ଜୀବନଚର୍ଯ୍ୟା

ଘର ଝାଡୁ କରିବା-ରଖିବା ସମୟରେ କରୁନାହାନ୍ତି ତ ଏଭଳି ଭୁଲ: ମାଡ଼ି ଆସିବ ଦରିଦ୍ରତା

ପ୍ରତ୍ୟେହ ସକାଳେ ଏବଂ ଅପରାହ୍ନରେ ଘର ଝାଡ଼ୁ କରାଯାଏ। ଏହି ଝାଡ଼ୁକୁ ନେଇ ଅନେକ ବାସ୍ତୁଗତ ସମସ୍ୟା ରହିଛି। ଯେପରିକି ଝାଡ଼ୁକୁ ଓଲଟା ରଖିବା ଠିକ୍‌ ନୁହେଁ, ଝାଡ଼ୁରେ ଗୋଡ ମାରିବା ଦ୍ୱାରା ମା’ ଲକ୍ଷ୍ମୀ ରାଗିଯାଇଥାନ୍ତି। ଏହାକୁ ନେଇ ବାସ୍ତୁଶାସ୍ତ୍ରରେ…

ଏହି ୮ ପ୍ରକାର ଲୋକଙ୍କଠାରୁ ଦୂରରେ ରହିବାକୁ କହିଛନ୍ତି ଚାଣକ୍ୟ, ନଚେତ ପାଇବେ ଦୁଃଖ

ଭାରତର ମହାନ ରାଜନୀତିଜ୍ଞ ଏବଂ ଅର୍ଥଶାସ୍ତ୍ର ବିଶେଷଜ୍ଞ ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ବିଭିନ୍ନ ବିଷୟରେ ବର୍ଣ୍ଣନା କରିଛନ୍ତି। ଚାଣକ୍ୟ ନୀତି ପୁସ୍ତକର ୧୭ତମ ଅଧ୍ୟାୟର ଏକ ଶ୍ଳୋକରେ ଆଠ ପ୍ରକାର ଲୋକଙ୍କ ବିଷୟରେ ବର୍ଣ୍ଣନା କରିଛନ୍ତି, ଯେଉଁମାନେ ସର୍ବଦା ଅନ୍ୟକୁ…

ଘରର ଏସବୁ ଦିଗରେ ଲଗାନ୍ତୁ ଏହି ୪ ବୃକ୍ଷ: ବଢ଼ିବ ଧନପ୍ରାପ୍ତିର ଯୋଗ…

ବାସ୍ତୁଶାସ୍ତ୍ର ଅନୁଯାୟୀ ବିଭିନ୍ନ ବୃକ୍ଷ ଘର ଏବଂ ପରିବାରର ସଦସ୍ୟଙ୍କ ଜୀବନରେ ପ୍ରଭାବ ପକାଇଥାଏ। ଏପରିକି ସଠିକ୍‌ ଦିଗରେ ରଖିବା ଦ୍ୱାରା ଧନପ୍ରାପ୍ତିର ଯୋଗ ବଢ଼ିଥାଏ। ଏଣୁ ସବୁ ବୃକ୍ଷ ପାଇଁ ଏକ ନିଦ୍ଦିଷ୍ଟ ଦିଗ ରହିଛି। ଯଦି ସେଭଳି ରଖାଯାଏ…

କରୋନା ସଂକ୍ରମିତଙ୍କଠାରେ କିଡ୍‌ନୀ ରୋଗ ଆଶଙ୍କା ଅଧିକ, ଜାଣନ୍ତୁ କାହିଁକି

ଓ୍ବାଶିଂଟନ: କରୋନା ଭୂତାଣୁ ଦ୍ୱାରା ପ୍ରଭାବିତ ଲୋକଙ୍କ ସ୍ବାସ୍ଥ୍ୟ ଉପରେ ଗଭୀର ପ୍ରଭାବ ପଡୁଥିବା ମାମଲା ସାମ୍ନାକୁ ଆସୁଛି। ସଂକ୍ରମଣରୁ ସୁସ୍ଥ ହେବା ପରେ ମଧ୍ୟ ଅନେକ ସମସ୍ୟା ଉପୁଜୁଛି। ବର୍ତ୍ତମାନ ଏହି ଭୂତାଣୁ ଯୋଗୁ ପୀଡ଼ିତଙ୍କଠାରେ କିଡ୍‌ନୀ ରୋଗ ହେବାର…

ଆପଣଙ୍କର ଅଛି କି ଉଚ୍ଚ ରକ୍ତଚାପ ସମସ୍ୟା

ବର୍ତ୍ତମାନର ଅନିୟମିତ ଜୀବନଶୈଳୀ, ଚିନ୍ତା କାରଣରୁ ଉଚ୍ଚ ରକ୍ତଚାପ ସାଧାରଣ ସମସ୍ୟାରେ ପରିଣତ ହେଲାଣି। ଏହି ଗମ୍ଭୀର ସମସ୍ୟାକୁ ସାମାନ୍ୟ ଅଣଦେଖା କରିବା ଫଳରେ ଏହା ହାର୍ଟଆଟାକ୍‌ ଓ ଷ୍ଟ୍ରୋକ୍‌ ଭଳି ସମସ୍ୟା ସୃଷ୍ଟି କରିଥାଏ। ଏତଦ୍‌ବ୍ୟତୀତ କିଡ୍‌ନୀ ସମସ୍ୟା ମଧ୍ୟ…

ସାବଧାନ! ଏହି କାରଣରୁ ହୋଇଥାଏ ହୃଦ୍‌ଘାତ

ଏକ ନୂତନ ଅଧ୍ୟୟନରୁ ଜଣାପଡ଼ିଛି ଯେ, ଅଧିକ ଚାପଗ୍ରସ୍ତ, ନିଦ୍ରାରେ ବ୍ୟାହତ ହେବା ହୃଦଘାତ୍‌ ଏବଂ ଷ୍ଟ୍ରୋକ୍‌ର କାରଣ ହୋଇପାରେ। ୟୁରୋପୀୟ ଷ୍ଟ୍ରୋକ୍‌ ସଂଗଠନ (ESO) ସମ୍ମିଳନୀରେ ଉପସ୍ଥାପିତ ହୋଇଥିବା ଏକ ରିପୋର୍ଟରେ ଏହା ପ୍ରକାଶ ପାଇଛି। ମୁଖ୍ୟତଃ ଡାଇବେଟିସ୍‌, ଉଚ୍ଚ…

ମହିଳାଙ୍କ ଏହି ୫ ଅଭ୍ୟାସ ଯୋଗୁ ଭାଙ୍ଗିଯାଏ ଘର,ଜାଣନ୍ତୁ ଏଭଳି କାହିଁକି କହିଛନ୍ତି ଚାଣକ୍ୟ…

ଚାଣକ୍ୟଙ୍କୁ ଶ୍ରେଷ୍ଠ ବିଦ୍ୱାନ ଭାବେ ଗଣାଯାଏ। ସେ ବିପରିତ ପରିସ୍ଥିତିରେ ମଧ୍ୟ ନିଜର ଲକ୍ଷ୍ୟକୁ ହାସଲ କରିଥିଲେ। ରାଜନୀତିଠାରୁ ଆରମ୍ଭ କରି କୁଟନୀତି ପର୍ଯ୍ୟନ୍ତ ସବୁଥିରେ ସେ ମାହିର ଥିଲେ। ଚାଣକ୍ୟ ନିଜର ଅନୁଭବ ଅନୁସାରେ ମନୁଷ୍ୟ ଜୀବନ ସହ ଜଡ଼ିତ…

କାହିଁକି ପ୍ରେମ ସମ୍ପର୍କରେ ଆସିଥାଏ ତିକ୍ତତା

ପ୍ରେମରେ ମନମାଳିନ୍ୟ ଓ ଛୋଟ ଛୋଟ ଝଗଡ଼ା ଲାଗି ରହିଥାଏ। ଏହି ସମ୍ପର୍କରେ ଆଗକୁ ବଢ଼ିବା ଯେତିକି ସହଜ ହୋଇଥାଏ ସମ୍ପର୍କକୁ ବାନ୍ଧିରଖିବା କଷ୍ଟକର ହେଇଯାଏ। ମାତ୍ର ଛୋଟ ଛୋଟ କଥାରେ ସମ୍ପର୍କ ଭାଙ୍ଗିଦେବା ଫଳରେ ଉଭୟେ ପ୍ରେମୀଯୁଗଳଙ୍କ ଉପରେ ଏହାର…

ଏହି ୪ ରାଶିର ଯୁବକ ରୋମାଣ୍ଟିକ କମ୍‌, ଅଧିକ ସ୍ନେହୀ; ପାଲଟିଥାନ୍ତି ସବୁଠାରୁ ଭଲ ଜୀବନସାଥୀ

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ କୌଣସି ବ୍ୟକ୍ତିର ରାଶିରୁ ତାର ବ୍ୟକ୍ତିତ୍ୱ, ସ୍ବଭାବ,ପ୍ରେମ ସମ୍ପର୍କ, ସ୍ବାସ୍ଥ୍ୟ ଏବଂ ଆର୍ଥିକ ଜୀବନ ବିଷୟରେ ଜଣାପଡ଼ିଥାଏ। ଆଜି ଆମେ ସେଭଳି ୪ ରାଶି ବିଷୟରେ କଥାହେବା, ଯେଉଁଥିରେ ଜନ୍ମିତ ଯୁବକମାନେ ନିଜ ପ୍ରେମ ବିଷୟରେ ଅନ୍ୟକୁ…

ଇନ୍‌ସୁଲିନ୍‌ ନେଉଛନ୍ତି କି? ଏହି ୪ଟି ଜିନିଷ ପ୍ରତି ନିଶ୍ଚିତ ଦିଅନ୍ତୁ ଧ୍ୟାନ

ଆଜିକାଲି ସମୟରେ ଡାଇବେଟିସ୍‌ ବା ମଧୁମେହ ଏକ ସାଧାରଣ ରୋଗ କହିଲେ ଭୁଲ ହେବ ନାହିଁ। ଥରେ ଏହି ରୋଗ ହେବା ମାତ୍ରେ ରୋଗୀଙ୍କୁ ନିଜର ଜୀବନଚର୍ଯ୍ୟାକୁ ନେଇ ବିଶେଷ ଧ୍ୟାନ ଦେବାକୁ ପଡ଼ିଥାଏ। ଖାଇବା ପିଇବାଠାରୁ ଆରମ୍ଭ କରି ଶୋଇବା…

ସମସ୍ତଙ୍କ ଥାନ୍ତି ୫ ମା’: ଜାଣନ୍ତୁ କିପରି

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଜଣେ ବ୍ୟକ୍ତିଙ୍କର ୫ ପିତା ଥିବା ଉଲ୍ଲେଖ କରିଥିବା ବେଳେ ୫ ଜଣ ମାତାଙ୍କ ବିଷୟରେ ମଧ୍ୟ କହିଛନ୍ତି। ତେବେ ଜାଣନ୍ତୁ ଏପରି କାହିଁକି କହିଛନ୍ତି ଚାଣକ୍ୟ।   ଆଚାର୍ଯ୍ୟ ଚାଣକ୍ୟ ଏହି ଶ୍ଳୋକ ମାଧ୍ୟମରେ…

ଶିଶୁ ପାଇଁ ନ୍ୟୁମୋକୋକାଲ ଟିକା

  ଶିଶୁଟିଏ ଖାଲି ମାତାପିତାଙ୍କର ନୁହେଁ, ରାଷ୍ଟ୍ର ପାଇଁ ବି ଅମୂଲ୍ୟ ସମ୍ପଦ। ତା’ର ହସରେ ସଭିଙ୍କୁ ଦିଏ ଆନନ୍ଦ ଆଉ ତା’ ରୁଗ୍‌ଣତା ପାଲଟେ ପରିବାରରେ ଚିନ୍ତାର କାରଣ। ଆମ ଦେଶରେ ପାଞ୍ଚବର୍ଷରୁ କମ୍‌ ବୟସର ଶିଶୁମାନଙ୍କ ରୁଗ୍‌ଣତା ଓ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri