ତ୍ୱଚା ପାଇଁ ବରଦାନ ନଡ଼ିଆ ତେଲ

ସବୁଠୁ ସହଜ ଏବଂ ସୁଲଭ ଦରରେ ମିଳୁଥିବା ନଡ଼ିଆ ତେଲରେ ଭରି ରହିଛି ଅନେକ ସୌନ୍ଦର୍ଯ୍ୟ ବୃଦ୍ଧିକାରୀ ଉପାଦାନ। ଏହାକୁ କିପରି ବ୍ୟବହାର କଲେ ଆପଣ ଅଧିକ ଉପକୃତ ହୋଇପାରିବେ ଜାଣି ରଖନ୍ତୁ ଟିପ୍ସ…

ନଡ଼ିଆତେଲ ତ୍ୱଚାକୁ ପ୍ରାକୃତିକ ଉପାୟରେ ମଶ୍ଚରାଇଜ୍‌ କରି ରଖିବାରେ ସାହାଯ୍ୟ କରେ। ଏହାକୁ ବ୍ୟବହାର କଲେ ସ୍କିନ୍‌ ଗ୍ଲୋ କରେ। ପ୍ରତିଦିନ ମୁହଁ ଏବଂ ଦେହରେ ଅଳ୍ପ ନଡ଼ିଆ ତେଲ ମସାଜ କଲେ ସ୍କିନ୍‌ ସଫ୍ଟ, ସ୍ମୁଥ୍‌ ରହିବା ସହ ସ୍କିନ୍‌ଟୋନ୍‌ ବି ଲାଇଟ୍‌ ହୋଇଥାଏ।
ଏହା ତ୍ୱଚାକୁ ପ୍ରଦୂଷଣରୁ ରକ୍ଷା କରେ। ବିଭିନ୍ନ ପ୍ରକାରର ସ୍କିନ୍‌ ସମସ୍ୟା ଡ୍ରାଏନେସ୍‌, କୁଣ୍ଡେଇ ହେବା, ଲାଲ୍‌ ପଡ଼ିବା, ଫଳିଯିବା, ଫାଟିଯିବା ଆଦି ଦୂର କରିବାରେ ଏହା ବେଶ୍‌ ସାହାଯ୍ୟ କରେ।
ସାମାନ୍ୟ ଉଷୁମ ନଡ଼ିଆ ତେଲକୁ ଅଙ୍ଗୁଳି ଟିପ ସାହାଯ୍ୟରେ କେଶ ମୂଳରେ ଲଗାଇ ଭଲ ଭାବେ ମସାଜ କଲେ ଉକ୍ତ ସ୍ଥାନରେ ରକ୍ତ ସଞ୍ଚାଳନ ଭଲ ହେବା ସହ ନଡ଼ିଆ ତେଲରେ ଥିବା ଉପକାରୀ ଗୁଣ କେଶକୁ ମଜଭୁତ୍‌, କଳା ଏବଂ ଘନ ରଖିବାରେ ବେଶ୍‌ ସାହାଯ୍ୟ କରିଥାଏ।
ଯଦି ତ୍ୱଚାରେ ବ୍ଲାକ୍‌ କିମ୍ବା ହ୍ବାଇଟ୍‌ କିମ୍ବା ବ୍ଲାକ୍‌ ହେଡ୍‌ ସମସ୍ୟା ରହିଛି ଏବଂ ସ୍କ୍ରବିଂ ପାଇଁ ମାର୍କେଟ୍‌ରୁ ବିଭିନ୍ନ ସ୍କ୍ରବର ଆଣିବାକୁ ପଡୁଛି, ତେବେ ଆପଣ ଜାଣିଲେ ଖୁସି ହେବେ ଯେ, ନଡ଼ିଆ ତେଲରେ ଅଳ୍ପ ଚିନି ମିଶାଇ ସ୍କ୍ରବ୍‌ କଲେ ଅଧିକ ଉପକୃତ ହେବେ। ଏହା ନା କେବଳ ଆପଣଙ୍କ ଉକ୍ତ ସମସ୍ୟା ଦୂର କରିବ ବରଂ ତ୍ୱଚାରେ ଉଜ୍ଜ୍ୱଳତା ମଧ୍ୟ ବଢାଇବ।
ମେକ୍‌ଅପ୍‌ ନେବା ଅଧିକାଂଶ ମହିଳାଙ୍କୁ ପସନ୍ଦ, ହେଲେ ଏହାକୁ ଠିକ୍‌ ଭାବେ ଛଡ଼ାଇବା ଏତେ ସହଜ ନୁହେଁ। କାରଣ ଭଲ ଭାବେ ଏସବୁ ପ୍ରଡକ୍ଟ ମୁହଁରୁ ନ ଛାଡିଲେ ପରବର୍ତ୍ତୀ ସମୟରେ ବ୍ରଣ, ଦାଗ ଆଦି ସମସ୍ୟା ସୃଷ୍ଟି କରିଥାଏ। ତେଣୁ ଏଥିପାଇଁ ମାର୍କେଟ୍‌ରେ ମିଳୁଥିବା ବିଭିନ୍ନ ମେକ୍‌ଅପ୍‌ ରିମୁଭର ପରିବର୍ତ୍ତେ ନଡ଼ିଆ ତେଲକୁ ବ୍ୟବହାର କରିପାରିବେ। ମୁହଁରେ ନଡ଼ିଆ ତେଲ ଲଗାଇ ଧୀରେ ଧୀରେ ଘଷି ତୁଳାରେ ପୋଛିଦେଲେ ମେକ୍‌ଅପ୍‌ ସହଜରେ ଛାଡ଼ିଯିବ ଏବଂ ସ୍କିନ୍‌ ଭଲ ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ମାଟିରେ ଇତିହାସ ରଚିଲା DRDO: LRGRର ସଫଳ ପରୀକ୍ଷଣ, ୬୦ କିମି ଦୂର ଲକ୍ଷ୍ୟକୁ…

ନୂଆଦିଲ୍ଲୀ/ବାଲେଶ୍ୱର, ୮।୭: ଭାରତ ସ୍ୱଦେଶୀ ପ୍ରତିରକ୍ଷା ଜ୍ଞାନକୌଶଳ କ୍ଷେତ୍ରରେ ଆଉ ଏକ ବଡ଼ ସଫଳତା ହାସଲ କରିଛି। ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ବୁଧବାର…

ସିଙ୍ଗଡ଼ା କିଣିବା ପାଇଁ ଟ୍ରେନ୍‌ ଅଟକାଇଲେ ଲୋକୋ ପାଇଲଟ୍‌, ଭାଇରାଲ ହେଉଛି ଭିଡିଓ

ଇନ୍ଦୋର,୮ା୭: ମଧ୍ୟପ୍ରଦେଶର ଇନ୍ଦୋରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ଲୋକୋ ପାଇଲଟ୍‌ ଟ୍ରେନ୍‌ ଅଟକାଇ ରାସ୍ତାପାର୍ଶ୍ୱ ଦୋକାନରୁ ସିଙ୍ଗଡ଼ା କିଣୁଥିବାର ଭିଡିଓ ସୋସିଆଲ…

ଅନ୍ୟମାନଙ୍କ ପାଇଁ ଦୃଷ୍ଟାନ୍ତ: ମାଁ ଶ୍ୟାମାକାଳୀ ମନ୍ଦିରରେ ବିବାହ ବନ୍ଧନରେ ବାନ୍ଧିହେଲେ ୨ ଦିବ୍ୟାଙ୍ଗ ଯୋଡ଼ି

ବରଗଡ଼,୮।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହରରେ ଅବସ୍ଥିତ ମାଁ ଶ୍ୟାମାକାଳୀ ମନ୍ଦିର ସର୍ବେଶ୍ୱର କଲ୍ୟାଣ ମଣ୍ଡପରେ ବୁଧବାର ଆଦର୍ଶ ବିବାହ ହୋଇଥିଲା। ପାୱାର ଅଫ୍‌ ଦିବ୍ୟାଙ୍ଗ ଅନୁଷ୍ଠାନ ତତ୍ତ୍ୱାବଧାନରେ…

ସୋସିଆଲ ମିଡିଆରେ ଭାଇରାଲ କରିଦେବି… ଯୁବତୀଙ୍କୁ ବଳାତ୍କାର ଅଭିଯୋଗ, ଜେଲ୍ ଗଲେ ଅଭିଯୁକ୍ତ ରାଜମିସ୍ତ୍ରୀ

ଦିଗପହଣ୍ଡି,୮।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁର ଜଣେ ୨୬ ବର୍ଷୀୟା ଯୁବତୀଙ୍କୁ ବଳାତ୍କାର କରିଥିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ବୁଧବାର…

ବୋରପଦର ଗ୍ରାମ ପଞ୍ଚାୟତରେ ମନରେଗା ଦୁର୍ନୀତି ଅଭିଯୋଗ, ଜିଲାପାଳଙ୍କୁ ଫେରାଦ ହେଲେ ଗ୍ରାମବାସୀ

କର୍ଲାମୁଣ୍ଡା,୮।୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ମନରେଗା ଦୁର୍ନୀତି ନେଇ ବିଭିନ୍ନ ସମୟରେ ଲୋକେ ଅଭିଯୋଗ କରି ଆସୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି…

ଛାତି ପର୍ଯ୍ୟନ୍ତ ପାଣି, ତଥାପି ବନ୍ୟାର ପ୍ରଖର ସ୍ରୋତରେ ନିଜ କାର୍‌କୁ ଛାଡ଼ିଲେନି ମାଲିକ..Viral Video ଦେଖିଲେ…

ଥରେ ଭାବନ୍ତୁ ଆପଣ କାର୍‌ରେ ଥିବେ, ବନ୍ୟାଜଳ ମାଡ଼ି ଆସିବ। କାର୍‌ଟି ବନ୍ୟାଜଳରେ ବୁଡ଼ିଯିବ, ଆପଣ କରିବେ କ’ଣ? କାରକୁ ଛାଡ଼ି ନିଜ ଜୀବନ ବଞ୍ଚାଇବେ ନା…

‘ମୋ ମୁଣ୍ଡ କାଟିଦେଲେ ବି ଭାଜପାକୁ ଯିବିନି…’, ଟିଏମସି କନ୍ଦଳ ଭିତରେ ଗର୍ଜିଲେ ମହୁଆ, କରିଦେଲେ ବଡ଼ ଖୁଲାସା

କୋଲକାତା,୮।୭: ପଶ୍ଚିମବଙ୍ଗରେ ଗତ ୧୫ ବର୍ଷ ଧରି କ୍ଷମତାରେ ଥିବା ମମତା ବାନାର୍ଜୀଙ୍କ ନେତୃତ୍ୱରେ ତୃଣମୂଳ କଂଗ୍ରେସ (TMC) ବର୍ତ୍ତମାନ ଏକ କଷ୍ଟକର ପରିସ୍ଥିତିର ସମ୍ମୁଖୀନ ହେଉଛି।…

ଭାଙ୍ଗିଲା ସବୁ ରେକର୍ଡ; ଗୋଟିଏ ଦିନରେ ୬,୭୦୦ ଟଙ୍କା ଶସ୍ତା ହେଲା ରୁପା, ସୁନା ବି…

ନୂଆଦିଲ୍ଲୀ, ୮।୭: ଯଦି ଆପଣ ସୁନା କିମ୍ବା ରୁପା କିଣିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ବଡ଼ ଖବର ଅଛି। ଆନ୍ତର୍ଜାତୀୟ ବଜାରଠାରୁ ଆରମ୍ଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri