ପର୍ସରେ ରଖନ୍ତୁ ନାହିଁ ଏସବୁ ଜିନିଷ: ନଚେତ୍‌ ଦେଖା ଦେଇପାରେ ଆର୍ଥିକ ସଙ୍କଟ

ଅଧିକାଂଶ ଲୋକ ପକେଟରେ ପର୍ସ ରଖିଥାନ୍ତି। ପର୍ସକୁ ସବୁଠାରୁ ସୁରକ୍ଷିତ ସ୍ଥାନ ଭାବି ସେଥିରେ ଟଙ୍କା ସାଙ୍ଗକୁ ଜରୁରୀ କାଗଜପତ୍ର ମଧ୍ୟ ରଖାଯାଇଥାଏ। ତେବେ ବାସ୍ତୁଶାସ୍ତ ଅନୁସାରେ ଏମିତି କିଛି ଜିନିଷ ରହିଛି ଯାହାକୁ ପର୍ସରେ ରଖିଲେ ଧନହାନୀ ସାଙ୍ଗକୁ ଅନ୍ୟ ସମସ୍ୟା ମଧ୍ୟ ଦେଖା ଦେଇଥାଏ।
-ପର୍ସରେ କୌଣସି ଅଦରକାରୀ କାଗଜପତ୍ର ରଖିବା ଅନୁଚିତ୍‌। ପୁରୁଣା ତଥା ଅଦରକାରୀ କାଗଜପତ୍ର ରଖିଲେ ଏହା ବହୁତ ଅସୁବିଧାରେ ପକାଇଥାଏ। ଏଥିସହ ପର୍ସରେ ଟଙ୍କା ମଧ୍ୟ ରୁହେ ନାହିଁ।
-ପର୍ସରେ ଚିରା, ଫଟା ନୋଟ୍‌ ରଖିଲେ ମା’ ଲକ୍ଷ୍ମୀଙ୍କ କୃପା ମଧ୍ୟ ରୁହେ ନାହିଁ।
– ପର୍ସରେ ଭଗବାନଙ୍କ ଫଟୋ ରଖିବା ଅନୁଚିତ। ମାତ୍ର ପର୍ସରେ ଭଗବାନଙ୍କ ଯନ୍ତ୍ର ରଖିଲେ ଭଲ। ଏହା ଦ୍ୱାରା ଅର୍ଥର ଅଭାବ ଆଉ ରହିବ ନାହିଁ।
-ପର୍ସରେ କୌଣସି ମୃତ ବ୍ୟକ୍ତିଙ୍କ ଫଟୋ ରଖିବା ଅନୁଚିତ। ଏପରି କଲେ ଅର୍ଥର ଅଭାବ ଦେଖା ଦେଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ଓ ଶ୍ୱେତପ୍ରଦର

ଶ୍ୱେତପ୍ରଦର ରୋଗ ନାରୀମାନଙ୍କୁ ହୋଇଥାଏ। ଅସାମଞ୍ଜସ୍ୟ ଆହାର, ବାହାର, ଦୂଷିତ ପରିବେଶ, ଅତ୍ୟଧିକ ପରିଶ୍ରମ, ମାସିକ ଋତୁସ୍ରାବ ସମୟରେ ପରିଷ୍କାର ନ ରହିବା ଦ୍ୱାରା ଏହି...

ଗ୍ୟାସ୍‌ଟ୍ରିକ୍‌ ସମସ୍ୟାରୁ ଦୂରେଇ ରହିବା ପାଇଁ ସକାଳେ ଏଥିରୁ ଅଧାଗ୍ଲାସେ…

ଥଣ୍ଡା କ୍ଷୀର ପିଇଲେ ବହୁ ସୁଫଳ ମିଳିଥାଏ। ଏହା ଦ୍ୱାରା ଗ୍ୟାସ୍‌ଟ୍ରିକ୍‌ ସମସ୍ୟା ଦୂର ହୁଏ। ସେହିପରି ମେଦବହୁଳ ରୋଗୀଙ୍କ ପାଇଁ ଏହା ମହୌଷଧୀ ଭଳି...

ଶୀତଦିନେ ଖାଆନ୍ତୁ ପାଳଙ୍ଗ

ପାଳଙ୍ଗ ଶାଗ ଶୀତଦିନେ ବହୁ ପରିମାଣରେ ମିଳୁଥିବା ବେଳେ ଏହା ଶରୀର ପାଇଁ ମଧ୍ୟ ଖୁବ୍ ଉପକାରୀ । ଏଥିରେ ରହିଛି ଭିଟାମିନ୍ ଏ, ବି,...

ପୃଥିବୀ ପାଇଁ ବୋଝ ଏଭଳି ଲୋକ

ପ୍ରତ୍ୟେକ ମଣିଷ କିଛି ଉଦ୍ଦେଶ୍ୟ ନେଇ ଜନ୍ମଗ୍ରହଣ କରିଥାନ୍ତି। ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ, ଯଦି କୌଣସି ବ୍ୟକ୍ତିଙ୍କ ଜ୍ଞାନ ଏବଂ ଗୁଣ ନାହିଁ, ତେବେ ଏପରି...

ବାସ୍ତୁ ଅନୁଯାୟୀ ଶୌଚାଳୟ

ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରର ଦକ୍ଷିଣ କିମ୍ବା ଦକ୍ଷିଣ-ପଶ୍ଚିମ କୋଣରେ ଶୌଚାଳୟ ରହିବା ଶୁଭ ହୋଇଥାଏ। ଏହାଦ୍ୱାରା ଘର ଉପରେ ଅନେକ ସୁ-ପ୍ରଭାବ ପଡିଥାଏ ବୋଲି ବିଶ୍ୱାସ...

ରହିବନି ଷ୍ଟ୍ରେଚ୍‌ମାର୍କ

ଚନ୍ଦନ ପ୍ୟାକ୍‌ : ଚନ୍ଦନରେ ରହିଛି ଅନେକ ଉପକାରୀ ଗୁଣ। ତେଣୁ ଏହା ଏକ ଆୟୁର୍ବେଦିକ ବିୟୁଟି ପ୍ରଡକ୍ଟ ଭାବେ ମଧ୍ୟ ପରିଚିତ। ପେଟରେ ହେଇଥିବା...

ପଞ୍ଚକ ବ୍ରତ ପାଳନ କରିବାର ତାତ୍ପର୍ଯ୍ୟ

ଧର୍ମମାସ କାର୍ତ୍ତିକ ଶୁକ୍ଳ ଏକାଦଶୀଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ପଞ୍ଚକ ବ୍ରତ ପାଳନ କରାଯାଇଥାଏ। ଏହି ବ୍ରତକୁ ଭୀଷ୍ମ ପଞ୍ଚକ ବ୍ରତ ମଧ୍ୟ କୁହାଯାଇଥାଏ। ମହାଭାରତରେ ଉଲ୍ଲେଖ...

ଅଗ୍ନିମାନ୍ଦ୍ୟ ରୋଗ

ପାଚନ ବିକାରର ମୂଳ କାରଣକୁ ଭୋକ ନ ଲାଗିବା ବା ଅଗ୍ନିମାନ୍ଦ୍ୟ କୁହାଯାଏ। ଅଗ୍ନିମାନ୍ଦ୍ୟ ରୋଗ କାରଣରୁ ପାଚନ ଶକ୍ତିର ହ୍ରାସ ଓ ଖାଦ୍ୟ ପଦାର୍ଥ...

Advertisement
Archives

Model This Week