ଏହି ବ୍ୟକ୍ତିଙ୍କ ଠାରୁ ଦାରିଦ୍ର୍ୟ ରହିଥାଏ ବହୁ ଦୂରରେ, ଜାଣନ୍ତୁ କେଉଁମାନଙ୍କ ବିଷୟରେ କହିଛନ୍ତି ଚାଣକ୍ୟ
ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତି ଶାସ୍ତ୍ରରେ ଅନେକ କିଛି ବର୍ଣ୍ଣନା କରିଛନ୍ତି। ଯାହାକୁ ଅନୁସରଣ କରି ଜଣେ ଖୁସିରେ ଜୀବନ ଅତିବାହିତ କରିପାରିବ। ଚାଣକ୍ୟ କହିଛନ୍ତି ଏପରି କରୁଥିବା ବ୍ୟକ୍ତିଙ୍କ ପାଖରେ କେବେବି ଟଙ୍କାର ଅଭାବ ଦେଖାଯାଏନି। ତେବେ ଜାଣନ୍ତୁ ସେ…
ଘରେ ଏକ୍ସରସାଇଜ୍ କରୁଥିଲେ
କରୋନା ଲାଗି ଦୀର୍ଘଦିନ ଘରେ ରହି ଅନେକେ ମୋଟା ହୋଇଯାଇଛନ୍ତି। ହେଲେ ଅପରପକ୍ଷେ ଏହା ସେମାନଙ୍କଠାରେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାର କାରଣ ସାଜୁଛି। ଯାହାକୁ ଦୂର କରିବା ଲାଗି କେହି କେହି ଜିମ୍ ପରିବର୍ତ୍ତେ ଘରେ ଏକ୍ସରସାଇଜ୍ କରୁଥିବା ଦେଖିବାକୁ ମିଳୁଛି।…
ଗର୍ଭାବସ୍ଥାରେ ବି ଲାଗିବେ ଷ୍ଟାଇଲିସ୍
ଗର୍ଭାବସ୍ଥାରେ ଶରୀରର ଗଠନ ବଦଳିଯାଉଥିବାରୁ ଅନେକଙ୍କୁ ନିଜ ଫ୍ୟାଶନ ଷ୍ଟେଟ୍ମେଣ୍ଟକୁ ନେଇ ଚିନ୍ତା ବଢ଼ିଯାଏ। ହେଲେ କେତୋଟି ଫ୍ୟାଶନ ଆଇଡିଆ ଆପଣେଇଲେ ଗର୍ଭାବସ୍ଥାରେ ଷ୍ଟାଇଲିସ୍ ଲାଗି ପାରିବେ… ପ୍ରଥମ କଥା ହେଉଛି ଷ୍ଟାଇଲିସ୍ ଲାଗିବା ନିଶାରେ ଯେକୌଣସି ପୋଷାକ ପିନ୍ଧି କମ୍ଫର୍ଟେବଲ୍…
ପମ୍ପ୍କିନ୍ ପ୍ୟାନ୍କେକ୍
ଆବଶ୍ୟକ ସାମଗ୍ରୀ: ୨ କପ୍ କଖାରୁ ପେଷ୍ଟ, ୫୦୦ ମିଲି. ଆଲମଣ୍ଡ କ୍ଷୀର, ୨ ଟେବଲ୍ସ୍ପୁନ୍ ଭାନିଲା ଏକ୍ସଟ୍ରାକ୍ଟ, ୫୦୦ ଗ୍ରାମ୍ ଚଣା ପାଉଡ଼ର(ଚିକ୍ପି ଫ୍ଲୋର୍), ୧ ଟିସ୍ପୁନ୍ ଲେଖାଏଁ ଡାଲଚିନି, ଜାଇଫଳ, ଲବଙ୍ଗ ପାଉଡ଼ର, ୧ ଟିସ୍ପୁନ୍ ବେକିଂ ପାଉଡ଼ର,…
ସୋସିଆଲ୍ ମିଡିଆ କ୍ରେଜ୍
ବର୍ତ୍ତମାନ ଅଧିକାଂଶ ମହିଳା ବିଭିନ୍ନ ସୋସିଆଲ ମିଡ଼ିଆରେ ଆକ୍ଟିଭ୍ ରହୁଥିବା ଦେଖିବାକୁ ମିଳୁଛି। ହେଲେ କେତେକଙ୍କଠାରେ ଏହାକୁ ବ୍ୟବହାର କରିବା କ୍ରେଜ୍ ଏତେ ଅଧିକ ଯେ, କିଚେନ୍ରୁ ବେଡ଼ରୁମ୍ ହେଉ କି ବାଥ୍ରୁମ୍ରୁ ଠାକୁର ଘର ପର୍ଯ୍ୟନ୍ତ ସେମାନଙ୍କ ହାତରୁ ଅଲଗା…
ତ୍ୱଚାର ଘରୋଇ ଉପଚାର
ରୁକ୍ଷ ତ୍ୱଚା ସୌନ୍ଦର୍ଯ୍ୟ ହାନି କରିଥାଏ। ତେଣୁ ତ୍ୱଚାର ସୌନ୍ଦର୍ଯ୍ୟ ବୃଦ୍ଧି ସହିତ ଏହାର ସୁରକ୍ଷା ଲାଗି ଖୁବ୍ ଆବଶ୍ୟକ ତେଲ। ତେବେ କେଉଁ ସବୁ ତେଲ ଏଥିପାଇଁ ବ୍ୟବହାର କରିପାରିବେ ଜାଣି ରଖନ୍ତୁ… ଆର୍ଗନ ତେଲ: ଏହି ତେଲରେ ପ୍ରଚୁର…
ଏପରି କ’ଣ କଲେ ଯେକୌଣସି ବ୍ୟକ୍ତି ହୋଇପାରିବେ ଧନୀ, ଚାଣକ୍ୟ କହିଲେ ଏମିତି
ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତ ଶାସ୍ତ୍ରରେ ଏପରି ପଦକ୍ଷେପ ବିଷୟରେ ବର୍ଣ୍ଣନା କରିଛନ୍ତି, ଯାହା ସାହାଯ୍ୟରେ ଯେକୌଣସି ବ୍ୟକ୍ତି ଧନୀ ହୋଇପାରିବେ। ଜାଣନ୍ତୁ ସେ ସମ୍ପର୍କରେ ଚାଣକ୍ୟଙ୍କ ଅନୁଯାୟୀ, ବହୁତ ପରିଶ୍ରମ ପରେ ଜଣେ ଟଙ୍କା ରୋଜଗାର କରିଥାଏ। ଏପରି ପରିସ୍ଥିତିରେ,…
ଗ୍ୟାଷ୍ଟ୍ରିକ୍ ସମସ୍ୟା ଥିଲେ…
ଆଜିକାଲି ଗ୍ୟାଷ୍ଟ୍ରିକ ସମସ୍ୟା ଏକ ସାଧାରଣ କଥା ପାଲଟି ଗଲାଣି। ଅସନ୍ତୁଳିତ ଖାଦ୍ୟପେୟ ଏବଂ ଆବଶ୍ୟକ ମୁତାବକ ପାଣି ନ ପିଇବା ଦ୍ୱାରା ଏପରି ସ୍ବାସ୍ଥ୍ୟ ସମସ୍ୟା ଉପୁଜିଥାଏ। ତେଣୁ ଏହାଠାରୁ ନିଜକୁ ଦୂରେଇ ରଖିବାକୁ ହେଲେ ପ୍ରଥମେ ଖାଦ୍ୟପେୟ ପ୍ର୍ତି…
ଦାନ୍ତମୂଳ ବିନ୍ଧୁଥିଲେ…
ଦାନ୍ତମୂଳ ବିନ୍ଧିବାରୁ ଉପଶମ ପାଇବାକୁ ଚାହୁଁଛନ୍ତି କି? ଯଦି ହଁ, ତେବେ ଏହାର କେତୋଟି ଘରୋଇ ଉପଚାର ରହିଛି। ପ୍ରଥମ କଥା ହେଲା, ଯଦି ଏହି ସମସ୍ୟା ଜଟିଳ ତେବେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ଏବଂ ସେ ଲେଖିଥିବା ଔଷଧ…
ଚର୍ବି ପରିମାଣ କମାଏ ଟମାଟୋ
ଟମାଟୋରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ଏହାକୁ ନିୟମିତ ଖାଇଲେ ତାହା ଆମ ଶରୀରରେ ଚର୍ବି ପରିମାଣକୁ କମାଇଥାଏ। ଏଥିରେ ଆଣ୍ଟିଅକ୍ସିଡାଣ୍ଟ ଗୁଣ ଭରି ରହିଛି। ଟମାଟୋ ଖାଇବା ଦ୍ୱାରା ହାର୍ଟ ବେଶ୍ ସକ୍ରିୟ ଭାବରେ କାମ କରିଥାଏ…
ଆଜି ବିଶ୍ୱ ସନ୍ଧିପ୍ରଦାହ ଦିବସ: ଗଣ୍ଠିର ହେପାଜତ
ଆଜି ଅର୍ଥାତ୍ ଅକ୍ଟୋବର ୧୨ ହେଉଛି ଓ୍ବାଲର୍ଡ ଆର୍ଥ୍ରାଇଟିସ୍ ଡେ’ (ବିଶ୍ୱ ସନ୍ଧିପ୍ରଦାହ ଦିବସ)। ସେ ବିଷୟରେ ଉପସ୍ଥାପନା… ଗଣ୍ଠିରୋଗ ବିଷୟରେ ଡାକ୍ତରମାନେ ବହୁ ସମୟରେ ଦୁଇଟି ଡାକ୍ତରୀ ଶବ୍ଦ-ଆର୍ଥ୍ରାଇଟିସ୍ ଓ ରିଉମାଟିଜ୍ମ ଉଚ୍ଚାରଣ କରିଥାଆନ୍ତି। ଗ୍ରୀକ୍ ଶବ୍ଦ ‘ଆର୍ଥ୍ରନ’ର ଅର୍ଥ…
ହେପାଟାଇଟିସ୍ ‘ସି’ର ଇତିବୃତ୍ତ
କିଏ ପାଇଛନ୍ତି : ୨୦୨୦ ମସିହାର ଶରୀର ବିଜ୍ଞାନ, ଭେଷଜ ବିଜ୍ଞାନ କିମ୍ବା ଚିକିତ୍ସା ବିଜ୍ଞାନ ନୋବେଲ ପୁରସ୍କାର ପାଇବାର ଗୌରବ ଅର୍ଜନ କରିଛନ୍ତି ତିନି ଜଣ ଭୂତାଣୁ ବିଜ୍ଞାନୀ। ଏମାନେ ହେଲେ ଯୁକ୍ତରାଷ୍ଟ୍ର ଆମେରିକାର ହାର୍ଭେ ଜେ. ଅଲଟର, ଚାର୍ଲସ…
Archives


