ଜୀବନଚର୍ଯ୍ୟା

ଅବସାଦ ପାଇଁ ଦାୟୀ ଅସନ୍ତୁଳିତ ଜୀବନଶୈଳୀ

ଆଜିକାଲିର ବ୍ୟସ୍ତମୟ ଜୀବନରେ ଆମେ ନିଜର ଜୀବନଶୈଳୀ ପ୍ରତି ସତର୍କ ହେବା ନିହାତି ଜରୁରୀ। ଖାଦ୍ୟପେୟ ପ୍ରତି ଯତ୍ନବାନ ହେବା ସହ ନିଜେ କିପରି ସୁସ୍ଥ ରହିବା ସେ ନେଇ ସ୍ବତନ୍ତ୍ର ଦୃଷ୍ଟି ଦେବା ଆବଶ୍ୟକ। କେତେକ ବ୍ୟକ୍ତି ନିଜର ଜୀବନଶୈଳୀକୁ…

ବ୍ୟକ୍ତିତ୍ୱକୁ ପ୍ରଭାବିତ କରେ ଏକୁଟିଆପଣ

କେତେକ ବ୍ୟକ୍ତି ଏକୁଟିଆ ରହିବାକୁ ପସନ୍ଦ କରିଥାଆନ୍ତି। ଏହା ଅଭ୍ୟାସରେ ପରିଣତ ହୋଇଗଲେ ଏକୁଟିଆପଣର ପ୍ରଭାବ ବ୍ୟକ୍ତିତ୍ୱ ଉପରେ ପଡିବାର ଯଥେଷ୍ଟ ଆଶଙ୍କା ରହିଛି ବୋଲି ଜାଣିପାରିଛନ୍ତି କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ମନୋବିଜ୍ଞାନୀମାନେ। ‘ଏକୁଟିଆପଣ ଓ ବ୍ୟକ୍ତିତ୍ୱ’ ଶୀର୍ଷକ ବିଷୟକୁ ନେଇ ସେମାନେ…

ହୃଦ୍‌ଘାତ ଆଶଙ୍କା କମାଏ ଭିଟାମିନ୍‌ ‘ସି’

ଆମେ ସମ୍ମୁଖୀନ ହେଉଥିବା ଜଟିଳ ସ୍ବାସ୍ଥ୍ୟ ସମସ୍ୟାଗୁଡିକ ମଧ୍ୟରୁ ହୃଦ୍‌ଘାତ ଅନ୍ୟତମ। ଅବଶ୍ୟ ଆଜିକାଲି ଏହାର ଉପଚାର ସମ୍ଭବ ହେଲାଣି। ହେଲେ ଯଦି ପରିସ୍ଥିତି ଜଟିଳ ହୁଏ ତେବେ ହୃଦ୍‌ରୋଗୀ ମୃତ୍ୟୁବରଣ କରିବାର ଯଥେଷ୍ଟ ଆଶଙ୍କା ରହିଛି। ତେବେ ହୃଦ୍‌ଘାତଠାରୁ ନିଜକୁ…

ଜିନୀୟ ସମ୍ପାଦନା ଉପକରଣ

ସଜୀବର ଜୀବନଶୈଳୀ ନିର୍ଭର କରିଥାଏ ତା’ ଜିନ୍‌ ଉପରେ। ଏଥିରେ ହିଁ ଲିପିବଦ୍ଧ ହୋଇଥାଏ ତାହାର ମାନଚିତ୍ର। ଏହାର ସଂରଚନାରେ ତାରତମ୍ୟ ସେ ପ୍ରତ୍ୟେକଙ୍କୁ ଅନ୍ୟଠାରୁ ଭିନ୍ନ କରି ଗଢ଼ିଥାଏ। ଅନ୍ୟପକ୍ଷରେ, ତହିଁରେ ସାମାନ୍ୟତମ ତ୍ରୁଟିର ପରିଣାମ ଭୟାବହ ହୋଇପାରେ !…

ଗୁଜୁରାତିରେ ରହିଛି ଅନେକ ଔଷଧୀୟ ଗୁଣ

ଗୁଜୁରାତି ଖାଲି ଖାଦ୍ୟର ସ୍ବାଦ ବଢ଼ାଇ ନ ଥାଏ। ଏହାର ଅନେକ ଔଷଧୀୟ ଗୁଣ ମଧ୍ୟ ରହିଛି। ଆସନ୍ତୁ ଜାଣିବା ଏ ସମ୍ପର୍କରେ… – ଗୁଜୁରାତି ଖାଇବା ଦ୍ୱାରା ପାଚନକ୍ରିୟା ସହଜ ହୋଇଥାଏ। ପ୍ରତିଦିନ ସକାଳେ ୪/୫ଟି ଗୁଜୁରାତି ପାଣିରେ ଭିଜାଇ…

ପୁରୁଣା ପୋଷାକ ନୂଆଲୁକ୍‌

ନୂଆ ପୋଷାକ ପିନ୍ଧିବାକୁ, ଫ୍ୟାଶନେବଲ ଲାଗିବାକୁ ସମସ୍ତଙ୍କୁ ଭଲ ଲାଗେ। କିନ୍ତୁ ସବୁବେଳେ ନୂଆ ନୂଆ ପୋଷାକ କିଣିବା ସମ୍ଭବ ନୁହେଁ, ଏହା ବଜେଟ୍‌ ବିରୋଧୀ। ତେଣୁ ପୁରୁଣା ଆଉଟ୍‌ ଫିଟ୍‌କୁ ମିକ୍ସମ୍ୟାଚ କରି ଜଣେ ଚାହିଁଲେ ନୂଆ ଲୁକ୍‌ ପାଇପାରିବେ।…

ଲେମ୍ବୁପାଣିର ଉପକାରିତା

ଲେମ୍ବୁ ପାଣି କେବଳ ଖରାଦିନ ନୁହେଁ ,ପ୍ରତିଦିନ ପିଇଲେ ବି ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ଅଟେ। ସୁନ୍ଦର ଚେହେରା ଓ ଉତ୍ତମ ସ୍ବାସ୍ଥ୍ୟ ପାଇଁ ଲେମ୍ବୁ ବହୁତ ଉପକାରୀ। ପ୍ରତିଦିନ ଲେମ୍ବୁପାଣି ସେବନ କଲେ ଆମକୁ କ’ଣ କ’ଣ ଉପକାର ମିଳିବ…

କରୋନା ସଂକ୍ରମଣର ଭୟ କମ୍‌

କରୋନା ପାଇଁ ବେଶ୍‌ କିଛି ଦିନର ଲକ୍‌ ଡାଉନ୍‌, ସଟ୍‌ ଡାଉନ୍‌ ପରେ ଏବେ ପରିସ୍ଥିତିରେ ଟିକେ ସୁଧାର ଆସିଥିବାରୁ ପୁଣିଥରେ ଭ୍ରମଣପ୍ରିୟ ଲୋକେ ବୁଲିବାକୁ ମନ ବଳାଇଲେଣି। ତେବେ ସତ୍ତର୍କତା ଅବଲମ୍ବନ କରି ବୁଲିଲେ ସଂକ୍ରମଣର ଭୟ ଟିକେ କମ୍‌…

ନୂଆ ଘର କିଣୁଛନ୍ତି କି? ଏସବୁ ପ୍ରତି ଦିଅନ୍ତୁ ଧ୍ୟାନ: କେବେ ହେବାକୁ ପଡ଼ିବ ନାହିଁ ଚିନ୍ତିତ

ସୁଖମୟ ଜୀବନଯାପନ ପାଇଁ ଆଚାର୍ଯ୍ୟ ଚାଣକ୍ୟ ଅନେକ କିଛି କହିଛନ୍ତି। ଜୀବନର ମୂଲ୍ୟଠାରୁ ଆରମ୍ଭ କରି ଘର କିଣିବା ପର୍ଯ୍ୟନ୍ତ ସେ ତାଙ୍କ ନୀତିଶାସ୍ତ୍ରରେ ଉଲ୍ଲେଖ କରିଛନ୍ତି। ଜଣେ ବ୍ୟକ୍ତି କେଉଁ ସ୍ଥାନରେ ଘର ନିର୍ମାଣ କରିବା ଉଚିତ୍‌ ଆଚାର୍ଯ୍ୟ ଚାଣକ୍ୟ…

ଜନ୍ମରୁ ସମସ୍ତ ବ୍ୟକ୍ତିଙ୍କ ପାଖରେ ଥାଏ ଏହି ଗୁଣ, ଚାଣକ୍ୟ କହିଲେ ସଠିକ୍‌ ବ୍ୟବହାରରେ ମିଳିଥାଏ ସଫଳତା

ମହାନ ଅର୍ଥନୀତିଜ୍ଞ ତଥା ରାଜନେତା ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ,କିଛି ଗୁଣ ଏପରି ଥାଏ ଯାହା ମଣିଷକୁ କେହି ଶିଖାଇପାରିବ ନାହିଁ। କାରଣ ସେହି ଗୁଣ ତାଙ୍କ ପାଖେ ବିଦ୍ୟମାନ। ଯାହାକୁ ପରିବର୍ତ୍ତନ କରାଯାଇପାରିବ ନାହିଁ। କିଛି ମଣିଷ ଏହାକୁ ସଠିକ୍‌…

କେବଳ ଏହିସବୁ ଛୋଟ ଅଭ୍ୟାସ କରିଦିଏ ଦରିଦ୍ର: ଜାଣନ୍ତୁ କେଉଁ ବିଷୟରେ କହିଛନ୍ତି ଚାଣକ୍ୟ

ଚାଣକ୍ୟ ତାଙ୍କ ନୀତି ଶାସ୍ତ୍ରରେ ଏପରି କିଛି ବିଷୟରେ ବର୍ଣ୍ଣନା କରିଛନ୍ତି, ଯାହାକୁ ଗ୍ରହଣ କରି ଜଣେ ଖୁସିରେ ରହିପାରିବ। ସେ ବ୍ୟକ୍ତିର ଏପରି କିଛି ଅଭ୍ୟାସ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି ଯାହା ତାଙ୍କୁ ଦରିଦ୍ର କରିଥାଏ। ଜାଣନ୍ତୁ ସେ…

୩୦ ବର୍ଷରୁ ଅଧିକ ହୋଇଥିଲେ ଏହିସବୁ ଖାଦ୍ୟଠାରୁ ଦୂରେଇ ରୁହନ୍ତୁ, ନଚେତ୍‌…

ମହିଳା କିମ୍ବା ପୁରୁଷ, ବୟସ ବଢିବା ସାଙ୍ଗକୁ ଶରୀରରେ ଅନେକ ପରିବର୍ତ୍ତନ ଆସିଥାଏ। ପ୍ରାୟତଃ ଦେଖାଯାଉଛି କି ୨୦-୨୫ ବର୍ଷ ବୟସର ଯୁବତୀଯୁବକମାନେ କୌଣସି କାମ କରିବାରେ ବହୁତ ଫୁର୍ତ୍ତି ଦେଖାନ୍ତି। କିନ୍ତୁ ୩୦ ବର୍ଷ ଶରୀରରେ ସାମାନ୍ୟ ମନ୍ଥରତା ଦେଖାଯାଏ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri