ସହଯୋଗ କରିବେ ୬୬୨ ବର୍ଗ ଅଧ୍ୟାପକ
ଭୁବନେଶ୍ୱର, ୧।୩(ବ୍ୟୁରୋ): ୬୬୨ବର୍ଗ ଅଧ୍ୟାପକଙ୍କ ଆନ୍ଦୋଳନ ଯୋଗୁ ଯୁକ୍ତ୨ ପରୀକ୍ଷା ପରିଚାଳନା ନେଇ ସୃଷ୍ଟି ହୋଇଥିବା ଦ୍ୱନ୍ଦ୍ୱ ଦୂର ହୋଇଛି। ଛାତ୍ରୀଛାତ୍ରଙ୍କ ସ୍ବାର୍ଥ ଦୃଷ୍ଟିରୁ ସର୍ତ୍ତମୂଳକ ଭାବେ ପରୀକ୍ଷା ପରିଚାଳନାରେ ସହଯୋଗ କରିବ ବୋଲି ୬୬୨ ବର୍ଗ ଅଧ୍ୟାପକ ସଂଘ କହିଛି।…
୩ ବର୍ଷରେ ୨୪୫ ହାତୀ ମୃତ
ଭୁବନେଶ୍ୱର,୧ା୩(ବ୍ୟୁରୋ): ଗତ ୩ ବର୍ଷ(୨୦୧୯-୨୦ରୁ ୨୦୨୧-୨୨) ମଧ୍ୟରେ ରାଜ୍ୟରେ ୨୪୫ ହାତୀଙ୍କର ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରୁ ୬ଟି ହାତୀ ଶିକାରୀ ଗୁଳିରେ ପ୍ରାଣ ହରାଇଛନ୍ତି। ଏହି ସମୟ ଭିତରେ ୪୭ଜଣ ଗିରଫ ହୋଇଛନ୍ତି। ଶାସକ ସଭ୍ୟ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଲିଖିତ…
ଇନ୍ଷ୍ଟିଚ୍ୟୁଟ ଅଫ୍ ଫିଜିକ୍ସରେ ଜାତୀୟ ବିଜ୍ଞାନ ଦିବସ
ଭୁବନେଶ୍ୱର,୧।୩(ବ୍ୟୁରୋ): ଇନ୍ଷ୍ଟିଚ୍ୟୁଟ ଅଫ୍ ଫିଜିକ୍ସ ପକ୍ଷରୁ ଶୁକ୍ରବାର ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ୧୨୦ ସ୍କୁଲରୁ ୧୦୦୦ ଜଣ ଛାତ୍ରୀଛାତ୍ର ଯୋଗଦେଇଥିଲେ। ୨୦ଟି ଷ୍ଟଲ ଆୟୋଜିତ ହୋଇଥିଲା। ଚଳିତବର୍ଷର ‘ଥିମ୍ ଥିଲା ଗ୍ଲୋବାଲ ସାଇନ୍ସ ଫର୍ ଗ୍ଲୋବାଲ ୱେଲ୍ବିଙ୍ଗ୍’।…
ନଷ୍ଟ ହୋଇଗଲାଣି ବାଉଁଶ ବ୍ୟାରିକେଡ୍
ଭୁବନେଶ୍ୱର, ୨୯।୨(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରର ସ୍ମାର୍ଟ ଜନପଥକୁ ଅଧିକ ସୁନ୍ଦର କରିବା ଉଦ୍ଦେଶ୍ୟରେ ମେଡିଆନ୍ରେ ପରିବେଶ ଅନୁକୂଳ ବାଉଁଶ ବ୍ୟାରିକେଟ୍ ଲଗାଯାଇଥିଲା। ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍ (ବିଏସ୍ସିଏଲ୍) ପକ୍ଷରୁ ଶିଶୁ ଭବନ ଛକଠାରୁ ବାଣୀବିହାର (୩.୯ କିଲୋମିଟର) ପର୍ଯ୍ୟନ୍ତ ବ୍ୟାରିକେଡ୍ କରାଯାଇଥିଲା।…
ଏପ୍ରିଲରୁ ଜୁନ୍ ୧୫ଯାଏ ଖରାରେ କାମ ମନା
ଭୁବନେଶ୍ୱର, ୧ା୩(ବ୍ୟୁରୋ): ଚଳିତ ବର୍ଷ ଏପ୍ରିଲରେ ରୌଦ୍ରତାପ ବୃଦ୍ଧି ପାଇବାକୁ ଥିବାରୁ ଗ୍ରୀଷ୍ମଋତୁରେ ଅଂଶୁଘାତ ହେବାର ଆଶଙ୍କା ରହିଛି। ତେଣୁ ରାଜ୍ୟ ଶ୍ରମ ବିଭାଗ ଶ୍ରମିକମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଏପ୍ରିଲରୁ ଜୁନ୍ ୧୫ତାରିଖ ପର୍ଯ୍ୟନ୍ତ ଶ୍ରମିକଙ୍କୁ ଖରାରେ…
ଗ୍ରହ ମିଳନ: ଆଜି ଶୁକ୍ର, ବୃହସ୍ପତି ନିକଟତର ଦେଖାଯିବ
ଭୁବନେଶ୍ୱର,୧।୩(ବ୍ୟୁରୋ): ଦୁଇ ଉଜ୍ଜ୍ୱଳ ଗ୍ରହ ଶୁକ୍ର ଏବଂ ବୃହସ୍ପତି ବୁଧବାର ସନ୍ଧ୍ୟାରେ ଖୁବ୍ ନିକଟତର ଦେଖାଯିବ। ଫେବୃୟାରୀ ଶେଷ ସପ୍ତାହରେ ସବୁଦିନ ସନ୍ଧ୍ୟାରେ ପ୍ରାୟ ଏକଘଣ୍ଟା ଧରି ଏହି ଦୁଇ ଉଜ୍ଜ୍ୱଳ ଗ୍ରହ ପଶ୍ଚିମ ଆକାଶରେ ପାଖାପାଖି ଦେଖାଯାଉଥିଲେ। ଯାହାକୁ ଖାଲି…
ଗାନ୍ଧୀମାର୍ଗ ରଣକ୍ଷେତ୍ର, ବିଧାନସଭା ଅଚଳ
ଭୁବନେଶ୍ୱର,୧ା୩(ବ୍ୟୁରୋ): ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାକୁ ଇତିମଧ୍ୟରେ ମାସେ ପୂରିଥିବାବେଳେ ସରକାର ହତ୍ୟାର କାରଣ ଜାଣିବାରେ ବିଫଳ ହୋଇଛନ୍ତି। ଏହି ପ୍ରସଙ୍ଗକୁ ନେଇ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ବିଧାନସଭାରେ ତୁମ୍ବିତୋଫାନ ଚାଲିଥିବାବେଳେ ରାଜ୍ୟରେ ଆଇନଶୃଙ୍ଖଳା, ଅରାଜକତା ଓ କୁଶାସନ ବିରୋଧରେ…
ଆସନ୍ତାକାଲିଠାରୁ ଯୁକ୍ତ ୨ ପରୀକ୍ଷା, ସାଢ଼େ ୧୦ଟା ପରେ ପହଞ୍ଚିଲେ ମିଳିବନି ପ୍ରବେଶ ଅନୁମତି
ଭୁବନେଶ୍ୱର, ୨୮।୨(ବ୍ୟୁରୋ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ଦ୍ବାରା ପରିଚାଳିତ ଯୁକ୍ତ୨ ପରୀକ୍ଷା ବୁଧବାରଠାରୁ ଆରମ୍ଭ ହେବ। ଦୁଇଟି ପର୍ଯ୍ୟାୟରେ ଏପ୍ରିଲ ୫ ତାରିଖ ପର୍ଯ୍ୟନ୍ତ ଏହି ପରୀକ୍ଷା ଚାଲିବ। ୩୦ମିନିଟ ପୂର୍ବରୁ ଛାତ୍ରୀଛାତ୍ରମାନେ ହଲ୍ରେ ବସିବେ। ପୂର୍ବାହ୍ନ ୧୦ଟାରେ…
ନିକୁଞ୍ଜ ଧଳ ହେଲେ ନୂଆ ଏସ୍ଆର୍ସି
ଭୁବନେଶ୍ୱର,୨୮।୨(ବ୍ୟୁରୋ): ବରିଷ୍ଠ ଆଇଏଏସ୍ ଅଫିସର ନିକୁଞ୍ଜ ବିହାରୀ ଧଳଙ୍କୁ ଓଡ଼ିଶାର ନୂତନ ସ୍ବତନ୍ତ୍ର ରିଲିଫ କମିଶନର(ଏସ୍ଆର୍ସି) ଭାବେ ରାଜ୍ୟ ସରକାର ନିଯୁକ୍ତି ଦେଇଛନ୍ତି। ଏନେଇ ମଙ୍ଗଳବାର ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ତେବେ ପ୍ରଦୀପ ଜେନା ମୁଖ୍ୟ…
ଜନପ୍ରିୟ ବିଜ୍ଞାନ ରଚନା ଲାଗି ମାୟାଧର ସ୍ବାଇଁ ପାଇଲେ ଜାତୀୟ ପୁରସ୍କାର
ଭୁବନେଶ୍ୱର(ବ୍ୟୁରୋ)/ନୂଆଦିଲ୍ଲୀ,୨୮।୨: ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ମଙ୍ଗଳବାର ଜାତୀୟ ବିଜ୍ଞାନ ଦିବସ ପାଳନ ଅବସରରେ ଜନପ୍ରିୟ ବିଜ୍ଞାନ ରଚନା ଲାଗି ଇଂ. ମାୟାଧର ସ୍ବାଇଁଙ୍କୁ ଭାରତ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡ. ଜିତେନ୍ଦ୍ର ସିଂହ ୨୦୨୨ ଲାଗି ଜାତୀୟ ପୁରସ୍କାର…
ପିଡିଏସ୍ ଚାଉଳରେ ଅପମିଶ୍ରଣ ଖବରର ତଦନ୍ତ କରାନ୍ତୁ
ଭୁବନେଶ୍ବର, ୨୮ା୨(ବ୍ୟୁରୋ):ରାଜ୍ୟରେ ବଣ୍ଟନ ହେଉଥିବା ପିଡିଏସ୍ ଚାଉଳ ଅପମିଶ୍ରିତ ହେବା ଖବରର ତୁରନ୍ତ ତଦନ୍ତ କରିବା ଆବଶ୍ୟକତା ଅଛି। ଏହାସହ ପୁଷ୍ଟିଯୁକ୍ତ ଚାଉଳର ବଣ୍ଟନ ବିଷୟରେ ଜନସାଧାରଣଙ୍କୁ ଅବଗତ କରିବା ପାଇଁ ଯଥାଶୀଘ୍ର ପଦକ୍ଷେପ ନେବାକୁ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲଙ୍କୁ ଚିଠି…
ଆଜି ବିଧାନସଭା ଘେରିବ ଭାଜପା, ରାଜଭବନ ଆଗରେ ବିଜେଡିର ପ୍ରତିବାଦ
ଭୁବନେଶ୍ବର, ୨୮ା୨(ବ୍ୟୁରୋ):ପୁଣି ରାସ୍ତାରେ ପରସ୍ପର ବିରୋଧରେ ଗୋହି ଖୋଳାଖୋଳି ହେବେ ଉଭୟ ବିଜେଡି ଏବଂ ଭାଜପା। ଗୋଟିଏ ପଟେ ନବ ଦାସ ହତ୍ୟାକାଣ୍ଡ ଏବଂ ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ନେଇ ଭାଜପା ଯୁବମୋର୍ଚ୍ଚା ବିଧାନସଭା ଘେରାଉ ଡାକରା ଦେଇଥିବା ବେଳେ…
Archives


