ସୂର୍ଯ୍ୟାସ୍ତ ପରେ ସେଓ ଖାଇବା ମନା…

ସେଓ ଖାଇବା ସ୍ବାସ୍ଥ୍ୟ ପାଇଁ ହିତକର। ତେବେ ଏହାକୁ ଦିନର କେତେକ ନିର୍ଦ୍ଦିଷ୍ଟ ସମୟରେ ଖାଇବା ଆବଶ୍ୟକ। କିଛି ଲୋକ ଦିନରେ ଖାଦ୍ୟ ଖାଇ ସାରିବାର ଅଧଘଣ୍ଟା କିମ୍ବା ଘଣ୍ଟେ ପରେ ସେଓ ଖାଇଲେ ହଜମ ପ୍ରକ୍ରିୟା ଭଲ ହୋଇଥାଏ। ସେଓରେ ଆସ୍କରବିକ୍‌ ଏବଂ ମାଲିକ୍‌ ଏସିଡି ଥାଏ। ଏହା ପେଟରେ ଏସିଡି ସୃଷ୍ଟି କରିଥାଏ। ଫଳରେ ଖାଦ୍ୟ ହଜମ ହେବା ସହଜ ହୋଇଥାଏ। ତେବେ ରାତିରେ ସେଓ ଖାଇବାକୁ ଚିକିତ୍ସକ ବାରଣ କରିଥାନ୍ତି। ସୂର୍ଯ୍ୟାସ୍ତ ପରେ ସାଧାରଣତଃ ହଜମ ହେବା ପ୍ରକ୍ରିୟା ଧିମା ହୋଇ ଯାଇଥାଏ। ତେଣୁ ସେଓ ଖାଇଲେ ଏହା ଏସିଡ୍‌ ସୃଷ୍ଟି କରିବା ସହିତ ଦୀର୍ଘ ସମୟ ଧରି ପେଟରେ ରହିଥାଏ। ଏହାଯୋଗୁ ରାତିରେ ନିଦ ଭଲରେ ହୋଇ ନ ଥାଏ। ସେଥିପାଇଁ ରାତିରେ ସେଓ ଖାଇବାକୁ ମନା କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ସର୍ଭିକାଲ କ୍ୟାନ୍‌ସର ପାଇଁ ଟିକା

ସର୍ଭିକାଲ କ୍ୟାନ୍‌ସର (ଜରାୟୁ ଗ୍ରୀବା କର୍କଟ) ପାଇଁ ଏକ ଟିକା ନିକଟରେ ଉଦ୍ଭାବିତ ହୋଇଛି। ଡେନ୍‌ମାର୍କର କୋପନହେଗେନସ୍ଥିତ ଡ୍ୟାନିଶ୍‌ କ୍ୟାନସର ସୋସାଇଟିର କ୍ୟାନ୍‌ସର ବିଶେଷଜ୍ଞମାନେ ଦୀର୍ଘ...

ସୁସ୍ଥ ଶରୀର ଓ ଯୋଗ

ବିଶ୍ୱର ଭିନ୍ନ ଭିନ୍ନ ରାଷ୍ଟ୍ରରେ ବିଭିନ୍ନ ଖାଇବା ପ୍ରଣାଳୀ, ଶୋଇବା ସମୟ ଓ ବଞ୍ଚିବାର ବିଭିନ୍ନ ପ୍ରକାର ଜୀବନଶୈଳୀ ଦ୍ୱାରା ମନୁଷ୍ୟ ଦୈନନ୍ଦିନ ଜୀବନ ଅତିବାହିତ...

୩୫ ବର୍ଷ ପରେ ପୁରୁଷମାନେ କରାନ୍ତୁ ଏହି ୪ ଚେକ୍‌ଅପ୍‌

ବୟସ ବଢ଼ିବା ସହିତ ମଣିଷ ଶରୀରରେ ଅନେକ ପରିବର୍ତ୍ତନ ଦେଖାଯାଇଥାଏ। ଏ ନେଇ ନାନାଦି ରୋଗ ମଧ୍ୟ ହୋଇଥାଏ। ତେବେ ପୁରୁଷମାନଙ୍କ ବୟସ ୩୫ ବର୍ଷରୁ...

ନାରୀ ଓ ରଙ୍ଗ

ରଙ୍ଗ ଓ ଭାବକୁ ନେଇ ସାରା ଜୀବନ ଜିଏଁ ନାରୀଟିଏ। କେତେବେଳେ ସେ ରଙ୍ଗ ମୁହଁର ଅବିର ତ କେତେବେଳେ ସିନ୍ଥିର ସିନ୍ଦୂର। ପୁଣି କେତେବେଳେ...

ସୁନିଦ୍ରା ପାଇଁ

ଭଲ ନିଦ ପାଇଁ ଶୋଇବା ଘରର ବାତାବରଣ ଶାନ୍ତ ହେବା ଜରୁରୀ। ଏଠାରେ କୌଣସି ବୈଦ୍ୟୁତିକ ଉପକରଣ ଯେମିତିକି, ଟିଭି, ମୋବାଇଲ ଆଦି ରଖନ୍ତୁ ନାହିଁ।...

ଅଫିସରେ କାମ କରୁଥିଲେ ଏହି ରୋଗର ରହିଛି ଆଶଙ୍କା..

ଆପଣ ଅଫିସରେ କାମ କରୁଛନ୍ତି କି? ଯଦି ହଁ, ତେବେ ଆପଣଙ୍କୁ ଏକ ନିର୍ଦ୍ଦିଷ୍ଟ ରୋଗ ହେବାର ଆଶଙ୍କା ରହିଛି। ନିକଟରେ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ...

ଫୁସ୍‌ଫୁସ୍‌ର ଆୟୁ କମାଏ ଆଜ୍‌ବେଷ୍ଟୋସିସ୍‌

ନୂଆଦିଲ୍ଲୀ: ଆଜବେଷ୍ଟସ ସଂସ୍ପର୍ଶରେ ଦୀର୍ଘ ସମୟ ରହିଲେ ମଣିଷର ଫୁସଫୁସରେ ସଂକ୍ରମଣ ହେବା ସହ କ୍ଷତ ହୋଇ ଏଥିରୁ ରକ୍ତ କ୍ଷରଣ ହୋଇଥାଏ। ଏଭଳି ଶାରୀରିକ...

ଘରେ ଲଗାଇଲେ ଏହି ଗଛ, ବଢ଼ିବ ଧନ

ବାସ୍ତୁଶାସ୍ତ୍ରରେ ଘରର ବିଭିନ୍ନ ଜିନିଷ ସମ୍ପର୍କରେ ଉଲ୍ଲେଖ ରହିଛି। କେଉଁଟି କଲେ ଶୁଭ ଫଳ ମିଳିଥାଏ, କେଉଁଟି କ୍ଷତି କରାଇଥାଏ ତାହା ମଧ୍ୟ ବର୍ଣ୍ଣନା ହୋଇଛି।...

Advertisement
Archives

Model This Week