ଜୀବନରୁ ଦୁଃଖ ଦୂର କରିବାକୁ ଚାହୁଁଛନ୍ତି କି? ଚାଣକ୍ୟନୀତିର ଏହି ଉପାୟକୁ ଅବଲମ୍ବନ କରନ୍ତୁ…

ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତିରେ ସବୁ ସମସ୍ୟାର ସମାଧାନ ମିଳିଥାଏ। ଜୀବନର ପ୍ରତ୍ୟେକଟି ଚ୍ୟାଲେଞ୍ଜ ସହ ଲଢ଼ି ଜିତିବାକୁ ଏହା ପ୍ରେରଣା ଦେଇଥାଏ। ସେଥିରେ ଚାଣକ୍ୟ ଜୀବନରୁ ଦୁଃଖ ଦୂର କରି ସୁଖ ସମୃଦ୍ଧି ବୃଦ୍ଧି କରିବା ପାଇଁ ବର୍ଣ୍ଣନା କରିଛନ୍ତି। ଆସନ୍ତୁ ସେ ବିଷୟରେ ଜାଣିବା..

-ଚାଣକ୍ୟ କୁହନ୍ତି, ଥାଳିରେ ବାଢ଼ିଥିବା ଗୋଟିଏ ବି ଅନ୍ନ ନଷ୍ଟ କରିବା ଉଚିତ ନୁହେଁ। ଏଭଳି ହେଲେ ଘରେ ସୁଖ ସମୃଦ୍ଧି ବାସ କରି ନ ଥାଏ।

-ଯେଉଁ ଘରେ ଧନକୁ ଖରାପ କାମରେ ବ୍ୟବହାର କରାଯାଏ, ସେହି ଘରେ ସର୍ବଦା କଳହ ହେବାର ସମ୍ଭାବନା ଥାଏ। ଏହି କାରଣରୁ କେବେ ବି ଘରେ ଖୁସି ରହେ ନାହିଁ। ଏପରିକି ମା ଲକ୍ଷ୍ମୀ ରୁଷ୍ଟ ହୋଇ ଯାଆନ୍ତି ବୋଲି ଚାଣକ୍ୟ କହିଛନ୍ତି।

-ସ୍ବାମୀସ୍ତ୍ରୀ ମଧ୍ୟରେ ମଧୁର ସମ୍ପର୍କରେ କପଟର ସ୍ଥାନ ନ ଥାଏ। ଯଦି ସେମାନେ ଜଣେ ଅନ୍ୟଜଣଙ୍କୁ କଥା ଲୁଚାନ୍ତି ତେବେ ସେ ସମ୍ପର୍କ ଚାଲିପାରି ନ ଥାଏ। ଫଳରେ ଘରେ କେବେ ବି ସୁଖ ସମୃଦ୍ଧି ଆସି ନ ଥାଏ।

-ଯଦି କୌଣସି ଜ୍ଞାନୀ ବ୍ୟକ୍ତି ଗରିବ ଓ ମୁର୍ଖ ଧନୀ ଥାଏ ତେବେ ଆମକୁ ଜ୍ଞାନୀ ବ୍ୟକ୍ତିର ପଥକୁ ଅନୁସରଣ କରିବା ଉଚିତ। ତାଙ୍କ କଥା ଶୁଣିବା ଆବଶ୍ୟକ ହୋଇଥାଏ।

 


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଜାବୀ ଡାଲ୍‌ ମଖାନୀ

ଆବଶ୍ୟକ ସାମଗ୍ରୀ:ବିରି ଡାଲି- ୧ କପ୍‌ (ରାତିରୁ ଭିଜା ହୋଇଥିବା), ରାଜମା- ୧ କପ୍‌ (ରାତିରୁ ଭିଜା ହୋଇଥିବା), ପିଆଜ- ୨ଟି (କଟା), ଟମାଟୋ- ୨ଟି,...

ବାରମ୍ବାର ଛିଙ୍କ ହେଉଥିଲେ

ପରିବେଶ ପ୍ରଦୂଷଣ ଯୋଗୁ ହେଉ ଅଥବା ଥଣ୍ଡା ପାଇଁ ଅନେକଙ୍କର ବାରମ୍ବାର ଛିଙ୍କ ହୋଇଥାଏ। ଫଳରେ କୌଣସି କାମରେ ମନ ଲାଗେନି କି କାହା ସହିତ...

ସୂର୍ଯ୍ୟ ନମସ୍କାରର ସୁଫଳ

ନିୟମିତ ଯୋଗ କଲେ ମନୁଷ୍ୟ ସୁସ୍ଥ ରହିଥାଏ ବୋଲି ସମସ୍ତେ ଜାଣନ୍ତି। କିନ୍ତୁ ବର୍ତ୍ତମାନର ବ୍ୟସ୍ତ ବହୁଳ ଜୀବନଶୈଳୀ ଯୋଗୁ ଅନେକେ ଧୀରେ ଧୀରେ ଯୋଗଠାରୁ...

ତଣ୍ଟିରେ ମାଛକଣ୍ଟା ଲାଗିଥିଲେ ସହଜରେ ବାହାରିବାର ଉପାୟ ଜାଣନ୍ତୁ

ମାଛ ଖାଇବା ସମୟରେ ଅସାବଧାନତା ବଶତଃ ବେଳେବେଳେ ତଣ୍ଟିରେ କଣ୍ଟା ଲାଗିଯାଇଥାଏ। ଏଥିପାଇଁ ଜୀବନ ଚାଲିଯିବାର ମଧ୍ୟ ଭୟ ରହିଥାଏ। ଫଳରେ ଆମକୁ ଡାକ୍ତରଙ୍କ ପାଖକୁ...

କର୍ମଜୀବୀ ଓ ଫିଟ୍‌ନେସ୍‌

ଆଜିକାଲି ଅନେକ ମହିଳା ନିଜକୁ ସ୍ବାବଲମ୍ବୀ କରିବାକୁ ଆଗେଇ ଆସୁଛନ୍ତି। କେତେକେ ନିଜେ କିଛି ରୋଜଗାର କରିବା ସହ ଅନ୍ୟମାନଙ୍କୁ ରୋଜଗାରକ୍ଷମ କରାଇବାରେ ମଧ୍ୟ ସକ୍ଷମ...

ସାଗୁ ପକୁଡ଼ି

ଆବଶ୍ୟକ ସାମଗ୍ରୀ- ସାଗୁ-୫୦ଗ୍ରାମ୍‌, ଆଳୁ- ୨ଟି ସିଝା, ମୁଗ-୫୦ଗ୍ରାମ୍‌, ଅଟା- ୧୦୦ ଗ୍ରାମ୍‌, ଜିରା- ଅଧା ଚାମଚ, ଟମାଟୋ- ୧ଟି ଛୋଟ, ସୈନ୍ଧବ ଲୁଣ ସ୍ବାଦ...

କୋଲେଷ୍ଟରଲସ୍ତର କମାଇବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ…

ପ୍ରତିଦିନ ସକାଳେ ଅଧା କପ୍‌ ଗାଜର ରସ ପିଇଲେ ଅନେକ ଉପକାର ମିଳିଥାଏ। ଗାଜର ରସ କୋଲେଷ୍ଟରଲସ୍ତର ହ୍ରାସ କରିଥାଏ। ଫଳରେ ହାର୍ଟ ଆଟାକ୍‌ ସମସ୍ୟାରୁ...

ମଧୁମେହ ରୋଗୀଙ୍କ ପାଇଁ ଉପକାରୀ ଏହି ରସ

ପ୍ରାଚୀନ କାଳରୁ ଦୂରାରୋଗ୍ୟ ରୋଗର ଚିକିତ୍ସା ଏବଂ ସୌନ୍ଦର୍ଯ୍ୟ ପାଇଁ ଅଁଳା ବ୍ୟବହାର କରାଯାଉଛି। ଭିଟାମିନ, ଫାଇବର୍‌, କ୍ୟାଲସିୟମ୍‌ ଏବଂ କାର୍ବୋହାଇଡ୍ରେଟ୍‌ ଭଳି ତତ୍ତ୍ୱରେ ଭରପୂର୍‌...

Advertisement
Archives

Model This Week