ନାଇଟ୍‌ କେୟାର ରୁଟିନ୍‌

କେତେକମହିଳା ଅଛନ୍ତି ଦିନବେଳେତ୍ୱଚାର ଯତ୍ନନିଅନ୍ତି କିନ୍ତୁ ରାତିରେ ତ୍ୱଚାପ୍ରତି ଧ୍ୟାନ ଦିଅନ୍ତି ନାହିଁ। କିନ୍ତୁପ୍ରତିଦିନ ଶୋଇବା ପୂର୍ବରୁ ତ୍ୱଚାପାଇଁ କିଛି ସମୟନିଶ୍ଚୟ ବାହାର କରନ୍ତୁ…

ଦିନସାରାର ମେକଅପ୍‌ ପରେ ଶରୀର ଭଳି ତ୍ୱଚା ବି ରାତି ବେଳକୁ ଥକି ଯାଇଥାଏ। ତେଣୁ ରାତିରେ ଶୋଇବା ପୂର୍ବରୁ ତ୍ୱଚାର ଯତ୍ନ ନେବା ନିହାତି ଦରକାର। ଫଳରେ ତ୍ୱଚା ଅଧିକ ଗ୍ଲୋ କରିବ।
ନାଇଟ୍‌ କେୟାର ରୁଟିନ୍‌ ଅନୁସାରେ ସର୍ବପ୍ରଥମେ ତ୍ୱଚାରେ ଥିବା ମେକଅପ୍‌କୁ ଛଡାନ୍ତୁ। ଏହାପରେ ତ୍ୱଚାକୁ ଭଲଭାବେ ଧୋଇ ଦିଅନ୍ତୁ।
ତ୍ୱଚାରୁ ମେକଅପ୍‌ ଛଡାଇବା ପରେ ନିଜ ପସନ୍ଦର ଟୋନର ଲଗାନ୍ତୁ। ଯଦି କେମିକାଲ୍‌ ଥିବା ଟୋନର ଲଗାଇବାକୁ ଚାହୁଁ ନାହାନ୍ତି ତେବେ ଗୋଲାପ ଜଳ ଲଗାନ୍ତୁ।
ତ୍ୱଚା ବିଶେଷଜ୍ଞଙ୍କ ଅନୁସାରେ ରାତିରେ ବ୍ୟୁଟି କ୍ରିମ୍‌ ନିଶ୍ଚୟ ଲଗାନ୍ତୁ। ଏହାଫଳରେ ତ୍ୱଚାର ଥକ୍କାପଣ ଦୂର ହୋଇଯାଇଥାଏ ଏବଂ ସକାଳୁ ଉଠିବା ବେଳକୁ ଫ୍ରେଶ୍‌ ଲାଗିବ।
ଶୋଇବା ପୂର୍ବରୁ ନିଜ ହାତରେ କିଛି ସମୟ ତ୍ୱଚାର ମସାଜ୍‌ କରନ୍ତୁ। ଫଳରେ ରକ୍ତ ସଞ୍ଚାଳନ ଠିକ୍‌ ରହିବ ଏବଂ ତ୍ୱଚାର ଚମକ ବୃଦ୍ଧି ହେବ।


Enter your email to get our daily news in your inbox.

All Right Reserved By Dharitri.Com

ରାଶି ଅନୁସାରେ ଭାଇଙ୍କୁ ବାନ୍ଧନ୍ତୁ ଏପରି ରଙ୍ଗର ରାଖୀ

ଜ୍ୟୋତିଷଶାସ୍ତ୍ର ଅନୁଯାୟୀ, ରାଖୀପୂର୍ଣ୍ଣିମା ଦିନ ଯଦି ଭଉଣୀଟିଏ ତା’ ଭାଇର ରାଶିକୁ ସୁହାଇଲା ଭଳି ଠିକ୍‌ ରଙ୍ଗର ରାଖୀ ଚୟନ କରି ହାତରେ ବାନ୍ଧିଦେଇ ଥାଏ,...

ସ୍ତନ କର୍କଟ ଭଲ କରିବ ନିମ୍ବ!

ହାଇଦ୍ରାବାଦସ୍ଥିତ ରାଷ୍ଟ୍ରୀୟ ଔଷଧୀୟ ଶିକ୍ଷା ଏବଂ ଅନୁସନ୍ଧାନ ସଂସ୍ଥାନ (ଏନ୍‌ଆଇପିଇଆର୍‌)ର ବୈଜ୍ଞାନିକମାନେ ସ୍ତନ କର୍କଟର ଚିକିତ୍ସା ଦିଗରେ ଏକ ସଫଳତା ହାସଲ କରିଛନ୍ତି। ବୈଜ୍ଞାନିକଙ୍କ ଦାବି...

ଧନ ସଞ୍ଚୟ, ବୃଦ୍ଧି ପାଇଁ ଆପଣାନ୍ତୁ ଏହି ଉପାୟ

ଆଚାର୍ଯ୍ୟ ଚାଣକ୍ୟ ନିଜ ନୀତିଶାସ୍ତ୍ରରେ ଧନ ସମ୍ବନ୍ଧରେ ଅନେକ ନୀତି ବିଷୟରେ ବର୍ଣ୍ଣନା କରିଛନ୍ତି। ଏହାର ଅନୁସରଣ କରିବା ଦ୍ୱାରା ଜୀବନ ସମୃଦ୍ଧ ଏବଂ ଉଲ୍ଲାସପୂର୍ଣ୍ଣ...

ରୋଗରୁ ଦୂରେଇ ରହିବା ପାଇଁ କରନ୍ତୁ ଏପରି…

ନାହିରେ ହାତ ରଖି ଆୟୁର୍ବେଦ ଚିକିତ୍ସକ ରୋଗ ସମ୍ପର୍କରେ ଜାଣିପାରିଥାନ୍ତି। ମା’ ପେଟରେ ଶିଶୁ ଥିବା ସମୟରେ ନାହିି ନଳୀ ଦେଇ ସମସ୍ତ ପୋଷକ ତତ୍ତ୍ୱ...

ଏହି ଫଳ ଖାଇଲେ ଦୂର ହୁଏ ନାନା ସମସ୍ୟା

ନାସ୍ପାତି ଏମିତି ଏକ ଫଳ ଯାହା ସବୁ ଋତୁରେ ମିିଳୁ ନ ଥିଲେ ମଧ୍ୟ ସ୍ବାସ୍ଥ୍ୟ ପାଇଁ ବହୁ ଉପକାରୀ। ଏଥିରେ ଭିଟାମିନ୍‌, ମିନେରାଲ ଏବଂ...

ବିଳମ୍ବ ବିବାହ ଓ ବନ୍ଧ୍ୟାତ୍ୱ

କ୍ୟାରିୟରକୁ ନେଇ ଅଧିକ ଯନତ୍ଶୀଳ ଥିବା ବିଶେଷକରି ଟିୟର ୧ ଏବଂ ଟିୟର ୨ ସହରଗୁଡ଼ିକର ପୁରୁଷ ଏବଂ ମହିଳାମାନେ ବିବାହ ପୂର୍ବରୁ ପ୍ରଥମେ ବ୍ୟବସ୍ଥିତ...

ପିଲା ରହିବେ ଫିଟ୍‌

ଅଧିକାଂଶ ମାତାପିତା ସେମାନଙ୍କ ପିଲାମାନଙ୍କୁ ମୋଟା ହୋଇଥିବାର ଦେଖି ଭାରି ଖୁସି ହୁଅନ୍ତି। ଆଉ ପିଲା ଯେପରି କୌଣସି କାରଣରୁ ଝଡି ନ ଯାଏ ବା...

ସକାଳ ଚା’ ସହ ଖାଆନ୍ତୁ ୨ଟି ବିସ୍କୁଟ

ଚା’ରେ ସାଧାରଣତଃ ଏସିଡିଟିର ମାତ୍ର ଯଥେଷ୍ଟ ଅଧିକ ରହିଥାଏ। ତେଣୁ ସକାଳୁ ଯେଉଁମାନଙ୍କର ବେଡ୍‌ ଟି ପିଇବାର ଅଭ୍ୟାସ ରହିଛି ସେମାନେ ଖାଲି ପେଟରେ ଚା’...

Advertisement


Archives

Model This Week