ମେଟ୍ରୋ

ନକଲି ମହାପ୍ରସାଦକୁ ନେଇ ଚିନ୍ତା

ମହାପ୍ରଭୁଙ୍କ ଅବଢ଼ା ନାଁ ଶୁଣିଦେଲେ ମନରେ ଭରିଯାଏ ଭକ୍ତି। ଟିକେ ମହାପ୍ରସାଦ ପାଇଗଲେ ଜୀବନ ଧନ୍ୟ ହୋଇଯିବା ଭଳି ମନେ ହୁଏ। ହେଲେ ମହାପ୍ରସାଦ ବି ନକଲି ପ୍ରସ୍ତୁତ ହେବା ସହ ବିକ୍ରି ହେଉଥିବା ଅଭିଯୋଗ ଉଠିଛି। ଶ୍ରୀମନ୍ଦିରରେ ଯେପରି ଅନ୍ନ,…

ସୋନପୁର ଜିଲା ବିଜେଡି କମିଟି ପୁନର୍ଗଠିତ

ଭୁବନେଶ୍ୱର,୧୬ା୬(ଅନିଲ ଦାସ)-ସୋନପୁର ଜିଲା ବିଜେଡି କମିଟିର ପୁନର୍ଗଠନ କରାଯାଇଛି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଜିଲା ସମେତ ବିଭିନ୍ନ ବ୍ଲକ,ଏନ୍‌ଏସି, ମ୍ୟୁନିସିପାଲିଟିରେ ସଭାପତିଙ୍କୁ ନିଯୁକ୍ତି ଦିଆଯାଇଛି। ଏ ନେଇ ଶୁକ୍ରବାର ଦଳ ପକ୍ଷରୁ ପ୍ରେସ୍‌ ବିଜ୍ଞପ୍ତି…

ରଥଯାତ୍ରା ପାଇଁ ପୁରୀକୁ ଚାଲିବ ୧୫ ସ୍ପେଶାଲ ଟ୍ରେନ୍‌

ଭୁବନେଶ୍ୱର,୧୬।୬(ଅଭିଜିତ ଦାସ): ଆସନ୍ତା ୨୦ ତାରିଖରେ ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା। ଏଥିପାଇଁ ପୂର୍ବତଟ ରେଳପଥ ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରୁ ପୁରୀକୁ ୧୫ଟି ସ୍ପେଶାଲ ଟ୍ରେନ୍‌ ଚଳାଚଳ ଲାଗି ବ୍ୟବସ୍ଥା କରାଯାଇଛି। ୦୮୯୦୭ ପାରାଦୀପ-ପୁରୀ ସ୍ପେଶାଲ, ୦୮୦୧୯ ଅନୁଗୋଳ-ପୁରୀ ସ୍ପେଶାଲ,…

୨୧ରେ ଖୋଲିବ ସ୍କୁଲ

ଭୁବନେଶ୍ୱର,୧୬ା୬(ଅନୁରାଧା ମହାରଣା): ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ବିଦ୍ୟାଳୟ ଆସନ୍ତା ୨୧ ତାରିଖରେ ଖୋଲିବ। ଏନେଇ ଶୁକ୍ରବାର ରାଜ୍ୟ ସରକାର ପରିବର୍ତ୍ତିତ ନିର୍ଦ୍ଦେଶନାମା ଜାରି କରିଛନ୍ତି। ରାଜ୍ୟରେ ଉଚ୍ଚ ତାପମାତ୍ରା ସହ ଗ୍ରୀଷ୍ମ ପ୍ରବାହ କାରଣରୁ…

ସ୍ମୃତିରଞ୍ଜନ ଲେଙ୍କା ଆଇଓ୍ବାଇସିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ

ଭୁବନେଶ୍ବର, ୧୬ା୬(ସୁନିତ୍‌ ମିଶ୍ର): ପ୍ରଦେଶ ଯୁବ କଂଗ୍ରେସ ପାଇଁ ଓଡ଼ିଶାରେ ଭୋଟିଂ ପ୍ରକ୍ରିୟା ସରିଯାଇଛି। ଦଳୀୟ ସୂତ୍ରରୁ ଯାହା ଜଣାପଡ଼ିଛି ଚଳିତ ମାସ ଶେଷ ସୁଦ୍ଧା ଏହାର କାଉଣ୍ଟିଂ ଶେଷ ହୋଇଯିବ। ତେବେ ଏହା ପୂର୍ବରୁ ଓଡ଼ିଶା ଯୁବକଂଗ୍ରେସ ସଭାପତି ସ୍ମୃତିରଞ୍ଜନ…

୨୦ ମିନିଟ୍‌ରେ ସମସ୍ୟା କହିଲେ ତାରା

ଭୁବନେଶ୍ବର, ୧୬ା୬(ସୁନିତ୍‌ ମିଶ୍ର): ଦିନକୁ ଦିନ କୋରାପୁଟ କଂଗ୍ରେସରେ ବିବାଦ ଉଗ୍ରରୂପ ଧାରଣ କରୁଛି। ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ସ୍ତ୍ରୀ ମୀନାକ୍ଷୀ ବାହିନୀପତିଙ୍କୁ ଜିଲା ସଭାପତି ପଦରୁ ବିଦା କରାଯିବା ପରେ ବିବାଦ ବଢ଼ିବାରେ ଲାଗିଛି। କିଛିଦିନ ତଳେ ତାରା…

ସାନଖେମୁଣ୍ଡି ବ୍ଲକ ସଭାପତି ବହିଷ୍କୃତ

ଭୁବନେଶ୍ୱର,୧୬ା୬(ଅନିଲ ଦାସ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସଭାପତି ନୀଳମାଧବ ରାଉତଙ୍କୁ ବିଜୁ ଜନତା ଦଳରୁ ବହିଷ୍କୃତ କରାଯାଇଛି। ଏ ନେଇ ଗୁରୁବାର ବିଜେଡି ପକ୍ଷରୁ ପ୍ରେସ୍‌ ବିଜ୍ଞପ୍ତି ଜରିଆରେ ସୂଚନା ଦିଆଯାଇଛି। ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ନିଲମ୍ବିତ…

ମାନସ ମଙ୍ଗରାଜ ବ୍ରହ୍ମପୁର, ସୁଶାନ୍ତ ରାଉତଙ୍କୁ ପରଜଙ୍ଗ ଓ ଢେଙ୍କାନାଳ ଦାୟିତ୍ୱ

ଭୁବନେଶ୍ୱର,୧୬ା୬(ଅନିଲ ଦାସ): ଆସନ୍ତା ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜୁ ଜନତା ଦଳ ଲୋକ ସଭା ଓ ବିଧାନସଭା ପାଇଁ ପର୍ଯ୍ୟବେକ୍ଷକ ଏବଂ ସହ ପର୍ଯ୍ୟବେକ୍ଷକ(କୋ-ଅବଜରଭର) ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିଛି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ବ୍ରହ୍ମପୁର…

ଗୋଟିଏ ନମ୍ବରରେ ଚାଲୁଛି ଏକାଧିକ ଗାଡ଼ି

ଭୁବନେଶ୍ୱର,୧୬।୬(ସୂର୍ଯ୍ୟକାନ୍ତ ବେହେରା): ଟ୍ରାଫିକ ନିୟମ ଉଲ୍ଲଂଘନ ନ କରି କିମ୍ବା ଘରେ ଗାଡି ରହିଥିବାବେଳେ ବି ଅନେକ ସମୟରେ ମୋବାଇଲ୍‌କୁ ଚାଲାଣ କଟିବାର ମେସେଜ୍‌ ଆସୁଛି। ଗାଡି ନମ୍ବରକୁ ଅପବ୍ୟବହାର କରି ନିୟମ ଉଲ୍ଲଂଘନକାରୀମାନେ ରାସ୍ତାରେ ଯାତାୟତ କରୁଥିବାବେଳେ ଚାଲାଣ ବୋଝ…

ରାଜଧାନୀବାସୀଙ୍କୁ ମିଳିବ ‘କ୍ୟାଟେଲ୍‌ ଥେରାପି’

ଭୁବନେଶ୍ୱର, ୧୬।୬ (ବନ୍ଦନା ସେଠୀ): ରାଜଧାନୀବାସୀଙ୍କୁ ମିଳିବ ‘କ୍ୟାଟେଲ ଥେରାପି’। ଏଥିପାଇଁ ଭୁବନେଶ୍ୱରସ୍ଥିତ ଜାମୁକୋଳିଠାରେ ନିର୍ମାଣ ହେବ ଆଉଏକ ବୃହତ୍‌ ଗୋଶାଳା। ଅତ୍ୟାଧୁନିକ ସୁବିଧା ସହ ଏଠାରେ ଏକ ସଙ୍ଗରେ ପ୍ରାୟ ୫ହଜାର ଗୋରୁ ରହିବା ପାଇଁ ବ୍ୟବସ୍ଥା କରାଯିବ। ତେବେ…

ସାଇକେଲରେ ୩ ଦେଶ ବୁଲିଲେଣି ରାମ ପ୍ରସାଦ

ଭୁବନେଶ୍ୱର,୧୬।୬(ଅଭିଜିତ ଦାସ): ଜଳବାୟୁ ପରିବର୍ତ୍ତନ ଓ ପରିବେଶ ପ୍ରଦୂଷଣ ଏବେ ବିଶ୍ୱ ସମସ୍ୟା ପାଲଟିଛି। ଏଥିପାଇଁ ଗୋଟିକ ପରେ ଗୋଟିଏ ପ୍ରାକୃତିକ ବିପର୍ଯ୍ୟୟ ମାଡ଼ି ଆସୁଛି। ଏହି ବିପଦରୁ ରକ୍ଷା ପାଇବା ପାଇଁ ‘ପ୍ରଦୂଷଣମୁକ୍ତ ବିଶ୍ୱ ଓ ଜୀବନ ରକ୍ଷା’ ବାର୍ତ୍ତା…

ମୌସୁମୀ ଆସୁଛି, ସରୁନି ଡ୍ରେନ୍‌ କାମ

ଭୁବନେଶ୍ୱର, ୧୬।୬ (ବନ୍ଦନା ସେଠୀ): ଆସନ୍ତା ୨୦ ତାରିଖ ମଧ୍ୟରେ ମୌସୁମୀ ବାୟୁ ଓଡ଼ିଶା ଛୁଇଁବା ନେଇ ପାଣିପାଗ ବିଭାଗ ଆକଳନ କରିଛି। ହେଲେ ଏଯାଏ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅଞ୍ଚଳରେ ଡ୍ରେନ୍‌ କାମ ସରିପାରି ନାହିଁ। ତେଣୁ ଚଳିତବର୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?