ଜୀବନଚର୍ଯ୍ୟା

ପ୍ରସବ ପରେ…

ପ୍ରସବ ପରେ ସାଧାରଣତଃ ମହିଳାମାନଙ୍କର ଓଜନ ବଢ଼ିଯାଇଥାଏ। ତେଣୁ ଓଜନ କମ୍‌ କରିବା ପାଇଁ କ’ଣ ସବୁ କରିବେ ଜାଣିରଖନ୍ତୁ… ପ୍ରସବ ପରେ ଶିଶୁକୁ ସ୍ତନ୍ୟପାନ କରାଇବା ଫଳରେ ପ୍ରାକୃତିକ ଉପାୟରେ ଓଜନ କମ୍‌ ହୋଇଥାଏ। ପ୍ରସବ ପରେ ଡାଏଟିଂ ଆଦୌ…

କୁର୍ତ୍ତି ଜ୍ୟାକେଟ୍‌

ନୂଆ ଡିଜାଇନ ସହ ଭିନ୍ନ ଭିନ୍ନ ରଙ୍ଗର ଡ୍ରେସ୍‌ ପିନ୍ଧିବାକୁ ଝିଅମାନେ ବେଶି ପସନ୍ଦ କରନ୍ତି। ବଜାରରେ ଏବେ କୁର୍ତ୍ତି ଜ୍ୟାକେଟ୍‌ର ଚାହିଦା ଅଧିକ ରହିଛି । ତେବେ ଏହାକୁ କେତେବେଳେ ପିନ୍ଧିବେ ଜାଣିରଖନ୍ତୁ… କୁର୍ତ୍ତି ଜ୍ୟାକେଟ୍‌କୁ ଆପଣମାନେ ସବୁ ସମୟରେ…

ଖର୍ଚ୍ଚକାଟରୁ ସଞ୍ଚୟ

ଖର୍ଚ୍ଚକାଟ କରି ସମସ୍ତଙ୍କ ଅଜାଣତରେ ସଞ୍ଚୟ କରିବା ହେଉଛି ଏକ କଳା। ଆଉ ଏହି କଳାରେ ବେଶ୍‌ ପାରଙ୍ଗମ ଗୃହିଣୀମାନେ। ପରିବାରର ନିହାତି ଦରକାର ବେଳରେ ସେମାନେ ନିଜ ସଞ୍ଚିତ ଅର୍ଥକୁ ଦେଇ ଗୃହଲକ୍ଷ୍ମୀର ନାଁକୁ ସାର୍ଥକ କରନ୍ତି… ବେଳେବେଳେ ଏମିତି…

କିପରି ନେବେ ଯତ୍ନ

ବେଳେବେଳେ କେଶ ଝଡ଼ିବା, ରୂପି ଆଦି ହେବା କାରଣରୁ ସୌନ୍ଦର୍ଯ୍ୟ ନଷ୍ଟ ହୋଇଥାଏ । ତେବେ ବର୍ଷାଦିନେ କେଶର ଯତ୍ନ କିପରି ନେବେ ଜାଣିରଖନ୍ତୁ …. ବର୍ଷାରେ ଯଦି କେଶ ଓଦା ହୋଇଯାଏ ତେବେ ତୁରନ୍ତ ଘରକୁ ଆସି ସାମ୍ପୁ କରି…

ସୋସିଆଲ ମିଡିଆରୁ ସମ୍ପର୍କ କରି ଯାଉଛନ୍ତି କି ଡେଟ୍‌ରେ…

ବର୍ତ୍ତମାନ ଇଣ୍ଟରନେଟ୍‌ ଯୁଗରେ ଯୁବପିଢ଼ୀ ନୂଆ ନୂଆ ଟେକ୍‌ନିକ୍‌ ସହିତ ବେଶ୍‌ ଜଡିତ। ଅନେକ ସମୟରେ ସେମାନେ ସୋସିଆଲ ମିଡିଆରେ ବନ୍ଧୁ ତିଆରି କରି ତାଙ୍କ ସହ ସମ୍ପର୍କକୁ ଆଗକୁ ନେବାକୁ ଚାହାନ୍ତି । ବନ୍ଧୁଙ୍କ ସହ କିଛି କଥାବାର୍ତ୍ତା ପରେ…

ଉତ୍ତମ ଚିନ୍ତାଧାରା ଅନ୍ତରାଳେ…

ମଣିଷ ସବୁବେଳେ ଖୁସିରେ ରହିବାକୁ ଚାହିଁଥାଏ। ଉତ୍ତମ ଚିନ୍ତାଧାରା ସହ ସୁସ୍ଥ ଜୀବନଯାପନ କରିବାର ସ୍ବପ୍ନ ବି ଦେଖେ। ତେଣୁ ବିଚାରଧାରାକୁ ସକାରାତ୍ମକ ରଖିବା ଦରକାର। ହେଲେ ଅନେକ ସମୟରେ ଆମେ ନକାରାତ୍ମକ ଚିନ୍ତାଧାରାର ବଶବର୍ତ୍ତୀ ହୋଇଥାଉ। ଏହାଦ୍ୱାରା ଅନେକ ବାଟବଣା…

ଆଲ୍‌ଜିମର୍ସ ରୋଗ ପାଇଁ ଲାଇଟ୍‌ ଥେରାପି

ଆଲ୍‌ଜିମର୍ସ ଏକ ବୟସଜନିତ ରୋଗ। ଏହା ମସ୍ତିଷ୍କକୁ ଦୁର୍ବଳ କରିବା ସହ ସ୍ନାୟୁକୋଷ ବିକାଶରେ ବାଧା ଉପୁଜାଏ। ଏଥିରୁ ଉପଶମ ପାଇବା ଲାଗି ଏକ ନୂଆ ଚିକିତ୍ସା ପ୍ରଣାଳୀ ଉଦ୍ଭାବିତ ହୋଇଛି। ତାହା ହେଲା ‘ଲାଇଟ୍‌ ଥେରାପି’। ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌…

କାକୁଡ଼ି ଖାଇଲେ କମ୍‌ ହୁଏ ଏସବୁ ରୋଗ ଆଶଙ୍କା

ଶରୀର ପାଇଁ ଫଳମୂଳ କେତେ ଉପକାରୀ, ତାହା କହିବା ଅନାବଶ୍ୟକ। ତନ୍ମଧ୍ୟରୁ ଜଳୀୟ ଅଂଶ ଭରି ରହିଥିବା କାକୁଡ଼ି ଅନ୍ୟତମ। ଏହାବ୍ୟତୀତ ଏଥିରେ ଭିଟାମିନ୍‌ ବି, ସି, କେ ଏବଂ ପୋଟାସିୟମ ମଧ୍ୟ ଅଛି। ତେବେ କାକୁଡ଼ିରେ ଅନେକ ପ୍ରକାରର ସ୍ବାସ୍ଥ୍ୟୋପକାରୀ…

ଭିଟାମିନ୍‌ ‘ଡି’ ଓ ବ୍ଲାଡର କ୍ୟାନ୍‌ସର

ଆମ ଶରୀରରେ ଭିଟାମିନ୍‌ ‘ଡି’ ସନ୍ତୁଳିତ ହୋଇ ରହିବା ନିହାତି ଦରକାର। ଏହା ଅସ୍ଥିକୁ ମଜଭୁତ ରଖିବା ସହ ରୋଗ ପ୍ରତିରୋଧକ ଶକ୍ତିକୁ ଦୃଢ଼ କରିଥାଏ। ଏହାବ୍ୟତୀତ ସ୍ନାୟୁକୁ ମଧ୍ୟ ସୁସ୍ଥ ରଖିବାରେ ଅନେକାଂଶରେ ସାହାଯ୍ୟ କରେ। ହେଲେ ଏହାର ଅଭାବରେ…

ହଜିଯାଉଛି ଜୈବ ବିବିଧତା

ଜୀବମାନଙ୍କର ଭିନ୍ନତା ବା ବିବିଧତା ହେଉଛି ଜୈବ ବିବିଧତା। ଆମ ପରିବେଶରେ ବଞ୍ଚତ୍ଥିବା ସମସ୍ତ ଜୀବଜନ୍ତୁ, ଗଛଲତା, କୀଟପତଙ୍ଗ ଓ ଅଣୁଜୀବମାନଙ୍କର ଅବସ୍ଥିତିକୁ ମଧ୍ୟ ଜୈବ ବିବିଧତା କୁହାଯାଏ। ଆଜି କିନ୍ତୁ ଜୀବମାନଙ୍କର ବିବିଧତା ବିଲୁପ୍ତି ପଥରେ, ବିପନ୍ନ ଓ ବିଷଣ୍ଣ।…

ଅଧକପାଳି ବିନ୍ଧା ହେଉଛି କି…

ତୁଳସୀ ପତ୍ରରେ ଅନେକ ଔଷଧୀୟ ଗୁଣ ଭରି ରହିଛି। ଏହାସହ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ଲାଗି ଏହାର ମଧ୍ୟ ଯଥେଷ୍ଟ ଭୂମିକା ରହିଛି। ତେବେ ପ୍ରତିରୋଧକ ଶକ୍ତି ବଢ଼ାଇବାକୁ ତୁଳସୀ ପତ୍ରରେ ପ୍ରସ୍ତୁତ କାଢ଼ା ପିଇବାକୁ ଅନେକ ଲୋକେ…

ଶାଢ଼ି ପୁରୁଣା ଲୁକ୍‌ ନୂଆ

ଶାଢ଼ି ଏମିତି ଏକ ପରିଧାନ, ଯାହାକୁ ସବୁ ଅକେଜନ୍‌ରେ ପିନ୍ଧିହେବ। କିନ୍ତୁ କିଛିଦିନ ପିନ୍ଧିବା ପରେ ତାହା ପୁରୁଣା ହେବ ନଚେତ ଆଉଟ୍‌ ଅଫ୍‌ ଫ୍ୟାଶନ୍‌ ହୋଇଯିବ। ହେଲେ ଟିକେ ବୁଦ୍ଧି ଖଟାଇଲେ, ପୁରୁଣା କିମ୍ବା ଆଉଟ୍‌ ଅଫ୍‌ ଫ୍ୟାଶନ ହୋଇଯାଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?