ଜୀବନଚର୍ଯ୍ୟା

ଆଜ୍‌ମାରୁ ମୁକ୍ତି ପାଇଁ ଘରୋଇ ଉପଚାର

ଶୀତଦିନେ ଥଣ୍ଡାର ପ୍ରକୋପ ଯୋଗୁ ଆଜ୍‌ମା ରୋଗୀଙ୍କ ଅବସ୍ଥା ଅଧିକ ଖରାପ ହୋଇଯାଏ। ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ ହୋଇଥାଏ। ଅଳ୍ପ ପରିଶ୍ରମ କରିବା ମାତ୍ରେ ରୋଗୀ ଧଇଁସଇଁ ହୋଇଯାଆନ୍ତି। ଅଧିକ ଥଣ୍ଡା ହେବା ଦ୍ୱାରା ରୋଗର ପରିମାଣ ମଧ୍ୟ…

ଏହି ସବୁ ସମସ୍ୟାରୁ ମୁକ୍ତିଦିଏ ସୋରିଷ ତେଲ

ସୋରିଷ ତେଲ, ଘିଅ, ରିଫାଇନ୍‌ ଆଦି ତେଲକୁ ଆମେ ଖାଦ୍ୟ ପ୍ରସ୍ତୁତିରେ ବ୍ୟବହାର କରିଥାଉ। କେତେକ ସ୍ଥାନରେ ନଡ଼ିଆ ତେଲ ବ୍ୟବହାର କରାଯାଇ ଖାଦ୍ୟ ପ୍ରସ୍ତୁତ କରାଯାଇଥାଏ। ପ୍ରତ୍ୟେକ ତେଲରେ ବିଭିନ୍ନ ଖାଦ୍ୟସାର ରହୁଥିଲେ ହେଁ ସୋରିଷ ତେଲରେ ପ୍ରସ୍ତୁତ ବ୍ୟଞ୍ଜନ…

୩୦ ଦିନରେ ହେବେ ସ୍ଲିମ୍‌….

ପରିବର୍ତ୍ତିତ ଜୀବନଶୈଳୀରେ କେତେକଙ୍କଠାରେ ମେଦବହୁଳତା ସମସ୍ୟା ସୃଷ୍ଟି ହୋଇଥାଏ। ତେବେ ଏଥିରୁ ଦୂରେଇ ରହିବା ପାଇଁ ସକାଳେ ଅଧଗ୍ଲାସେ ସ୍କିମଡ୍‌ ମିଲ୍କ ପିଇବା ସ୍ବାସ୍ଥ୍ୟ ଲାଗି ଭଲ ବୋଲି ଚିକିତ୍ସମାନେ ପରାମର୍ଶ ଦେଇଥାନ୍ତି। ଡବଲ ଟୋନ୍‌ ମିଲ୍କ ଅପେକ୍ଷା ସ୍କିମ୍‌ଡ ମିଲ୍କ…

ଏହି ୪ ଲୋକଙ୍କ ସହ କେବେ ବି କରନ୍ତୁ ନାହିଁ ବନ୍ଧୁତା, ବରବାଦ ହୋଇଯିବ ଜୀବନ; ଜାଣନ୍ତୁ…

ଜୀବନରେ ସଫଳତା ପାଇବାକୁ ହେଲେ ସତପଥରେ ଯାତ୍ରା ସହ ଭଲ ଲୋକଙ୍କ ସହ ସମ୍ପର୍କରେ ରହିବା ଉଚିତ। ମହାନ ଅର୍ଥଶାସ୍ତ୍ରୀ ତଥା ରାଜନୀତିଜ୍ଞ ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ୪ ପ୍ରକାର ଲୋକଙ୍କ ସହ ବନ୍ଧୁତା ନ ରଖିବାକୁ ପରାମର୍ଶ ଦେଇଛନ୍ତି।…

ଗାର୍ଡେନିଂ କରୁଥିଲେ…

ଗାର୍ଡେନିଂ କରିବା ପାଇଁ ଅଧିକାଂଶ ମହିଳାଙ୍କୁ ଭଲ ଲାଗିଥାଏ। ସେଥିପାଇଁ କିଏ କିଚେନ୍‌ ଗାର୍ଡେନ କରନ୍ତି ତ କିଏ ବିଭିନ୍ନ ପ୍ରକାରର ଫୁଲ ଗଛ ସବୁ ଲଗାଇଥାନ୍ତି। ତେବେ ବାଡିବଗିଚା କିମ୍ବା କୁଣ୍ଡରେ ଗଛ ଲଗାଇଥିଲେ ସେସବୁର କିଭଳି ଯତ୍ନ ନେବେ…

ଫ୍ୟାଶନ ଟିପ୍‌ସ

ଋତୁ ଅନୁସାରେ ସବୁବେଳେ ଫ୍ୟାଶନ ଟ୍ରେଣ୍ଡ ବି ବଦଳିଥାଏ। ଏବେ ଖରାଦିନ ଆସିଯାଇଥିବାରୁ ଫ୍ୟାଶନ ଟ୍ରେଣ୍ଡରେ ଅପଡେଟ୍‌ ରହିବାପାଇଁ ଜାଣି ରଖନ୍ତୁ କିଛି ଟିପ୍ସ.. ସମର ଫ୍ୟାଶନରେ ଫ୍ଲୋରାଲ ପ୍ରିଣ୍ଟର ଚାହିଦା ବହୁତ ରହିଥାଏ। ତେଣୁ ବାହାରକୁ ଯାଉଥିଲେ କିମ୍ବା କୌଣସି…

ପର୍ସରେ ରଖନ୍ତୁ ନାହିଁ ଏସବୁ ଜିନିଷ: ନଚେତ୍‌ ଦେଖା ଦେଇପାରେ ଆର୍ଥିକ ସଙ୍କଟ

ଅଧିକାଂଶ ଲୋକ ପକେଟରେ ପର୍ସ ରଖିଥାନ୍ତି। ପର୍ସକୁ ସବୁଠାରୁ ସୁରକ୍ଷିତ ସ୍ଥାନ ଭାବି ସେଥିରେ ଟଙ୍କା ସାଙ୍ଗକୁ ଜରୁରୀ କାଗଜପତ୍ର ମଧ୍ୟ ରଖାଯାଇଥାଏ। ତେବେ ବାସ୍ତୁଶାସ୍ତ ଅନୁସାରେ ଏମିତି କିଛି ଜିନିଷ ରହିଛି ଯାହାକୁ ପର୍ସରେ ରଖିଲେ ଧନହାନୀ ସାଙ୍ଗକୁ ଅନ୍ୟ…

ପନିର ପକୋଡ଼ା

ଆବଶ୍ୟକ ସାମଗ୍ରୀ- ପନିର- ୨୦୦ ଗ୍ରାମ୍‌, ଧଳା ରାଶି- ୪ ବଡ଼ ଚାମଚ, ମଇଦା- ୪ ବଡ଼ ଚାମଚ, ରସୁଣ- ୫-୭ଟି, ଅଦା- ଛୋଟ ଖଣ୍ଡ, କଞ୍ଚାଲଙ୍କା- ୨ଟି, ଗରମ ମସଲା ଗୁଣ୍ଡ- ୧ ଚାମଚ, ଚାଟ ମସଲା ଗୁଣ୍ଡ- ୧…

ବିବାହ ପରେ କ୍ୟାରିୟର

ବିବାହ ପରେ ନାରୀ ଜୀବନରେ ଆସିଥାଏ ଅନେକ କିଛି ପରିବର୍ତ୍ତନ। ପରିବର୍ତ୍ତିତ ସମୟ ସହ କେତେଜଣ ସାଲିସ କରି ନିଅନ୍ତି ତ ଆଉ କେତେଜଣ ନିଜେ ଗଢିଥିବା କ୍ୟାରିୟରକୁ ବାଛନ୍ତି। କିନ୍ତୁ ଏମିତି କେତେଜଣ ଅଛନ୍ତି ଯେଉଁମାନେ ଜୀବନସାଥୀଙ୍କ ପ୍ରେରଣାରେ ନୂଆ…

ନାଇଟ୍‌ କେୟାର ରୁଟିନ୍‌

କେତେକମହିଳା ଅଛନ୍ତି ଦିନବେଳେତ୍ୱଚାର ଯତ୍ନନିଅନ୍ତି କିନ୍ତୁ ରାତିରେ ତ୍ୱଚାପ୍ରତି ଧ୍ୟାନ ଦିଅନ୍ତି ନାହିଁ। କିନ୍ତୁପ୍ରତିଦିନ ଶୋଇବା ପୂର୍ବରୁ ତ୍ୱଚାପାଇଁ କିଛି ସମୟନିଶ୍ଚୟ ବାହାର କରନ୍ତୁ… ଦିନସାରାର ମେକଅପ୍‌ ପରେ ଶରୀର ଭଳି ତ୍ୱଚା ବି ରାତି ବେଳକୁ ଥକି ଯାଇଥାଏ। ତେଣୁ…

ଏହିପରି କରନ୍ତୁ ମଙ୍ଗଳବାର ବ୍ରତ : ମନସ୍କାମନା ପୂର୍ଣ୍ଣ ସହ ଶନିଙ୍କ କୋପରୁ ପାଇବେ ମୁକ୍ତି

ମଙ୍ଗଳବାର ବ୍ରତ ରଖିବାର ସ୍ବତନ୍ତ୍ର ବିଧି ରହିଛି। ଶ୍ରୀହନୁମାନଙ୍କର ଆରାଧନା କରିବା ଦ୍ୱାରା ଭୟ, ରୋଗ, ଶୋକ ଦୂର ହୋଇଥାଏ ବୋଲି ଶାସ୍ତ୍ରରେ ବର୍ଣ୍ଣନା ରହିଛି। ତେବେ ଏହି ପୂଜା କରିବା ପାଇଁ କେଉଁ ବିଧି ଉପରେ ଧ୍ୟାନ ଦେବେ ଜାଣନ୍ତୁ…

ଏହି ସହଜ ଉପାୟରେ କରିପାରିବେ ଶତ୍ରୁଙ୍କୁ ପରାସ୍ତ

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଜୀବନକୁ ସଫଳ କରିବା ପାଇଁ ଅନେକ କିଛି ବର୍ଣ୍ଣନା କରିଛନ୍ତି। ସେ ଏକ ଶ୍ଳୋକ ମାଧ୍ୟମରେ ଅପମାନର ପ୍ରତିଶୋଧ ନେବା ଓ ଶତ୍ରୁକୁ ପରାସ୍ତ କରିବା ବିଷୟରେ କହିଛନ୍ତି। ଜାଣନ୍ତୁ ସେ ସମ୍ପର୍କରେ… ସେ କହିଛନ୍ତି,…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri