ମାତ୍ର ୧୫ ମିନିଟ୍ ବସନ୍ତୁ କଅଁଳ ଖରାରେ, ମିଳିବ ଏସବୁ ଫାଇଦା
ସୂର୍ଯ୍ୟଙ୍କ କଅଁଳ ଖରାରେ ପର୍ଯାପ୍ତ ପରିମାଣ ଭିଟାମିନ ଡି’ ରହିଛି। ମାତ୍ର ପ୍ରଦୂଷଣ କାରଣ ଯୋଗୁ ଲୋକଙ୍କୁ ଆଉ ସୂର୍ଯ୍ୟଙ୍କ କଅଁଳ କିରଣ ମିଳୁନି। ଏହା ଉପରେ ରିସର୍ଚ୍ଚ କରାଯାଇ ଏକ ତଥ୍ୟ ପ୍ରକାଶ ପାଇଛି। କଅଁଳ ଖରାରୁ ଭିଟାମିନ୍ ଡି…
ଡାର୍କ ସର୍କଲ ପାଇଁ ଆପଣାନ୍ତୁ ଏହି ସହଜ ଉପାୟ…
ଆଖିତଳେ କଳାଦାଗ ବା ଡାର୍କ ସର୍କଲ ଅନେକଙ୍କୁ ସମସ୍ୟାରେ ପକାଇଥାଏ। ସମୟର ଅଭାବରୁ ଅନେକ ନିଜ ଶରୀରର ଯତ୍ନ ନେଇପାରନ୍ତି ନାହିଁ। ଫଳରେ ଆଖି ତଳେ ଦେଖାଯାଏ ଡାର୍କ ସର୍କଲ। ଏହା ସୃଷ୍ଟି ହେବାର ବିଭିନ୍ନ କାରଣ ରହିଛି। ରାତିରେ ଭଲ…
ମେଦବହୁଳତାରୁ ଦୂରେଇ ରହିବା ପାଇଁ ନିତି ଏଥିରୁ ଚାମଚେ…
ପରିବର୍ତ୍ତିତ ଜୀବନଶୈଳୀରେ କେତେକଙ୍କଠାରେ ମେଦବହୁଳତା ସମସ୍ୟା ଦେଖାଦେଇଥାଏ। ତେବେ ଏହାର ସଫଳ ଚିକିତ୍ସା ବିଭିନ୍ନ ଔଷଧୀୟ ଗଛଲତା ସହାୟତାରେ ସହଜରେ ହୋଇପାରିଥାଏ। ପ୍ରତିଦିନ ଚାମଚେ ଘିକୁଆଁରୀ ରସ ପିଇଲେ ମେଦବହୁଳତା କମିଥାଏ ବୋଲି ଆୟୁବେର୍ଦରେ ଉଲ୍ଲେଖ ଅଛି। ମେଥିପତ୍ର ଓ ଘିକୁଆଁରୀ…
ସୂର୍ଯ୍ୟାସ୍ତ ପରେ ସେଓ ଖାଇବା ମନା…
ସେଓ ଖାଇବା ସ୍ବାସ୍ଥ୍ୟ ପାଇଁ ହିତକର। ତେବେ ଏହାକୁ ଦିନର କେତେକ ନିର୍ଦ୍ଦିଷ୍ଟ ସମୟରେ ଖାଇବା ଆବଶ୍ୟକ। କିଛି ଲୋକ ଦିନରେ ଖାଦ୍ୟ ଖାଇ ସାରିବାର ଅଧଘଣ୍ଟା କିମ୍ବା ଘଣ୍ଟେ ପରେ ସେଓ ଖାଇଲେ ହଜମ ପ୍ରକ୍ରିୟା ଭଲ ହୋଇଥାଏ। ସେଓରେ…
ଏହି ସବୁ ସମସ୍ୟାରୁ ମୁକ୍ତି ଦିଏ ଜାଇଫଳ
ସ୍ବାସ୍ଥ୍ୟ ହିଁ ସମ୍ପଦ। ନିଜକୁ ସୁସ୍ଥ ରଖିବା ଲାଗି ମଣିଷ ସର୍ବଦା ତତ୍ପର। ତେବେ ଏପରି କିଛି ଜିନିଷ ଅଛି, ଯାହାକୁ ଖାଇବା ଫଳରେ ଅନେକ ସ୍ବାସ୍ଥ୍ୟ ସମସ୍ୟା ଦୂର ହୋଇଥାଏ। ସେହିପରି ଜାଇଫଳ ମଧ୍ୟ ଗୁଣକାରୀ ଏବଂ ସ୍ବାସ୍ଥ୍ୟ ଉପକାରୀ…
ବ୍ରାହ୍ମଣ ଏବଂ ସ୍ତ୍ରୀଙ୍କ ସବୁଠାରୁ ବଡ଼ ଶକ୍ତି କ’ଣ ଆପଣ ଜାଣନ୍ତି କି…
ସ୍ତ୍ରୀ ହୁଅନ୍ତୁ ଅବା ପୁରୁଷ, ସମସ୍ତଙ୍କ ପାଖରେ କିଛି ଗୁଣ, କିଛି ଶକ୍ତି ରହିଥାଏ। ଏହାଦ୍ୱାରା ସେମାନେ କାର୍ଯ୍ୟ ସିଦ୍ଧି କରନ୍ତି। ଆଚାର୍ଯ୍ୟ ଚାଣକ୍ୟ ନୀଜର ନୀତିଶାସ୍ତ୍ରରେ ରାଜା, ବ୍ରାହ୍ମଣ ଏବଂ ସ୍ତ୍ରୀଙ୍କ ସବୁଠାରୁ ବଡ ଶକ୍ତି କ’ଣ ତାହା ବର୍ଣ୍ଣନା…
ଦୁନିଆର ସବୁଠାରୁ ବଡ଼ ପାପ ‘ନାରୀର ଅପମାନ’, ଭୋଗିବାକୁ ପଡେ ଏପରି କର୍ମଫଳ
ସଂସାରରେ ବିଭିନ୍ନ ପ୍ରକାରର ଲୋକ ଅଛନ୍ତି। କିଛି ଲୋକ ଭଲ ହୋଇଥିବା ବେଳେ କିଛି ଖରାପ। ତେବେ ଖରାପ ବ୍ୟକ୍ତିଟିଏ ସାରା ଜୀବନ ପାପ କରୁଥିବା ବେଳେ ଭଲ ଲୋକ ପୂଣ୍ୟ କମାଇଥାନ୍ତି। ଏସବୁ ଭିତରେ ସଂସାରର ସବୁଠାରୁ ବଡ଼ ପାପ…
ମେଦବହୁଳତା ସମସ୍ୟା ନେଇ ଚିନ୍ତିତ କି ? ଖାଆନ୍ତୁ ଏହି ୫ ଫଳ
ପରିବର୍ତ୍ତିତ ଜୀବନଶୈଳୀ ମେଦବହୁଳତାର ମୁଖ୍ୟ କାରଣ। ଛୋଟରୁ ବଡ଼ ପ୍ରାୟ ସମସ୍ତେ ଏହାର ଶିକାର ହେଉଛନ୍ତି। ଏଥିରୁ ମୁକ୍ତି ପାଇବା ଲାଗି ନିଜ ଖାଦ୍ୟପେୟରେ ବିଶେଷ ଧ୍ୟାନ ଦେବା ଆବଶ୍ୟକ। ଅନେକ ସମୟରେ ଫଳରେ ସୁଗାର ରହିଥିବା ଯୋଗୁ ଏହା ଓଜନ…
ଓଜନ କମାଇଥାଏ ଏହି ଜୁସ୍
ଆଜିକାଲି ଓଜନ ବୃଦ୍ଧି ମୁଖ୍ୟ ସମସ୍ୟା ହୋଇଛି। ଓଜନ କମାଇବା ପାଇଁ କିଏ କେତେ କ’ଣ ତରିକା ଆପଣାଉଛନ୍ତି। ମାତ୍ର କମଳା ଏବଂ ଗାଜର ଜୁସ୍ ପିଇଲେ ଓଜନ ଖୁବ୍ ଶୀଘ୍ର ହ୍ରାସ ପାଇଥାଏ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ମତ ଦିଅନ୍ତି।…
ନୂଆବର୍ଷରେ ରଙ୍ଗର ପ୍ରଭାବ
ଆଉ ଦିନ କେଇଟା ପରେ ପୁରୁଣା ବର୍ଷକୁ ବିଦାୟ ଦେଇ ନୂଆବର୍ଷକୁ ସ୍ବାଗତ କରାଯିବ। ସେହି ଅନୁଯାୟୀ ସମସ୍ତଙ୍କର ଆକାଂକ୍ଷା ଥିବ, ନୂଆବର୍ଷଟି କିପରି ସୁଖମୟ, ମଙ୍ଗଳମୟ ହେଉ ଏବଂ ସଭିଙ୍କ ଜୀବନ ସୁଖ, ସମୃଦ୍ଧିରେ ଭରିଯାଉ। ତେବେ ଜାଣିଲେ ଆଶ୍ଚର୍ଯ୍ୟ…
ବାସ୍ତୁ ଅନୁଯାୟୀ ଏପରି ସଜାନ୍ତୁ ଘର
ସକାରାତ୍ମକ ଉର୍ଜା ଓ ସୌଭାଗ୍ୟ ବୃଦ୍ଧି ପାଇଁ ସର୍ବଦା ବାସ୍ତୁ ଅନୁଯାୟୀ ଘରର ସାଜସଜ୍ଜା କରିବା ଜରୁରୀ ା ଜାଣନ୍ତୁ କ’ଣ ରହିଛି ବାସ୍ତୁ ଅନୁଯାୟୀ ଘରସଜ୍ଜାର ନିୟମ.. -ମୁଖ୍ୟ ଦ୍ୱାର ସମ୍ମୁଖରେ ଥିବା କାନ୍ଥ କେବେ ବି ଖାଲି ରଖନ୍ତୁ…
ନ୍ୟୁ ଇୟର୍ ଅଫିସ୍ ପାର୍ଟି ଲୁକ୍: ଜାଣନ୍ତୁ କିଭଳି ପାଇବେ ଷ୍ଟାଇଲିଶ୍ ସହ ପ୍ରଫେଶନାଲ୍ ଲୁକ୍
ନୂଆବର୍ଷକୁ ସ୍ବାଗତ କରିବା ପାଇଁ ସଭିଙ୍କ ମନରେ ଭରି ରହିଥାଏ ଉତ୍କଣ୍ଠା। ସେଇଥିପାଇଁ ତ ଏହାର ପୂର୍ବ ରାତିରେ ଘଣ୍ଟାକଣ୍ଟା ଆଗକୁ ଆଗକୁ ଯିବା ସହ ସେଲିବ୍ରେସନ୍ ଜୋର୍ ଧରେ। କିଏ ପରିବାର, ସାଙ୍ଗସାଥୀଙ୍କ ସହ ସେଲିବ୍ରେଟ୍ କରେ ତ ଆଉ…
Archives


