ଏହି ୪ ରାଶିର ମହିଳା ହୁକୁମ ଚଳାଇବାରେ ହୋଇଥାନ୍ତି ମାହିର; ସ୍ବାମୀଙ୍କୁ ରଖିଥାନ୍ତି ହାତ ମୁଠାରେ…
ଜ୍ୟୋତିଷ ଶାସ୍ତ୍ରରେ ଏପରି ଅନେକ ବିଷୟରେ ବର୍ଣ୍ଣନା କରାଯାଇଛି, ଯାହାଦ୍ୱାରା ବ୍ୟକ୍ତିର ଭବିଷ୍ୟତ, ଚରିତ୍ର, ଗୁଣ-ଦୋଷ ଆଦି ବିଷୟରେ ଜାଣିହୁଏ। ଆସନ୍ତୁ ଆମେ ଜାଣିବା ଏଭଳି ୪ ରାଶି ବିଷୟରେ ଯେଉଁଥିରେ ଜନ୍ମିତ ଝିଅମାନେ ଅନ୍ୟ ଉପରେ ହୁକୁମ ଚଲାଇବାରେ ଓସ୍ତାଦ…
ପେଟ ବଡ଼ ନେଇ ଚିନ୍ତିତ କି ….
ବର୍ତ୍ତମାନ ସମୟରେ ବଡ଼ ପେଟ ଏମକ ମୁଖ୍ୟ ସମସ୍ୟା। ଅଧୁନୀକ ଜୀବନଶୈଳୀ ହେଉ କିମ୍ବା ଗୋଟିଏ ଜାଗାରେ ବେଶି ସମୟ ବସି କାମ କରିବା ଫଳରେ ଅଧିକାଂଶ ଲୋକଙ୍କଠାରେ ଏହି ସମସ୍ୟା ଦେଖାଯାଇଥାଏ। ଯଦି ଏହି ସମସ୍ୟା ଆପଣଙ୍କଠାରେ ଦେଖାଯାଉଛି ତେବେ…
ଏହି ୪ ରାଶିର ଯୁବକଙ୍କ ପ୍ରତି ଶୀଘ୍ର ଆକର୍ଷିତ ହୋଇଥାନ୍ତି ଯୁବତୀ; ଦେଖିଲେ ଆପଣ…
ଜ୍ୟୋତିଷ ଶାସ୍ତ୍ରରେ ରାଶିମାନଙ୍କ ମହତ୍ୱ ଅଧିକ। କାରଣ ରାଶି ଆଧାରରେ ବ୍ୟକ୍ତିର ସ୍ବଭାବ, ଗୁଣ-ଦୋଷ ଏବଂ ତାର ଜୀବନରେ ହେବାକୁ ଥିବା ଘଟଣା ବିଷୟରେ ଜଣାପଡ଼ିଥାଏ। ଆଜି ଆମେ ଏଭଳି ୪ଟି ରାଶି ବିଷୟରେ କହିବାକୁଯାଉଛୁ, ଯେଉଁଥିରେ ଜନ୍ମିତ ଯୁବକଙ୍କ ପ୍ରତି…
ମଧୁମେହରୁ ମୁକ୍ତି ଚାହୁଁଥିଲେ…
ଆଜିକାଲି ମଧୁମେହ ଏକ ସାଧାରଣ ସ୍ବାସ୍ଥ୍ୟ ସମସ୍ୟାରେ ପରିଗଣିତ ହେଲାଣି। ବ୍ୟସ୍ତବହୁଳ ଜୀବନଶୈଳୀ ଓ ଖାଦ୍ୟପେୟରେ ପରିବର୍ତ୍ତନ ଏହାର ପ୍ରମୁଖ କାରଣ। ତେବେ ଏହି ରୋଗୀଙ୍କୁ ଖାଦ୍ୟପେୟଜନିତ କଟକଣା କରାଯାଇଥାଏ। ମାତ୍ର ଏପରି କିଛି ଖାଦ୍ୟ ରହିଛି ଯେଉଁଥିରେ ପୋଷକତତ୍ତ୍ୱ ଭରି…
ଏମିତି କଲେ ଘରକୁ ଆପଣାଛାଏଁ ଆସନ୍ତି ଲକ୍ଷ୍ମୀ
ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଅନେକ କିଛି ବର୍ଣ୍ଣନା କରିଛନ୍ତି। ସେଗୁଡ଼ିକୁ ଗ୍ରହଣ କରି ଜୀବନରୁ ଦୁଃଖ ଦୂର ହୋଇପାରିବ ବୋଲି ବିବେଚନା କରାଯାଏ। ଚାଣକ୍ୟ କହିଛନ୍ତି, ଯଦି ଜଣେ ବ୍ୟକ୍ତି ତିନୋଟି ଜିନିଷର ପ୍ରତି ଯତ୍ନବାନ୍ ହୁଅନ୍ତି, ତେବେ ସେ…
ଅବସାଦ ଦୂର କରିବ ରୋବୋ
ଆଜିକାଲି ରୋବୋର ବ୍ୟବହାର ଦିନକୁ ଦିନ ବଢ଼ିଚାଲିଛି। ବିଭିନ୍ନ କ୍ଷେତ୍ରରେ ଏହାକୁ ବ୍ୟବହାର କରାଯାଇ ସେଥିରୁ ସଫଳତା ମିଳୁଛି। ଏହି ତାଲିକାରେ ନିକଟରେ ଆଉ ଏକ ଜିନିଷକୁ ସାମିଲ କରାଯାଇଛି। ଅବସାଦ ଦୂର କରିବାରେ ରୋବୋ ସାହାଯ୍ୟ କରିପାରିବ ବୋଲି ଦୃଢ଼ୋକ୍ତି…
ସାଇଲେଣ୍ଟ୍ କିଲର୍…
ଉଚ୍ଚ ରକ୍ତଚାପ ସମସ୍ୟା ଥିଲେ ମଧ୍ୟ ଶରୀରରେ ସାଧାରଣତଃ କୌଣସି ଲକ୍ଷଣ ପ୍ରକାଶ ପାଇ ନ ଥାଏ। ତେବେ ଅଧିକ ଦିନ ଧରି ଏହି ସମସ୍ୟା ରହିଲେ ସାଇଲେଣ୍ଟ୍ କିଲର୍ ଭଳି ଅନ୍ୟ କେତେକ ରୋଗକୁ ଡାକି ଆଣିଥାଏ। ଉଚ୍ଚ ରକ୍ତଚାପ…
ଅତ୍ୟଧିକ ମିଠା ଖାଉଥିଲେ…
ମିଠା ଏପରି ଏକ ଜିନିଷ, ଯାହାକୁ ଦେଖିବା ମାତ୍ରେ ଅଧିକାଂଶ ବ୍ୟକ୍ତିଙ୍କର ପାଟିରୁ ଲାଳ ଗଡ଼ିଥାଏ। ଏପରି ଖାଦ୍ୟ ବେଶ୍ ସ୍ବାଦିଷ୍ଟ ଏକଥା ସତ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା କେତେକ ସ୍ବାସ୍ଥ୍ୟଜନିତ ସମସ୍ୟାକୁ ପରୋକ୍ଷରେ ଡାକିଆଣିଥାଏ। ଅତ୍ୟଧିକ…
କମ୍ ବୟସରେ କେଶ ଧଳା ହୋଇ ଯାଉଛି କି…
ବୟସ ବଢ଼ିବା ସହିତ କେଶର ରଙ୍ଗ ପରିବର୍ତ୍ତନ ହୋଇ ଧଳା ହେବା ଏକ ସାଧାରଣ କଥା। ମାତ୍ର ବର୍ତ୍ତମାନ ସମୟରେ କେବଳ ବୟସ୍କ ଲୋକ ନୁହନ୍ତି ବରଂ ଯୁବପିଢ଼ିମାନଙ୍କଠାରେ ଏହି ସମସ୍ୟା ଦେଖାଯାଉଛି। ଏହାର ମୁଖ୍ୟ କାରଣ ପାଲଟିଛି ଆଧୁନିକ ଜୀବନଶୈଳୀ…
ପ୍ରଦୂଷିତ ବାୟୁମଣ୍ଡଳ ଓ କିଡ୍ନୀ ଫେଲ୍ୟୁୟର
ଆମ ଶରୀରର ପ୍ରମୁଖ ଅଙ୍ଗ ମଧ୍ୟରୁ କିଡ୍ନୀ ଅନ୍ୟତମ। ହେଲେ କେତେକ କାରଣରୁ ଏହା ଯେତେବେଳେ ପ୍ରଭାବିତ ହୁଏ ସେତେବେଳେ ଆମକୁ ଗୁରୁତର ସ୍ବାସ୍ଥ୍ୟଜନିତ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଏହି ରୋଗ ଜଟିଳ ସ୍ଥିିତିରେ ଥିଲେ ଚିକିତ୍ସା ତ ବ୍ୟୟସାପେକ୍ଷ,…
ଶ୍ୱେତ କବକ
ଆସ୍ପର୍ଗିଲୋସିସ୍ ଏହି ଫଙ୍ଗସ୍ ସର୍ବତ୍ର ଦେଖାଦିଏ। ଦୁର୍ବଳ ପ୍ରତିରକ୍ଷା ପ୍ରଣାଳୀ, ଫୁସ୍ଫୁସ୍ ରୋଗ ଆକ୍ରାନ୍ତ ବ୍ୟକ୍ତିଙ୍କଠାରେ ଫଙ୍ଗାଲ୍ ସ୍ପୋର ନିଃଶ୍ୱାସବାଟେ ଶରୀରରେ ପ୍ରବେଶ କରେ। କମ୍ପୋଷ୍ଟ ଗଦା, ଗଚ୍ଛିତ ଶସ୍ୟ, ଅପରିଷ୍କାର ଜଳ, ପଚିଯାଉଥିବା ପତ୍ର, ଫୁଲ ଏବଂ ପନିପରିବାରେ ଏହି…
ଶୁକ୍ର ଗ୍ରହ ଅଭିଯାନ
ଶୁକ୍ର ହେଉଛି ସୂର୍ଯ୍ୟଠାରୁ ଦୂରତାକ୍ରମରେ ସୌରଜଗତର ଦ୍ୱିତୀୟ ଗ୍ରହ ଏବଂ ଆମ ପୃଥିବୀର ଅନ୍ୟତମ ପଡ଼ୋଶୀ ଗ୍ରହ। ‘କୁଆଁତାରା’ ଭାବେ ଜଣା ଏହି ଗ୍ରହ ପୃଥିବୀବାସୀଙ୍କୁ ବହୁ ଆଗରୁ ଆକର୍ଷିତ କରିଛି। ଉଭୟ ଗ୍ରହର କକ୍ଷପଥ ହେଉଛି ନିକଟତର ଏବଂ ଗ୍ରହ…
Archives


