ଚିହ୍ନଟ ହେଲେ ୯.୫୯ ଲକ୍ଷ ହିତାଧିକାରୀ
ଭୁବନେଶ୍ୱର,୧୭ା୧(ବ୍ୟୁରୋ):ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୯.୫୯ ଲକ୍ଷ ହିତାଧିକାରୀ ପକ୍କାଘର ପାଇବା ନେଇ ଚିହ୍ନଟ ହୋଇଛନ୍ତି। ସେଥିରୁ ୩୦ ଜିଲାରୁ ୮ଲକ୍ଷ ୧୭ ହଜାର ହିତାଧିକାରୀ ରହିଛନ୍ତି। ବାକି ୧ ଲକ୍ଷ ୪୨ ହଜାର ଫନି କ୍ଷତିଗ୍ରସ୍ତ ୧୪ ଜିଲାର ହିତାଧିକାରୀଙ୍କୁ...
ଘରୋଇ ବସ୍ ଧର୍ମଘଟ ସ୍ଥଗିତ
ଭୁବନେଶ୍ୱର,୧୭ା୧(ବ୍ୟୁରୋ):ବିଭିନ୍ନ ଦାବି ନେଇ ମଙ୍ଗଳବାରଠାରୁ ରାଜ୍ୟବ୍ୟାପୀ ହେବାକୁ ଥିବା ପ୍ରସ୍ତାବିତ ବସ୍ ଧର୍ମଘଟକୁ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ସ୍ଥଗିତ ରଖିବାକୁ ଘୋଷଣା କରିଛି। ବସ୍ ଚଳାଚଳ ପୂର୍ବଭଳି ସ୍ବାଭାବିକ ରହିବ। ଦାବି ପୂରଣ ନେଇ ସରକାରଙ୍କ ସହ...
୫ ଗ୍ରୀଡ୍ ସବ୍ଷ୍ଟେଶନ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୭ା୧(ବ୍ୟୁରୋ):ରାଜ୍ୟର ୪ ଜିଲାରେ ୫ଟି ଉଚ୍ଚ କ୍ଷମତାସମ୍ପନ୍ନ ଗ୍ରୀଡ୍ ସବ୍ଷ୍ଟେଶନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଭିଡିଓ କନ୍ଫରେନ୍ସ ଜରିଆରେ ଉଦ୍ଘାଟନ କରିଛନ୍ତି। ଏଥିପାଇଁ ୨୫୪ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଏହି ସ୍ଥାନଗୁଡ଼ିକ ହେଲା ଗଞ୍ଜାମ ଜିଲାର ହିଞ୍ଜିଳିକାଟୁ,...
ସବୁ ନିର୍ବାଚନମଣ୍ଡଳୀରେ ବିଧାୟକ ଭବନ ଖୋଲିବାକୁ ସରକାରଙ୍କୁ ଦିଆଯିବ ପ୍ରସ୍ତାବ
ଭୁବନେଶ୍ବର,୧୭ା୧(ବ୍ୟୁରୋ):ପ୍ରତ୍ୟେକ ନିର୍ବାଚନମଣ୍ଡଳୀରେ ବିଧାୟକ ଭବନ ହେବ। ଏନେଇ ବିଧାନସଭା ଏଥିକ୍ସ କମିଟିରେ ସୋମବାର ଆଲୋଚନା ହେବା ପରେ ଏ ସମ୍ପର୍କିତ ଏକ ପ୍ରସ୍ତାବ ରାଜ୍ୟ ସରକାରଙ୍କୁ ପଠାଯିବ ବୋଲି ସ୍ଥିର ହୋଇଛି। ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ଅଧ୍ୟକ୍ଷତାରେ ବସିଥିବା...
୧୯ରୁ ପୁଣି କୋଭିଡ୍ ଟିକାକରଣ ଆରମ୍ଭ
ଭୁବନେଶର,୧୬।୧(ବ୍ୟୁରୋ): ରାଜ୍ୟରେ ଆସନ୍ତା ୧୯ ତାରିଖରୁ ପୁଣି କୋଭିଡ୍ ଟିକାଦାନ ଆରମ୍ଭ ହେବ। ନିର୍ଦ୍ଦିଷ୍ଟ ସରକାରୀ ସାସ୍ଥ୍ୟ କେନ୍ଦ୍ରରେ ପୂର୍ବ ପରି ଲୋକଙ୍କୁ କୋଭିଡ୍ ଟିକା ଦିଆଯିବ। ଦ୍ୱିତୀୟ ଏବଂ ବୁଷ୍ଟର ଡୋଜ୍ ଟିକା ନେଇ ନ ଥିବା ଲୋକଙ୍କୁ...
୧୭ରେ ଏହି ସବୁ ଜିଲାରେ ବର୍ଷା ସମ୍ଭାବନା
ଭୁବନେଶ୍ୱର,୧୬।୧(ବ୍ୟୁରୋ): ରାଜ୍ୟରେ ୧୭ ଏବଂ ୧୮ ତାରିଖରେ ଉତ୍ତର ଓଡ଼ିଶାର କିଛି ଜିଲାରେ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ୧୭ ତାରିଖରେ ସୁନ୍ଦରଗଡ, ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ୱର,ଭଦ୍ରକ, କେନ୍ଦ୍ରାପଡା,...
ରାଜଶ୍ରୀଙ୍କ ମୃତ୍ୟୁ ଲାଗି କିଏ ଦାୟୀ ତାକୁ ଧରନ୍ତୁ: ଭାଜପା
ଭୁବନେଶ୍ବର,୧୬ା୧(ବ୍ୟୁରୋ):ରାଜ୍ୟରେ ଖେଳକୁ ପ୍ରୋତ୍ସାହନ ଦେଉଥିବା ମୁଖ୍ୟମନ୍ତ୍ରୀ ମହିଳା ଖେଳାଳିଙ୍କୁ ସୁରକ୍ଷା ଦେବାରେ ବିଫଳ ସାବ୍ୟସ୍ତ ହୋଇଛନ୍ତି। ଓଡ଼ିଶାରେ ବିଶ୍ୱସ୍ତରୀୟ ଖେଳାଳିଙ୍କ ଲାଗି ନବୀନ ବାବୁ କୌଣସି ବ୍ୟବସ୍ଥା କରୁନାହାନ୍ତି କି ଓଡ଼ିଶାର କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ମଧ୍ୟ କିଛି ପଦକ୍ଷେପ...
ଆବାସ ଲୋଗୋ: ବିଜେଡି-ଭାଜପା ପୁଣି ମୁହାଁମୁହିଁ
ଭୁବନେଶ୍ବର,୧୬ା୧(ବ୍ୟୁରୋ):ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଶ୍ରେୟ ନେବାକୁ ବିଜେଡି-ଭାଜପା ମଧ୍ୟରେ ପୁଣି ଟଣାଓଟରା ଆରମ୍ଭ ହୋଇଯାଇଛି। ଏଣିକି ଆବାସ ଯୋଜନାରେ କେନ୍ଦ୍ରର ପିଏମ୍ଏୱାଇ ଲୋଗୋକୁ ସ୍ପଷ୍ଟ ଭାବେ ପ୍ରଦର୍ଶିତ କରାଯିବ। ରାଜ୍ୟ ସରକାରଙ୍କ ତରଫରୁ ଏନେଇ କେନ୍ଦ୍ର ସରକାରଙ୍କୁ ଜଣାଯାଇଛି। ତେବେ...
ଉତ୍ସବର ମଜା ଉଠାଅ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୬।୧(ବ୍ୟୁରୋ):ଓଡ଼ିଶା ଦ୍ୱିତୀୟଥର ପାଇଁ ପୁରୁଷ ହକି ବିଶ୍ୱକପ୍ ଆୟୋଜନର ସୁଯୋଗ ପାଇଛି। ଏହା ଆମକୁ ଅଧିକ ଗୌରବାନ୍ବିତ କରିଛି। ଓଡ଼ିଶା ପାଇଁ ଏହା ଏକ ଗର୍ବର ମୁହୂର୍ତ୍ତ। ଓଡ଼ିଶାରେ ବିଶ୍ୱକପ୍ର ଉପସ୍ଥିତିକୁ ସମସ୍ତେ ଅନୁଭବ କରିବା ସହ ଏକ ମନ...
ପ୍ରଥମଥର ଖୋଲିଲା ନାଇଟ୍ ବଜାର
ଭୁବନେଶ୍ୱର, ୧୬।୧ (ବ୍ୟୁରୋ):ହକି ବିଶ୍ୱକପ୍କୁ ଅଧିକ ରଙ୍ଗାରଙ୍ଗ କରିବା ସହ ଅତିଥି, ପର୍ଯ୍ୟଟକ, ଖେଳପ୍ରେମୀ ଓ ସହରବାସୀଙ୍କୁ ବିଶ୍ୱସ୍ତରୀୟ ଅନୁଭବ ଦେବା ପାଇଁ ଭୁବନେଶ୍ୱରରେ ଆରମ୍ଭ ହୋଇଛି ମନୋରଞ୍ଜନର ମହାକୁମ୍ଭ ‘ଡଟ୍ଫେଷ୍ଟ’। ଏକା ସଙ୍ଗରେ ଏହା ଲୋକଙ୍କୁ ନୃତ୍ୟ, ସଙ୍ଗୀତ,...
ଜମୁଛି କାହାଣୀ ଉତ୍ସବ ‘ଭୁ-ଫେଷ୍ଟୋ’
ଭୁବନେଶ୍ୱର,୧୬।୧(ବ୍ୟୁରୋ):ହକି ବିଶ୍ୱକପ୍ ସହ ରାଜଧାନୀରେ ଆୟୋଜନ ହୋଇଛି ଭଳିକି ଭଳି ମନୋରଞ୍ଜନ କାର୍ଯ୍ୟକ୍ରମ। ପୋଖରୀପୁଟସ୍ଥିତ କଳାଭୂମି ସମେତ ୩ ପାର୍କରେ ଆୟୋଜିତ କାହାଣୀ ଉତ୍ସବ ‘ଭୁ-ଫେଷ୍ଟୋ’ ପିଲାଙ୍କଠାରୁ ବୟସ୍କଙ୍କୁ ଆକୃଷ୍ଟ କରୁଛି। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ପକ୍ଷରୁ ବକୁଳ ଫାଉଣ୍ଡେଶନ...
ରାସ୍ତାରେ ପୋଲିସ୍ ପହରା , ମୋ ବସ୍ରେ ସକ୍ରିୟ ଲୁଟେରା
ଭୁବନେଶ୍ୱର,୧୬।୧(ବ୍ୟୁରୋ):ହକି ବିଶ୍ୱକପ୍ ଓ ଡଟ୍ ଫେଷ୍ଟ ପାଇଁ ପୋଲିସ ରାସ୍ତାଘାଟଠାରୁ ଆରମ୍ଭ କରି ଛକ ଛକରେ ଚେକିଂ କରିବା ସହ ପଇଁତରା ମାରୁଛି। ଏପଟେ ମୋ ବସ୍ ଭିତରେ ଭିଡର ସୁଯୋଗ ନେଇ ଲୁଟେରା ଓ ଚୋର ଗ୍ୟାଙ୍ଗ ପୁଣି...
Archives


