ଦାନ୍ତ କରିଥାଏ ଭବିଷ୍ୟବାଣୀ
ସାଧାରଣତଃ ଦାନ୍ତ ଖାଦ୍ୟ ଚୋବାଇବା ପାଇଁ ବ୍ୟବହୃତ ହୋଇଥାଏ। ଏହାର ଉପଯୋଗୀତା କେବଳ ଏତିକି ବୋଲି ଆମେ ଜାଣିଛୁ। କିନ୍ତୁ ଭାରତୀୟ ସମୁଦ୍ର ଶାସ୍ତ୍ର ଅନୁଯାୟୀ, ଦାନ୍ତ ଭବିଷ୍ୟ ବିଷୟରେ ବହୁତ କିଛି କହିଥାଏ। କେବଳ ଏହାକୁ ବୁଝିବା ଆବଶ୍ୟକ।...
କରୋନା ଟିକା ନେବାପରେ ପିଅନ୍ତୁ ନାହିଁ ମଦ!
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତ ଅନୁଯାୟୀ, ଯେଉଁମାନେ କୋଭିଡ-୧୯ ଭ୍ୟାକ୍ସିନ ବା ଟିକା ନେଉଛନ୍ତି ସେମାନେ ମଦ ପିଇବା ଉଚିତ ନୁହେଁ । କାରଣ ମଦ ଶରୀରର ରୋଗ ପ୍ରତିରୋଧ କ୍ଷମତାକୁ କମ କରିବା ସହ ଟିକାର ପ୍ରଭାବରେ ବାଧା ସୃଷ୍ଟି...
କିଶୋରାବସ୍ଥାରେ ଏପରି ନିଅନ୍ତୁ ପିଲାମାନଙ୍କ ସ୍ବାସ୍ଥ୍ୟର ଯତ୍ନ: ଖାଦ୍ୟରେ ସାମିଲ କରନ୍ତୁ ଏସବୁ…
ଶରୀରର ସାମଗ୍ରିକ ବିକାଶ ପାଇଁ ଖାଦ୍ୟରେ ସମସ୍ତ ପୋଷକତତ୍ତ୍ୱ ରହିବା ଅତ୍ୟନ୍ତ ଆବଶ୍ୟକ। କାରଣ ପୋଷକତତ୍ତ୍ୱ ଦ୍ୱାରା ଶରୀରର ବିକାଶ ସାଙ୍ଗକୁ ଉଚ୍ଚତା ମଧ୍ୟ ବୃଦ୍ଧି ପାଇଥାଏ। ଏପରି ପରିସ୍ଥିତିରେ ଅଭିଭାବକମାନେ କିଶୋରାବସ୍ଥାରେ ନିଜ ପିଲାମାନଙ୍କର ଖାଦ୍ୟ ଓ ପାନୀୟ...
ମଧୁମେହ ରୋଗୀଙ୍କ ପାଇଁ ବରଦାନ ସଦୃଶ ଏହି ପରିବା: ଏଭଳି କରନ୍ତୁ ସେବନ
ବର୍ତ୍ତମାନ ଜୀବନଶୈଳୀ ନେଇ ଡାଇବେଟିସ ବା ମଧୁମେହ ଏକ ସାଧାରଣ ରୋଗରେ ପରିଣତ ହେଲାଣି। ଫଳରେ ଏହି ରୋଗୀଙ୍କୁ ମିଠା ଜାତୀୟ ଖାଦ୍ୟ ଖାଇବାଠାରୁ ଦୂରେଇ ରହିବା ଲାଗି କୁହାଯାଉଛି। ଏକାଧିକ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରୁଥିବାରୁ ରୋଗୀଙ୍କୁ ସତର୍କ...
ଈଶ୍ୱରଙ୍କ ନାମ ଅନୁଯାୟୀ ଶିଶୁର ନାମ ରଖୁଛନ୍ତି କି…
ଘରେ ଶିଶୁଟିଏ ଜନ୍ମନେବା ମାତ୍ରେ ଆନନ୍ଦ ଉଲ୍ଲାସର ବାତାବରଣ ସୃଷ୍ଟି ହୋଇଥାଏ। ଏହା ପରେ ପରିବାର ଲୋକେ ଏକୋଇଶିଆରେ ଗଣକ ଡକାଇ ଶିଶୁର ନାମକରଣ କରି ସେହି ନାମରେ ଡାକିବା ଆରମ୍ଭ କରିଥାଆନ୍ତି। ତେବେ ନାମକରଣ ସମୟରେ ନିମ୍ନଲିଖିତ କେତୋଟି...
କ୍ଷୀର ପିଇବା ପୂର୍ବରୁ ଏସବୁ ଖାଉଛନ୍ତି କି?
କ୍ଷୀରରେ ବିଭିନ୍ନ ପ୍ରକାର ପୌଷ୍ଟିକ ଆହାର, ଭିଟାମିନ୍ ଏବଂ ମିନେରାଲ ରହିଛି। ଯାହା ଶରୀରକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ। କିନ୍ତୁ କ୍ଷୀର ପିଇବା ପୂର୍ବରୁ ଏମିତି କିଛି ଖାଦ୍ୟ ପାନୀୟ ରହିଛି, ଯାହାକୁ ସେବନ କଲେ ଶରୀର ଉପରେ...
ସଫଳ ଦାମ୍ପତ୍ୟ ଜୀବନ ପାଇଁ ଚାଣକ୍ୟ କହିଛନ୍ତି ଏପରି
ଆଚାର୍ଯ୍ୟ ଚାଣକ୍ୟ ଧନ, ପ୍ରଗତି ଏବଂ ବୈବାହିକ ଜୀବନ ସମେତ ସମସ୍ତ ଦିଗ ଉପରେ ଗଭୀର ଅଧ୍ୟୟନ କରିଛନ୍ତି। ତାହା ସହ ଜଡିତ ସମସ୍ୟାର ସମାଧାନ ମଧ୍ୟ କରିଛନ୍ତି। ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ସ୍ତ୍ରୀ-ସ୍ବାମୀ ସମ୍ପର୍କ ଏବଂ ସଫଳ ବୈବାହିକ...
ପନିର ଲଲିପପ୍
ଆବଶ୍ୟକ ସାମଗ୍ରୀ- ପନିର- ୧ କପ୍, ଆଳୁ- ୨ଟି (ସିଝା), କଞ୍ଚାଲଙ୍କା- ୨ଟି, କ୍ୟାପ୍ସିକମ୍- ୧ଟି ଛୋଟ, ଅଦା ପେଷ୍ଟ- ୧ ଚାମଚ, ରସୁଣ ପେଷ୍ଟ- ୧ ଚାମଚ, ଗରମ ମସଲା ଗୁଣ୍ଡ- ଅଧା ଚାମଚ, ଚାଟ ମସଲା- ଅଧା...
ବିପଦରେ ମହିଳା
ଆସନ୍ତା ୪ ତାରିଖରେ ପାଳନ ହେବାକୁ ଯାଉଛି ବିଶ୍ୱ କର୍କଟ ଦିବସ। ତେବେ ଏହି ଅବସରରେ ମହିଳାଙ୍କ ଜୀବନ ପ୍ରତି ବିପଦସୃଷ୍ଟି କରୁଥିବା ସର୍ଭାଇକାଲ୍ କ୍ୟାନ୍ସରର କାରଣ ଏବଂ ଏହାର ନିରାକରଣକୁ ନେଇ ବିଶେଷ ଉପସ୍ଥାପନା… କର୍କଟରୋଗ ହେବା କଥା...
ତ୍ୱଚା ପାଇଁ ଟୋନର
ତ୍ୱଚାକୁ ଭଲଭାବେ ସଫା କରିବା ନିମନ୍ତେ ଟୋନର ବ୍ୟବହାର କରାଯାଏ। ଟୋନର ଲଗାଇଲେ ତ୍ୱଚାକୁ ପୋଷଣ ମିଳିବା ସହିତ ଉଜ୍ଜ୍ୱଳତା ବୃଦ୍ଧି ପାଇଥାଏ। ତେବେ କିଭଳି ଏବଂ କେଉଁ ପ୍ରକାରରଟୋନର ଲଗାଇବେ ସେ ସମ୍ପର୍କରେ ଜାଣି ରଖନ୍ତୁ… ବଜାରରେ ମିଳୁଥିବା...
ଫିଟ୍ନେସ୍ ପାଇଁ
ବର୍ତ୍ତମାନ ମେଦବହୁଳତା ଅନେକଙ୍କ ଠାରେ ବିଶେଷ କରି ମହିଳାଙ୍କ ଠାରେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାର କାରଣ ସାଜୁଛି। ଯାହାକୁ ଦୂର କରି ନିଜକୁ ଫିଟ୍ ରଖିବା ଲାଗି ଏକ୍ସରସାଇଜ୍ର ଭୂମିକା ଗୁରୁତ୍ୱପୂର୍ଣ୍ଣ। ତେବେ ଏକ୍ସରସାଇଜ୍ କରୁଥିଲେ କେଉଁସବୁ ଦିଗ ପ୍ରତି...
ପିଅନ୍ତୁ ନିମ୍ବ ଚା’
ଥଣ୍ଡାଦିନେ ଚା’ ପିଇବାକୁ ଅନେକ ପସନ୍ଦ କରିଥାଆନ୍ତି । ହେଲେ ନିମ୍ବ ଚା’ ନାଁ ଶୁଣିଲେ ଅନେକ ଲୋକ ନାକ ଟେକି ଥାଆନ୍ତି । ଏହାର କାରଣ ହେଉଛି ଏହା ପିତା । ତେବେ ଏହା ଶରୀର ପକ୍ଷେ ଖୁବ୍...
Archives


