ଏହି ଯୋଗାସନ ଦ୍ୱାରା ଦୂର ହୁଏ ରକ୍ତଚାପ
ଆଜିକାଲି ଅଧିକାଂଶ ଲୋକ ରକ୍ତଚାପ ରୋଗରେ ପୀଡ଼ିତ। ଏଥିପାଇଁ କେତେ ଔଷଧ ଖାଇବାକୁ ପଡ଼ିଥାଏ। ମାତ୍ର ଏହାକୁ ନିୟନ୍ତ୍ରଣ କରିବା ଏତେ ସହଜ ନୁହେଁ। ଯୋଗ ଡାକ୍ତର ସୋନିକା ଶର୍ମା କହିଛନ୍ତି, ଫିଟ୍ ରହିବାକୁ ଚାହୁଁଥିଲେ ଶିଶୁ ଆସନ, ବଜ୍ରାସନ, ପଶ୍ଚିମୋତାନାସନ,…
ଏହିସବୁ ରୋଗୀ ଭୁଲ୍ରେ ଖାଆନ୍ତୁ ନାହିଁ ତରଭୁଜ
ଖରାଦିନେ ତରଭୁଜ ଖାଇବାକୁ ପ୍ରାୟ ସମସ୍ତେ ପସନ୍ଦ କରିଥା’ନ୍ତି। ଏଥିରେ ଭରପୂର ମାତ୍ରାରେ ଭିଟାମିନ୍, ମିନେରାଲ୍ସ ଏବଂ ଆଣ୍ଟିଅକ୍ସିଡାଣ୍ଟ ରହିଥାଏ। ଗବେଷକଙ୍କ କହିବାନୁଯାୟୀ ଜଣେ ବ୍ୟକ୍ତି ଗୋଟିଏ ଦିନରେ ୩୦୦ ଗ୍ରାମ ତରଭୁଜ ଖାଇବା ଉଚିତ। ଏହା ସ୍ବାସ୍ଥ୍ୟ ଉପଯୋଗୀ ମଧ୍ୟ…
ତରଭୁଜର ଉପକାରିତା
ତରଭୁଜ ଏମିତି ଏକ ଫଳ, ଯେଉଁଥିରେ ଲାଇକୋପିନ୍ର ମାତ୍ରା ପ୍ରଚୁର ଥିବା ଯୋଗୁ ତ୍ୱଚାରେ ଚମକ ଆଣିବାରେ ଏହା ବିଶେଷ ସହାୟକ ହୋଇଥାଏ। ସେହିପରି ଏଥିରେ ଭିଟାମିନ୍-ଏ ରହିଥିବାରୁ ଏହା ଦୃଷ୍ଟିଶକ୍ତି ଓ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ମଧ୍ୟ…
ବ୍ୟବସାୟ କରୁଛନ୍ତି କି? ସଫଳ ହେବାକୁ ଚାହୁଁଥିଲେ…
ବ୍ୟବସାୟରେ ଉନ୍ନତି ପାଇଁ ଅନେକ ବାସ୍ତୁଟିପ୍ସ ରହିଛି। ଏହି ଟିପ୍ସଗୁଡ଼ିକୁ ଉପଯୋଗ କରିବା ଦ୍ୱାରା ସକାରାତ୍ମକ ଊର୍ଜା ଉତ୍ପନ ହୋଇ ବ୍ୟବସାୟକୁ ସଫଳ କରିବାରେ ବିଶେଷ ସହାୟକ ହୋଇଥାଏ ବୋଲି ବିଶ୍ୱାସ କରାଯାଇଥାଏ… ନୂଆ ନୂଆ ବ୍ୟବସାୟ କରୁଛନ୍ତି କିମ୍ବା ଯେଉଁମାନେ…
ଅଜବ ହ୍ୟାଟ୍ ଫ୍ୟାଶନ
ଖରାଦିନେ ସୂର୍ଯ୍ୟଙ୍କର ଉତ୍ତାପରୁ ରକ୍ଷା ପାଇବା ପାଇଁ ଅନେକେ ମୁଣ୍ଡରେ ହ୍ୟାଟ୍ ବ୍ୟବହାର କରିଥାନ୍ତି। କିନ୍ତୁ ଏଠାରେ ଯେଉଁ ହ୍ୟାଟ୍ଗୁଡିକ ସମ୍ପର୍କରେ କୁହାଯାଉଛି, ତାହାକୁ ଖରାଦିନେ ବ୍ୟବହାର କରିହେବ ସତ ହେଲେ ଏହାର ଅଜବ ଡିଜାଇନ୍ ଭିନ୍ନ ଲୁକ୍ ଦେବା ସହିତ…
ଦୂରଯାତ୍ରା ସମୟରେ କରୁଛନ୍ତି କି ଏହି ୪ ଭୁଲ, ପଡ଼ିପାରନ୍ତି ଅସୁବିଧାରେ
ଅନେକ ଲୋକଙ୍କୁ ଦୂର ସ୍ଥାନ ବୁଲିବା ପସନ୍ଦ ହୋଇଥିଲେ ମଧ୍ୟ ଏ ନେଇ ଉପୁଜିଥାଏ ଅନେକ ସମସ୍ୟା, ଯଥା ବାନ୍ତି, ମୁଣ୍ଡବିନ୍ଧା ଇତ୍ୟାଦି। ଏହି କାରଣ ଯୋଗୁ ସେମାନେ ବୁଲିଯିବାକୁ ପସନ୍ଦ କରି ନ ଥାଆନ୍ତି। ତେବେ ଆପଣ ଯଦି ଏହି…
ଜୀବନରୁ ଦୁଃଖ ଦୂର କରିବାକୁ ଚାହୁଁଛନ୍ତି କି? ଚାଣକ୍ୟନୀତିର ଏହି ଉପାୟକୁ ଅବଲମ୍ବନ କରନ୍ତୁ…
ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତିରେ ସବୁ ସମସ୍ୟାର ସମାଧାନ ମିଳିଥାଏ। ଜୀବନର ପ୍ରତ୍ୟେକଟି ଚ୍ୟାଲେଞ୍ଜ ସହ ଲଢ଼ି ଜିତିବାକୁ ଏହା ପ୍ରେରଣା ଦେଇଥାଏ। ସେଥିରେ ଚାଣକ୍ୟ ଜୀବନରୁ ଦୁଃଖ ଦୂର କରି ସୁଖ ସମୃଦ୍ଧି ବୃଦ୍ଧି କରିବା ପାଇଁ ବର୍ଣ୍ଣନା କରିଛନ୍ତି। ଆସନ୍ତୁ…
ସୌନ୍ଦର୍ଯ୍ୟ ପାଇଁ ବରଦାନ କାକୁଡ଼ି: ଏଭଳି ବ୍ୟବହାର କରି…
ଖରାଦିନେ କାକୁଡ଼ି ଖାଇବାକୁ ପ୍ରାୟ ସମସ୍ତଙ୍କୁ ଭଲ ଲାଗିଥାଏ। ତେବେ ଏହି କାକୁଡିରେ ଅନେକ ପୋଷକତତ୍ତ୍ୱ ଭରି ରହିଛି। ଏହା ସହ ସୌନ୍ଦର୍ଯ୍ୟ ବୃଦ୍ଧି କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ତେବେ ଜାଣନ୍ତୁ କିପରି ସୌନ୍ଦର୍ଯ୍ୟ ବଢ଼ାଏ କାକୁଡ଼ି। ଉଜ୍ଜଳ ହୁଏ…
ଶକ୍ତିହୀନତା ଦୂର କରେ କୀଟରୁ ପ୍ରସ୍ତୁତ ଏହି ଔଷଧ
ହିମାଳୟ ଅଞ୍ଚଳରେ ଏକ ବିଶେଷ ପ୍ରକାରର ଔଷଧ ମିଳିଥାଏ। ଅନ୍ତର୍ଜାତୀୟ ବଜାରରେ ଏହା କିଲୋଗ୍ରାମ ପ୍ରତି ୬୦ ଲକ୍ଷ ଟଙ୍କା ମୂଲ୍ୟରେ ବିକ୍ରି ହେଉଛି। ଏହି ଔଷଧ ଭାରତ, ନେପାଳ ଏବଂ ଚାଇନାର କେତେକ ଅଞ୍ଚଳରେ ମିଳିଥାଏ ଏହା ହିମାଳୟରେ ସ୍ବାସ୍ଥ୍ୟ…
ଏହି ଗଛର ପତ୍ର ଧଳା କେଶକୁ କରେ କଳା
ବୟସ୍କ ବ୍ୟକ୍ତିଙ୍କଠାରୁ ଆରମ୍ଭ କରି ଛୋଟ ପିଲାଙ୍କ ପର୍ଯ୍ୟନ୍ତ ସମସ୍ତେ କେଶ ସମସ୍ୟାକୁ ନେଇ ଚିନ୍ତିତ। କମ୍ ବୟସରେ କେଶ ଧଳା ହୋଇ ଝଡିବା ଏକ ମୁଖ୍ୟ ସମସ୍ୟା। ଆଧୁନିକ ଜୀବନଶୈଳୀ ସହ କେମିକାଲରେ ନିର୍ମିତ ସାମ୍ପୁ, କଣ୍ଡିଶନର, ତେଲ ଆଦି…
ଉଚ୍ଚ ରକ୍ତଚାପରେ ପୀଡ଼ିତ କି? ମେଥିକୁ ଏଭଳି ସେବନ କରି ନିୟନ୍ତ୍ରଣକୁ ଆଣନ୍ତୁ, ନଚେତ…
ଆଜିର ସମୟରେ ଅନିୟମିତ ଦିନଚର୍ଯ୍ୟା ବିଭିନ୍ନ ପ୍ରକାର ରୋଗର କାରଣ ପାଲଟୁଛି। ସେଥିରୁ ଗୋଟିଏ ହେଲା ଉଚ୍ଚ ରକ୍ତଚାପ। ସାଧାରଣତଃ ମୋଟାପଣ ଏବଂ ଜୀବନଶୈଳୀରେ ପରିବର୍ତ୍ତନ ଯୋଗୁ ଏଭଳି ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ। ଏହାର କୌଣସି ଲକ୍ଷଣ ଦେଖାଯାଉ ନ ଥିବା…
ମଣିଷ ଚିହ୍ନିବାରେ ଭୁଲ କରି ପଶ୍ଚାତାପ କରୁଛନ୍ତି କି? ଜାଣି ନିଅନ୍ତୁ ଚାଣକ୍ୟଙ୍କ ଏହି ୪ କଥା
ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ବ୍ୟକ୍ତିର ସ୍ବଭାବ ବିଷୟରେ ବର୍ଣ୍ଣନା କରିଛନ୍ତି। ଏହାକୁ ଆପଣାଇବା କଷ୍ଟକର ହେଲେ ହେଁ ଯିଏ ତାହା କରିପାରିଛନ୍ତି ଜୀବନ ସୁଖମୟ ହୋଇଥାଏ। ସେଥିରୁ ଗୋଟିଏ ହେଲା ମଣିଷ ଚିହ୍ନିବା। ଆଜିର ବ୍ୟସ୍ତବହୁଳ ସମୟରେ ମଣିଷ ଚିହ୍ନିବାରେ…
Archives


