାକା ଉତ୍ତୋଳନ କରିବା ପାଇଁ ସରକାର ଭାରତବର୍ଷର ସମସ୍ତ ନାଗରିକଙ୍କୁ ନିବେଦନ କରିଛନ୍ତି।…
ଖୋଲିଲା ମାର୍କେଟ ବିଲ୍ଡିଂ
ଭୁବନେଶ୍ୱର,୪।୮(ବ୍ୟୁରୋ): ୪ ଦିନ ପରେ ୟୁନିଟ-୨ ମାର୍କେଟ ବିଲ୍ଡିଂ ଗୁରୁବାର ଖୋଲିଛି।ଦୁଇ ଗୋଷ୍ଠୀ ବ୍ୟବସାୟୀଙ୍କ ମଧ୍ୟରେ ବିବାଦ ଯୋଗୁ ଗତ ରବିବାର ସାରୁ ମାର୍କେଟ ବନ୍ଦ ରହିଥିଲା। ସୂଚନାନୁସାରେ, ମାର୍କେଟ ଭିତରୁ ଉଠାଦୋକାନୀଙ୍କୁ ସମ୍ପୂର୍ଣ୍ଣ ଉଠାଇଦେବାକୁ ସଂଘ ପକ୍ଷରୁ ଦାବି ହୋଇଥିଲା।…
Archives


