ମେଟ୍ରୋ

ମାର୍ଚ୍ଚ ୨୫ରେ ଭୁବନେଶ୍ୱର ଓକିଲ ସଂଘ ନିର୍ବାଚନ

ଭୁବନେଶ୍ୱର,୨୪।୨ (ବ୍ୟୁରୋ): ୨୦୨୩-୨୪ ବର୍ଷ ପାଇଁ ଆସନ୍ତା ମାର୍ଚ୍ଚ ୨୫ରେ ଭୁବନେଶ୍ୱର ଓକିଲ ସଂଘର ନିର୍ବାଚନ ହେବ। ରାଜ୍ୟ ଆଇନଜୀବୀ ପରିଷଦର ନିର୍ଦ୍ଦେଶକ୍ରମେ ଭୁବନେଶ୍ୱର ଓକିଲ ସଂଘ ସାଧାରଣ ପରିଷଦ ପକ୍ଷରୁ ଏନେଇ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଚଳିତ ବର୍ଷ...

ମୁକ୍ତା ଯୋଜନାକୁ ଅଧିକ ଗତିଶୀଳ ପାଇଁ ପ୍ରୟାସ

ଭୁବନେଶ୍ୱର, ୨୪।୨ (ବ୍ୟୁରୋ):ରାଜ୍ୟରେ ମୁକ୍ତା ଯୋଜନାକୁ ଅଧିକ ଗତିଶୀଳ କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି। ଏଥିନିମନ୍ତେ ନଗର ଉନ୍ନୟନ ବିଭାଗ ଓ ସହରାଞ୍ଚଳ ପରିଚାଳନା ସଂସ୍ଥା ମଧ୍ୟରେ ଏକ ଏମ୍‌ଓୟୁ ସ୍ବାକ୍ଷରିତ ହେଇଛି। ନଗରଉନ୍ନୟନ ବିଭାଗର ପ୍ରମୁଖ ସଚିବ...

ଗ୍ରାହକଙ୍କଠାରୁ ଆଦାୟ ୨୧ ଲକ୍ଷ ଟଙ୍କା ଚଳୁ: କମ୍ପାନୀର ଆସିଷ୍ଟାଣ୍ଟ ମ୍ୟାନେଜର ବିହାରରୁ ଗିରଫ

ଭୁବନେଶ୍ୱର,୨୪।୨(ବ୍ୟୁରୋ): ଗ୍ରାହକଙ୍କଠାରୁ ବାକି ଥିବା ପ୍ରାୟ ୨୧ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଆଦାୟ କରି ଅଫିସ୍‌ ଆକାଉଣ୍ଟରେ ଡିପୋଜିଟ୍‌ ନ କରି ହଡ଼ପ କରିବା ଅଭିଯୋଗରେ ମଞ୍ଚେଶ୍ୱର ଥାନା ପୋଲିସ ଏକ କମ୍ପାନୀର ଆସିଷ୍ଟାଣ୍ଟ ମ୍ୟାନେଜରଙ୍କୁ ବିହାରସ୍ଥିତ ପଟେଲନଗର ଥାନା...

୨ ବର୍ଷରେ ୫୦ରୁ ଅଧିକ ଠକ ଗିରଫ

ଭୁବନେଶ୍ୱର,୨୪।୨(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ ଶିକ୍ଷିତ ବେକାରି ସଂଖ୍ୟା ବଢ଼ି ଚାଲିଛି। କଟକ, ଭୁବନେଶ୍ୱର ଭଳି ସହରକୁ ଆସି ଚାକିରି ସନ୍ଧାନରେ ବର୍ଷ ବର୍ଷ ବିତୁଛି। ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ଦେଇ ଖୁବ୍‌ କମ୍‌ ଯୁବତୀଯୁବକ ଚାକିରି ପାଉଥିବାବେଳେ ଅଧିକାଂଶ...

କୋଟିଆ ବିଷୟରେ ତଥ୍ୟ ନାହିଁ: ପ୍ରମିଳା

ଭୁବନେଶ୍ୱର,୨୪ା୨(ବ୍ୟୁରୋ):କୋରାପୁଟ ଜିଲା କୋଟିଆରେ ଆନ୍ଧ୍ର ସରକାର ଭତ୍ତା ଓ ରାଶନକାର୍ଡ ବାଣ୍ଟିବା ନେଇ ସାରା ରାଜ୍ୟରେ ଚର୍ଚ୍ଚା ଜାରି ରହିଛି। ଏଭଳିସ୍ଥଳେ ଏହାକୁ ନେଇ ବିରୋଧୀ ମଧ୍ୟ ବିଧାନସଭାରେ ହୋହଲ୍ଲା କରୁଛନ୍ତି। ତେବେ ଏ ନେଇ ରାଜସ୍ବ ମନ୍ତ୍ରୀ କିମ୍ବା...

ଗୋପିକା ବର୍ମା ପାଇବେ ‘ମାହାରୀ ସମ୍ମାନ’

ଭୁବନେଶ୍ୱର, ୨୪।୨ (ବ୍ୟୁରୋ):ଗୁରୁ ପଙ୍କଜ ଚରଣ ଓଡ଼ିଶୀ ଗବେଷଣା ପ୍ରତିଷ୍ଠାନ, ରାଜ୍ୟ ସଂସ୍କୃତି ବିଭାଗ ଏବଂ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ପକ୍ଷରୁ ମାର୍ଚ୍ଚ ୧୭ରୁ ରବୀନ୍ଦ୍ର ମଣ୍ଡପଠାରେ ‘ଗୁରୁ ପଙ୍କଜ ଉତ୍ସବ ଓ ମାହାରୀ ସମ୍ମାନ...

କ୍ରାଇମବ୍ରାଞ୍ଚକୁ ତଦନ୍ତ ଦାୟିତ୍ୱ ଦିଆଯିବା ପରେ କାହାଣୀ ରଚନା କରାଯାଉଛି : ଜୟନାରାୟଣ

ଭୁବନେଶ୍ବର,୨୪ା୨(ବ୍ୟୁରୋ): ରାଜ୍ୟର କ୍ୟାବିନେଟ୍‌ ମନ୍ତ୍ରୀ ନବ ଦାସଙ୍କୁ ସ୍ପଷ୍ଟ ଦିବାଲୋକରେ ଜଣେ ପୋଲିସ କର୍ମଚାରୀ ଗୁଳିକରି ହତ୍ୟା କଲେ। ଗୋଇନ୍ଦା ବିଭାଗର ଏହା ଚରମ ବିଫଳତା। କ୍ରାଇମବ୍ରାଞ୍ଚକୁ ତଦନ୍ତଭାର ଦିଆଯିବା ପରେ କାହାଣୀ ପରେ କାହାଣୀ ରଚନା କରାଯାଉଛି। ଅନୁସନ୍ଧାନ...

ଲୋକଙ୍କ ସହଯୋଗରେ ବିକାଶ ପଥରେ ଓଡ଼ିଶା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪ା୨(ବ୍ୟୁରୋ): ଲୋକମାନଙ୍କ ଆସ୍ଥା ଓ ସମର୍ଥନରେ ଓଡ଼ିଶା ବିକାଶ ପଥରେ ଅଗ୍ରସର ହେଉଛି। ବିକାଶମୂଳକ ଏଜେଣ୍ଡା, ଅଭିବୃଦ୍ଧି ଓ ସଶକ୍ତ ବିକଶିତ ନୀତି ପାଇଁ ଆମ ସରକାର ଉପରେ ଓଡ଼ିଶାବାସୀ ଲଗାତର ଭରସା କରିଛନ୍ତି। ୨୦୦୦ରେ ଶାସନ ଭାର ନେବା...

କୋଟିଆ ବିଷୟରେ ତଥ୍ୟ ନାହିଁ: ପ୍ରମିଳା

ଭୁବନେଶ୍ୱର,୨୪ା୨(ବ୍ୟୁରୋ): କୋରାପୁଟ ଜିଲା କୋଟିଆରେ ଆନ୍ଧ୍ର ସରକାର ଭତ୍ତା ଓ ରାଶନକାର୍ଡ ବାଣ୍ଟିବା ନେଇ ସାରା ରାଜ୍ୟରେ ଚର୍ଚ୍ଚା ଜାରି ରହିଛି। ଏଭଳିସ୍ଥଳେ ଏହାକୁ ନେଇ ବିରୋଧୀ ମଧ୍ୟ ବିଧାନସଭାରେ ହୋହଲ୍ଲା କରୁଛନ୍ତି। ତେବେ ଏ ନେଇ ରାଜସ୍ବ ମନ୍ତ୍ରୀ...

ଆଜି ବଜେଟ

ଭୁବନେଶ୍ୱର,୨୪ା୨(ବ୍ୟୁରୋ): ରାଜ୍ୟ ସରକାର ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ୨ ଲକ୍ଷ ୩୦ ହଜାର କୋଟି ଟଙ୍କାର ବଜେଟ ପ୍ରସ୍ତୁତ କରିଛନ୍ତି। ଶୁକ୍ରବାର ଅପରାହ୍ନରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଗୃହର ଅନୁମୋଦନ ପାଇଁ ଉକ୍ତ ବଜେଟକୁ ବିଧାନସଭାରେ ଉପସ୍ଥାପନ କରିବେ।...

ଦ୍ରୁତ ଅଭିବୃଦ୍ଧିରେ ଓଡ଼ିଶା

ଭୁବନେଶ୍ୱର,୨୪ା୨(ବ୍ୟୁରୋ): କୋଭିଡ୍‌ ମହାମାରୀ ପରେ ରାଜ୍ୟର ଅଭିବୃଦ୍ଧି ହାର ବଢୁଛି। ଓଡ଼ିଶା ଏବେ ଦେଶର ସବୁଠୁ ଦ୍ରୁତ ଗତିରେ ଅଭିବୃଦ୍ଧି କରୁଥିବା ରାଜ୍ୟରେ ପରିଣତ ହୋଇଛି। ରାଜ୍ୟର ଆର୍ଥିକ ଶୃଙ୍ଖଳା ଓଡ଼ିଶାର ଅର୍ଥନୀତିକୁ ଦୃଢ଼ ସ୍ଥିତିରେ ରଖିଛି। ଜାତୀୟ ହାର...

ଶୁକ୍ରବାର ନବୀନ ସରକାରଙ୍କ ପଞ୍ଚମପାଳିର ଅନ୍ତିମ ବଜେଟ

ଭୁବନେଶ୍ୱର,୨୩।୨(ବ୍ୟୁରୋ): ୨୦୨୩-୨୪ ଆର୍ଥିକ ବର୍ଷର ସାଧାରଣ ବଜେଟ ଶୁକ୍ରବାର ଉପସ୍ଥାପନ ହେବ। ଅପରାହ୍ନ ୪ଟାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଗୃହରେ ବଜେଟ ଉପସ୍ଥାପନ କରିବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମପାଳି ସରକାରରେ ଏହା ହେଉଛି ଅନ୍ତିମ ପୂର୍ଣ୍ଣାଙ୍ଗ ବଜେଟ। ଓଡ଼ିଶା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri