ବାସ୍ତୁ ଅନୁଯାୟୀ ଏପରି ସଜାନ୍ତୁ ଘର

ସକାରାତ୍ମକ ଉର୍ଜା ଓ ସୌଭାଗ୍ୟ ବୃଦ୍ଧି ପାଇଁ ସର୍ବଦା ବାସ୍ତୁ ଅନୁଯାୟୀ ଘରର ସାଜସଜ୍ଜା କରିବା ଜରୁରୀ ା ଜାଣନ୍ତୁ କ’ଣ ରହିଛି ବାସ୍ତୁ ଅନୁଯାୟୀ ଘରସଜ୍ଜାର ନିୟମ..

-ମୁଖ୍ୟ ଦ୍ୱାର ସମ୍ମୁଖରେ ଥିବା କାନ୍ଥ କେବେ ବି ଖାଲି ରଖନ୍ତୁ ନାହିଁ । ଖାଲି କାନ୍ଥ ଏକାକିତ୍ୱକୁ ସୂଚାଇଥାଏ ଏବଂ ଦୁଃଖ ଓ ନକାରାମତ୍କତା ବଢାଏ ।  ସେଥିପାଇଁ ମୁଖ୍ୟଦ୍ୱାର ପାଖ କାନ୍ଥରେ ଭଗବାନଙ୍କର ମୂର୍ତ୍ତି ବା ଅନ୍ୟ ଘରସଜ୍ଜା ଜିନିଷ ରଖିପାରିବେ ।

-ଯଦି ଗଣେଶ ବା ବୁଦ୍ଧ ମୂର୍ତ୍ତି ରଖିଛନ୍ତି ତେବେ ଏହା ବହୁତ ଶୁଭ ଅଟେ ଏବଂ ଘର ନକାରାତ୍ମକ ଶକ୍ତିଠାରୁ ଦୂରେଇ ରହେ ।

-ଘର ସ୍ବାସ୍ଥ୍ୟ ଓ ସମ୍ପତ୍ତିକୁ ପ୍ରଭାବିତ କରିଥାଏା ସେଥିପାଇଁ ଶୋଇବା ଘର ବାସ୍ତୁ ନିୟମ ଅନୁଯାୟୀ ସଜେଇବା ଉଚିତ । ଏଠାରେ ଭଲ ଭାବରେ ସୂର୍ଯ୍ୟ କିରଣ ଓ ତାଜା ପବନ ଆସିବା ଭଳି ଝରକା ରହିବା ଦରକାର । ଏଠାରେ ବେଶି ଆସବାବପତ୍ର ରଖ୍‌ତ୍ବା ଅନୁଚିତ । ଶୋଇବା ଘରେ ସର୍ବଦା ଗୋଟିଏ ଖଟ ରଖିବା ଭଲ ।  ଏହାଦ୍ୱାରା ସ୍ବାମୀ ସ୍ତ୍ରୀ ମଧ୍ୟରେ ଏକତ୍ୱ ବଢିଥାଏ । ଖଟକୁ ସର୍ବଦା ଦକ୍ଷିଣ-ପଶ୍ଚିମ କୋଣରେ ରଖନ୍ତୁ ।

-ପେଣ୍ଟିଂ ଲଗାଉଥିଲେ ବାସ୍ତୁଶାସ୍ତ୍ର ଅନୁସାରେ ସବୁବେଳେ ସିନେରୀ ପରି ତଥା ନଦୀ ଝରଣା ବା ପ୍ରବାହିତ ସ୍ରୋତ ପରି ପେଣ୍ଟିଂ, ଗୋଲ୍ଡ ଫିସ୍‌ର ଚିତ୍ର ଇତ୍ୟାଦି ଲଗାନ୍ତୁ। ଏହା ଘରର ସକାରାତ୍ମକ ଶକ୍ତି ଓ ବିଭବ ବୃଦ୍ଧି କରିଥାଏ ।

 


Enter your email to get our daily news in your inbox.

All Right Reserved By Dharitri.Com

ସେପ୍ଟେମ୍ବର ଆରମ୍ଭରୁ ଏହି ୩ ରାଶିଙ୍କ ଉପରେ ବିପଦ! ଶନି-ଶୁକ୍ରଙ୍କ ଷଡ଼ାଷ୍ଟକ ଯୋଗ କରିବ ସର୍ବନାଶ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆସନ୍ତା ୨ ସେପ୍ଟେମ୍ବରରେ ଶୁକ୍ର ଗ୍ରହ ରାଶି ପରିବର୍ତ୍ତନ କରିବେ। ଶୁକ୍ର କନ୍ୟା ରାଶିରୁ ବାହାରି ତୁଳା ରାଶିରେ ଗୋଚର କରିବେ। ଅନ୍ୟପଟେ…

ମଙ୍ଗଳଙ୍କ ନକ୍ଷତ୍ର ପରିବର୍ତ୍ତନ: ସେପ୍ଟେମ୍ବର ପ୍ରଥମରୁ ଏହି ୩ ରାଶିଙ୍କ ସୁବର୍ଣ୍ଣ ଦିନ ଆରମ୍ଭ! ମନଚାହାଁ ଫଳ ମିଳିବ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ଗୋଚର ଏବଂ ନକ୍ଷତ୍ର ପରିବର୍ତ୍ତନକୁ ବେଶ ଗୁରୁତ୍ୱ ଦିଆଯାଏ। ଆସନ୍ତା ୨ ସେପ୍ଟେମ୍ବର ୨୦୨୬, ଦିନ ୧ଟା ୨୫ ମିନିଟରେ ମଙ୍ଗଳ ପୁନର୍ବସୁ…

ଫୋରିୟର ଟ୍ରାନ୍ସଫର୍ମର

ଚିନ୍ତା କରନ୍ତୁ, ଆପଣ ରଥଯାତ୍ରା ଦେଖିବାକୁ ଯାଇଛନ୍ତି, ବାୟୁ ଚାପର ତୀବ୍ର ପରିବର୍ତ୍ତନ ଯୋଗୁ ଆପଣଙ୍କ କାନରେ ଏକ ଗୋଳମାଳିଆ ଓ ପ୍ରକମ୍ପିତ ଶବ୍ଦ ତରଙ୍ଗ ଆସି…

କିଡ୍‌ନୀ ସୁସ୍ଥ ରଖିବାକୁ ହେଲେ ଆପଣାନ୍ତୁ ଏହି ଉପାୟ…

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି କିଡ୍‌ନୀ। ଏହା ସୁସ୍ଥ ରହିବା ନିହାତି ଦରକାର। ତେବେ ଏଥିଲାଗି କେତୋଟି ସରଳ ଉପାୟ ରହିଛି। ଆସନ୍ତୁ ସେ…

ତୁଳା ରାଶିକୁ ଗୋଚର କରିବେ ଶୁକ୍ର; ୨ ସେପ୍ଟେମ୍ବରରେ ସୃଷ୍ଟି ହେବ ଅଦ୍ଭୁତ ଯୋଗ, ୪ରାଶିର ବଢ଼ିବ ଧନ

ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ର ଦେବଙ୍କୁ ପ୍ରେମ, ବିବାହ, ସୌନ୍ଦର୍ଯ୍ୟ, ସୁଖ-ସମୃଦ୍ଧି, କଳା, ଯାନବାହନ ଏବଂ ଧନର କାରକ ବୋଲି ବିଚାର କରାଯାଏ। ୨ ସେପ୍ଟେମ୍ବର ୨୦୨୬ରେ ଶୁକ୍ର…

ବ୍ୟାୟାମ କରିବା ପୂର୍ବରୁ ହାଲିଆ ଲାଗୁଛି କି? ଯଦି ହଁ, ତେବେ…

ବ୍ୟାୟାମ ଆମ ସ୍ବାସ୍ଥ୍ୟ ପାଇଁ କେତେ ଉପକାରୀ ତାହା ବର୍ଣ୍ଣନା କରିବା ଅନାବଶ୍ୟକ। ଏହାପୂର୍ବରୁ ଆମକୁ କେତୋଟି ଦିଗ ପ୍ରତି ଧ୍ୟାନ ଦେବା ନିହାତି ଜରୁରୀ। ବ୍ୟାୟାମ…

ଜନ୍ମାଷ୍ଟମୀରେ ଦୁର୍ଲଭ ଗ୍ରହ ସଂଯୋଗ: ୪ଟି ରାଶିର ଚମକିବ ଭାଗ୍ୟ, କ୍ୟାରିୟରରେ ଗ୍ରୋଥ୍‌ ସାଙ୍ଗକୁ ଅଚାନକ ଧନଲାଭ

ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଏଥର ଜନ୍ମାଷ୍ଟମୀ ପର୍ୱ ଅତ୍ୟନ୍ତ ଖାସ ବୋଲି ମାନାଯାଉଛି। ୪ ସେପ୍ଟେମ୍ୱର ୨୦୨୬ ଜନ୍ମାଷ୍ଟମୀ ଦିନ ଅନେକ ପ୍ରମୁଖ ଗ୍ରହ ଶୁଭ ସ୍ଥିତିରେ…

୨୦୨୭ ଯାଏ ୪ ରାଶିଙ୍କୁ ବିଶେଷ କୃପା କରିବେ ଶନି; କ୍ୟାରିୟର-ବିବାହ ଠାରୁ ଧନଲାଭରେ ମିଳିବ ଫାଇଦା…

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କ ଗୋଚରକୁ ସବୁଠାରୁ ପ୍ରଭାବଶାଳୀ ବୋଲି ମାନାଯାଏ, କାରଣ ସେ ପ୍ରାୟ ଅଢ଼େଇ ବର୍ଷ ପରେ ରାଶି ପରିବର୍ତ୍ତନ କରିଥାନ୍ତି। ଧୀର ଗତିରେ ଚାଲୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri