ଜୀବନଚର୍ଯ୍ୟା

ଆଜବେଷ୍ଟସକୁ ସାବଧାନ…

ଆଜବେଷ୍ଟସ ସଂସ୍ପର୍ଶରେ ଆସିଲେ ମଣିଷର ଫୁସଫୁସରେ ଦୀର୍ଘଦିନ ଧରି ସଂକ୍ରମଣ ହୋଇ ଏଥିରୁ କ୍ଷତ ହୋଇ ରକ୍ତ କ୍ଷରଣ ହୋଇଥାଏ। ଏଭଳି ଶାରୀରିକ ସମସ୍ୟାକୁ ଡାକ୍ତରୀ ଭାଷାରେ ଆଜବେଷ୍ଟୋସିସ କୁହାଯାଏ। ଏହା ଯୋଗୁ ନିଶ୍ୱନ ନେବାରେ କଷ୍ଟ ହେବା ସହିତ କାଶ,…

ଘରେ ଏହି ୫ ଜିନିଷ ରଖିବା ଅଶୁଭ: ଗୋଟିଏ ସ୍ଥାନରେ ଅଟକିଯିବ ଜୀବନ

ଘରେ ସୁଖ ଶାନ୍ତି ପାଇଁ ବାସ୍ତୁକୁ ଗୁରତ୍ୱପୂର୍ଣ୍ଣ ବିବେଚନା କରାଯାଇଛି। ବାସ୍ତୁଶାସ୍ତ୍ର ଅନୁଯାୟୀ ଯଦି ଘରେ ସବୁ ଜିନିଷ ଠିକ୍‌ ସ୍ଥାନରେ ରହେ ନକାରାତ୍ମକଶକ୍ତି ଦୂର ହେବା ସହ ସୁଖ ସମୃଦ୍ଧି ବଢ଼ିଥାଏ। ବାସ୍ତୁଶାସ୍ତ୍ର ଅନୁଯାୟୀ ଘରେ ରହିଥିବା କିଛି ଜିନିଷ…

ସିଙ୍ଗଲ ରହିବାର ୬ଟି ସୁବିଧା: ଜାଣିଲେ ଆପଣ ବି କହିବେ ସାରା ଜୀବନ ରହିଯିବି ଏକା

ଏହା ସତ୍ୟ ଯେ, କାହା ସହିତ ରହିବା ଜୀବନକୁ ଖୁସି ଦେଇଥାଏ। ମାତ୍ର ଏକାକୀ ମଧ୍ୟ ଏତେ ଖରାପ ନୁହେଁ। ଏକାକୀ ଆପଣଙ୍କୁ ନିଜ ବିଷୟରେ ଅବଗତ କରାଏ ଏବଂ ଏଥିରେ ଆପଣ ନିଜକୁ ସମୟ ଦେଇଥାନ୍ତି। କେବଳ ଏକୁଟିଆ ପ୍ରତି…

କାନକୁ ଶୁଭେ ଭୟଙ୍କର ଶବ୍ଦ…

ବେଳେ ବେଳେ ନିଦ ଆସିଲା ବେଳେ ବା ନିଦରୁ ଉଠିଲା ବେଳେ ଅବାସ୍ତବ ଭୟଙ୍କର ଶବ୍ଦ କାନକୁ ଶୁଭାଯାଏ। ଏହା ଯୋଗୁ ମନରେ ଭୟ ଜାତ ହୋଇଥାଏ। ଏଭଳି ସମସ୍ୟାକୁ ଡାକ୍ତରୀ ଭାଷାରେ ଏକ୍ସପ୍ଲୋଡିଙ୍ଗ ହେଡ ସିଣ୍ଡ୍ରୋମ କୁହାଯାଇଥାଏ। ଏଭଳି ଶବ୍ଦ…

ସ୍ତନ କର୍କଟ ଦୂର ପାଇଁ ଖାଆନ୍ତୁ ଅଖରୋଟ

ସ୍ବାସ୍ଥ୍ୟ ପାଇଁ ଲାଭଦାୟକ କୁହାଯାଉଥିବା ଅଖ୍‌ରୋଟ ସ୍ତନ କର୍କଟ ବୃଦ୍ଧିକୁ ରୋକିବାରେ ଏବଂ ସେଥିରୁ ରକ୍ଷା ପାଇବାରେ ବିଶେଷ ସାହାଯ୍ୟ କରିଥାଏ। ‘ନ୍ୟୁଟ୍ରିସନ୍‌ ରିସର୍ଚ୍ଚ’ ପତ୍ରିକାରେ ପ୍ରକାଶିତ ଏକ ଗବେଷଣାରେ ଏହା ଦାବି କରାଯାଇଛି। ଗବେଷଣାରୁ ଜଣାପଡ଼ିଛି, ଯଦି କୌଣସି ମାମଲାରେ…

ଚକ୍‌ଲେଟି ବ୍ରେଡ୍‌ ରୋଲ୍‌

ଆବଶ୍ୟକ ସାମଗ୍ରୀ: ୮ଟି ବ୍ରେଡ୍‌ ସ୍ଲାଇସ୍‌, ୪ ଟି ସ୍ପୁନ୍‌ କୋକୋ ପାଉଡର, ୨ ଟେବୁଲ୍‌ ସ୍ପୁନ୍‌ କଟା ହୋଇଥିବା ଡ୍ରାଏ ଫ୍ରୁଟ୍ସ, ୨ ଟିସ୍ପୁନ୍‌ ଚିନି ପାଉଡର, ୨ ଟିସ୍ପୁନ୍‌ ମଲାଇ, ୨ ଟିସ୍ପୁନ୍‌ ନଡିଆ କୋରା କିମ୍ବା କାଜୁ…

କେବଳ ନିଜ ହାତରେ କରନ୍ତୁ ଏହି ୩ କାମ: ହୋଇ ଯିବେ ଧନୀ

ଟଙ୍କା ଅର୍ଜନ କରି ଧନୀ ହେବା ପାଇଁ ପ୍ରାୟ ସମସ୍ତଙ୍କ ଇଚ୍ଛା। ଗରିବ କିମ୍ବା ଧନୀ, ଉଭୟଙ୍କ ପାଇଁ ଟଙ୍କା ମୂଲ୍ୟବାନ୍‌। ମାତ୍ର ତାଙ୍କୁ ନେଇ ଭଗବାନଙ୍କ୍‌ କ’ଣ ଇଚ୍ଛା ତାହା କେହି ଜାଣନ୍ତି ନାହିଁ। ଚାଣକ୍ୟ ତାଙ୍କ ନୀତି ଶାସ୍ତ୍ରରେ…

ବ୍ରାଣ୍ଡେଡ୍‌ ଆଉଟ୍‌ଫିଟ୍‌ ବାଛୁଥିଲେ…

ବେଶ୍‌ ଫ୍ୟାଶନପ୍ରିୟ ଆଜିର ମହିଳା। ମାର୍କେଟ୍‌କୁ କେଉଁ ବ୍ରାଣ୍ଡ୍‌ର କ’ଣ ସବୁ ନୂଆ କଲେକ୍ସନ ଆସିଲା ତାକୁ ପ୍ରଥମେ ବ୍ୟବହାର କରିବାକୁ ସେମାନଙ୍କ ମଧ୍ୟରେ ତତ୍ପରତା କହିଲେ ନ ସରେ। ହେଲେ ବେଳେବେଳେ ଏହି ଆଳରେ ସେମାନେ ଅଜାଣତରେ ଠକାମିର ଶିକାର…

ମା’ ସରସ୍ବତୀଙ୍କ ପୂଜା ଦିନ କରନ୍ତୁ ନାହିଁ ଏଭଳି ଭୁଲ୍‌

ଆଜି ବସନ୍ତ ପଞ୍ଚମୀ, ଏହି ଦିନ ମା’ ସରସ୍ବତୀଙ୍କୁ ପୂଜା କରାଯାଏ। ତେବେ ସିଦ୍ଧିଧାତ୍ରୀ ମା’ ବୀଣାପାଣିଙ୍କୁ ପୂଜା ସମୟରେ କୌଣସି ଭୁଲ୍‌ କରିବା ଉଚିତ ନୁହେଁ। ଜାଣନ୍ତୁ ସେ ସମ୍ପର୍କରେ… ଏହି ଦିନ ହଳଦିଆ କିମ୍ବା ଧଳା ପୋଷାକ ପିନ୍ଧିବା…

ହିଡେନ୍‌ କ୍ୟାମେରା: ମହିଳା କେତେ ସୁରକ୍ଷିତ

ହିଡେନ୍‌ କ୍ୟାମେରା ! କେତେବେଳେ ଜଗୁଆଳିର କାମ କରେ ତ ଆଉ କେତେବେଳେ ଚୋରି ଡକାୟତିଠାରୁ ଆରମ୍ଭ କରି ବିଭିନ୍ନ ଅପରାଧର ପାଲଟେ ସାକ୍ଷୀ। ହେଲେ ଅନେକଙ୍କ ଲାଗି ଏହା ମଧ୍ୟ ପାଲଟିଛି ଚିନ୍ତାର କାରଣ। ଏହି କ୍ୟାମେରାର ଅପବ୍ୟବହାର କରି…

ଫିଟିକିରିର ବ୍ୟବହାର

ଅଧିକାଂଶ ଲୋକେ ଘରେ ଫିଟିକିରି ରଖିଥିବା ଦେଖାଯାଏ । ବଜାରରେ ବି ଏହା ସହଜରେ ମିଳି ଯାଇଥାଏ । ହେଲେ କେତେକ ଲୋକେ ଏହି ଫିଟିକିରିର ବ୍ୟବହାର ବିଷୟରେ ଜାଣି ନ ଥାଆନ୍ତି । ଏହାକୁ ପାଣିରେ ମିଶାଇଲେ ପାଣି ସଫା…

ରୋଗ ପ୍ରତିରୋଧକ ଶକ୍ତି ବଢାଏ ଡାଲି ପାଣି

ଡାଲିକୁ ପ୍ରୋଟିନ୍‌ର ପାୱାର୍‌ ହାଉସ୍‌ ବୋଲି କୁହାଯାଏ। ତନ୍ମଧ୍ୟରୁ ମୁଗଡାଲି ଅନ୍ୟତମ। ଏଥିରେ ଥିବା ଜରୁରୀ ଭିଟାମିନ୍‌ ଏବଂ ମିନେରାଲ୍ସ ଶରୀରକୁ ସୁସ୍ଥ ରଖିଥାଏ। ତା’ସହ ଏହାର ପାଣି ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ। ମୁଗ ଡାଲିରେ ମାଙ୍ଗାନିଜ୍‌, ପଟାସିୟମ୍‌,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?